ଗୀତସଂହିତା 119:24 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 119 ଗୀତସଂହିତା 119:24

Psalm 119:24
ତୁମ୍ଭର ଆଇନଗତ ଆଦେଶ ମାେତେ ଆନନ୍ଦ ଦିଏ। ସମାନେେ ମାରେ ଅତି ଆପଣାର ଆଦେଶଦାତା।

Psalm 119:23Psalm 119Psalm 119:25

Psalm 119:24 in Other Translations

King James Version (KJV)
Thy testimonies also are my delight and my counsellors.

American Standard Version (ASV)
Thy testimonies also are my delight `And' my counsellors.

Bible in Basic English (BBE)
Your unchanging word is my delight, and the guide of my footsteps.

Darby English Bible (DBY)
Thy testimonies also are my delight [and] my counsellors.

World English Bible (WEB)
Indeed your statutes are my delight, And my counselors.

Young's Literal Translation (YLT)
Thy testimonies also `are' my delight, The men of my counsel!

Thy
testimonies
גַּֽםgamɡahm
also
עֵ֭דֹתֶיךָʿēdōtêkāA-doh-tay-ha
delight
my
are
שַׁעֲשֻׁעָ֗יšaʿăšuʿāysha-uh-shoo-AI
and
my
counsellers.
אַנְשֵׁ֥יʾanšêan-SHAY

עֲצָתִֽי׃ʿăṣātîuh-tsa-TEE

Cross Reference

ଗୀତସଂହିତା 119:16
ମୁଁ ତୁମ୍ଭ ବ୍ଯବସ୍ଥାରେ ଆନନ୍ଦ କରିବି। ମୁଁ ତୁମ୍ଭର ବାକ୍ଯ ପାଶାରେିବି ନାହିଁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:15
ପିଲାବଳେୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସହେି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରିପାରିବ ଓ ସହେି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ବାସ ମାଧ୍ଯମ ରେ ମୁକ୍ତି ଆଡ଼କୁ ଆଗଇନବେେ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:16
ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠା ରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ଯବହାର କର। ନିଜ ହୃଦୟ ରେ ପରମେଶ୍ବରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ଯାତ୍ମିକ ଗୀତମାନ ଗାଅ।

ଯିରିମିୟ 6:10
ମୁଁ କାହାକୁ କହିବି ? କାହାକୁ ମୁଁ ସତର୍କ କରିବି ? କିଏ ବା ମାେ କଥା ଶୁଣିବ ? ଇଶ୍ରାୟେଲର ଲୋକମାନେ ସମାନଙ୍କେର କର୍ଣ୍ଣ ବନ୍ଦ କରିଛନ୍ତି, ତେଣୁ ସମାନେେ ମାେ କଥା ଶୁଣି ପାରନ୍ତି ନାହିଁ। ସମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣିବାକୁ ଆଗ୍ରହ କରନ୍ତି ନାହିଁ। ତାଙ୍କର ବାର୍ତ୍ତା ଶୁଣିବାକୁ ଇଚ୍ଛା କରନ୍ତି ନାହିଁ।

ଯିଶାଇୟ 8:20
ତୁମ୍ଭମାନେେ ଚୁକ୍ତି ଅନୁସାରେ ପ୍ରଭୁଙ୍କ ଶିକ୍ଷାସମୂହକୁ ଅନୁସରଣ କର। ତୁମ୍ଭମାନେେ ଯଦି ସେ ଆଦେଶକୁ ଅନୁସରଣ ନ କରିବ ତବେେ ତୁମ୍ଭମାନେେ ଭୁଲ୍ ପଥରେ ୟିବ। ସହେି ଭୁଲ ଆଦେଶ ଆଗତ ଭବିଷ୍ଯତ୍ କହୁଥିବା ବ୍ଯକ୍ତି ଗୁଣିଆମାନଙ୍କଠାରୁ ଆସିଛି। ସେ ଆଦେଶ ନିରର୍ଥକ। ତୁମ୍ଭମାନେେ ତାହା ଅନୁସରଣ କଲେ କିଛି ଲାଭ ତୁମ୍ଭମାନଙ୍କର ହବେ ନାହିଁ।

ହିତୋପଦେଶ 6:20
ହେ ମାରେ ପୁତ୍ର, ଆପଣା ପିତାର ଆଜ୍ଞା ପାଳନ କର। ଏବଂ ମାତାର ଉପଦେଶ ଭୁଲ ନାହିଁ।

