Psalm 119:40
ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ। ତୁମ୍ଭର ଧର୍ମରେ ମାେତେ ବଞ୍ଚିବାକୁ ଦିଅ।
Psalm 119:40 in Other Translations
King James Version (KJV)
Behold, I have longed after thy precepts: quicken me in thy righteousness.
American Standard Version (ASV)
Behold, I have longed after thy precepts: Quicken me in thy righteousness.
Bible in Basic English (BBE)
See how great is my desire for your orders: give me life in your righteousness.
Darby English Bible (DBY)
Behold, I have longed after thy precepts: quicken me in thy righteousness.
World English Bible (WEB)
Behold, I long for your precepts! Revive me in your righteousness.
Young's Literal Translation (YLT)
Lo, I have longed for Thy precepts, In Thy righteousness quicken Thou me,
| Behold, | הִ֭נֵּה | hinnē | HEE-nay |
| I have longed | תָּאַ֣בְתִּי | tāʾabtî | ta-AV-tee |
| precepts: thy after | לְפִקֻּדֶ֑יךָ | lĕpiqqudêkā | leh-fee-koo-DAY-ha |
| quicken | בְּצִדְקָתְךָ֥ | bĕṣidqotkā | beh-tseed-kote-HA |
| me in thy righteousness. | חַיֵּֽנִי׃ | ḥayyēnî | ha-YAY-nee |
Cross Reference
ଗୀତସଂହିତା 119:20
ମୁଁ ସର୍ବଦା ତୁମ୍ଭର ଶାସନସକଳ ପଢ଼ିବା ପାଇଁ ବହୁତ ଚା ହେଁ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:13
ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ୟ୍ଯନ୍ତ ସହେି ଲକ୍ଷ୍ଯ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ୟ୍ଯ କରେ : ମୁଁ ଅତୀତର ବିଷୟସବୁ ଭୁଲି, ମାେ ଆଗ ରେ ଥିବା ଲକ୍ଷ୍ଯକୁ ଆଖି ରେ ରଖି ଲକ୍ଷ୍ଯ ସ୍ଥଳ ରେ ପହଁଞ୍ଚିବା ପାଇଁ କଠିନ ପରିଶ୍ରମ କରେ।
ଯୋହନଲିଖିତ ସୁସମାଚାର 10:10
ଜଣେ ଚୋର ଚୋରି, ହତ୍ଯା ଓ ନଷ୍ଟ କରିବା ପାଇଁ ଆ ସେ। କିନ୍ତୁ ମୁଁ ସମାନଙ୍କେୁ ପୂର୍ଣ୍ଣ ଓ ଉତ୍ତମ ଜୀବନ ଦବୋ ପାଇଁ ଆସିଛି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:24
ଏହା ଭୟଙ୍କର ଅଟେ! ମାେତେ ଏହି ଶରୀରରୁ, ଯାହା ମାେ ପାଇଁ ମୁତ୍ଯୁ ଆଣେ, କିଏ ରକ୍ଷା କରିବ? ପରମେଶ୍ବର ମାେତେ ରକ୍ଷା କରିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:45
ଶାସ୍ତ୍ର ରେ ଲଖାେ ଅଛି : ପ୍ରଥମ ମନୁଷ୍ଯ (ଆଦମ) ସଜୀବ ପ୍ରାଣୀ, କିନ୍ତୁ ଶଷେ ଆଦମ (ଖ୍ରୀଷ୍ଟ) ଜଣେ ଜୀବନଦାତା ଆତ୍ମା।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 7:1
ଅତଏବ, ଆସ ପରମମେଶ୍ବରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନ ଯାପନ ପ୍ରଣାଳୀ ରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରେତ୍ୟକକ ବିଷୟକୁ ଦୂର କରିବା।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:17
