ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2
1 ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭମାନେେ ଅନ୍ୟ ଲୋକଙ୍କର ନ୍ଯାୟବିଚ଼ାର କରି ପାରିବ ତା ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭମାନେେ ନିଜେ ମଧ୍ଯ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ଯାୟ ବିଚ଼ାର କରୁଛ, ହେଲେ ତୁମ୍ଭେ ମଧ୍ଯ ସମାନଙ୍କେ ପରି ମନ୍ଦ କାମ କରୁଛ। ଅତଏବ ଯେତବେେଳେ ତୁମ୍ଭେ ସମାନଙ୍କେର ନ୍ଯାୟବିଚ଼ାର କରୁଛ, ସେତବେେଳେ ପ୍ରକୃତ ରେ ନିଜକୁ ଅପରାଧୀ ବୋଲି ନ୍ଯାୟ ବିଗ୍ଭର କରୁଛ।
2 ପରମେଶ୍ବର, ଯେଉଁମାନେ ଏପରିକି ମନ୍ଦକର୍ମ କରନ୍ତି ତାହାଙ୍କର ନ୍ଯାୟ ବିଚ଼ାର କରନ୍ତି। ଏହା ଆମ୍ଭମାନେେ ଜାଣୁ ଯେ, ପରମେଶ୍ବରଙ୍କର ନ୍ଯାୟ ବିଚ଼ାର ଠିକ୍ ଅଟେ।
3 ତୁମ୍ଭେଭୁଲକାମ କରୁଥିବା ଲୋକଙ୍କର ନ୍ଯାୟବିଚ଼ାର କରୁଛ। କିନ୍ତୁ ତୁମ୍ଭେ ନିଜେ ମଧ୍ଯ ସହେି ଭଳି ଭୁଲକାମ କରୁଛ। ସେଥିପାଇଁ ତୁମ୍ଭେ ଜାଣ ଯେ ପରମେଶ୍ବର ନିଶ୍ଚିତ ଭାବରେ ତୁମ୍ଭର ନ୍ଯାୟବିଚ଼ାର କରିବେ। ତୁମ୍ଭେ ବିଚ଼ାରରୁ ରକ୍ଷା ପାଇ ପାରିବ ନାହିଁ।
4 ପରମେଶ୍ବର ତୁମ୍ଭପ୍ରତି ଅତି ଦୟାଳୁ। ସେ ତୁମ୍ଭ ପ୍ରତି ର୍ଧୈୟ୍ଯବାନ। ପରମେଶ୍ବର ଅପେକ୍ଷା କରିଛନ୍ତି ଯେ, ତୁମ୍ଭେ ବଦଳି ଯାଅ। କିନ୍ତୁ ତୁମ୍ଭେ ତାହାଙ୍କର ଦୟାଳୁତା ବିଷୟ ରେ ଆଦୌ ଭାବୁ ନାହଁ। ଏହା ହାଇେ ପା ରେ ଯେ, ତୁମ୍ଭେ ସମ୍ଭବତଃ ବୁଝିପାରୁ ନାହଁ ଯେ ତୁମ୍ଭକୁ ନିଜର ହୃଦୟ ଓ ଜୀବନ ବଦଳାଇବା ପାଇଁ ସୁଯୋଗ ଦବୋ ଉଦ୍ଦେଶ୍ଯ ରେ ପରମେଶ୍ବର ତୁମ୍ଭ ପ୍ରତି ଦୟାଳୁ ହାଇେଛନ୍ତି।
5 କିନ୍ତୁ ତୁମ୍ଭମାନେେ କଠିନ ଓ ଅନୁତାପବିହୀନ। ତୁମ୍ଭେ ବଦଳିବା ପାଇଁ ନାରାଜ। ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଉଛ। ଯେଉଁ ଦିନ ପରମେଶ୍ବର ନିଜର କୋରଧ ଦଖାଇବେେ, ସହେି ଦିନ ତୁମ୍ଭେ ସହେି ଦଣ୍ଡ ପାଇବ। ସହେି ଦିନ ଲୋକେ ପରମେଶ୍ବରଙ୍କର ଠିକ୍ ନ୍ଯାୟବିଚ଼ାର ଦେଖିବେ।
6 ପରମେଶ୍ବର ପ୍ରେତ୍ୟକକ ଲୋକକୁ ନିଜ ନିଜର କର୍ମ ଅନୁସାରେ ପୁରସ୍କାର ବା ଦଣ୍ଡ ଦବେେ।
7 କେତକେ ଲୋକ ପରମେଶ୍ବରଙ୍କର ମହିମା, ସମ୍ମାନ ଓ ପରମେଶ୍ବର ଦବୋକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚିନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ର୍ଧୈୟ୍ଯପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସହେି ଲୋକମାନଙ୍କୁ ପରମେଶ୍ବର ଅନନ୍ତ ଜୀବନ ପ୍ରଦାନ କରିବେ।
8 କିନ୍ତୁ ଯେଉଁମାନେ ସ୍ବାର୍ଥପର ଓ ସତ୍ଯକୁ ଅନୁସରଣ କରିବା ପାଇଁ ମନା କରନ୍ତି ଓ ମନ୍ଦ ମାର୍ଗ ଅବଲମ୍ବନ କରନ୍ତି, ପରମେଶ୍ବର ସମାନଙ୍କେୁ ଦଣ୍ଡ ଦବେେ।
9 ମନ୍ଦକାମ କରୁଥିବା ପ୍ରେତ୍ୟକକ ଲୋକକୁ ପରମେଶ୍ବର ଦୁଃଖ ଓ ସଂକଟ ରେ ପକାଇବେ। ଯିହୂଦୀମାନଙ୍କୁ ପ୍ରଥମେ, ପରେ ଅଣଯିହୂଦୀମାନଙ୍କୁ ମଧ୍ଯ।
10 କିନ୍ତୁ ପରମେଶ୍ବର, ଭଲ କାମ କରୁଥିବା ପ୍ରେତ୍ୟକକ ଲୋକକୁ ଗୌରବ, ସମ୍ମାନ ଓ ଶାନ୍ତି ପ୍ରଦାନ କରିବେ। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ଯ।
11 ପରମେଶ୍ବର ପ୍ରେତ୍ୟକକ ଲୋକଙ୍କ ପ୍ରତି ସମାନ ଭାବରେ ନ୍ଯାୟବିଚ଼ାର କରନ୍ତି।
