Romans 3:4
କବେେ ନୁହେଁ। ଯଦି ପ୍ରେତ୍ୟକକ ଲୋକ ଅସତ୍ ହୁଅନ୍ତି, ତବେେ ମଧ୍ଯ ପରମେଶ୍ବର ସତ୍ଯ ହାଇେ ରହିବେ। ଶାସ୍ତ୍ର ରେ ଲଖାେ ଅଛି ଯେ:
Romans 3:4 in Other Translations
King James Version (KJV)
God forbid: yea, let God be true, but every man a liar; as it is written, That thou mightest be justified in thy sayings, and mightest overcome when thou art judged.
American Standard Version (ASV)
God forbid: yea, let God be found true, but every man a liar; as it is written, That thou mightest be justified in thy words, And mightest prevail when thou comest into judgment.
Bible in Basic English (BBE)
In no way: but let God be true, though every man is seen to be untrue; as it is said in the Writings, That your words may be seen to be true, and you may be seen to be right when you are judged.
Darby English Bible (DBY)
Far be the thought: but let God be true, and every man false; according as it is written, So that thou shouldest be justified in thy words, and shouldest overcome when thou art in judgment.
World English Bible (WEB)
May it never be! Yes, let God be found true, but every man a liar. As it is written, "That you might be justified in your words, And might prevail when you come into judgment."
Young's Literal Translation (YLT)
let it not be! and let God become true, and every man false, according as it hath been written, `That Thou mayest be declared righteous in Thy words, and mayest overcome in Thy being judged.'
| God forbid: | μὴ | mē | may |
| γένοιτο· | genoito | GAY-noo-toh | |
| yea, | γινέσθω | ginesthō | gee-NAY-sthoh |
| let | δὲ | de | thay |
| God | ὁ | ho | oh |
| be | θεὸς | theos | thay-OSE |
| true, | ἀληθής | alēthēs | ah-lay-THASE |
| but | πᾶς | pas | pahs |
| every | δὲ | de | thay |
| man | ἄνθρωπος | anthrōpos | AN-throh-pose |
| a liar; | ψεύστης | pseustēs | PSAYF-stase |
| as | καθὼς | kathōs | ka-THOSE |
| it is written, | γέγραπται | gegraptai | GAY-gra-ptay |
| That | Ὅπως | hopōs | OH-pose |
| ἂν | an | an | |
| thou mightest be justified | δικαιωθῇς | dikaiōthēs | thee-kay-oh-THASE |
| in | ἐν | en | ane |
| thy | τοῖς | tois | toos |
| λόγοις | logois | LOH-goos | |
| sayings, | σου | sou | soo |
| and | καὶ | kai | kay |
| mightest overcome | νικήσῃς | nikēsēs | nee-KAY-sase |
| when | ἐν | en | ane |
| thou | τῷ | tō | toh |
| κρίνεσθαί | krinesthai | KREE-nay-STHAY | |
| art judged. | σε | se | say |
Cross Reference
ଗୀତସଂହିତା 51:4
ହେ ପରମେଶ୍ବର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି ଓ ତୁମ୍ଭେ ନିଜେ ମୁଁ ତାହାହିଁ କରିଛି ୟାହା ତୁମ୍ଭ ଦୃଷ୍ଟିରେ ଭୁଲ୍। ତୁମ୍ଭେ ଠିକ୍ କୁହ, ଯେତବେେଳେ ମାରେ ବିଚାର ଓ ନ୍ଯାଯ ସେତବେେଳେ ମାେତେ ଦୋଷୀ ବୋଲି କୁହ।
ଗୀତସଂହିତା 116:11
ମୁଁ ଯେତବେେଳେ ଭୟରେ ଥିଲି, କହିଲି, ସମସ୍ତ ମନୁଷ୍ଯ ମିଥ୍ଯାଚାରୀ ଅଟନ୍ତି।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:17
ଆମ୍ଲଭ ଯିହୂଦୀମାଲନ ପରଲମଶ୍ବରଙ୍କ ପ୍ରତି ଧାର୍ମିକସହବା ପାଇଁ ଯୀଶୁଙ୍କ ପାଖକୁ ଯାଇଛୁ। ଅତଏବ ଆମ୍ଲଭ ମଧ୍ଯ ପାପୀ। ଏହାର ଅର୍ଥ କ'ଣ ଏହାସଯ ଯୀଶୁ ଆମ୍ଭକୁ ପାପୀ କରୁଛନ୍ତି ? ନା!