ଆମ୍ଭର ପାପମୟ ସ୍ବଭାବର ଇଚ୍ଛା ପବିତ୍ର ଆତ୍ମାଙ୍କର ବିରୋଧୀ ଓ ପବିତ୍ର ଆତ୍ମା ପାପମୟ ସ୍ବଭାବର ବିରୋଧୀ ଅଟନ୍ତି। ଏହି ଦୁଇ ବିଷୟ ପରସ୍ପରର ବିରୋଧୀ ଅଟନ୍ତି। ସେଥିପାଇଁ ତୁମ୍ଭମାନେେ ପ୍ରକୃତ ରେ ଯାହା କରିବାକୁ ଇଚ୍ଛା କର, ତାହା କରି ପାର ନାହିଁ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:5
ସେ ସମୟରେ ଆମ୍ଭେ ପରମେଶ୍ବରଙ୍କ ଇଚ୍ଛା ବିରୁଦ୍ଧ ରେ ଆଚରଣ କରୁଥିବାରୁ ଆତ୍ମିକ ଭାବରେ ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ହତେୁ ସେ ଆମ୍ଭକୁ ନୂତନ ଜୀବନ ପ୍ରଦାନ କଲେ।
ଯୋହନଙ୍କ ତୃତୀୟ ପତ୍ର 1:2
ପ୍ରିୟ ବନ୍ଧୁ, ମୁଁ ଜାଣେ, ତୁମ୍ଭର ଆତ୍ମା କୁଶଳ ରେ ଅଛି। ତେଣୁ ମୁଁ ପ୍ରାର୍ଥନା କରେ, ତୁମ୍ଭେ ସବୁ ଦୃଷ୍ଟିରୁ ଭଲ ରେ ଥିବ। ତୁମ୍ଭର ଉତ୍ତମ ସ୍ବାସ୍ଥ୍ଯ ପାଇଁ ମୁଁ ପ୍ରାର୍ଥନା କରୁଛି।
ଯୋହନଲିଖିତ ସୁସମାଚାର 5:21
ପରମପିତା ମୃତ ଲୋକଙ୍କୁ ଉଠାନ୍ତି ଓ ସମାନଙ୍କେୁ ଜୀବନଦାନ କରନ୍ତି। ଠାକ୍ ସହେିପରି ପୁତ୍ର ମଧ୍ଯ ନିଜ ଇଚ୍ଛାନୁସା ରେ ଲୋକଙ୍କୁ ଜୀବନଦାନ କରନ୍ତି।
ମାର୍କଲିଖିତ ସୁସମାଚାର 9:24
ପିଲାଟିର ବାପା ଉଚ୍ଚସ୍ବର କରି କହିଲା, ମୁଁ ବିଶ୍ବାସ କରୁଛି। ମାେତେ ଅଧିକ ବିଶ୍ବାସ କରିବା ପାଇଁ ସାହାୟ୍ଯ କରନ୍ତୁ।
ଗୀତସଂହିତା 119:25
ମୁଁ ମରିବା ବେଳେ ଧୂଳିରେ ଗଡ଼େ। ୟପରେି ତୁମ୍ଭର ବାକ୍ଯ ଦ୍ବାରା ପ୍ରତିଜ୍ଞା କରିଛି, ମାେତେ ବଞ୍ଚିବାକୁ ଦିଅ।
ଗୀତସଂହିତା 119:37
ସଦାପ୍ରଭୁ ଅସାର ବସ୍ତୁ ମାେତେ ଦେଖିବାକୁ ଦିଅ ନାହିଁ। ତୁମ୍ଭ ପଥରେ ଚାଲିକି ମାେତେ ଜୀବନ ଖାଜେିବାକୁ ଦିଅ।
ଗୀତସଂହିତା 119:88
ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ମାେତେ ଦଖାେଅ ଏବଂ ମାେତେ ବଞ୍ଚାଅ। ୟପରେି ମୁଁ ତୁମ୍ଭର ଆଦେଶ ରଖିପାରେ।
ଗୀତସଂହିତା 119:107
ହେ ସଦାପ୍ରଭୁ, ମୁଁ ବହୁତ ୟନ୍ତ୍ରଣା ଭୋଗି ଅଛି। ଦୟାପୂର୍ବକ ମାେତେ ନିର୍ଦ୍ଦେଶ ଦିଅ ଓ ମାେତେ ଆଉଥରେ ବଞ୍ଚିବାକୁ ଦିଅ।
ଗୀତସଂହିତା 119:149
ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ସହକାରେ ମାରେ ପ୍ରାର୍ଥନା ଶୁଣ। ତୁମ୍ଭ ଶାସନ ଦ୍ବାରା ମାେତେ ବଞ୍ଚିବାକୁ ଦିଅ।
ଗୀତସଂହିତା 119:156
ହେ ସଦାପ୍ରଭୁ, ତୁମ୍ଭେ ମହାନ୍ ଦୟାଳୁ। ତୁମ୍ଭର ଶାସନ ନିଯମାନୁସାରେ କାମ କର ଓ ମାେତେ ବଞ୍ଚିବାକୁ ଦିଅ।
ଗୀତସଂହିତା 119:159
ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶସବୁ ପାଳନ କରିବା ପାଇଁ କଠିନ ଚେଷ୍ଟା କରୁଛି। ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ମାେତେ ବଞ୍ଚିବାକୁ ଦିଅ।
ମାଥିଉଲିଖିତ ସୁସମାଚାର 26:41
ତୁମ୍ଭମାନେେ ଜାଗି ରହି ପ୍ରାର୍ଥନା କର ଯେପରି ତୁମ୍ଭମାନେେ ପରୀକ୍ଷା ରେ ନପଡ଼! ଯାହା ଠାକ୍ ତାହା କରିବାକୁ ତୁମ୍ଭମାନଙ୍କର ଆତ୍ମା ଚାହୁଁଛି। କିନ୍ତୁ ତୁମ୍ଭମାନଙ୍କର ଦହେ ଦୁର୍ବଳ।
ଗୀତସଂହିତା 119:5
ମୁଁ ଆଶା କରୁଛି ୟେ, ମୁଁ ବୋଧହୁଏ ତୁମ୍ଭର ନିଯମ ଅପରିବର୍ତ୍ତନୀଯ ଭାବରେ ଅଧିକ ମାନିବି।