12 ଯେଉଁ ଲୋକମାନେ ବ୍ଯବସ୍ଥା ଜାଣିଛନ୍ତି ଓ ଯେଉଁ ଲୋକମାନେ ବ୍ଯବସ୍ଥା ବିଷୟ ରେ ଶୁଣି ନାହାଁନ୍ତି, ପାପ କର୍ମ କଲା ବେଳେ ସମସ୍ତେ ସମାନ। ଲୋକେ ଯେଉଁମାନେ ବ୍ଯବସ୍ଥା ଜାଣି ନାହାଁନ୍ତି ଓ ପାପ କରୁଛନ୍ତି, ସମାନେେ ନଷ୍ଟ ହାଇେ ଯିବେ ଓ ସହେି ପରି, ଯେଉଁମାନେ ବ୍ଯବସ୍ଥା ଜାଣିଛନ୍ତି ଓ ପାପ କରୁଛନ୍ତି, ବ୍ଯବସ୍ଥା ଅନୁସାରେ ସମାନଙ୍କେର ନ୍ଯାୟବିଚ଼ାର ହବେ।
13 ବ୍ଯବସ୍ଥାକୁ କବଳେ ଶୁଣିଥିଲେ କହେି ପରମେଶ୍ବରଙ୍କ ପ୍ରତି ଧାର୍ମିକ ହାଇେ ପାରିବ ନାହିଁ। ବ୍ଯବସ୍ଥାକୁ ସମଗ୍ର ଭାବରେ ପାଳନ କଲେ ହିଁ ବ୍ଯବସ୍ଥା, ଲୋକମାନଙ୍କୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ ବୋଲି ପ୍ରମାଣିତ କରେ।
14 ଅଣ ଯିହୂଦୀମାନଙ୍କର କୌଣସି ବ୍ଯବସ୍ଥା ନାହିଁ। କିନ୍ତୁ ଯେତବେେଳେ ସମାନେେ ସ୍ବାଭାବିକ ଭାବରେ ବ୍ଯବସ୍ଥା ଅନୁଯାଯୀ ନଜାଣି ମଧ୍ଯ କାମ କରନ୍ତି, ସେତବେେଳେ ସଗେୁଡ଼ିକ ହିଁ ବ୍ଯବସ୍ଥା ହାଇଯୋଏ। ସମାନଙ୍କେର ବ୍ଯବସ୍ଥା ନଥିଲେ ମଧ୍ଯ ଏହା ସତ୍ଯ।
15 ସମାନେେ ହୃଦୟ ରେ ଜାଣି ପାରନ୍ତି ଯେ କଣ ଠିକ୍ ଓ କଣ ଭୁଲ୍। ଯାହା ଠିକ୍ ତାହା ବ୍ଯବସ୍ଥା ଚ଼ା ହେଁ। ସମାନେେ ଠିକ୍ ଓ ଭୁଲ୍ ବିଷୟ ରେ ଯାହା ଅନୁଭବ କରନ୍ତି, ତାହା ଦଖାଇେ ମଧ୍ଯ ଦିଅନ୍ତି। େ ବେଳବେଳେ ସମାନଙ୍କେ ବିଚ଼ାର ସମାନଙ୍କେୁ କୁ ହେ ଯେ, ସମାନେେ ମନ୍ଦ କାମ କଲେ, ସମାନେେ ଦୋଷୀ ହୁଅନ୍ତି ଓ େ ବେଳବେଳେ ସମାନଙ୍କେର ବିଗ୍ଭର ସମାନଙ୍କେୁ କୁ ହେ ଯେ, ସମାନେେ ଉତ୍ତମ କାମ କଲେ, ସମାନେେ ନିଜକୁ ଦୋଷୀ ବିବଚେିତ କରନ୍ତି ନାହିଁ।
16 ଯେଉଁ ଦିନ ପରମେଶ୍ବର ଲୋକମାନଙ୍କ ଭିତ ରେ ଥିବା ଗୁପ୍ତକଥା ଗୁଡ଼ିକର ନ୍ଯାୟବିଚ଼ାର କରିବେ ସହେି ଦିନ ଏହି କଥା ଘଟିବ। ମୁଁ ଯେଉଁ ସୁସମାଚ଼ାର ଲୋକମାନଙ୍କୁ କହୁଛି, ତାହା କୁ ହେ ଯେ, ପରମେଶ୍ବର ଖ୍ରୀଷ୍ଟ ୟିଶୁଙ୍କ ଦ୍ବାରା, ଲୋକମାନଙ୍କର ନ୍ଯାୟବିଚ଼ାର କରିବେ।
17 ତୁମ୍ଭ ବିଷୟ ରେ କଣ? ତୁମ୍ଭେ କହୁଛ ତୁମ୍ଭେ ଜଣେ ଯିହୂଦୀ। ତୁମ୍ଭର ବ୍ଯବସ୍ଥା ଉପରେ ଭରସା ଅଛି ଓ ଗର୍ବ କର ଯେ, ତୁମ୍ଭେ ପରମେଶ୍ବରଙ୍କ ନିକଟରେ ଅଛ।
18 ତୁମ୍ଭେ ଜାଣ ଯେ, ତୁମ୍ଭେ କଣ କରିବ ବୋଲି ପରମେଶ୍ବର ଚ଼ାହାଁନ୍ତି। ଏବଂ ତୁମ୍ଭେ ଜାଣିଛ ଯେ କେଉଁ ବିଷୟଗୁଡ଼ିକ ମହତ୍ତ୍ବପୁର୍ଣ୍ଣ, କାରଣ ତୁମ୍ଭେ ବ୍ଯବସ୍ଥା ଶିଖିଛ।
19 ତୁମ୍ଭେ ଭାବୁଛ ଯେ, ଯେଉଁ ଲୋକମାନେ ସତ୍ଯ ମାର୍ଗ ବିଷୟ ରେ ଜାଣନ୍ତି ନାହିଁ, ତୁମ୍ଭେ ସମାନଙ୍କେର ମାର୍ଗ ଦର୍ଶକ। ତୁମ୍ଭେ ଭାବୁଛ ଯେ, ଯେଉଁମାନେ ଅନ୍ଧକାର ରେ ଅଛନ୍ତି ସମାନଙ୍କେ ପାଇଁ ତୁମ୍ଭେ ଆଲୁଅ ସଦୃଶ।
20 ତୁମ୍ଭେ ଭାବୁଛ ଯେ, ଯେଉଁମାନେ ମୁର୍ଖ, ସମାନଙ୍କେୁ ସତ୍ଯ ଦଖାଇେ ପାରିବ। ଏବଂ ତୁମ୍ଭେ ଭାବୁଛ ଯେ, ଯେଉଁମାନଙ୍କର ଏବେ ମଧ୍ଯ ଶିଖିବା ଆବଶ୍ଯକ, ସମାନଙ୍କେର ତୁମ୍ଭେ ଶିକ୍ଷକ। ତୁମ୍ଭ ପାଖ ରେ ବ୍ଯବସ୍ଥା ଅଛି, ସେଥିପାଇଁ ତୁମ୍ଭେ ଭାବୁଛ ଯେ ତୁମ୍ଭେ ସବୁ କିଛି ଜାଣିଛ ଓ ତୁମ୍ଭ ପାଖ ରେ ସତ୍ଯ ଅଛି।
21 ତୁମ୍ଭେ ଅନ୍ୟ ଲୋକଙ୍କୁ ଶିକ୍ଷା ଦେଉଛ। ସେ ଦୃଷ୍ଟିରୁ ତୁମ୍ଭେ ନିଜକୁ ଶିକ୍ଷା କାହିଁକି ଦେଉନାହଁ? ତୁମ୍ଭେ ଲୋକଙ୍କୁ କହୁଛ ଚେ଼ାରୀକରନାହିଁ। କିନ୍ତୁ ତୁମ୍ଭେ ନିଜେ ଚେ଼ାରୀ କରୁଛ।
22 ତୁମ୍ଭେ କହୁଛ ଲୋକେ ବ୍ଯଭିଚ଼ାର ପାପ କରିବା କଥା ନୁହେଁ। କିନ୍ତୁ ତୁମ୍ଭେ ନିଜେ ସହେି ପାପରେ ଦୋଷୀ। ତୁମ୍ଭେ ମୂର୍ତ୍ତିକୁ ଘୃଣା କରିଥାଅ।
23 କିନ୍ତୁ ତୁମ୍ଭେ ମନ୍ଦିରରୁ ଚେ଼ାରୀ କରୁଛ। ତୁମ୍ଭେ ପରମେଶ୍ବରଙ୍କ ବ୍ଯବସ୍ଥା ପାଇଁ ଗର୍ବ କରୁଛ। କିନ୍ତୁ ତୁମ୍ଭେ ସହେି ବ୍ଯବସ୍ଥା ଭଙ୍ଗ କରି ପରମେଶ୍ବରଙ୍କୁ ଲଜ୍ଜା ଦେଉଛ।
