Psalm 119:33
ହେ ସଦାପ୍ରଭୁ, ତୁମ୍ଭ ନିଯମ ଦ୍ବାରା ମାେତେ କିପରି ବଞ୍ଚିବାକୁ ହବେ ଶିଖାଅ ଏବଂ ତାକୁ ଅନୁସରଣ କଲେ ମାରେ ପୁରସ୍କାର ହବେ।
Psalm 119:33 in Other Translations
King James Version (KJV)
Teach me, O LORD, the way of thy statutes; and I shall keep it unto the end.
American Standard Version (ASV)
HE. Teach me, O Jehovah, the way of thy statutes; And I shall keep it unto the end.
Bible in Basic English (BBE)
<HE> O Lord, let me see the way of your rules, and I will keep it to the end.
Darby English Bible (DBY)
HE. Teach me, O Jehovah, the way of thy statutes, and I will observe it [unto] the end.
World English Bible (WEB)
Teach me, Yahweh, the way of your statutes. I will keep them to the end.
Young's Literal Translation (YLT)
`He.' Show me, O Jehovah, the way of Thy statutes, And I keep it -- `to' the end.
| Teach | הוֹרֵ֣נִי | hôrēnî | hoh-RAY-nee |
| me, O Lord, | יְ֭הוָה | yĕhwâ | YEH-va |
| the way | דֶּ֥רֶךְ | derek | DEH-rek |
| statutes; thy of | חֻקֶּ֗יךָ | ḥuqqêkā | hoo-KAY-ha |
| and I shall keep | וְאֶצְּרֶ֥נָּה | wĕʾeṣṣĕrennâ | veh-eh-tseh-REH-na |
| it unto the end. | עֵֽקֶב׃ | ʿēqeb | A-kev |
Cross Reference
ଯୋହନଙ୍କ ପ୍ରଥମ ପତ୍ର 2:27
ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶଷେ ଦାନ ଦଇେଛନ୍ତି, ତାହା ତୁମ୍ଭଠା ରେ ଏପର୍ୟ୍ଯନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନବୋ ଆବଶ୍ଯକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ ସହେି ଦାନ ତୁମ୍ଭକୁ ସମସ୍ତ ବିଷୟ ରେ ଶିକ୍ଷା ଦେଉଛି। ସେ ତୁମ୍ଭକୁ ଦଇେଥିବା ସହେି ଦାନ ସତ୍ଯ ଅଟେ, ମିଥ୍ଯା ନୁହେଁ। ତେଣୁ ତାହାଙ୍କର ସହେି ଦାନର ଶିକ୍ଷାନୁସା ରେ ତୁମ୍ଭମାନେେ ଖ୍ରୀଷ୍ଟଙ୍କଠା ରେ ଆଉ ଜୀବନଯାପନ କର।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:6
ପରମେଶ୍ବର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ଯ ତାହା କରୁଛନ୍ତି। ଯୀଶୁଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ୟ୍ଯନ୍ତ ସେ ସହେି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥି ରେ ନିଶ୍ଚିତ ଅଟେ।
