Psalm 119:35
ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶ ପଥରେ ମାେତେ ଆଗଇେ ନିଅ। ମୁଁ ବାସ୍ତବରେ ସହେିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।
Psalm 119:35 in Other Translations
King James Version (KJV)
Make me to go in the path of thy commandments; for therein do I delight.
American Standard Version (ASV)
Make me to go in the path of thy commandments; For therein do I delight.
Bible in Basic English (BBE)
Make me go in the way of your teachings; for they are my delight.
Darby English Bible (DBY)
Make me to walk in the path of thy commandments; for therein do I delight.
World English Bible (WEB)
Direct me in the path of your commandments, For I delight in them.
Young's Literal Translation (YLT)
Cause me to tread in the path of Thy commands, For in it I have delighted.
| Make me to go | הַ֭דְרִיכֵנִי | hadrîkēnî | HAHD-ree-hay-nee |
| in the path | בִּנְתִ֣יב | bintîb | been-TEEV |
| commandments; thy of | מִצְוֹתֶ֑יךָ | miṣwōtêkā | mee-ts-oh-TAY-ha |
| for | כִּי | kî | kee |
| therein do I delight. | ב֥וֹ | bô | voh |
| חָפָֽצְתִּי׃ | ḥāpāṣĕttî | ha-FA-tseh-tee |
Cross Reference
ଗୀତସଂହିତା 23:3
ସେ ମାରେ ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି। ସେ ମାେତେ ଧର୍ମପଥରେ କଢ଼ାଇ ନିଅନ୍ତି। ଏହାଦ୍ବାରା ପ୍ରମାଣିତ ହୁଏ ୟେ, ସେ ପ୍ରକୃତରେ ପରମେଶ୍ବର ଅଟନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 13:21
ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ୟ୍ଯଗୁଡ଼ିକ ପରମେଶ୍ବର ଆମ୍ଭ ଦ୍ବାରା କରାଉଥାଆନ୍ତୁ। ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍ !
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:13
ପରମେଶ୍ବର ତୁମ୍ଭ ମଧିଅରେ କାର୍ୟ୍ଯ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ୟ୍ଯ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ଯ ଦିଅନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:22