ଯୋହନଙ୍କ ପ୍ରଥମ ପତ୍ର 5:20
ଆମ୍ଭେ ଏହା ମଧ୍ଯ ଜାଣୁ ଯେ, ପରମେଶ୍ବରଙ୍କ ପୁତ୍ର ଆସି ଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ବରଙ୍କୁ ଜାଣିପାରୁ। ସହେି ପରମେଶ୍ବର ସତ୍ଯ ଅଟନ୍ତି। ସହେି ସତ୍ଯମୟ ପରମେଶ୍ବର ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କଠା ରେ ଆମ୍ଭମାନଙ୍କର ଜୀବନ ଅଛି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:31
ଏଠା ରେ ପ୍ରଶ୍ନ ଉେଠ ଯେ ଆମ୍ଭେ କ'ଣ ବିଶ୍ବାସର ମାର୍ଗ ଅନୁସରଣ କରିବା ଦ୍ବାରା ବ୍ଯବସ୍ଥାକୁ ନଷ୍ଟ କରୁଛୁ କି? ନା! ଏହା ସତ୍ଯ ନୁହେଁ। ବରଂ ବ୍ଯବସ୍ଥା ଆମ୍ଭଠାରୁ ଯାହା ଆଶା କରେ, ତାହା ହବୋ ପାଇଁ ବିଶ୍ବାସ ଆମ୍ଭକୁ ସୁଯୋଗ ପ୍ରଦାନ କରେ।
ଲୂକଲିଖିତ ସୁସମାଚାର 20:16
ସେ ଆସି ସହେି କୃଷକମାନଙ୍କୁ ଜୀବନ ରେ ମାରିଦବେ। ତା'ପରେ ସହେି ଜମିଟିକୁ ଆଉ କେତକେ କୃଷକଙ୍କୁ ଭାଗ ଦଇେ ଦବେେ।
ଦିତୀୟ ବିବରଣ 32:4
ସତେ ଶୈଳ, ତାଙ୍କର କର୍ମ ସିଦ୍ଧ। କାରଣ ତାଙ୍କର ସକଳ ପଥ ଯଥାର୍ଥ। ସେ ବିଶ୍ବସ୍ତ ଓ ନ୍ଯାଯବାନ୍ ପରମେଶ୍ବର। ସେ ଉତ୍ତମ ଓ ସତ୍ଯ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:1
ତା' ହେଲେ ମୁଁ ପ୍ରଶ୍ନ କରୁଛି: କଣ ପରମେଶ୍ବର ନିଜ ଲୋକମାନଙ୍କୁ ପରିତ୍ଯାଗ କରନ୍ତି କି? ନା! ମୁଁ ଜଣେ ଇଶ୍ରାୟେଲୀୟ ଲୋକ। ମୁଁ ଅବ୍ରାହାମଙ୍କ ପରିବାରର ଅଟେ। ବିନ୍ଯାମୀନଙ୍କ ଗୋଷ୍ଠୀ ରେ ଜାତ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:11
ତା' ହେଲେ ମୁଁ କହୁଛି: ଯିହୂଦୀମାନଙ୍କର ପତନ ସମାନଙ୍କେୁ ନଷ୍ଟ କରିଥିଲା କି। ବରଂ ସମାନଙ୍କେର ଭୁଲ ଅଣଯିହୂଦୀମାନଙ୍କ ଲାଗି ମୁକ୍ତି ଆଣିଲା। ଏହା ଦ୍ବାରା ଯିହୂଦୀମାନଙ୍କ ଭିତ ରେ ଉତ୍ସାହ ଭାବ ଜାଗୃତ ହେଲା।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:18
କିନ୍ତୁ ଯଦି ତୁମ୍ଭମାନେେ ପରମେଶ୍ବରଙ୍କୁ ବିଶ୍ବାସ କରୁଛ, ତାହାହେଲେ ତୁମ୍ଭମାନେେ ବିଶ୍ବାସ କରିପାର ଯେ, ଆମ୍ଭେ ଯାହା କହୁ ତାହାର ଉତ୍ତର ହଁ ଓ ନା ଉଭୟ ହାଇେ ପାରିବ ନାହିଁ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:21
