ଗୀତସଂହିତା 119:28 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 119 ଗୀତସଂହିତା 119:28

Psalm 119:28
ମୁଁ ଦୁଃଖିତ ଓ କ୍ଲାନ୍ତ ଅଟେ। ତୁମ୍ଭର ବାକ୍ଯର ପ୍ରତିଜ୍ଞା ଅନୁସାରେ ମାେତେ ପୁଣି ଶକ୍ତିଶାଳୀ କର।

Psalm 119:27Psalm 119Psalm 119:29

Psalm 119:28 in Other Translations

King James Version (KJV)
My soul melteth for heaviness: strengthen thou me according unto thy word.

American Standard Version (ASV)
My soul melteth for heaviness: Strengthen thou me according unto thy word.

Bible in Basic English (BBE)
My soul is wasted with sorrow; give me strength again in keeping with your word

Darby English Bible (DBY)
My soul melteth for sadness: strengthen me according to thy word.

World English Bible (WEB)
My soul is weary with sorrow: Strengthen me according to your word.

Young's Literal Translation (YLT)
My soul hath dropped from affliction, Establish me according to Thy word.

My
soul
דָּלְפָ֣הdolpâdole-FA
melteth
נַ֭פְשִׁיnapšîNAHF-shee
for
heaviness:
מִתּוּגָ֑הmittûgâmee-too-ɡA
strengthen
קַ֝יְּמֵ֗נִיqayyĕmēnîKA-yeh-MAY-nee
thy
unto
according
me
thou
word.
כִּדְבָרֶֽךָ׃kidbārekākeed-va-REH-ha

Cross Reference

ଗୀତସଂହିତା 107:26
ସମାନେେ ସହେି ଢ଼େଉରେ ଆକାଶକୁ ଉଠିଲେ ଓ ଏହାପରେ ଜଳଗର୍ଭକୁ ଖସିଲେ। ଝଡ଼ ଏତେ ବିପଦପୂର୍ଣ୍ଣ ଥିଲା ୟେ, ସମାନେେ ସମାନଙ୍କେର ସାହସ ହରାଇଲେ।

ଗୀତସଂହିତା 22:14
ମାରେ ବଳ କ୍ରମେ କ୍ଷୀଣ ହାଇେ ଆସୁଛି, ପାଣି ଭୂମିରେ ଶୋଷିତ ହେଲାପରି ମାରେ ଶକ୍ତି ଚାଲି ଯାଉଛି। ମାରେ ଅସ୍ଥିସବୁ ଭାଙ୍ଗି ଯାଉଛି। ମାରେ ସାହାସ କ୍ରମେ କ୍ଷୀଣ ହାଇେ ଆସୁଛି।

ପିତରଙ୍କ ପ୍ରଥମ ପତ୍ 5:10
ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା'ପରେ ପରମେଶ୍ବର ସବୁ ଠିକ୍ କରି ଦବେେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସଇେ ପରମେଶ୍ବର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠା ରେ ତାହାଙ୍କ ମହିମା ରେ ଅଂଶୀଦାର ହବୋ ଲାଗି ସେ ତୁମ୍ଭକୁ ଡ଼ାକି ଅଛନ୍ତି। ସହେି ମହିମା ଅନନ୍ତ କାଳ ଧରି ରହିବ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:13
ଖ୍ରୀଷ୍ଟଙ୍କଠାରୁ ମାେତେ ଶକ୍ତି, ପ୍ରଦତ୍ତ ହାଇେଥିବାରୁ, ତାଙ୍କ ମାଧ୍ଯମ ରେ ମୁଁ ସବୁକିଛି କରିବାକୁ ସକ୍ଷମ।

ଯିଖରିୟ 10:12
ସଦାପ୍ରଭୁ ତାଙ୍କର ନିଜର ଲୋକମାନଙ୍କୁ ବଳବାନ୍ କରିବେ। ତାଙ୍କ ନାମ ରେ, ସମାନେେ ସବୁସ୍ଥାନକୁ ଯିବେ। ଏହା ସଦାପ୍ରଭୁ କହିଥିଲେ।

ଯିଶାଇୟ 40:31
ମାତ୍ର ଯେଉଁମାନେ ସଦାପ୍ରଭୁଙ୍କଠା ରେ ବିଶ୍ବାସ ରଖନ୍ତି, ସମାନେେ ନୂତନ ବଳ ପାଆନ୍ତି। ସମାନେେ ଚିଲ ପକ୍ଷୀପରି ଆକାଶ ରେ ଉଡ଼ନ୍ତି। ସମାନେେ କ୍ଲାନ୍ତ ନ ହାଇେ ସମାନେେ ଗମନ କରିବେ।

ଯିଶାଇୟ 40:29
ସେ ଦୁର୍ବଳକୁ ବଳ ଦିଅନ୍ତି ଓ ଶକ୍ତିହୀନକୁ ଶକ୍ତି ପ୍ରଦାନ କରନ୍ତି।

ଗୀତସଂହିତା 29:11
ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ। ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତି।

ଗୀତସଂହିତା 27:14
ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର, ବଳଶାଳୀ ଓ ସାହସୀକ ହୁଅ ଏବଂ ସଦାପ୍ରଭୁଙ୍କର ଅନୁସରଣ କର।

ଗୀତସଂହିତା 20:2
ପରମେଶ୍ବର ତାଙ୍କର ପବିତ୍ରସ୍ଥାନରୁ ତୁମ୍ଭକୁ ସାହାୟ୍ଯ ପଠାନ୍ତୁ। ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାୟ୍ଯ କରନ୍ତୁ।

ଯିହୋଶୂୟ 2:24
ସମାନେେ ଯିହାଶୂେୟଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ବାସ୍ତବ ରେ ଆମ୍ଭକକ୍ସ୍ଟ ସମସ୍ତ ଦେଶ ଦାନ କରିଛନ୍ତି। ସହେି ଦେଶ ରେ ସମସ୍ତ ଲୋକ ଆମ୍ଭକକ୍ସ୍ଟ ଭୟ କରୁଛନ୍ତି।

ଯିହୋଶୂୟ 2:11
ଆମ୍ଭମାନେେ ଏହିପରି ମର୍ମନ୍ତକ୍ସ୍ଟଦ କଥାମାନ ଶକ୍ସ୍ଟଣି ଅତ୍ଯନ୍ତ ଭୟଭୀତ ହାଇେ ୟାଇଛକ୍ସ୍ଟ ଏବଂ କହେି ତକ୍ସ୍ଟମ୍ଭ ବିପକ୍ଷ ରେ ୟକ୍ସ୍ଟଦ୍ଧ କରିବା ପାଇଁ ସାହାସ କରୁ ନାହାଁନ୍ତି? କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଉପରିସ୍ଥ ସ୍ବର୍ଗର ଓ ନୀଚସ୍ଥ ପୃଥିବୀର ପରମେଶ୍ବର ଅଟନ୍ତି।

ଦିତୀୟ ବିବରଣ 33:25
ତକ୍ସ୍ଟମ୍ଭ ନଗର ଫାଟକର ଅର୍ଗଳ ଲୌହର ଓ ପିତ୍ତଳର ହବେ। ତୁମ୍ଭର ଜୀବନକାଳ ମଧିଅରେ ତୁମ୍ଭେ ଶକ୍ତିଶାଳୀ ହବେ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:16
ମୁଁ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିୟୁକ୍ତ ହବୋ ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ର ଆତ୍ମାଙ୍କ ଦ୍ବାରା ତୁମ୍ଭମାନଙ୍କୁ ସହେି ଶକ୍ତି ପ୍ରଦାନ କରିବେ।