Revelation 16:11
ସମାନେେ ତାହାଙ୍କ ୟନ୍ତ୍ରଣା ଓ ଘା ସକାେଶ ସ୍ବର୍ଗ ରେ ଥିବା ପରମେଶ୍ବରଙ୍କର ନିନ୍ଦା କଲେ। କିନ୍ତୁ ସମାନେେ ତାହାଙ୍କର ହୃଦୟ ପରିବର୍ତ୍ତନ କଲେ ନାହିଁ ଓ ନିଜର ମନ୍ଦ କାମ ପାଇଁ ଅନୁତାପ କଲେ ନାହିଁ।
Revelation 16:11 in Other Translations
King James Version (KJV)
And blasphemed the God of heaven because of their pains and their sores, and repented not of their deeds.
American Standard Version (ASV)
and they blasphemed the God of heaven because of their pains and their sores; and they repented not of their works.
Bible in Basic English (BBE)
And they said evil things against the God of heaven because of their pain and their wounds; and they were not turned from their evil works.
Darby English Bible (DBY)
and blasphemed the God of the heaven for their distresses and their sores, and did not repent of their works.
World English Bible (WEB)
and they blasphemed the God of heaven because of their pains and their sores. They didn't repent of their works.
Young's Literal Translation (YLT)
and they did speak evil of the God of the heaven, from their pains, and from their sores, and they did not reform from their works.
| And | καὶ | kai | kay |
| blasphemed | ἐβλασφήμησαν | eblasphēmēsan | ay-vla-SFAY-may-sahn |
| the | τὸν | ton | tone |
| God | θεὸν | theon | thay-ONE |
of | τοῦ | tou | too |
| heaven | οὐρανοῦ | ouranou | oo-ra-NOO |
| because | ἐκ | ek | ake |
| of | τῶν | tōn | tone |
| their | πόνων | ponōn | POH-none |
| αὐτῶν | autōn | af-TONE | |
| pains | καὶ | kai | kay |
| and | ἐκ | ek | ake |
| their | τῶν | tōn | tone |
| ἑλκῶν | helkōn | ale-KONE | |
| sores, | αὐτῶν | autōn | af-TONE |
| and | καὶ | kai | kay |
| repented | οὐ | ou | oo |
| not | μετενόησαν | metenoēsan | may-tay-NOH-ay-sahn |