24 ପବିତ୍ର-ଶାସ୍ତ୍ର ରେ ଲଖାେ ଅଛି, ଅଣ ଯିହୂଦୀମାନେ ପରମେଶ୍ବରଙ୍କ ବିଷୟ ରେ ମନ୍ଦ କଥା, ଯିହୂଦୀମାନଙ୍କ ପାଇଁ ହିଁ କୁହନ୍ତି।
25 ଯଦି ତୁମ୍ଭେ ବ୍ଯବସ୍ଥା ପାଳନ କରୁଛ, ତା ହେଲେ ତୁମ୍ଭର ସୁନ୍ନତ ହବୋର ମୂଲ୍ଯ ଅଛି। କିନ୍ତୁ ତୁମ୍ଭେ ଯଦି ବ୍ଯବସ୍ଥା ଭଙ୍ଗ କରୁଛ ତା ହେଲେ ତୁମ୍ଭେ ସୁନ୍ନତ ନ ହବୋ ସହିତ ସମାନ।
26 ଅଣ ଯିହୂଦୀମାନେ ସୁନ୍ନତ ହୁଅନ୍ତି ନାହିଁ। କିନ୍ତୁ ସମାନେେ ଯଦି ବ୍ଯବସ୍ଥା କହିବା ଭଳି ଆଚ଼ରଣ କରନ୍ତି, ତା ହେଲେ ସମାନେେ ସୁନ୍ନତ ହବୋ ଭଳି ହେଲେ।
27 ତୁମ୍ଭ ଯିହୂଦୀମାନଙ୍କର ଲିଖିତ ବ୍ଯବସ୍ଥା ଅଛି ଓ ସୁନ୍ନତ ମଧ୍ଯ, କିନ୍ତୁ ତୁମ୍ଭମାନେେ ବ୍ଯବସ୍ଥା ଭଙ୍ଗ କରୁଛ। ଅତଏବ ଶାରୀରିକ ଭାବେ ସୁନ୍ନତ ନ ହାଇେ ବ୍ଯବସ୍ଥା ପାଳନ କରୁଥିବା ଲୋକେ ଦଖାଇେ ଦବେେ ଯେ ତୁମ୍ଭେ ଦୋଷୀ ଅଟ।
28 ଜଣେ କବଳେ ଶରୀର ରେ ଯିହୂଦୀ, କିନ୍ତୁ ପ୍ରକୃତ ରେ ଯିହୂଦୀ ନୁହେଁ। ପ୍ରକୃତ ସୁନ୍ନତ କବଳେ ବାହାର ଶରୀର ରେ ନୁହେଁ।
29 ଜଣେ ଲୋକ ଯଦି ପ୍ରକୃତ ରେ ଯିହୂଦୀ ସେ ଅନ୍ତରରୁ ଯିହୂଦୀ ଅଟେ। ପ୍ରକୃତ ସୁନ୍ନତ ହୃଦୟ ରେ ହିଁ କରା ଯାଇଥାଏ। ଏହା ଆତ୍ମା ଦ୍ବାରା କରାଯାଇ ଥାଏ। ଆକ୍ଷରିକ ଭାବରେ ନୁହେଁ। ଯେଉଁ ଲୋକ ହୃଦୟ ରେ ଆତ୍ମା ଦ୍ବାରା ସୁନ୍ନତ ହାଇେଥାଏ ସେ ପରମେଶ୍ବରଙ୍କ ଠାରୁ ପ୍ରଶଂସା ପାଏ, ମଣିଷମାନଙ୍କ ଠାରୁ ନୁହେଁ।
1 Therefore thou art inexcusable, O man, whosoever thou art that judgest: for wherein thou judgest another, thou condemnest thyself; for thou that judgest doest the same things.
2 But we are sure that the judgment of God is according to truth against them which commit such things.
3 And thinkest thou this, O man, that judgest them which do such things, and doest the same, that thou shalt escape the judgment of God?
4 Or despisest thou the riches of his goodness and forbearance and longsuffering; not knowing that the goodness of God leadeth thee to repentance?
5 But after thy hardness and impenitent heart treasurest up unto thyself wrath against the day of wrath and revelation of the righteous judgment of God;
6 Who will render to every man according to his deeds:
7 To them who by patient continuance in well doing seek for glory and honour and immortality, eternal life:
8 But unto them that are contentious, and do not obey the truth, but obey unrighteousness, indignation and wrath,
9 Tribulation and anguish, upon every soul of man that doeth evil, of the Jew first, and also of the Gentile;
10 But glory, honour, and peace, to every man that worketh good, to the Jew first, and also to the Gentile:
11 For there is no respect of persons with God.
