ଗୀତସଂହିତା 119:134 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 119 ଗୀତସଂହିତା 119:134

Psalm 119:134
ହେ ସଦାପ୍ରଭୁ, ଯେଉଁମାନେ ମାେତେ ଆହତ କରନ୍ତି ସମାନଙ୍କେଠାରୁ ମାେତେ ରକ୍ଷା କର ୟପରେିକି ମୁଁ ତୁମ୍ଭର ନିର୍ଦ୍ଦଶେ ସକଳ ମାନିବି।

Psalm 119:133Psalm 119Psalm 119:135

Psalm 119:134 in Other Translations

King James Version (KJV)
Deliver me from the oppression of man: so will I keep thy precepts.

American Standard Version (ASV)
Redeem me from the oppression of man: So will I observe thy precepts.

Bible in Basic English (BBE)
Make me free from the cruel rule of man; then I will keep your orders.

Darby English Bible (DBY)
Deliver me from the oppression of man; and I will keep thy precepts.

World English Bible (WEB)
Redeem me from the oppression of man, So I will observe your precepts.

Young's Literal Translation (YLT)
Ransom me from the oppression of man, And I observe Thy precepts,

Deliver
פְּ֭דֵנִיpĕdēnîPEH-day-nee
me
from
the
oppression
מֵעֹ֣שֶׁקmēʿōšeqmay-OH-shek
man:
of
אָדָ֑םʾādāmah-DAHM
so
will
I
keep
וְ֝אֶשְׁמְרָ֗הwĕʾešmĕrâVEH-esh-meh-RA
thy
precepts.
פִּקּוּדֶֽיךָ׃piqqûdêkāpee-koo-DAY-ha

Cross Reference

ଗୀତସଂହିତା 56:1
ହେ ପରମେଶ୍ବର, ମାେତେ ଦୟା କର। ଲୋକମାନେ ମାେତେ ଆକ୍ରମଣ କରିବାକୁ ଉଦ୍ଯମ କଲେ। ସମାନେେ ନିରନ୍ତର ଭାବରେ ମାେତେ ଅନୁଧାବନ କରୁଛନ୍ତି ଓ ୟୁଦ୍ଧ କରି ଆସୁଛନ୍ତି।

ଗୀତସଂହିତା 119:122
ମାେତେ ସାହାୟ୍ଯ କରିବାକୁ ପ୍ରତିଜ୍ଞା କର। ମୁଁ ତୁମ୍ଭର ସବେକ। ହେ ସଦାପ୍ରଭୁ, ଅହଙ୍କାରୀମାନଙ୍କୁ ମାେ ପ୍ରତି କ୍ଷତି କରିବାକୁ ଦିଅ ନାହିଁ।

ଯିହିଜିକଲ 11:17
ଏଥିପାଇଁ ସମାନଙ୍କେୁ କୁହ, ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ବିଭିନ୍ନ ଗୋଷ୍ଠୀ ମଧ୍ଯରୁ ଏକତ୍ରୀତ କରିବା ଏବଂ ତୁମ୍ଭମାନେେ ଛିନ୍ନଭିନ୍ନ ହାଇେଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଏବଂ ଆମ୍ଭେ ତୁମ୍ଭମାନଙ୍କୁ ଇଶ୍ରାୟେଲର ଭୂମି ଦବୋ।

ଲୂକଲିଖିତ ସୁସମାଚାର 1:74
ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତୃଙ୍କ ଶକ୍ତି କବଳରୁ ମୁକ୍ତ କରିବେ। ତା ଫଳ ରେ ଆମ୍ଭମାନେେ ନିର୍ଭୟ ରେ ପରମେଶ୍ବରଙ୍କ ସବୋ କରିପାରିବୁ।

ଗୀତସଂହିତା 56:13
କାରଣ ତୁମ୍ଭେ ମାେତେ ମୃତ୍ଯୁମୁଖରୁ ରକ୍ଷା କରିଛ, ମାେତେ ପରାସ୍ତ ହବୋରୁ ଉଦ୍ଧାର କରିଛ। ତଣେୁ ମୁଁ ପରମେଶ୍ବରଙ୍କ ଉପସ୍ଥିତିରେ ଚାଲିବି, ଜୀବନ ପ୍ରଦାନକାରୀ ରଶ୍ମି ତୁଲ୍ଯ। ଯେଉଁ ରଶ୍ମି ମାେତେ ଜୀବନ ପ୍ରଦାନ କରିଅଛି, ସହେି ପରମେଶ୍ବରଙ୍କ ପାଇଁ ବଞ୍ଚିବି।

ଗୀତସଂହିତା 105:43
ପରମେଶ୍ବର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସମାନେେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।

ଗୀତସଂହିତା 142:6
ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ। ମୁଁ ବହୁତ ଦୁର୍ବଳ ଅଟେ। ସହେି ଲୋକମାନଙ୍କଠାରୁ ମାେତେ ରକ୍ଷା କର ଯେଉଁମାନେ ମାେ ପଛରେ ଗୋଡ଼ାଇଛନ୍ତି। ସହେି ଲୋକମାନେ ମାେ ଠାରୁ ଅଧିକ ଶକ୍ତିଶାଳୀ।

ଯିହିଜିକଲ 36:24
ପରମେଶ୍ବର କହନ୍ତି, ମୁଁ ଜାତିମାନଙ୍କ ମଧ୍ଯରୁ ତୁମ୍ଭମାନଙ୍କୁ ନଇେ ଆସିବି ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭ ନିଜ ଦେଶକୁ ଆଣିବି

ରେରିତମାନଙ୍କ କାର୍ଯ୍ୟର ବିବରଣ 9:31
ଏହାଦ୍ବାରା ୟିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀ ରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ବାସୀମାନଙ୍କ ସଂଖ୍ଯା ବଢ଼ିବା ରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ର ଆତ୍ମାର ସହାୟତା ପାଇ ସମାନେେ ରହୁଥିଲେ।