| of | ἐκ | ek | ake |
| their | τῶν | tōn | tone |
| ἔργων | ergōn | ARE-gone | |
| deeds. | αὐτῶν | autōn | af-TONE |
Cross Reference
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:9
ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସମାନେେ ପରମେଶ୍ବରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କବଳେ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସମାନେେ ସମାନଙ୍କେର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ବରଙ୍କ ମହିମା ଗାନ ଦେଲେ ନାହିଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:21
ଆକାଶରୁ ଲୋକମାନଙ୍କ ଉପରେ ପ୍ରକାଣ୍ଡ କୁଆପଥରମାନ ପଡ଼ିଲା। ପ୍ରେତ୍ୟକକ କୁଆପଥରର ଓଜନ ପ୍ରାୟ 50 କିଲୋଗ୍ରାମ ଥିଲା। ଲୋକମାନେ ସହେି କୁଆପଥର ମହାମାରୀ ପାଇଁ ପରମେଶ୍ବରଙ୍କୁ ନିନ୍ଦା କଲେ। ଏହି କ୍ଲେଶ ଅତି ଭୟାନକ ଥିଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:2
ତହୁଁ ପ୍ରଥମ ଦୂତ ମନ୍ଦିରରୁ ବାହାରି ପୃଥିବୀ ଉପରେ ତାହାଙ୍କ ପାତ୍ରକୁ ଢ଼ାଳି ଦେଲେ। ତା'ପରେ ଯେଉଁମାନେ ସହେି ପଶୁର ଚିହ୍ନ ଧାରଣ କରିଥିଲେ ଓ ତା'ର ପ୍ରତିମାକୁ ପୂଜା କରୁଥିଲେ, ସମାନଙ୍କେର ଶରୀର ରେ ଅତି କଷ୍ଟଦାୟକ ଓ ସାଂଘାତିକ ଧରଣର ଘା ବାହାରି ପଡ଼ିଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:13
ଠିକ୍ ସହେି ସମୟରେ ଏକ ମହା ଭୂମିକମ୍ପ ହେଲା। ନଗରର ଏକ ଦଶମାଂଶ ନଷ୍ଟ ହାଇଗେଲା। ସାତ ହଜାର ଲୋକ ପ୍ରାଣ ହରାଇଲେ। ପ୍ରାଣ ହରାଇ ନ ଥିବା ଲୋକମାନେ ଅଧିକ ଭୟ କଲେ। ସମାନେେ ସ୍ବର୍ଗର ପରମେଶ୍ବରଙ୍କୁ ଗୌରବ ଦେଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:21
ମୁଁ ତାହାକୁ ହୃଦୟ ପରିବର୍ତ୍ତନ କରିବାକୁ ଓ ପାପପଥରୁ ଦୂ ରଇେ ୟିବା ପାଇଁ ସମୟ ଦେଲେ ହେଁ ସେ ନିଜକୁ ପରିବର୍ତ୍ତନ କରିବାକୁ ଇଚ୍ଛା କରୁ ନାହିଁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:13
ସମାନେେ ଅନ୍ୟମାନଙ୍କୁ ଭ୍ରାନ୍ତ କରାଇବେ ଓ ନିଜେ ଭ୍ରାନ୍ତ ହବେେ।
ଦାନିଏଲ 2:18
ଦାନିୟେଲ ତା'ର ସାଙ୍ଗମାନଙ୍କୁ ପରମେଶ୍ବରଙ୍କ ଅନୁଗ୍ରହ ଲାଭ କରିବା ନିମନ୍ତେ ପ୍ରାର୍ଥନା କରିବାକୁ କହିଲେ। ସ୍ବର୍ଗସ୍ଥ ପରମେଶ୍ବର ନିଗୂଢ ତଥ୍ଯ ଜଣାଇଲେ, ସେ ଓ ତା'ର ସାଙ୍ଗମାନେ ମୃତ୍ଯୁମୁଖରୁ ରକ୍ଷା ପାଇବେ।
ଗୀତସଂହିତା 136:26