12 For as many as have sinned without law shall also perish without law: and as many as have sinned in the law shall be judged by the law;
13 (For not the hearers of the law are just before God, but the doers of the law shall be justified.
14 For when the Gentiles, which have not the law, do by nature the things contained in the law, these, having not the law, are a law unto themselves:
15 Which shew the work of the law written in their hearts, their conscience also bearing witness, and their thoughts the mean while accusing or else excusing one another;)
16 In the day when God shall judge the secrets of men by Jesus Christ according to my gospel.
17 Behold, thou art called a Jew, and restest in the law, and makest thy boast of God,
18 And knowest his will, and approvest the things that are more excellent, being instructed out of the law;
19 And art confident that thou thyself art a guide of the blind, a light of them which are in darkness,
20 An instructor of the foolish, a teacher of babes, which hast the form of knowledge and of the truth in the law.
21 Thou therefore which teachest another, teachest thou not thyself? thou that preachest a man should not steal, dost thou steal?
22 Thou that sayest a man should not commit adultery, dost thou commit adultery? thou that abhorrest idols, dost thou commit sacrilege?
23 Thou that makest thy boast of the law, through breaking the law dishonourest thou God?
24 For the name of God is blasphemed among the Gentiles through you, as it is written.
25 For circumcision verily profiteth, if thou keep the law: but if thou be a breaker of the law, thy circumcision is made uncircumcision.
26 Therefore if the uncircumcision keep the righteousness of the law, shall not his uncircumcision be counted for circumcision?
27 And shall not uncircumcision which is by nature, if it fulfil the law, judge thee, who by the letter and circumcision dost transgress the law?
28 For he is not a Jew, which is one outwardly; neither is that circumcision, which is outward in the flesh:
29 But he is a Jew, which is one inwardly; and circumcision is that of the heart, in the spirit, and not in the letter; whose praise is not of men, but of God.
