Proverbs 15:4
ଶାନ୍ତିର ବାକ୍ଯ ଜୀବନର ବୃକ୍ଷ ସ୍ବରୂପ। ମାତ୍ର କୁଟିଳ ବାକ୍ଯ ଆତ୍ମା ନଷ୍ଟ କରେ।
Proverbs 15:4 in Other Translations
King James Version (KJV)
A wholesome tongue is a tree of life: but perverseness therein is a breach in the spirit.
American Standard Version (ASV)
A gentle tongue is a tree of life; But perverseness therein is a breaking of the spirit.
Bible in Basic English (BBE)
A comforting tongue is a tree of life, but a twisted tongue is a crushing of the spirit.
Darby English Bible (DBY)
Gentleness of tongue is a tree of life; but crookedness therein is a breaking of the spirit.
World English Bible (WEB)
A gentle tongue is a tree of life, But deceit in it crushes the spirit.
Young's Literal Translation (YLT)
A healed tongue `is' a tree of life, And perverseness in it -- a breach in the spirit.
| A wholesome | מַרְפֵּ֣א | marpēʾ | mahr-PAY |
| tongue | לָ֭שׁוֹן | lāšôn | LA-shone |
| is a tree | עֵ֣ץ | ʿēṣ | ayts |
| of life: | חַיִּ֑ים | ḥayyîm | ha-YEEM |
| perverseness but | וְסֶ֥לֶף | wĕselep | veh-SEH-lef |
| therein is a breach | בָּ֝֗הּ | bāh | ba |
| in the spirit. | שֶׁ֣בֶר | šeber | SHEH-ver |
| בְּרֽוּחַ׃ | bĕrûaḥ | beh-ROO-ak |
Cross Reference
ହିତୋପଦେଶ 3:18
ଜ୍ଞାନ ହେଉଛି ଜୀବନଦାୟକ ବୃକ୍ଷ ସ୍ବରୂପ। ଯେଉଁମାନେ ତା'ର ଆଶ୍ରଯ ନିଅନ୍ତି ସମାନେେ ଜୀବନ ପାଆନ୍ତି। ସହେିମାନେ ବାସ୍ତବ ରେ ଧନ୍ଯ।
ହିତୋପଦେଶ 16:24
ଦୟାପୂର୍ଣ୍ଣ କଥା ମହୁପରି ଅଟେ। ଏହାକୁ ଗ୍ରହଣ କରିବା ସହଜ ଏବଂ ସ୍ବାସ୍ଥ୍ଯ ପାଇଁ ଉତ୍ତମ।
ହିତୋପଦେଶ 12:18
ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସମାନଙ୍କେର ଶବ୍ଦଗୁଡ଼ିକ ଦ୍ବିଶାଣିତ ଖଡ୍ଗ ପରି ଆଘାତ କରେ। ମାତ୍ର ଜ୍ଞାନୀ ଲୋକର କଥା ଉପଶମ ଆଣେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:3
ତୁମ୍ଭେ ଲୋକମାନଙ୍କୁ ଏହି ବିଷୟଗୁଡ଼ିକ କରିବା ପାଇଁ ଶିକ୍ଷା ଦବୋ ଓ କହିବା ଉଚିତ। କେତେ ଲୋକ ଭଣ୍ଡ ଶିକ୍ଷା ଦବେେ। ସମାନେେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସତ୍ଯ ଶିକ୍ଷା ସହିତ ଏକମତ ହୁଅନ୍ତି ନାହିଁ। ପରମେଶ୍ବରଙ୍କ ସବୋ କରିବାର ସତମାର୍ଗ ସହିତ ମିଳି ଯାଉଥିବା ଶିକ୍ଷା ସମାନେେ ଗ୍ରହଣ କରନ୍ତି ନାହିଁ ;
ମଲାଖୀ 4:2
ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦଯକାଳୀନ ସୂର୍ୟ୍ଯର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପ ରେ ଝକ୍ମକ୍ କରିବ। ଏହା ସୂର୍ୟ୍ଯକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭମାନେେ ବାଛୁରୀ ସଦୃଶ ଗୁହାଳରୁ ବାହାରି ସ୍ବାଧୀନ ଓ ସୁଖୀ ହବେ।
ହିତୋପଦେଶ 18:14
ଯେତବେେଳେ ଜଣେ ମନୁଷ୍ଯ ଅସୁସ୍ଥ ହୁଏ ତା'ର ଆତ୍ମା ତା'ର ଅସୁସ୍ଥତାକୁ ସହିପା ରେ, କିନ୍ତୁ କହେି ହେଲେ ଗୋଟିଏ ରୋଗଗ୍ରସ୍ତ ଆତ୍ମାକୁ ସହିପା ରେ ନାହିଁ।
ହିତୋପଦେଶ 18:8
ନିନ୍ଦାର ବାକ୍ଯଗୁଡ଼ିକ, ସୁଷମ ଖାଦ୍ୟ ପରି ଅଟେ, ଯାହା ପାକସ୍ଥଳି ତଳକୁ ୟାଏ।
ଗୀତସଂହିତା 109:22
ମୁଁ ଏକମାତ୍ର ଦିନହୀନ ଓ ଅସହାୟ ବ୍ଯକ୍ତି ଅଟେ। ମୁଁ ବାସ୍ତବରେ ଦୁଃଖିତ। ମାରେ ହୃଦଯ ଭାଙ୍ଗିପଡ଼ିଛି।
ଗୀତସଂହିତା 52:2
ତୁମ୍ଭେ ଲୋକମାନଙ୍କୁ ଧ୍ବଂସ କରିବାକୁ ଚକ୍ରାନ୍ତ କରୁଅଛ। ତୁମ୍ଭର ଜିହ୍ବା କ୍ଷୁରତୁଲ୍ଯ ତିକ୍ଷ୍ମ। ତୁମ୍ଭେ ମିଥ୍ଯା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ !
ଆଦି ପୁସ୍ତକ 3:22
ସଦାପ୍ରଭୁ ପରମେଶ୍ବର କହିଲେ, ଦେଖ ମନୁଷ୍ଯ ଭଲ ଓ ମନ୍ଦର ବୋଧପ୍ରାପ୍ତ ହାଇେ ଆମ୍ଭମାନଙ୍କ ପରି ଜଣେ ହାଇେଅଛି। ଆଉ ଏବେ ସେ ଯେପରି ହାତବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ଯ ଖାଇବା ଉଚ଼ିତ୍ ନୁହଁ। ଯଦି ସେ ଏହା ଖାଇଥାନ୍ତା, ସେ ଅମର ହାଇେଥାନ୍ତା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:7
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍।
ହିତୋପଦେଶ 26:22
ଭର୍ତ୍ସନା ମନପସନ୍ଦ ଖାଦ୍ୟପରି ଅଟେ, ଏହା ଉଦରର ଅନ୍ତରାଳଯକୁ ଚାଲିୟାଏ।