ଗୀତସଂହିତା 119:107 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 119 ଗୀତସଂହିତା 119:107

Psalm 119:107
ହେ ସଦାପ୍ରଭୁ, ମୁଁ ବହୁତ ୟନ୍ତ୍ରଣା ଭୋଗି ଅଛି। ଦୟାପୂର୍ବକ ମାେତେ ନିର୍ଦ୍ଦେଶ ଦିଅ ଓ ମାେତେ ଆଉଥରେ ବଞ୍ଚିବାକୁ ଦିଅ।

Psalm 119:106Psalm 119Psalm 119:108

Psalm 119:107 in Other Translations

King James Version (KJV)
I am afflicted very much: quicken me, O LORD, according unto thy word.

American Standard Version (ASV)
I am afflicted very much: Quicken me, O Jehovah, according unto thy word.

Bible in Basic English (BBE)
I am greatly troubled, O Lord, give me life in keeping with your word.

Darby English Bible (DBY)
I am afflicted very much; O Jehovah, quicken me according to thy word.

World English Bible (WEB)
I am afflicted very much. Revive me, Yahweh, according to your word.

Young's Literal Translation (YLT)
I have been afflicted very much, O Jehovah, quicken me, according to Thy word.

I
am
afflicted
נַעֲנֵ֥יתִיnaʿănêtîna-uh-NAY-tee
very
much:
עַדʿadad

מְאֹ֑דmĕʾōdmeh-ODE
quicken
יְ֝הוָ֗הyĕhwâYEH-VA
Lord,
O
me,
חַיֵּ֥נִיḥayyēnîha-YAY-nee
according
unto
thy
word.
כִדְבָרֶֽךָ׃kidbārekāheed-va-REH-ha

Cross Reference

ଗୀତସଂହିତା 119:25
ମୁଁ ମରିବା ବେଳେ ଧୂଳିରେ ଗଡ଼େ। ୟପରେି ତୁମ୍ଭର ବାକ୍ଯ ଦ୍ବାରା ପ୍ରତିଜ୍ଞା କରିଛି, ମାେତେ ବଞ୍ଚିବାକୁ ଦିଅ।

ଗୀତସଂହିତା 6:1
ହେ ସଦାପ୍ରଭୁ, ତୁମ୍ଭେ କୋର୍ଧିତ ହାଇେ ମାେତେ ଦଣ୍ଡିତ କର ନାହିଁ। ତୁମ୍ଭେ ବିରକ୍ତ ହାଇେ ମାେତେ ଦଣ୍ଡ ଦିଅ ନାହିଁ।

ଗୀତସଂହିତା 22:14
ମାରେ ବଳ କ୍ରମେ କ୍ଷୀଣ ହାଇେ ଆସୁଛି, ପାଣି ଭୂମିରେ ଶୋଷିତ ହେଲାପରି ମାରେ ଶକ୍ତି ଚାଲି ଯାଉଛି। ମାରେ ଅସ୍ଥିସବୁ ଭାଙ୍ଗି ଯାଉଛି। ମାରେ ସାହାସ କ୍ରମେ କ୍ଷୀଣ ହାଇେ ଆସୁଛି।

ଗୀତସଂହିତା 34:19
ଧାର୍ମିକ ବ୍ଯକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ କିନ୍ତୁ ସଦାପ୍ରଭୁ ସମାନଙ୍କେୁ ସମାନଙ୍କେର ପ୍ରେତ୍ୟକକ ବିପଦରୁ ଉଦ୍ଧାର କରିବେ।

ଗୀତସଂହିତା 119:88
ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ମାେତେ ଦଖାେଅ ଏବଂ ମାେତେ ବଞ୍ଚାଅ। ୟପରେି ମୁଁ ତୁମ୍ଭର ଆଦେଶ ରଖିପାରେ।

ଗୀତସଂହିତା 143:11
ହେ ସଦାପ୍ରଭୁ, ମାେତେ ବଞ୍ଚିବାକୁ ଦିଅ, ୟପରେି ଲୋକାମନେ ତୁମ୍ଭ ନାମରେ ପ୍ରଶଂସା କରିବେ। କାରଣ ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଧାର୍ମିକ ଅଟ, ତଣେୁ ମାରେ ଦୁଃଖରୁ ମାେତେ ରକ୍ଷା କର।