Romans 2 in Tamil and English
1 ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭମାନେେ ଅନ୍ୟ ଲୋକଙ୍କର ନ୍ଯାୟବିଚ଼ାର କରି ପାରିବ ତା ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭମାନେେ ନିଜେ ମଧ୍ଯ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ଯାୟ ବିଚ଼ାର କରୁଛ, ହେଲେ ତୁମ୍ଭେ ମଧ୍ଯ ସମାନଙ୍କେ ପରି ମନ୍ଦ କାମ କରୁଛ। ଅତଏବ ଯେତବେେଳେ ତୁମ୍ଭେ ସମାନଙ୍କେର ନ୍ଯାୟବିଚ଼ାର କରୁଛ, ସେତବେେଳେ ପ୍ରକୃତ ରେ ନିଜକୁ ଅପରାଧୀ ବୋଲି ନ୍ଯାୟ ବିଗ୍ଭର କରୁଛ।
Therefore thou art inexcusable, O man, whosoever thou art that judgest: for wherein thou judgest another, thou condemnest thyself; for thou that judgest doest the same things.
2 ପରମେଶ୍ବର, ଯେଉଁମାନେ ଏପରିକି ମନ୍ଦକର୍ମ କରନ୍ତି ତାହାଙ୍କର ନ୍ଯାୟ ବିଚ଼ାର କରନ୍ତି। ଏହା ଆମ୍ଭମାନେେ ଜାଣୁ ଯେ, ପରମେଶ୍ବରଙ୍କର ନ୍ଯାୟ ବିଚ଼ାର ଠିକ୍ ଅଟେ।
But we are sure that the judgment of God is according to truth against them which commit such things.
3 ତୁମ୍ଭେଭୁଲକାମ କରୁଥିବା ଲୋକଙ୍କର ନ୍ଯାୟବିଚ଼ାର କରୁଛ। କିନ୍ତୁ ତୁମ୍ଭେ ନିଜେ ମଧ୍ଯ ସହେି ଭଳି ଭୁଲକାମ କରୁଛ। ସେଥିପାଇଁ ତୁମ୍ଭେ ଜାଣ ଯେ ପରମେଶ୍ବର ନିଶ୍ଚିତ ଭାବରେ ତୁମ୍ଭର ନ୍ଯାୟବିଚ଼ାର କରିବେ। ତୁମ୍ଭେ ବିଚ଼ାରରୁ ରକ୍ଷା ପାଇ ପାରିବ ନାହିଁ।
And thinkest thou this, O man, that judgest them which do such things, and doest the same, that thou shalt escape the judgment of God?
4 ପରମେଶ୍ବର ତୁମ୍ଭପ୍ରତି ଅତି ଦୟାଳୁ। ସେ ତୁମ୍ଭ ପ୍ରତି ର୍ଧୈୟ୍ଯବାନ। ପରମେଶ୍ବର ଅପେକ୍ଷା କରିଛନ୍ତି ଯେ, ତୁମ୍ଭେ ବଦଳି ଯାଅ। କିନ୍ତୁ ତୁମ୍ଭେ ତାହାଙ୍କର ଦୟାଳୁତା ବିଷୟ ରେ ଆଦୌ ଭାବୁ ନାହଁ। ଏହା ହାଇେ ପା ରେ ଯେ, ତୁମ୍ଭେ ସମ୍ଭବତଃ ବୁଝିପାରୁ ନାହଁ ଯେ ତୁମ୍ଭକୁ ନିଜର ହୃଦୟ ଓ ଜୀବନ ବଦଳାଇବା ପାଇଁ ସୁଯୋଗ ଦବୋ ଉଦ୍ଦେଶ୍ଯ ରେ ପରମେଶ୍ବର ତୁମ୍ଭ ପ୍ରତି ଦୟାଳୁ ହାଇେଛନ୍ତି।
Or despisest thou the riches of his goodness and forbearance and longsuffering; not knowing that the goodness of God leadeth thee to repentance?
