ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:16 in Oriya

ଓଡିଆ ଓଡିଆ ବାଇବେଲ ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2 ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:16

Revelation 2:16
ତେଣୁ ତୁମ୍ଭେ ମନ ପରିବର୍ତ୍ତନ କର। ଯଦି ତୁମ୍ଭେ ମନ ପରିବର୍ତ୍ତନ କରିବ ନାହିଁ, ତବେେ ମୁଁ ତୁମ୍ଭ ପାଖକୁ ଶୀଘ୍ର ଆସିବି ଓ ମାରେ ମୁଖରୁ ବାହାରୁଥିବା ଖଡ୍ଗ ରେ ସହେି ଲୋକମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବି।

Revelation 2:15Revelation 2Revelation 2:17

Revelation 2:16 in Other Translations

King James Version (KJV)
Repent; or else I will come unto thee quickly, and will fight against them with the sword of my mouth.

American Standard Version (ASV)
Repent therefore; or else I come to thee quickly, and I will make war against them with the sword of my mouth.

Bible in Basic English (BBE)
See, then, that you have a change of heart; or I will come to you quickly, and will make war against them with the sword of my mouth.

Darby English Bible (DBY)
Repent therefore: but if not, I come to thee quickly, and I will make war with them with the sword of my mouth.

World English Bible (WEB)
Repent therefore, or else I am coming to you quickly, and I will make war against them with the sword of my mouth.

Young's Literal Translation (YLT)
`Reform! and if not, I come to thee quickly, and will fight against them with the sword of my mouth.

Repent;
μετανόησονmetanoēsonmay-ta-NOH-ay-sone
or
εἰeiee

δὲdethay
else
μήmay
come
will
I
ἔρχομαίerchomaiARE-hoh-MAY
unto
thee
σοιsoisoo
quickly,
ταχύtachyta-HYOO
and
καὶkaikay
will
fight
πολεμήσωpolemēsōpoh-lay-MAY-soh
against
μετ'metmate
them
αὐτῶνautōnaf-TONE
with
ἐνenane
the
τῇtay
sword
ῥομφαίᾳrhomphaiarome-FAY-ah
of
my
τοῦtoutoo
mouth.
στόματόςstomatosSTOH-ma-TOSE
μουmoumoo

