ହିତୋପଦେଶ 29:15 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 29 ହିତୋପଦେଶ 29:15

Proverbs 29:15
ବାଡ଼ି ଓ ଅନୁୟୋଗ ଜ୍ଞାନ ଦିଏ। ମାତ୍ର ପିଲାକୁ ତା'ର ଇଚ୍ଛା ରେ ଛାଡ଼ି ଦେଲେ, ସେ ତା'ର ମାତାକୁ ଲଜ୍ଜ୍ଯା ଦିଏ।

Proverbs 29:14Proverbs 29Proverbs 29:16

Proverbs 29:15 in Other Translations

King James Version (KJV)
The rod and reproof give wisdom: but a child left to himself bringeth his mother to shame.

American Standard Version (ASV)
The rod and reproof give wisdom; But a child left to himself causeth shame to his mother.

Bible in Basic English (BBE)
The rod and sharp words give wisdom: but a child who is not guided is a cause of shame to his mother.

Darby English Bible (DBY)
The rod and reproof give wisdom; but a child left [to himself] bringeth his mother to shame.

World English Bible (WEB)
The rod of correction gives wisdom, But a child left to himself causes shame to his mother.

Young's Literal Translation (YLT)
A rod and reproof give wisdom, And a youth let away is shaming his mother.

The
rod
שֵׁ֣בֶטšēbeṭSHAY-vet
and
reproof
וְ֭תוֹכַחַתwĕtôkaḥatVEH-toh-ha-haht
give
יִתֵּ֣ןyittēnyee-TANE
wisdom:
חָכְמָ֑הḥokmâhoke-MA
child
a
but
וְנַ֥עַרwĕnaʿarveh-NA-ar
left
מְ֝שֻׁלָּ֗חmĕšullāḥMEH-shoo-LAHK
to
himself
bringeth
his
mother
מֵבִ֥ישׁmēbîšmay-VEESH
to
shame.
אִמּֽוֹ׃ʾimmôee-moh

Cross Reference

ହିତୋପଦେଶ 17:25
ମୂର୍ଖ ପୁତ୍ର ଆପଣା ପିତାର ଶୋକ ଓ ସେ ଆପଣା ଜନନୀକୁ ଦୁଃଖ ଆଣିବାର କାରଣ ହୁଏ।

ହିତୋପଦେଶ 10:1
ଏଗୁଡ଼ିକ ହେଉଛି ଶଲୋମନଙ୍କ ହିତାପଦେେଶ। ଜ୍ଞାନୀ ପୁତ୍ର ପିତାକୁ ଆନନ୍ଦିତ କରେ। କିନ୍ତୁ ମୂର୍ଖ ପୁତ୍ର ତା'ର ମାତାର ଦୁଃଖ ବଢ଼ାଏ।

ହିତୋପଦେଶ 22:15
ପିଲାର ମନ ରେ ଅଜ୍ଞାନତା ଥାଏ। ପୁଣି ଶାସନ ବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ।

ହିତୋପଦେଶ 29:17
ଯଦି ତୁମ୍ଭେ ତୁମ୍ଭର ପୁତ୍ରକୁ ଅନୁଶାସନ କର, ସେ ତୁମ୍ଭକୁ ଶାନ୍ତି ଆଣି ଦବେ ଏବଂ ତୁମ୍ଭର ପ୍ରାଣକୁ ଆନନ୍ଦ ଆଣିଦବେ।

ହିତୋପଦେଶ 22:6
ନିଜର ୟୁବାବସ୍ଥା ରେ ସଠିକ୍ ଜୀବନ ଧାରଣ କରିବା ପାଇଁ, ବାଳକକୁ ଶିକ୍ଷା ଦିଅ। ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହବେ ନାହିଁ।

ହିତୋପଦେଶ 17:21
ମୂର୍ଖର ଜନ୍ମଦାତା ଆପଣାର ଶାେକ ସଞ୍ଚଯ କରେ, ଏବଂ ମୃଢର ପିତା ଆନନ୍ଦ ପାଇବ ନାହିଁ।

ହିତୋପଦେଶ 13:24
ଯେ ବାଡ଼ି ବ୍ଯବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ। ଯେ ତାହାକୁ ପ୍ ରମେ କରେ, ସେ ଯଥା ସମୟରେ ଶାସ୍ତି ପାଏ।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:10
ଆମ୍ଭର ପୃଥିବୀର ପିତାମାନେ ଆମ୍ଭକୁ ଅଳ୍ପ ସମୟ ଧରି ଦଣ୍ଡ ଦେଲେ। ସମାନେେ ଯେପରି ଭଲ ଭାବିଲେ, ସହେିପରି ଦଣ୍ଡ ଦେଲେ। କିନ୍ତୁ ପରମେଶ୍ବର, ତାହାଙ୍କ ନିଜଭଳି ଆମ୍ଭକୁ ପବିତ୍ର ହବୋପାଇଁ ସାହାୟ୍ଯ କରିବା ନିମନ୍ତେ ଆମ୍ଭକୁ ଦଣ୍ଡ ଦିଅନ୍ତି।

ହିତୋପଦେଶ 29:21
ଯଦି ତୁମ୍ଭେ ତୁମ୍ଭ ସବେକକୁ ତା'ର ବାଲ୍ଯକାଳରୁ ଅଧିକ ପ୍ରଶ୍ରଯ ଦିଅ, ସେ ଜିଦ୍ଖୋର୍ ସବେକ ହାଇଯେିବ।

ହିତୋପଦେଶ 23:13
ପିଲାକୁ ଶାସ୍ତି ଦବୋକୁ ତୃଟି କର ନାହିଁ। ତୁମ୍ଭେ ତାହାକୁ ବାଡ଼ି ରେ ବାଡ଼ଇେଲେ ହେଁ ସେ ମରିବ ନାହିଁ।

ହିତୋପଦେଶ 10:5
ବୁଦ୍ଧିମାନ ଲୋକ ଉତ୍ତମ ସମୟରେ ଶସ୍ଯ ସଂଗ୍ରହ କରେ, କିନ୍ତୁ ଯେଉଁ ବ୍ଯକ୍ତି ଏହି ସମୟରେ ଶାଇେପଡ଼େ, ତାହା ଲଜ୍ଜାଜନକ।

ପ୍ରଥମ ରାଜାବଳୀ 1:6
ସେ ଗୋଟିଏ ରଥ, ଅଶ୍ବାରୋହୀଗଣ ଓ ସମ୍ମୁଖ ରେ ଦୌଡିବା ପାଇଁ ପଗ୍ଭଶ ଜଣ ଲୋକ ପାଇଲେ। ମାତ୍ର ରାଜା ଦାଉଦ କବେେ ଅଦୋନିଯଙ୍କୁ ଠିକ୍ କରିବାକୁ ଚେଷ୍ଟା କରି ନ ଥିଲେ। ଏପରିକି ସେ ତାଙ୍କୁ ପଚାରିଲେ ନାହିଁ ଯେ କାହିଁକି ସେ ଏହିସବୁ କରୁଥିଲେ?