ଗୀତସଂହିତା 119:162
ତୁମ୍ଭର ପ୍ରତିଜ୍ଞା ମାେତେ ଆନନ୍ଦ ଦିଏ, ୟପରେି ଜଣେ ବ୍ଯକ୍ତି ବହୁତ ଲୁଟ୍ଧନ ପାଇବା ପରେ ଖୁସି ହୁଏ।

ଗୀତସଂହିତା 119:143
କ୍ଲେଶ ଓ ୟନ୍ତ୍ରଣା ମାେ ଉପରେ ଆସିଅଛି। କିନ୍ତୁ ମୁଁ ତୁମ୍ଭର ଆଜ୍ଞାରେ ଆନନ୍ଦିତ ହୁଏ।

ଗୀତସଂହିତା 119:104
ତୁମ୍ଭର ଶିକ୍ଷା ମାେତେ ବୁଦ୍ଧିମାନ କରେ। ତଣେୁ ମୁଁ ସବୁ ମିଥ୍ଯା ଶିକ୍ଷାକୁ ଘୃଣା କରେ।

ଗୀତସଂହିତା 119:97
ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ। ତାହା ମୁଁ ଦିନସାରା ଭାବେ।

ଗୀତସଂହିତା 119:92
ୟଦି ମୁଁ ଶିକ୍ଷାଗୁଡ଼ିକ ପସନ୍ଦ କରି ନ ଥାନ୍ତି, ମୁଁ ଆପଣା କଷ୍ଟରେ ବିନଷ୍ଟ ହାଇେଥାନ୍ତି।

ଗୀତସଂହିତା 119:77
ସଦାପ୍ରଭୁ ମାେ ଉପରେ ଦୟା ରଖ, ୟପରେିକି ମୁଁ ବଞ୍ଚିପାରେ। ମୁଁ ବାସ୍ତବରେ ତୁମ୍ଭର ଶିକ୍ଷାକୁ ଉପ ଭୋଗ କରେ।

ଗୀତସଂହିତା 19:11
ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ। ୟଦି ତୁମ୍ଭମାନେେ ସଗେୁଡ଼ିକୁ ପାଳନ କର, ତୁମ୍ଭମାନେେ ଉତ୍ତମ ପୁରସ୍କାର ପାଇବ।

ଆୟୁବ ପୁସ୍ତକ 27:10
ସହେି ଲୋକ କ'ଣ ସର୍ବଶକ୍ତିମାନଙ୍କୁ ଗୁହାରି କରି ଆନନ୍ଦ ଅନୁଭବ କରିବ। ସେ ସବୁ ସମୟରେ ପରମେଶ୍ବରଙ୍କୁ ଡ଼ାକିବା ଉଚିତ ଥିଲା।

ଯିହୋଶୂୟ 1:8
ସର୍ବଦା ଏହି ବ୍ଯବସ୍ଥା ପୁସ୍ତକ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ବିଚଳିତ ନ ହେଉ। ଦିନ ରାତି ଏହି ନିଯମ ପୁସ୍ତକକକ୍ସ୍ଟ ପଠନ କର। ତବେେ ତୁମ୍ଭେ ନିଶ୍ଚିତ ହାଇପୋରିବ। ଏହି ନିଯମକକ୍ସ୍ଟ ପାଳନ କର, ଯାହା ଏହି ପୁସ୍ତକକରେ ଲଖାେ ହାଇେ ଅଛି। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭେ ବକ୍ସ୍ଟଦ୍ଧିମାନ ଓ ପ୍ରେତ୍ୟକକ କାର୍ୟ୍ଯ ରେ କୃତକାର୍ୟ୍ଯ ହବେ, ଯାହା ତୁମ୍ଭେ କରିବ।

ଦିତୀୟ ବିବରଣ 17:18
ଏବଂ ସେ ଯେତବେେଳେ ଶାସନ କରିବାକୁ ସିଂହାସନ ରେ ବ ସେ, ଲବେୀୟ ଯାଜକମାନେ ରଖିଥିବା ନଳାକାର ନିଯମ ପସ୍ତକରେ ଏକ ନକଲ ସେ ନିଜ ପାଇଁ କରିବା ଉଚିତ୍।