ଗୀତସଂହିତା 119:6 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 119 ଗୀତସଂହିତା 119:6

Psalm 119:6
ୟଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି, ତବେେ ମୁଁ ଲଜ୍ଜିତ ହବେି ନାହିଁ।

Psalm 119:5Psalm 119Psalm 119:7

Psalm 119:6 in Other Translations

King James Version (KJV)
Then shall I not be ashamed, when I have respect unto all thy commandments.

American Standard Version (ASV)
Then shall I not be put to shame, When I have respect unto all thy commandments.

Bible in Basic English (BBE)
Then I would not be put to shame, as long as I have respect for all your teaching.

Darby English Bible (DBY)
Then shall I not be ashamed, when I have respect unto all thy commandments.

World English Bible (WEB)
Then I wouldn't be disappointed, When I consider all of your commandments.

Young's Literal Translation (YLT)
Then I am not ashamed In my looking unto all Thy commands.

Then
אָ֥זʾāzaz
shall
I
not
לֹאlōʾloh
be
ashamed,
אֵב֑וֹשׁʾēbôšay-VOHSH
respect
have
I
when
בְּ֝הַבִּיטִ֗יbĕhabbîṭîBEH-ha-bee-TEE
unto
אֶלʾelel
all
כָּלkālkahl
thy
commandments.
מִצְוֹתֶֽיךָ׃miṣwōtêkāmee-ts-oh-TAY-ha

Cross Reference

ଆୟୁବ ପୁସ୍ତକ 22:26
ତା'ପରେ ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ଉପ ଭୋଗ କର। ସମାନେେ ତା'ପରେ ପରମେଶ୍ବରଙ୍କୁ ଅନାଇବେ।

ଗୀତସଂହିତା 119:80
ସଦାପ୍ରଭୁ ମୁଁ ସମ୍ପୂର୍ଣ୍ଣ ହୃଦଯ ସହିତ ତୁମ୍ଭର ନିଯମକୁ ମାନିପାରେ, ତବେେ ମୁଁ ଲଜ୍ଜିତ ହବେି ନାହିଁ।

ଯୋହନଙ୍କ ପ୍ରଥମ ପତ୍ର 2:28
ପ୍ରିୟ ପିଲାମାନେ, ତାହାଙ୍କଠା ରେ ରୁହ। ଏହା କଲେ, ଖ୍ରୀଷ୍ଟ ଯେଉଁଦିନ ଆସିବେ ଆମ୍ଭମାନେେ ଭରସାୟୁକ୍ତ ହାଇେ ଭୟ କରିବା ନାହିଁ। ଯେଉଁଦିନ ସେ ଆସିବେ, ସହେିଦିନ ଆମ୍ଭକୁ ଲଜ୍ଜିତ ହବୋକୁ କିମ୍ବା ଆତ୍ମଗୋପନ କରିବାକୁ ପଡ଼ିବ ନାହିଁ।

ଗୀତସଂହିତା 119:31
ମୁଁ ତୁମ୍ଭ ବାକ୍ଯ ନିକଟବର୍ତ୍ତୀ ହାଇେ ଅନୁସରଣ କଲି। ହେ ସଦାପ୍ରଭୁ, ମାେତେ ନିରାଶ କର ନାହିଁ।

ଗୀତସଂହିତା 119:128
ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ। ମୁଁ ମିଥ୍ଯା ଉପଦେଶକୁ ଘୃଣା କରେ।

ଦାନିଏଲ 12:2
ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସମାନଙ୍କେ ମଧ୍ଯରୁ ଅନକେ ଜାଗି ଉଠିବେ। କେତକେ ଅନନ୍ତ ଜୀବନ, କେତକେ ଲଜ୍ଜା ଓ କେତକେ ଚିର ଅପମାନ ଭୋଗ ପାଇଁ ଉଠିବେ।

ଯୋହନଲିଖିତ ସୁସମାଚାର 15:14
ତୁମ୍ଭେ ଯଦି ମାେ କହିବା ଅନୁଯାଯୀ କାମ କର, ତବେେ ତୁମ୍ଭମାନେେ ମାରେ ବନ୍ଧୁ।

ଯାକୁବଙ୍କ ପତ୍ 2:10
ଜଣେ ଲୋକ ହୁଏତ ପରମେଶ୍ବରଙ୍କ ସବୁ ବ୍ଯବସ୍ଥା ପାଳନ କରୁଥାଇପା ରେ, କିନ୍ତୁ ସେ ଯଦି ଗୋଟିଏ ଆଜ୍ଞାର ଅବାଧ୍ଯ ହୁଏ, ତା ହେଲେ ସେ ବ୍ଯବସ୍ଥାର ସମସ୍ତ ଆଜ୍ଞା ଭଙ୍ଗ କରିବା ଦୋଷ ରେ ଦୋଷୀ ହୁଏ।

ଯୋହନଙ୍କ ପ୍ରଥମ ପତ୍ର 3:20
ଏହିପରି ଭାବରେ ଆମ୍ଭେ ସତ୍ଯମାର୍ଗ ରେ ଅଛୁ ବୋଲି ଜାଣିପାରିବା। ପୁଣି ଯଦି କୌଣସି ବିଷୟ ରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ତବେେ ମଧ୍ଯ ଆମ୍ଭମାନେେ ପରମେଶ୍ବରଙ୍କ ଛାମୁ ରେ ଶାନ୍ତ ରହିପାରିବା, କାରଣ ପରମେଶ୍ବର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।