ସ୍ବର୍ଗର ପରମେଶ୍ବରଙ୍କ ପ୍ରଶଂସା କର !ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ନିହିମିୟା 2:4
ଏହାପରେ ରାଜା ମାେତେ କହିଲେ, ମାେ ନିକଟରୁ କ'ଣ ସାହାୟ୍ଯ ତୁମ୍ଭେ ଗ୍ଭହଁ।
ନିହିମିୟା 1:4
ଯେତବେେଳେ ମୁଁ ସମାନଙ୍କେଠାରୁ ଏହି ସମ୍ବାଦ ଶୁଣିଲି, ମୁଁ ଦୁଃଖିତ ହଲିେ। ମୁଁ ବସି କ୍ରନ୍ଦନ କଲି। ମୁଁ ଉପବାସ ରେ ସ୍ବର୍ଗସ୍ଥ ପରମେଶ୍ବରଙ୍କୁ ବହୁ ଦିନ ଧରି ପ୍ରାର୍ଥନା କଲି।
ଏଜ୍ରା 7:23
ସ୍ବର୍ଗସ୍ଥ ପରମେଶ୍ବରଙ୍କ ଦ୍ବାରା ଯାହା ଯାହା ଆଜ୍ଞା କରାଯାଉଛି, ତାହାସବୁ ସ୍ବର୍ଗସ୍ଥ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ଠିକ୍ରୂପେ କରାଯାଉ, କାରଣ ରାଜା ଓ ତାହାଙ୍କ ପୁତ୍ରଗଣର ରାଜ୍ଯବିରୁଦ୍ଧ ରେ କାହିଁକି କୋପ ବର୍ତ୍ତିବ।
ଏଜ୍ରା 7:21
ଆଉ ସ୍ବର୍ଗସ୍ଥ ପରମେଶ୍ବରଙ୍କ ବ୍ଯବସ୍ଥା ଅଧ୍ଯାପକ ଯାଜକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଲୋଡିବ।
ଏଜ୍ରା 7:12
ରାଜାଧିରାଜ ଅର୍ତ୍ତକ୍ଷସ୍ତଠାରୁ, ସ୍ବର୍ଗସ୍ଥ ପରମେଶ୍ବରଙ୍କର ବ୍ଯବସ୍ଥା ଶିକ୍ଷକ ଓ ଯାଜକ ଏଜ୍ରାକୁ ଅଭିନନ୍ଦନ।
ଏଜ୍ରା 6:10
ତହିଁରେ ସମାନେେ ସ୍ବର୍ଗସ୍ଥ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ।
ଏଜ୍ରା 5:11
ସମାନେେ ଏହି ଉତ୍ତର ଆମ୍ଭମାନଙ୍କୁ ଦେଲେ,
ଏଜ୍ରା 1:2
ପାରସ୍ଯର ରାଜା କୋରସ ଏହିପରି କହିଛନ୍ତି: ସଦାପ୍ରଭୁ, ସ୍ବର୍ଗର ପରମେଶ୍ବର, ପୃଥିବୀର ସମସ୍ତ ରାଜ୍ଯ ମାେତେ ପ୍ରଦାନ କରିଛନ୍ତି। ଏବଂ ସଦାପ୍ରଭୁ ମାେତେ ଯିହୁଦା ରାଜ୍ଯର ୟିରୁଶାଲମଠା ରେ ତାହାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିରୂପଣ କରିଛନ୍ତି।
ଦିତୀୟ ବଂଶାବଳୀ 36:23
ପାରସ୍ଯର ରାଜା କୋରସ୍ କହନ୍ତି, ସଦାପ୍ରଭୁ, ସ୍ବର୍ଗର ପରମେଶ୍ବର, ମାେତେ ସାରା ପୃଥିବୀ ଉପରେ ରାଜା କରିଛନ୍ତି। ସେ ମାେତେ ଯିହୁଦାସ୍ଥିତ ୟିରୁଶାଲମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାର ଦାଯିତ୍ବ ଦଇେଅଛନ୍ତି। ବର୍ତ୍ତମାନ, ତୁମ୍ଭେ ଯେଉଁମାନେ ପରମେଶ୍ବରଙ୍କ ଲୋକ ଅଟ, ୟିରୁଶାଲମକୁ ଫରେି ୟିବା ନିମନ୍ତେ ସ୍ବାଧୀନ ଅଟ ଏବଂ ସଦାପ୍ରଭୁ ପରମେଶ୍ବର ତୁମ୍ଭ ପ୍ରେତ୍ୟକକଙ୍କ ସହିତ ରେ ରୁହନ୍ତୁ।
ଯୂନସ 1:9
ୟୂନସ ସହେି ନାବିକମାନଙ୍କୁ କହିଲେ, ମୁଁ ଜଣେ ହିବ୍ରୁ ଏବଂ ସଦାପ୍ରଭୁଙ୍କୁ ଉପାସନା କରେ ୟିଏକି ସ୍ବର୍ଗର ପରମେଶ୍ବର। ସହେି ହେଉଛନ୍ତି ପରମେଶ୍ବର ୟିଏକି ସମୁଦ୍ର ଓ ଦେଶର ସୃଷ୍ଟିକର୍ତ୍ତା।
ଦାନିଏଲ 2:44
ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।