5 କିନ୍ତୁ ତୁମ୍ଭମାନେେ କଠିନ ଓ ଅନୁତାପବିହୀନ। ତୁମ୍ଭେ ବଦଳିବା ପାଇଁ ନାରାଜ। ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଉଛ। ଯେଉଁ ଦିନ ପରମେଶ୍ବର ନିଜର କୋରଧ ଦଖାଇବେେ, ସହେି ଦିନ ତୁମ୍ଭେ ସହେି ଦଣ୍ଡ ପାଇବ। ସହେି ଦିନ ଲୋକେ ପରମେଶ୍ବରଙ୍କର ଠିକ୍ ନ୍ଯାୟବିଚ଼ାର ଦେଖିବେ।
But after thy hardness and impenitent heart treasurest up unto thyself wrath against the day of wrath and revelation of the righteous judgment of God;
6 ପରମେଶ୍ବର ପ୍ରେତ୍ୟକକ ଲୋକକୁ ନିଜ ନିଜର କର୍ମ ଅନୁସାରେ ପୁରସ୍କାର ବା ଦଣ୍ଡ ଦବେେ।
Who will render to every man according to his deeds:
7 କେତକେ ଲୋକ ପରମେଶ୍ବରଙ୍କର ମହିମା, ସମ୍ମାନ ଓ ପରମେଶ୍ବର ଦବୋକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚିନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ର୍ଧୈୟ୍ଯପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସହେି ଲୋକମାନଙ୍କୁ ପରମେଶ୍ବର ଅନନ୍ତ ଜୀବନ ପ୍ରଦାନ କରିବେ।
To them who by patient continuance in well doing seek for glory and honour and immortality, eternal life:
8 କିନ୍ତୁ ଯେଉଁମାନେ ସ୍ବାର୍ଥପର ଓ ସତ୍ଯକୁ ଅନୁସରଣ କରିବା ପାଇଁ ମନା କରନ୍ତି ଓ ମନ୍ଦ ମାର୍ଗ ଅବଲମ୍ବନ କରନ୍ତି, ପରମେଶ୍ବର ସମାନଙ୍କେୁ ଦଣ୍ଡ ଦବେେ।
But unto them that are contentious, and do not obey the truth, but obey unrighteousness, indignation and wrath,
9 ମନ୍ଦକାମ କରୁଥିବା ପ୍ରେତ୍ୟକକ ଲୋକକୁ ପରମେଶ୍ବର ଦୁଃଖ ଓ ସଂକଟ ରେ ପକାଇବେ। ଯିହୂଦୀମାନଙ୍କୁ ପ୍ରଥମେ, ପରେ ଅଣଯିହୂଦୀମାନଙ୍କୁ ମଧ୍ଯ।
Tribulation and anguish, upon every soul of man that doeth evil, of the Jew first, and also of the Gentile;
10 କିନ୍ତୁ ପରମେଶ୍ବର, ଭଲ କାମ କରୁଥିବା ପ୍ରେତ୍ୟକକ ଲୋକକୁ ଗୌରବ, ସମ୍ମାନ ଓ ଶାନ୍ତି ପ୍ରଦାନ କରିବେ। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ଯ।
But glory, honour, and peace, to every man that worketh good, to the Jew first, and also to the Gentile:
11 ପରମେଶ୍ବର ପ୍ରେତ୍ୟକକ ଲୋକଙ୍କ ପ୍ରତି ସମାନ ଭାବରେ ନ୍ଯାୟବିଚ଼ାର କରନ୍ତି।
For there is no respect of persons with God.
12 ଯେଉଁ ଲୋକମାନେ ବ୍ଯବସ୍ଥା ଜାଣିଛନ୍ତି ଓ ଯେଉଁ ଲୋକମାନେ ବ୍ଯବସ୍ଥା ବିଷୟ ରେ ଶୁଣି ନାହାଁନ୍ତି, ପାପ କର୍ମ କଲା ବେଳେ ସମସ୍ତେ ସମାନ। ଲୋକେ ଯେଉଁମାନେ ବ୍ଯବସ୍ଥା ଜାଣି ନାହାଁନ୍ତି ଓ ପାପ କରୁଛନ୍ତି, ସମାନେେ ନଷ୍ଟ ହାଇେ ଯିବେ ଓ ସହେି ପରି, ଯେଉଁମାନେ ବ୍ଯବସ୍ଥା ଜାଣିଛନ୍ତି ଓ ପାପ କରୁଛନ୍ତି, ବ୍ଯବସ୍ଥା ଅନୁସାରେ ସମାନଙ୍କେର ନ୍ଯାୟବିଚ଼ାର ହବେ।
For as many as have sinned without law shall also perish without law: and as many as have sinned in the law shall be judged by the law;
13 ବ୍ଯବସ୍ଥାକୁ କବଳେ ଶୁଣିଥିଲେ କହେି ପରମେଶ୍ବରଙ୍କ ପ୍ରତି ଧାର୍ମିକ ହାଇେ ପାରିବ ନାହିଁ। ବ୍ଯବସ୍ଥାକୁ ସମଗ୍ର ଭାବରେ ପାଳନ କଲେ ହିଁ ବ୍ଯବସ୍ଥା, ଲୋକମାନଙ୍କୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ ବୋଲି ପ୍ରମାଣିତ କରେ।
(For not the hearers of the law are just before God, but the doers of the law shall be justified.