ଏହି ଅନୁଗ୍ରହସହଉଛି ପରଲମଶ୍ବରଙ୍କର। ଏହାସମା ପାଇଁ ବହୁତ ମହତ୍ବପୂର୍ଣ୍ଣ ଅଲଟ। କାରଣ ଯଦି ନିୟମ ଦ୍ବାରା ଧାର୍ମିକ ଗଣିତସହବା ସମ୍ଭବସହାଇଥାଆନ୍ତା, ତାସହଲଲ ଖ୍ରୀଷ୍ଟ ବିନା କାରଣସର ନିଜର ପ୍ରାଣ ବିସର୍ଜନ କରି ନ ଥାଆନ୍ତଲ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:14
ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କ୍ରୁଶ ହିଁ ମାରେ ଗର୍ବର ଏକମାତ୍ର କାରଣ। ମୁଁ ଆଶାକରେ ଯେ, ମୁଁ ତାହାଠାରୁ ଆଉ କେଉଁଠା ରେ ଗର୍ବ କରିବି ନାହିଁ। କ୍ରୁଶ ଉପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମୃତ୍ଯୁ ଦ୍ବାରା ମାେ ପାଇଁ ଏହି ଜଗତ ମୃତ ଓ ମୁଁ ମଧ୍ଯ ଜଗତ ପାଇଁ ମୃତ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:2
ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସହେି ବିଶ୍ବାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହବୋ ପୂର୍ବରୁ ପରମେଶ୍ବର ସହେି ଅନନ୍ତ ଜୀବନର ପ୍ରତିଶୃତି ଦଇେଥିଲେ ଓ ପରମେଶ୍ବର ମିଛ କହନ୍ତି ନାହିଁ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6:18
ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତବେେଳେ ପରମେଶ୍ବର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲା ବେଳେ ମଧ୍ଯ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ବରଙ୍କ ପାଖକୁ ଆସିଛନ୍ତି, ସମାନଙ୍କେୁ ଉକ୍ତ କଥା ସାନ୍ତ୍ବନା ପ୍ରଦାନ କରେ ଓ ପରମେଶ୍ବରଙ୍କ ଭରସା ରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।
ଯୋହନଙ୍କ ପ୍ରଥମ ପତ୍ର 5:10
ପରମେଶ୍ବଙ୍କର ପୁତ୍ରଙ୍କୁ ବିଶ୍ବାସ କରୁଥିବା ବ୍ଯକ୍ତି ନିଜ ହୃଦୟ ରେ ସହେି ବାକ୍ଯ ସାକ୍ଷ୍ଯ ପାଇଅଛି। ପରମେଶ୍ବରଙ୍କଠା ରେ ବିଶ୍ବାସ କରୁ ନ ଥିବା ବ୍ଯକ୍ତି ପରମେଶ୍ବରଙ୍କୁ ମିଥ୍ଯାବାଦୀ କରିଦିଏ, କାରଣ ଈଶ୍ବର ଆପଣା ପୁତ୍ରଙ୍କ ସମ୍ବନ୍ଧ ରେ ଯାହା କହିଛନ୍ତି, ସେ ତାହା ବିଶ୍ବାସ କରେ ନାହିଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:7
ଫିଲାଦେଲ୍ଫିଆସ୍ଥିତ ମଣ୍ଡଳୀର ଦୂତଙ୍କୁ ଏହା ଲେଖ :
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:14