Cross Reference

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:5
ତେଣୁ କେଉଁଠାରୁ ତୁମ୍ଭର ପତନର ଆରମ୍ଭ ହାଇେଅଛି, ତାହା ମନେ ପକାଅ। ହୃଦୟ ପରିବର୍ତ୍ତନ କରି ଅନୁତାପ କର ଓ ପୂର୍ବରୁ କରୁଥିବା କାର୍ୟ୍ଯଗୁଡ଼ିକ କର। ତୁମ୍ଭେ ଯଦି ବଦଳିବ ନାହିଁ ତବେେ ମୁଁ ଆସି ତୁମ୍ଭର ଦୀପରୁଖାକୁ ତା'ର ସ୍ଥାନରୁ ଅଲଗା କରି ଦବେି।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:8
ତା'ପରେ ଯାଇ ମନ୍ଦ ବ୍ଯକ୍ତି ପ୍ରକାଶିତ ହବେ। ପ୍ରଭୁଯୀଶୁ ସହେି ମନ୍ଦ ବ୍ଯକ୍ତିକୁ, ତାହାଙ୍କର ମୁହଁରୁ ନିର୍ଗତ ହେଉଥିବା ନିଶ୍ବାସ ଦ୍ବାରା ନଷ୍ଟ କରି ଦବେେ। ପ୍ରଭୁ ଯୀଶୁ ନିଜର ମହିମାମୟ ଆଗମନ ଦ୍ବାରା ତାହାକୁ ବିନଷ୍ଟ କରି ଦବେେ। ମନ୍ଦ ବ୍ଯକ୍ତି ଶୟତାନର ଶକ୍ତି ନଇେ ଆସିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:16
ସେ ତାହାଙ୍କ ଡାହାଣ ହାତ ରେ ସାତାଟେି ନକ୍ଷତ୍ର ଧରିଥିଲେ। ତାହାଙ୍କ ମୁଖ ଭିତରୁ ତୀକ୍ଷ୍ଣ ଦୁଇଧାର ୟୁକ୍ତ ଖଡ୍ଗ ବାହାରି ଆସିଲା। ସେ ମଧ୍ଯାହ୍ନ ସୂର୍ୟ୍ଯଭଳି ତଜେୋମୟ ଦଖାଯାେଉଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:12
ପର୍ଗମ ମଣ୍ଡଳୀକୁ ଦୂତଙ୍କୁ ଏହା ଲେଖ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:7
ଶୁଣ ! ଆମ୍ଭେ ଶୀଘ୍ର ଆସୁଅଛୁ। ଏହି ପୁସ୍ତକରେ ଲଖାେଥିବା ଭବିଷ୍ଯବାଣୀର ବାକ୍ଯଗୁଡ଼ିକୁ ଯେଉଁ ଲୋକ ପାଳନ କରିବ, ସେ ଧନ୍ଯ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:21
ସମାନଙ୍କେର ସନୋବାହିନୀଗଣ ଅଶ୍ବାରୋହୀଙ୍କ ମୁଖରୁ ବାହାରିଥିବା ଖଡ୍ଗ ରେ ନିହଦ ହେଲେ। ସମସ୍ତ ପକ୍ଷୀଗଣ ସମାନଙ୍କେର ଏହି ଶରୀରଗୁଡ଼ିକୁ ପଟେ ପୁରିବା ପର୍ୟ୍ଯନ୍ତ ଖାଇଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:15
ସହେି ଅଶ୍ବାରୋହୀଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରଯୋଗ କରିବେ। ସେ ଲୌହଦଣ୍ଡ ରେ ସମାନଙ୍କେୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ବରଙ୍କର କୋରଧରୂପ ଦ୍ରାକ୍ଷାପଷୋ କୁଣ୍ଡକୁ ଦଳିପକାଇବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:9
ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସମାନେେ ପରମେଶ୍ବରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କବଳେ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସମାନେେ ସମାନଙ୍କେର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ବରଙ୍କ ମହିମା ଗାନ ଦେଲେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:19
ମୁଁ ଯେଉଁମାନଙ୍କୁ ପ୍ ରମେ କରେ ସମାନଙ୍କେୁ ସଂ ଶାଧେନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:30
ପୂର୍ବରୁ ପରମେଶ୍ବର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫରେିଆସିବା ପାଇଁ ଆଦେଶ ଦିଅନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:21
ମୁଁ ତାହାକୁ ହୃଦୟ ପରିବର୍ତ୍ତନ କରିବାକୁ ଓ ପାପପଥରୁ ଦୂ ରଇେ ୟିବା ପାଇଁ ସମୟ ଦେଲେ ହେଁ ସେ ନିଜକୁ ପରିବର୍ତ୍ତନ କରିବାକୁ ଇଚ୍ଛା କରୁ ନାହିଁ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:17
ପରମେଶ୍ବର ଦତ୍ତ ପରିତ୍ରାଣକୁ ଶିରସ୍ତ୍ରାଣ ରୂପେ ପବିତ୍ର ଆତ୍ମାଙ୍କ ଖଡ୍ଗ ଗ୍ରହଣ କର, ସହେି ଖଡ୍ଗ ହେଉଛି ପରମେଶ୍ବରଙ୍କ ଉପଦେଶ।

ଯିଶାଇୟ 49:2
ସଦାପ୍ରଭୁ ତାଙ୍କର ବାକ୍ଯ ପ୍ରଚାର ପାଇଁ ମାେତେ ପଠାଇଛନ୍ତି। ତେଣୁ ସେ ମାରେ ମୁଖକୁ ତୀକ୍ଷ୍ଣ ଖଡ୍ଗ ସ୍ବରୂପ କରିଛନ୍ତି। ନିଜର ହସ୍ତ ଛାଯା ରେ ସେ ମାେତେ ଲୁଚାଇ ରଖିଛନ୍ତି ଓ ସେ ମାେତେ ଶାଣିତ ବାଣସ୍ବରୂପ କରି ନିଜର ତୁଣୀର ରେ ଲୁଚାଇ ରଖିଛନ୍ତି।

ଯିଶାଇୟ 11:4
ସେ ସାଧୁ ଓ ନିରପେକ୍ଷ ରହିବେ, ଯେତବେେଳେ ଗରୀବ ଏବଂ ଅସହାୟ ଲୋକଙ୍କର ବିଚାର କରୁଥିବେ। ସେ ଯେତବେେଳେ ଲୋକଙ୍କୁ ଦଣ୍ଡ ଦବୋକୁ ସ୍ଥିର କରିବ, ସେତବେେଳେ ସମାନେେ ଦଣ୍ଡିତ ହବେେ।