ହିତୋପଦେଶ 16:18 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 16 ହିତୋପଦେଶ 16:18

Proverbs 16:18
ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।

Proverbs 16:17Proverbs 16Proverbs 16:19

Proverbs 16:18 in Other Translations

King James Version (KJV)
Pride goeth before destruction, and an haughty spirit before a fall.

American Standard Version (ASV)
Pride `goeth' before destruction, And a haughty spirit before a fall.

Bible in Basic English (BBE)
Pride goes before destruction, and a stiff spirit before a fall.

Darby English Bible (DBY)
Pride [goeth] before destruction, and a haughty spirit before a fall.

World English Bible (WEB)
Pride goes before destruction, And a haughty spirit before a fall.

Young's Literal Translation (YLT)
Before destruction `is' pride, And before stumbling -- a haughty spirit.'

Pride
לִפְנֵיlipnêleef-NAY
goeth
before
שֶׁ֥בֶרšeberSHEH-ver
destruction,
גָּא֑וֹןgāʾônɡa-ONE
haughty
an
and
וְלִפְנֵ֥יwĕlipnêveh-leef-NAY
spirit
כִ֝שָּׁל֗וֹןkiššālônHEE-sha-LONE
before
גֹּ֣בַהּgōbahɡOH-va
a
fall.
רֽוּחַ׃rûaḥROO-ak

Cross Reference

ହିତୋପଦେଶ 11:2
ଗର୍ବ ଲଜ୍ଜା ଆଣେ, କିନ୍ତୁ ନମ୍ରତା ଜ୍ଞାନ ଆଣେ।

ହିତୋପଦେଶ 18:12
ଗର୍ବୀତ ମନୁଷ୍ଯର ମନ ବିନାଶ ସମ୍ମୁଖ ରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।

ଓବଦିୟ 1:3
ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି। ତୁମ୍ଭେ ପର୍ବତର ସହେି ଗୁମ୍ଫା ଗୁଡିକରେ ବାସ କର। ତୁମ୍ଭେ ସହେି ଉଚ୍ଚ ସ୍ଥାନ ରେ ରୁହ। ତେଣୁ ତୁମ୍ଭେ ନିଜକୁ କହିଥାଅ, ' ମାେତେ କହେି ଭୂମି ଉପରକୁ ଆଣି ପାରିବେ ନାହିଁ।'

ଯିଶାଇୟ 2:11
ଗର୍ବିତ ମାନବ ଅହଙ୍କାର କରିବ ନାହିଁ। ସହେି ଅହଙ୍କାରୀଗଣ ଲଜ୍ଜା ରେ ଅବନତ ହବେେ। ମାତ୍ର ସେତବେେଳେ ସଦାପ୍ରଭୁ ସ୍ଥିର ଓ ଉନ୍ନତ ରହିବେ।

ହିତୋପଦେଶ 29:23
ଯଦି ଜଣେ ଲୋକ ଗର୍ବୀ ତବେେ ତାହା ତାକୁ ଧ୍ବଂସ କରିବ। ଯଦି ଜଣେ ଲୋକ ବିନମ୍ର, ତବେେ ସମ୍ମାନ ପାଇବ।

ଦାନିଏଲ 5:22
କିନ୍ତୁ ବଲେଟ୍ଶତ୍ସର, ଆପଣ ତାଙ୍କର ପୁତ୍ର। ଆପଣ ଏସବୁ ଜାଣିଲେ ମଧ୍ଯ ଆପଣଙ୍କ ଅନ୍ତଃକରଣକୁ ନମ୍ର କରିନାହାଁନ୍ତି।

ଦାନିଏଲ 4:30
ମୁଁ ମାରେପ୍ରତାପ ରେ ଏହି ମହାନ୍ ନଗର ନିର୍ମାଣ କରିଛି ଓ ମାରେ ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କଡେେ ମହାନ୍।

ଯିଶାଇୟ 37:10
ହିଜକିଯକୁ ଏହିକଥା କହିବାପାଇଁ ସେ ଦୂତଗଣ ପଠାଇଛନ୍ତି,

ହିତୋପଦେଶ 17:19
ଯେ ବିବାଦ ଭଲପାଏ, ସେ ଅପରାଧ ହିଁ ଭଲପାଏ। ପୁଣି ଯେ କହେି ଆପଣା ଦ୍ବାର ଉଚ୍ଚ କରେ, ସେ ବିନାଶ ଖୋଜେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:6
କିନ୍ତୁ ଜଣେ ଅଧ୍ଯକ୍ଷ ନୂତନ ଶିଷ୍ଯ ହାଇେ ନ ଥିବେ। ନୂତନ ବିଶ୍ବାସୀଙ୍କୁ ଅଧ୍ଯକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପା ରେ। ଏଭଳି ପରିସ୍ଥିତି ରେ ତା'ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହାଇେ ଦଣ୍ଡିତ ହବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:20
ଏହା ସତ୍ଯ କିନ୍ତୁ ସେ ଡାଳ ଗୁଡିକ ଭାଙ୍ଗି ପଡିବାର କାରଣ ହେଉଛି ସମାନଙ୍କେର ଅବିଶ୍ବାସ। କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କ ବିଶ୍ବାସ ହତେୁ ସହେି ଗଛର ଅଂଶୀ ହାଇେ ପାରିଛ। ଅତଏବ ଗର୍ବ କରିବା ପରିବର୍ତେ ଭୟ କରିବା ଦରକାର।

ଯିଶାଇୟ 37:38
ଦିନେ ସନ୍ ହରେୀବ ନିଷ୍ରୋଳ ନାମକ ଦବେତାର ଗୃହ ରେ ପୂଜା କଲା ବେଳେ ତା'ର ଦୁଇ ପୁତ୍ର ଅଦ୍ରମ୍ମଲକେ ଓ ଶ ରେତ୍ସର ତାକୁ ଖଡ୍ଗ ରେ ବଧ କଲେ। ତା'ପ ରେ ସମାନେେ ଅରାରଟ ଦେଶକୁ ପଳାଯନ କଲେ। ତେଣୁ ତାହାର ପୁତ୍ର ଏସରହଦ୍ଦୋନ ଅଶୂରର ରାଜତ୍ବ କଲା।

ଏଷ୍ଟର ବିବରଣ 7:10
ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।

ଏଷ୍ଟର ବିବରଣ 6:6
ତହିଁରେ ହାମନ୍ ଭିତରକୁ ଆସିବାରୁ ରାଜା ତାହାକୁ କହିଲା, ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କ'ଣ କରାୟିବ? ହାମନ ମନମେନେ ଭାବିଲା, ରାଜା ମାେ ବିନା ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହବେେ?

ଏଷ୍ଟର ବିବରଣ 3:5
ଯେତବେେଳେ ହାମନ ଦେଖିଲା ମର୍ଦ୍ଦଖଯ ନତ ହେଲା ନାହିଁ, କି ତାହାକୁ ପ୍ରଣାମ କଲାନାହିଁ। ସେତବେେଳେ ସେ ଅତି କୋର୍ଧାନ୍ନିତ ହେଲା।