ତା' ହେଲେ ଏ ବିଷୟ ରେ ଆମ୍ଭେ କଣ କହିବା? କ'ଣ ପରମେଶ୍ବର ଅନ୍ଯାଯୀ?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:13
ଏହାର କଣ ଏହି ଅର୍ଥ ଯେ ଯାହା ଭଲ, ତାହାହିଁ ମାେ ପାଇଁ ମୃତ୍ଯୁ ଆଣିଲା? କିନ୍ତୁ ଯାହା ଭଲ ପାପ ତାହାକୁ ହିଁ ବ୍ଯବହାର କରି ମାେ ପାଇଁ ମୃତ୍ଯୁ ଆଣିଲା। ଏହା ହେଲା, ଯେପରି ମୁଁ ଜାଣି ପାରିବି ପାପ କ'ଣ ? ପାପ ହେଉଛି ଅତିଶୟ ମନ୍ଦ, ଏହା ଜଣାଇବା ପାଇଁ ଏପରି ଘଟିଲା ଓ ଆଜ୍ଞାର ବ୍ଯବହାର ମଧ୍ଯ ଏହାହିଁ ଦଖାଇବୋ ପାଇଁ ହେଲା।
ଆୟୁବ ପୁସ୍ତକ 36:3
ମାରେ ଜ୍ଞାନ ମୁଁ ସମସ୍ତଙ୍କ ମଧିଅରେ ବାଣ୍ଟି ଦବେି। ପରମେଶ୍ବର ମାେତେ ସୃଷ୍ଟି କରିଛନ୍ତି ଓ ମୁଁ ପ୍ରମାଣ କରି ଦବେି ଯେ ପରମେଶ୍ବର ନ୍ଯାଯନିଷ୍ଠ।
ଆୟୁବ ପୁସ୍ତକ 40:8
ଆୟୁବ, ତୁମ୍ଭେ କ'ଣ ଭାବୁଛ ମୁଁ ନ୍ଯାଯୀ ନୁହେଁ ? ତୁମ୍ଭେ କହୁଛ ମୁଁ ଅପରାଧୀ ଭୁଲ କାମ କରି ୟଦ୍ବାରା ତୁମ୍ଭେ ନିରୀହ ପ୍ରମାଣିତ ହବେ।
ଗୀତସଂହିତା 62:9
ପ୍ରକୃତରେ, ଲୋକମାନେ ସାହାୟ୍ଯ କରିପାରିବେ ନାହିଁ। ତୁମ୍ଭେ ସମାନଙ୍କେ ଉପରେ ଭରସା କରିପାରିବ ନାହିଁ। ଯେତବେେଳେ ସମାନେେ ନିକିତିରେ ଓଜନ ହୁଅନ୍ତି, ସମାନଙ୍କେ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
ଗୀତସଂହିତା 100:5
ସଦାପ୍ରଭୁ ଉତ୍ତମ ଅଟନ୍ତି। ତାଙ୍କର ପ୍ରମେ ଚିରକାଳସ୍ଥାଯୀ। ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।
ଗୀତସଂହିତା 119:160
ଆରମ୍ଭରୁ ତୁମ୍ଭର ସମୁଦାଯ ବାକ୍ଯ ଭରସା ୟୋଗ୍ଯ ଓ ତୁମ୍ଭର ସବୁ ଧର୍ମମଯ ବ୍ଯବସ୍ଥା ନିତ୍ଯସ୍ଥାଯୀ ପାଇଁ ସୁନ୍ଦର ହାଇେ ରହିବ।
ଗୀତସଂହିତା 138:2
ହେ ପରମେଶ୍ବର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି। ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ଯତାକୁ ପ୍ରଶଂସା କରିବି। ତୁମ୍ଭେ ପ୍ରସିଦ୍ଧ ଅଟ ଏବଂ ୟାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ଯ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
ମୀଖା 7:20
ହେ ପରମେଶ୍ବର, ଯାକୁବ ପ୍ରତି ସତ୍ଯ ଓ ଅବ୍ରାହାମ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରଦାନ କଲ, ଯାହା ତୁମ୍ଭେ ବହୁବର୍ଷ ପୂର୍ବେ ଆମ୍ଭ ପୂର୍ବପୁରୁଷମାନଙ୍କଠା ରେ ଶପଥ କରିଥିଲ।
