ଯିଖରିୟ 4:4 in Oriya

ଓଡିଆ ଓଡିଆ ବାଇବେଲ ଯିଖରିୟ ଯିଖରିୟ 4 ଯିଖରିୟ 4:4

Zechariah 4:4
ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତଙ୍କୁ ମୁଁ ପଗ୍ଭରିଲି, ମାରେ ମହାଶୟ, ଏଗୁଡିକ ସବୁ କଣ?

Zechariah 4:3Zechariah 4Zechariah 4:5

Zechariah 4:4 in Other Translations

King James Version (KJV)
So I answered and spake to the angel that talked with me, saying, What are these, my lord?

American Standard Version (ASV)
And I answered and spake to the angel that talked with me, saying, What are these, my lord?

Bible in Basic English (BBE)
And I made answer and said to the angel who was talking to me, What are these, my lord?

Darby English Bible (DBY)
And I answered and spoke to the angel that talked with me, saying, What are these, my lord?

World English Bible (WEB)
I answered and spoke to the angel who talked with me, saying, "What are these, my lord?"

Young's Literal Translation (YLT)
And I answer and speak unto the messenger who is speaking with me, saying, `What `are' these, my lord?'

So
I
answered
וָאַ֙עַן֙wāʾaʿanva-AH-AN
and
spake
וָֽאֹמַ֔רwāʾōmarva-oh-MAHR
to
אֶלʾelel
the
angel
הַמַּלְאָ֛ךְhammalʾākha-mahl-AK
talked
that
הַדֹּבֵ֥רhaddōbērha-doh-VARE
with
me,
saying,
בִּ֖יbee
What
לֵאמֹ֑רlēʾmōrlay-MORE
are
these,
מָהma
my
lord?
אֵ֖לֶּהʾēlleA-leh
אֲדֹנִֽי׃ʾădōnîuh-doh-NEE

Cross Reference

ଯିଖରିୟ 1:9
ମୁଁ ପଗ୍ଭରିଲି, ହେ ମାରେ ସଦାପ୍ରଭୁ ଏଗୁଡିକ କ'ଣ ପାଇଁ?

ଯିଖରିୟ 6:4
ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତକୁ ମୁଁ ପଗ୍ଭରିଲି, ମାରେମହାଶୟ, ଏଗୁଡିକର ଅର୍ଥ କ'ଣ?

ଦାନିଏଲ 7:16
ସଠାେ ରେ ଛିଡା ହାଇେଥିବା ଲୋକମାନଙ୍କ ମଧ୍ଯରୁ ଜଣକ ନିକଟକୁ ୟାଇ ଏସବୁ ତଥ୍ଯ ପଗ୍ଭରିଲି। ତେଣୁ ସେ ମାେତେ ସେ ସବୁର ଅର୍ଥ ବୁଝାଇ କହିଲେ।

ଦାନିଏଲ 12:8
ମୁଁ ଯଦିଓ ଉତ୍ତର ଶୁଣିଲି, ମାତ୍ର ବୁଝିଲି ନାହିଁ, ତହୁଁ ମୁଁ କହିଲି, ' ହେ ମାରେ ପ୍ରଭୁ, ଏସବୁର ପରିଣାମ କ'ଣ ହବେ?'

ଯିଖରିୟ 1:19
ତା'ପ ରେ ମୁଁ ଯେଉଁ ସ୍ବର୍ଗଦୂତ ସହ କଥାବାର୍ତ୍ତା ହେଉଥିଲି ତାଙ୍କୁ ପଗ୍ଭରିଲି, ଏହି ଶିଙ୍ଗଗୁଡିକ କ'ଣ?

ଯିଖରିୟ 4:12
ମୁଁ ମଧ୍ଯ ତାଙ୍କୁ ପଗ୍ଭରିଲି, ମୁଁ ଏହି ଯେଉଁ ଦୁଇ ଅଲିଭ୍ ଶାଖାଗୁଡିକରୁ ଅଲିଭ୍ ତୈଳ ସୁବର୍ଣ୍ଣ ନଳ ଦୁଇଟିକୁ ଢାଳୁଥିବାର ଦେଖୁଛି, ଏହାର ଅର୍ଥ କ'ଣ?

ଯିଖରିୟ 5:6
ମୁଁ ଉତ୍ତର କଲି, ଏହା କ'ଣ? ସେ କହିଲେ, ତାହା ଏକ ମାପ କରିବା ଟୋକଇେ ଏବଂ ତାହା ଦେଶର ଲୋକମାନଙ୍କର ପାପକୁ ମାପିପାରିବ।

ମାଥିଉଲିଖିତ ସୁସମାଚାର 13:36
ତା'ପରେ ଯୀଶୁ ଲୋକମାନଙ୍କୁ ପଠଇେ ଦଇେ ଘରକୁ ଗଲେ। ତାହାଙ୍କ ପାଖ ରେ ତାହାଙ୍କ ଶିଷ୍ଯମାନେ ପହଞ୍ଚି କହିଲେ, ଆମ୍ଭକୁ କ୍ଷତରେ ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ବୁଝାଇ ଦିଅ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:13
ତା'ପରେ ଜଣେ ପ୍ରାଚୀନ ମାେତେ କହିଲେ, ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ ? ସମାନେେ କେଉଁଠାରୁ ଆସିଅଛନ୍ତି ?