ଗୀତସଂହିତା 119:12
ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ। ତୁମ୍ଭର ବ୍ଯବସ୍ଥା ମାେତେ ଶିଖାଅ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:26
ଯେ ବିଜଯୀ ହୁଏ ଓ ଶଷେପର୍ୟ୍ଯନ୍ତ ମାେ ଇଚ୍ଛା ଅନୁଯାଯୀ କାର୍ୟ୍ଯ ରେ ଲାଗିରହେ, ମୁଁ ତାହାକୁ ଜାତିଗୁଡ଼ିକ ଉପରେ ଶାସନ କରିବାର ଶକ୍ତି ଦବେି।
ଯୋହନଙ୍କ ପ୍ରଥମ ପତ୍ର 2:19
ଏହି ଖ୍ରୀଷ୍ଟଙ୍କ ଶତ୍ରୁମାନେ ଆମ୍ଭ ଦଳ ରେ ଥିଲେ, ମାତ୍ର ଆମ୍ଭକୁ ଛାଡ଼ି ଚାଲିଗଲେ। ସମାନେେ ପ୍ରକୃତ ରେ ଆମ୍ଭ ନିଜର ନ ଥିଲେ। ଯଦି ସମାନେେ ଆମ୍ଭ ନିଜର ହାଇେଥାନ୍ତେ, ତବେେ ସମାନେେ ଆମ୍ଭ ସହିତ ରହିଥାନ୍ତେ। ସମାନେେ ଆମ୍ଭକୁ ଛାଡ଼ି ଚାଲିଗଲେ ତେଣୁ, ଏହା ସ୍ପଷ୍ଟ ରୂପେ ପ୍ରକାଶ ପାଇଲା ଯେ, ସମାନେେ ପ୍ରକୃତ ରେ ଆମ୍ଭର ନୁହଁନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:7
ଅତଏବ ଯେତବେେଳେ ତୁମ୍ଭମାନେେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆସିବା ପାଇଁ ଅପେକ୍ଷା କରୁଛ ସେତବେେଳେ ତୁମ୍ଭମାନେେ ତାହାଙ୍କଠାରୁ ସମସ୍ତ ଆତ୍ମିକ ଦାନ ପାଉଛ।
ଯୋହନଲିଖିତ ସୁସମାଚାର 6:45
ଭାବବାଣୀ ରେ ଏହିପରି ଲଖାେ ଅଛି: 'ପରମେଶ୍ବର ଲୋକମାନଙ୍କୁ ଶିକ୍ଷା ଦବେେ।' ଲୋକମାନେ ପରମପିତାଙ୍କ କଥା ଶୁଣନ୍ତି, ଓ ତାହାଙ୍କଠାରୁ ଶିକ୍ଷା ପାଆନ୍ତି। ତା'ପରେ ମାେ ପାଖକୁ ସେ ଲୋକମାନେ ଆସନ୍ତି।
ମାଥିଉଲିଖିତ ସୁସମାଚାର 24:13
କିନ୍ତୁ ଯେଉଁ ଲୋକ ଶଷେ ପର୍ୟ୍ଯନ୍ତ ଦୃଢ଼ ଭାବରେ ତିଷ୍ଠି ରହିବ ସେ ଉଦ୍ଧାର ପାଇବ।
ମାଥିଉଲିଖିତ ସୁସମାଚାର 10:22
ମାରେ ଅନୁଗାମୀ ହାଇେଥିବା ୟୋଗୁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁଲୋକ ଶଷେ ପର୍ୟ୍ଯନ୍ତ ଦୃଢଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ।
ଯିଶାଇୟ 54:13
ତୁମ୍ଭର ସନ୍ତାନମାନେ ସମସ୍ତେ ପରମେଶ୍ବରଙ୍କ ଦ୍ବାରା ଶିକ୍ଷିତ ହବେେ ଓ ସମାନଙ୍କେର ପରମ ଶାନ୍ତି ହବେ।
ଗୀତସଂହିତା 119:112
ତୁମ୍ଭର ନିଯମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି, ତାହା ମାରେ ପୁରସ୍କାର ହବେ।
ଗୀତସଂହିତା 119:26
ମୁଁ ତୁମ୍ଭକୁ ମାରେ ଜୀବନ ବିଷଯରେ କହିଅଛି। ଏବଂ ତୁମ୍ଭେ ମାେତେ ଉତ୍ତର ଦଇେଅଛ। ବର୍ତ୍ତମାନ ତୁମ୍ଭର ବ୍ଯବସ୍ଥା ମାେତେ ଶିଖାଅ।
ଗୀତସଂହିତା 119:8
ମୁଁ ତୁମ୍ଭର ବିଧିସବୁ ପାଳନ କରିବି। ମାେତେ ଏକୁଟିଆ କରି ଛାଡ଼ ନାହିଁ।