ମାଥିଉଲିଖିତ ସୁସମାଚାର 11:19
ତା'ପରେ ମନୁଷ୍ଯପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ' ଦେଖ, ଏ ଲୋକ ପଟେୁଆ ଓ ମଦୁଆ। ସେ ପାପୀ ଓ କର ଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।' କିନ୍ତୁ କାର୍ୟ୍ଯ ଦ୍ବାରା ଜ୍ଞାନ ସତ୍ଯ ବୋଲି ପ୍ରମାଣିତ ହାଇେଥାଏ।
ଯୋହନଲିଖିତ ସୁସମାଚାର 3:33
ସେ କହୁଥିବା କଥା ଗୁଡିକୁ ଯେଉଁ ଲୋକ ଗ୍ରହଣ କରେ, ସେ ପ୍ରମାଣ ଦିଏ ଯେ ପରମେଶ୍ବର ଯାହା କହନ୍ତି ତାହା ସତ୍ଯ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:6
ନା! ଯଦି ପରମେଶ୍ବର ଆମ୍ଭକୁ ଦଣ୍ଡ ଦଇେ ପାରିବେ ନାହିଁ, ତା ହେଲେ ସେ ସଂସାରର ବିଚ଼ାର କରି ପାରିବେ ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:2
ନା! ଆମ୍ଭେ ଆମ୍ଭର ପୁରାତନ ପାପ ପୂର୍ଣ୍ଣ ଜୀବନ ପ୍ରତି ମରିଯାଇଛୁ। ତା' ହେଲେ ଆମ୍ଭେ ଆଉ ପାପ କରି ଚ଼ାଲିପାରିବା କି?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:15
ତା' ହେଲେ ଆମ୍ଭେ କ'ଣ କରିବା ଉଚ଼ିତ? ଆମ୍ଭେ ବ୍ଯବସ୍ଥାର ଅଧିନ ନୋହୁଁ, କିନ୍ତୁ ଅନୁଗ୍ରହର ଅଧିନ ବୋଲି କଣ ପାପ କରି ଚ଼ାଲିଥିବା? ଅବଶ୍ଯ ନୁହେଁ!
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:7
ତୁମ୍ଭେ ଭାବି ପାର ଯେ, ମୁଁ କହୁଛି ପାପ ଓ ବ୍ଯବସ୍ଥା ହେଉଛି ଏକା କଥା। ଏହା ସତ୍ଯ ନୁହେଁ। କିନ୍ତୁ ବ୍ଯବସ୍ଥା ହେଉଛି ଏକମାତ୍ର ଉପାୟ ଯାହା ଦ୍ବାରା ମୁଁ ପାପର ଅର୍ଥ ଜାଣି ପାରିଲି। ମୁଁ କବେେ ହେଲେ ଜାଣି ପାରି ନଥାନ୍ତି, ଲୋଭ କରିବା ଅର୍ଥ କଣ। କିନ୍ତୁ ବ୍ଯବସ୍ଥା କହିଲା, ଅନ୍ୟମାନଙ୍କ ବସ୍ତୁ ପାଇବା ପାଇଁ କବେେ ହେଲେ ଲୋଭ କର ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:15
ତୁମ୍ଭମାନେେ କ'ଣ ଜାଣି ନାହଁ ଯେ, ତୁମ୍ଭମାନଙ୍କ ଶରୀରଗୁଡ଼ିକ ଖ୍ରୀଷ୍ଟଙ୍କର ଅଙ୍ଗବିଶଷେ ? ତା' ହେଲେ ତୁମ୍ଭମାନେେ କ'ଣ ଭାବୁଛ ଯେ, ମୁଁ ଖ୍ରୀଷ୍ଟଙ୍କର ଅଙ୍ଗଗୁଡ଼ିକୁ ନଇୟିବେି, ଓ ସଗେୁଡ଼ିକୁ କୌଣସି ବେଶ୍ଯାର ଅଙ୍ଗ କରି ଦବେି ? କବେେ ନୁହେଁ।