14 ଅଣ ଯିହୂଦୀମାନଙ୍କର କୌଣସି ବ୍ଯବସ୍ଥା ନାହିଁ। କିନ୍ତୁ ଯେତବେେଳେ ସମାନେେ ସ୍ବାଭାବିକ ଭାବରେ ବ୍ଯବସ୍ଥା ଅନୁଯାଯୀ ନଜାଣି ମଧ୍ଯ କାମ କରନ୍ତି, ସେତବେେଳେ ସଗେୁଡ଼ିକ ହିଁ ବ୍ଯବସ୍ଥା ହାଇଯୋଏ। ସମାନଙ୍କେର ବ୍ଯବସ୍ଥା ନଥିଲେ ମଧ୍ଯ ଏହା ସତ୍ଯ।
For when the Gentiles, which have not the law, do by nature the things contained in the law, these, having not the law, are a law unto themselves:
15 ସମାନେେ ହୃଦୟ ରେ ଜାଣି ପାରନ୍ତି ଯେ କଣ ଠିକ୍ ଓ କଣ ଭୁଲ୍। ଯାହା ଠିକ୍ ତାହା ବ୍ଯବସ୍ଥା ଚ଼ା ହେଁ। ସମାନେେ ଠିକ୍ ଓ ଭୁଲ୍ ବିଷୟ ରେ ଯାହା ଅନୁଭବ କରନ୍ତି, ତାହା ଦଖାଇେ ମଧ୍ଯ ଦିଅନ୍ତି। େ ବେଳବେଳେ ସମାନଙ୍କେ ବିଚ଼ାର ସମାନଙ୍କେୁ କୁ ହେ ଯେ, ସମାନେେ ମନ୍ଦ କାମ କଲେ, ସମାନେେ ଦୋଷୀ ହୁଅନ୍ତି ଓ େ ବେଳବେଳେ ସମାନଙ୍କେର ବିଗ୍ଭର ସମାନଙ୍କେୁ କୁ ହେ ଯେ, ସମାନେେ ଉତ୍ତମ କାମ କଲେ, ସମାନେେ ନିଜକୁ ଦୋଷୀ ବିବଚେିତ କରନ୍ତି ନାହିଁ।
Which shew the work of the law written in their hearts, their conscience also bearing witness, and their thoughts the mean while accusing or else excusing one another;)
16 ଯେଉଁ ଦିନ ପରମେଶ୍ବର ଲୋକମାନଙ୍କ ଭିତ ରେ ଥିବା ଗୁପ୍ତକଥା ଗୁଡ଼ିକର ନ୍ଯାୟବିଚ଼ାର କରିବେ ସହେି ଦିନ ଏହି କଥା ଘଟିବ। ମୁଁ ଯେଉଁ ସୁସମାଚ଼ାର ଲୋକମାନଙ୍କୁ କହୁଛି, ତାହା କୁ ହେ ଯେ, ପରମେଶ୍ବର ଖ୍ରୀଷ୍ଟ ୟିଶୁଙ୍କ ଦ୍ବାରା, ଲୋକମାନଙ୍କର ନ୍ଯାୟବିଚ଼ାର କରିବେ।
In the day when God shall judge the secrets of men by Jesus Christ according to my gospel.
17 ତୁମ୍ଭ ବିଷୟ ରେ କଣ? ତୁମ୍ଭେ କହୁଛ ତୁମ୍ଭେ ଜଣେ ଯିହୂଦୀ। ତୁମ୍ଭର ବ୍ଯବସ୍ଥା ଉପରେ ଭରସା ଅଛି ଓ ଗର୍ବ କର ଯେ, ତୁମ୍ଭେ ପରମେଶ୍ବରଙ୍କ ନିକଟରେ ଅଛ।
Behold, thou art called a Jew, and restest in the law, and makest thy boast of God,
18 ତୁମ୍ଭେ ଜାଣ ଯେ, ତୁମ୍ଭେ କଣ କରିବ ବୋଲି ପରମେଶ୍ବର ଚ଼ାହାଁନ୍ତି। ଏବଂ ତୁମ୍ଭେ ଜାଣିଛ ଯେ କେଉଁ ବିଷୟଗୁଡ଼ିକ ମହତ୍ତ୍ବପୁର୍ଣ୍ଣ, କାରଣ ତୁମ୍ଭେ ବ୍ଯବସ୍ଥା ଶିଖିଛ।
And knowest his will, and approvest the things that are more excellent, being instructed out of the law;
19 ତୁମ୍ଭେ ଭାବୁଛ ଯେ, ଯେଉଁ ଲୋକମାନେ ସତ୍ଯ ମାର୍ଗ ବିଷୟ ରେ ଜାଣନ୍ତି ନାହିଁ, ତୁମ୍ଭେ ସମାନଙ୍କେର ମାର୍ଗ ଦର୍ଶକ। ତୁମ୍ଭେ ଭାବୁଛ ଯେ, ଯେଉଁମାନେ ଅନ୍ଧକାର ରେ ଅଛନ୍ତି ସମାନଙ୍କେ ପାଇଁ ତୁମ୍ଭେ ଆଲୁଅ ସଦୃଶ।
And art confident that thou thyself art a guide of the blind, a light of them which are in darkness,
20 ତୁମ୍ଭେ ଭାବୁଛ ଯେ, ଯେଉଁମାନେ ମୁର୍ଖ, ସମାନଙ୍କେୁ ସତ୍ଯ ଦଖାଇେ ପାରିବ। ଏବଂ ତୁମ୍ଭେ ଭାବୁଛ ଯେ, ଯେଉଁମାନଙ୍କର ଏବେ ମଧ୍ଯ ଶିଖିବା ଆବଶ୍ଯକ, ସମାନଙ୍କେର ତୁମ୍ଭେ ଶିକ୍ଷକ। ତୁମ୍ଭ ପାଖ ରେ ବ୍ଯବସ୍ଥା ଅଛି, ସେଥିପାଇଁ ତୁମ୍ଭେ ଭାବୁଛ ଯେ ତୁମ୍ଭେ ସବୁ କିଛି ଜାଣିଛ ଓ ତୁମ୍ଭ ପାଖ ରେ ସତ୍ଯ ଅଛି।
An instructor of the foolish, a teacher of babes, which hast the form of knowledge and of the truth in the law.
21 ତୁମ୍ଭେ ଅନ୍ୟ ଲୋକଙ୍କୁ ଶିକ୍ଷା ଦେଉଛ। ସେ ଦୃଷ୍ଟିରୁ ତୁମ୍ଭେ ନିଜକୁ ଶିକ୍ଷା କାହିଁକି ଦେଉନାହଁ? ତୁମ୍ଭେ ଲୋକଙ୍କୁ କହୁଛ ଚେ଼ାରୀକରନାହିଁ। କିନ୍ତୁ ତୁମ୍ଭେ ନିଜେ ଚେ଼ାରୀ କରୁଛ।
Thou therefore which teachest another, teachest thou not thyself? thou that preachest a man should not steal, dost thou steal?