ମାେ ମନ ରେ, ମୁଁ ପରମେଶ୍ବରଙ୍କର ବ୍ଯବସ୍ଥା ରେ ସୁଖୀ।
ଯିହିଜିକଲ 36:26
ପରମେଶ୍ବର କହିଲେ, ଆଉ ମୁଁ ତମ୍ଭମାନଙ୍କୁ ଏକ ନୂତନ ଆତ୍ମା ଦବେି। ତୁମ୍ଭମାନଙ୍କ ମାଂସ ମଧ୍ଯରୁ ପ୍ରସ୍ତରମଯ ହୃଦଯ କାଢ଼ି ନବେି ଓ ମୁଁ ତୁମ୍ଭମାନଙ୍କୁ ମାଂସମୟ କୋମଳ ହୃଦଯ ଦବେି।
ଯିଶାଇୟ 58:13
ତୁମ୍ଭେ ଯଦି ବିଶ୍ରାମବାର ଲଙ୍ଘନରୁ ଆମ୍ଭ ପବିତ୍ର ଦିନ ରେ ନିଜ ଅଭିଳାଷ ଚେଷ୍ଟାରୁ ନିଜ ପାଦ ଫରୋଅ, ପୁଣି ବିଶ୍ରାମବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀଯ ବୋଲି କୁହ, ଆଉ ନିଜ କାର୍ୟ୍ଯ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ ;
ଯିଶାଇୟ 48:17
ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ଇଶ୍ରାୟେଲର ଧର୍ମସ୍ବରୂପ ଏହି କଥା କୁହନ୍ତି,
ଯିଶାଇୟ 2:3
ବହୁ ଲୋକ ସଠାେକୁ ଯିବେ। ସମାନେେ କହିବେ, ଆସ, ଆମ୍ଭମାନେେ ସଦାପ୍ରଭୁଙ୍କ ପର୍ବତକୁ ୟିବା। ଯାକୁବଙ୍କ ପରମେଶ୍ବରଙ୍କ ମନ୍ଦିରକୁ ଆମ୍ଭମାନେେ ୟିବା। ସେତବେେଳେ ପରମେଶ୍ବର ଆମ୍ଭମାନଙ୍କୁ ତାଙ୍କ ପଥ ବିଷଯ ରେ ଶିକ୍ଷା ଦବେେ। ଆମ୍ଭମାନେେ ତାହା ଅନୁସରଣ କରିବା।
ହିତୋପଦେଶ 8:20
ମୁଁ ଧାର୍ମିକତାର ମାର୍ଗ ରେ, ବିଚାରର ପଥ ମଧିଅରେ ଗମନ କରେ।
ହିତୋପଦେଶ 4:18
ଧାର୍ମିକ ଲୋକମାନେ ପ୍ରଭାତର ସୂର୍ୟ୍ଯକିରଣ ପରି। ସୂର୍ େଯ୍ଯାଦଯ ପ ରେ ମଧ୍ଯାହ୍ନ ରେ ସୂର୍ୟ୍ଯ ଯେପରି ତଜେସ୍ବୀ ହାଇେ ଉେଠ,
ହିତୋପଦେଶ 4:11
ମୁଁ ତୁମ୍ଭକୁ ଜ୍ଞାନ ମାର୍ଗ ରେ ପରିଚାଳିତ କରୁଛି। ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇ ଅଛି।
ହିତୋପଦେଶ 3:17
ଜ୍ଞାନୀ ଲୋକମାନେ ସୁଖ ଶାନ୍ତି ରେ ବାସ କରନ୍ତି।
ଗୀତସଂହିତା 119:173
ତୁମ୍ଭର ନିର୍ଦ୍ଦେଶ ଗୁଡ଼ିକୁ ମାନିବା ପାଇଁ ମୁଁ ମନୋନୀତ କରିଅଛି। ତଣେୁ ମାରେ ସାହାୟ୍ଯ ପାଇଁ ବାହାରି ଆସ।
ଗୀତସଂହିତା 119:36
ମାେତେ ଧନୀ ହବୋ ପରିବର୍ତେ ମାେତେ ବାକ୍ଯ ବିଷଯରେ ବୁଝିବା ପାଇଁ ସାହାୟ୍ଯ କର।
ଗୀତସଂହିତା 119:27
ତୁମ୍ଭର ନିର୍ଦ୍ଦେଶଗୁଡ଼ିକ ଅନୁସାରେ ମାେତେ ବୁଝିବା ପାଇଁ ସାହାୟ୍ଯ କର। ତବେେ ମୁଁ ତୁମ୍ଭର ଆଶ୍ଚର୍ୟ୍ଯ କର୍ମମାନ ବିଷଯରେ ଗଭୀରତମ ଭାବିବି।
ଗୀତସଂହିତା 119:16
ମୁଁ ତୁମ୍ଭ ବ୍ଯବସ୍ଥାରେ ଆନନ୍ଦ କରିବି। ମୁଁ ତୁମ୍ଭର ବାକ୍ଯ ପାଶାରେିବି ନାହିଁ।
ଗୀତସଂହିତା 25:4
ହେ ସଦାପ୍ରଭୁ, ମାେତେ ତୁମ୍ଭର ପଥରେ ଚାଲିବାକୁ ସାହାୟ୍ଯ କର। ତୁମ୍ଭର ମାର୍ଗରେ ଚାଲିବାକୁ ଶିକ୍ଷା ପ୍ରଦାନ କର।
ଯୋହନଙ୍କ ପ୍ରଥମ ପତ୍ର 5:3
କାରଣ ପରମେଶ୍ବରଙ୍କୁ ପ୍ ରମେ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା। ଆଉ ତାହାଙ୍କ ଆଜ୍ଞା ସବୁ ଅତିଶୟ କଠିନ ନୁହେଁ।