Psalm 119:74
ସଦାପ୍ରଭୁ ଯେଉଁମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି, ସମାନେେ ମାେତେ ଦେଖିବେ ଏବଂ ଖୁସି ହବେେ। କାରଣ ମୁଁ ତୁମ୍ଭଠାରେ ଭରସା କରେ।
Psalm 119:74 in Other Translations
King James Version (KJV)
They that fear thee will be glad when they see me; because I have hoped in thy word.
American Standard Version (ASV)
They that fear thee shall see me and be glad, Because I have hoped in thy word.
Bible in Basic English (BBE)
Your worshippers will see me and be glad; because my hope has been in your word.
Darby English Bible (DBY)
They that fear thee will see me, and rejoice; because I have hoped in thy word.
World English Bible (WEB)
Those who fear you will see me and be glad, Because I have put my hope in your word.
Young's Literal Translation (YLT)
Those fearing Thee see me and rejoice, Because for Thy word I have hoped.
| They that fear | יְ֭רֵאֶיךָ | yĕrēʾêkā | YEH-ray-ay-ha |
| thee will be glad | יִרְא֣וּנִי | yirʾûnî | yeer-OO-nee |
| see they when | וְיִשְׂמָ֑חוּ | wĕyiśmāḥû | veh-yees-MA-hoo |
| me; because | כִּ֖י | kî | kee |
| I have hoped | לִדְבָרְךָ֣ | lidborkā | leed-vore-HA |
| in thy word. | יִחָֽלְתִּי׃ | yiḥālĕttî | yee-HA-leh-tee |
Cross Reference
ଆଦି ପୁସ୍ତକ 32:11
ମୁଁ ବିନତି କରୁଅଛି କୃପାକରି ମାେତେ ମାରେ ଭାଇଠାରୁ ରକ୍ଷା କର। ମାେତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ଯା କରିବ। ଏପରିକି ମା' ଓ ତାଙ୍କ ପିଲାମାନଙ୍କୁ ମଧ୍ଯ।
ଗୀତସଂହିତା 34:2
ବିନଯୀ ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ। ମାରେ ଆତ୍ମା ସଦାପ୍ରଭୁଙ୍କ ଧ୍ଯାନରେ ବ୍ଯାକୁଳ ହେଉଅଛି।
ଗୀତସଂହିତା 66:16
ହେ ସମସ୍ତ ଲୋକ ଯେଉଁମାନେ ପରମେଶ୍ବରଙ୍କୁ ଉପାସନା କର, ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ବର ମାେ ପାଇଁ କ'ଣ ସବୁ କରିଛନ୍ତି।
ଗୀତସଂହିତା 119:42
ତହିଁରେ ମୁଁ ସମାନଙ୍କେୁ ଉତ୍ତର ଦବେି। ଯେଉଁମାନେ ମାେତେ ଅପମାନିତ କରୁଥିଲେ। ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ଯରେ ଭରସା କରେ।
ଗୀତସଂହିତା 108:7
ପରମେଶ୍ବର, ତାଙ୍କ ପବିତ୍ର ମନ୍ଦିରରେ ଉତ୍ତର ଦେଲେ, ମୁଁ ୟୁଦ୍ଧରେ ଜିତିବି ଏବଂ ଏହି ଜଯଲାଭରେ ଆନନ୍ଦିତ ହବେି। ଏବଂ ଏହି ଦେଶକୁ ମାରେ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦବେି। ମୁଁ ଶିଖିମ୍କୁ ସମାନଙ୍କେୁ ଦବେି। ସୁକ୍କୋତ ଉପତ୍ୟକାକୁ ସମାନଙ୍କେୁ ଦବେି।
ଗୀତସଂହିତା 119:79
ଯେଉଁମାନେ ତୁମ୍ଭକୁ ସମ୍ମାନ କରିପାରନ୍ତି, ତୁମ୍ଭେ ସମାନଙ୍କେୁ ମାେ ପାଖକୁ ଫରୋଅ। ୟପରେିକି ସମାନେେ ତୁମ୍ଭର ବାକ୍ଯ ବିଷଯରେ ଶିକ୍ଷା କରିପାରିବେ।
ଗୀତସଂହିତା 119:147
ମୁଁ ପ୍ରଭାତରୁ ଉଠିଲି ଏବଂ ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମୁଁ ତୁମ୍ଭ ବାକ୍ଯରେ ଭରସା କରେ।
ମଲାଖୀ 3:16
ଯେଉଁମାନେ ପରମେଶ୍ବରଙ୍କୁ ଭୟ କରନ୍ତି ନିଜନିଜ ମଧିଅରେ କଥାବାର୍ତ୍ତା ହେଲେ ଏବଂ ସଦାପ୍ରଭୁ ସମାନଙ୍କେ କଥାବାର୍ତ୍ତା ଶୁଣିଲେ। ସେ ଗୋଟିଏ ପୁସ୍ତକରେ ସହେିମାନଙ୍କର ନାମ ଲେଖିଲେ, ଯେଉଁମାନେ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରନ୍ତି। ଏବଂ ସହେି ଲୋକମାନଙ୍କର ଯେଉଁମାନେ ସଦାପ୍ରଭୁଙ୍କର ନାମକୁ ଭକ୍ତି କରନ୍ତି।
ଲୂକଲିଖିତ ସୁସମାଚାର 21:33
ପୃଥିବୀ ଓ ଆକାଶ ଲୋପ ହାଇଯୋଇପା ରେ। କିନ୍ତୁ ମାରେବାକ୍ଯ କଦାପି ଲୋପ ହବେନାହିଁ। ମାରେ ବାକ୍ଯ ଅନନ୍ତକାଳସ୍ଥାଯୀ।