22 ତୁମ୍ଭେ କହୁଛ ଲୋକେ ବ୍ଯଭିଚ଼ାର ପାପ କରିବା କଥା ନୁହେଁ। କିନ୍ତୁ ତୁମ୍ଭେ ନିଜେ ସହେି ପାପରେ ଦୋଷୀ। ତୁମ୍ଭେ ମୂର୍ତ୍ତିକୁ ଘୃଣା କରିଥାଅ।
Thou that sayest a man should not commit adultery, dost thou commit adultery? thou that abhorrest idols, dost thou commit sacrilege?
23 କିନ୍ତୁ ତୁମ୍ଭେ ମନ୍ଦିରରୁ ଚେ଼ାରୀ କରୁଛ। ତୁମ୍ଭେ ପରମେଶ୍ବରଙ୍କ ବ୍ଯବସ୍ଥା ପାଇଁ ଗର୍ବ କରୁଛ। କିନ୍ତୁ ତୁମ୍ଭେ ସହେି ବ୍ଯବସ୍ଥା ଭଙ୍ଗ କରି ପରମେଶ୍ବରଙ୍କୁ ଲଜ୍ଜା ଦେଉଛ।
Thou that makest thy boast of the law, through breaking the law dishonourest thou God?
24 ପବିତ୍ର-ଶାସ୍ତ୍ର ରେ ଲଖାେ ଅଛି, ଅଣ ଯିହୂଦୀମାନେ ପରମେଶ୍ବରଙ୍କ ବିଷୟ ରେ ମନ୍ଦ କଥା, ଯିହୂଦୀମାନଙ୍କ ପାଇଁ ହିଁ କୁହନ୍ତି।
For the name of God is blasphemed among the Gentiles through you, as it is written.
25 ଯଦି ତୁମ୍ଭେ ବ୍ଯବସ୍ଥା ପାଳନ କରୁଛ, ତା ହେଲେ ତୁମ୍ଭର ସୁନ୍ନତ ହବୋର ମୂଲ୍ଯ ଅଛି। କିନ୍ତୁ ତୁମ୍ଭେ ଯଦି ବ୍ଯବସ୍ଥା ଭଙ୍ଗ କରୁଛ ତା ହେଲେ ତୁମ୍ଭେ ସୁନ୍ନତ ନ ହବୋ ସହିତ ସମାନ।
For circumcision verily profiteth, if thou keep the law: but if thou be a breaker of the law, thy circumcision is made uncircumcision.
26 ଅଣ ଯିହୂଦୀମାନେ ସୁନ୍ନତ ହୁଅନ୍ତି ନାହିଁ। କିନ୍ତୁ ସମାନେେ ଯଦି ବ୍ଯବସ୍ଥା କହିବା ଭଳି ଆଚ଼ରଣ କରନ୍ତି, ତା ହେଲେ ସମାନେେ ସୁନ୍ନତ ହବୋ ଭଳି ହେଲେ।
Therefore if the uncircumcision keep the righteousness of the law, shall not his uncircumcision be counted for circumcision?
27 ତୁମ୍ଭ ଯିହୂଦୀମାନଙ୍କର ଲିଖିତ ବ୍ଯବସ୍ଥା ଅଛି ଓ ସୁନ୍ନତ ମଧ୍ଯ, କିନ୍ତୁ ତୁମ୍ଭମାନେେ ବ୍ଯବସ୍ଥା ଭଙ୍ଗ କରୁଛ। ଅତଏବ ଶାରୀରିକ ଭାବେ ସୁନ୍ନତ ନ ହାଇେ ବ୍ଯବସ୍ଥା ପାଳନ କରୁଥିବା ଲୋକେ ଦଖାଇେ ଦବେେ ଯେ ତୁମ୍ଭେ ଦୋଷୀ ଅଟ।
And shall not uncircumcision which is by nature, if it fulfil the law, judge thee, who by the letter and circumcision dost transgress the law?
28 ଜଣେ କବଳେ ଶରୀର ରେ ଯିହୂଦୀ, କିନ୍ତୁ ପ୍ରକୃତ ରେ ଯିହୂଦୀ ନୁହେଁ। ପ୍ରକୃତ ସୁନ୍ନତ କବଳେ ବାହାର ଶରୀର ରେ ନୁହେଁ।
For he is not a Jew, which is one outwardly; neither is that circumcision, which is outward in the flesh:
29 ଜଣେ ଲୋକ ଯଦି ପ୍ରକୃତ ରେ ଯିହୂଦୀ ସେ ଅନ୍ତରରୁ ଯିହୂଦୀ ଅଟେ। ପ୍ରକୃତ ସୁନ୍ନତ ହୃଦୟ ରେ ହିଁ କରା ଯାଇଥାଏ। ଏହା ଆତ୍ମା ଦ୍ବାରା କରାଯାଇ ଥାଏ। ଆକ୍ଷରିକ ଭାବରେ ନୁହେଁ। ଯେଉଁ ଲୋକ ହୃଦୟ ରେ ଆତ୍ମା ଦ୍ବାରା ସୁନ୍ନତ ହାଇେଥାଏ ସେ ପରମେଶ୍ବରଙ୍କ ଠାରୁ ପ୍ରଶଂସା ପାଏ, ମଣିଷମାନଙ୍କ ଠାରୁ ନୁହେଁ।
But he is a Jew, which is one inwardly; and circumcision is that of the heart, in the spirit, and not in the letter; whose praise is not of men, but of God.