Numbers 5:31
ତହିଁରେ ସହେି ପୁରୁଷ ଅପରାଧରୁ ମୁକ୍ତ ହବେ ଓ ସେ ସ୍ତ୍ରୀ ଅପରାଧ ବହନ କରିବ।
Numbers 5:31 in Other Translations
King James Version (KJV)
Then shall the man be guiltless from iniquity, and this woman shall bear her iniquity.
American Standard Version (ASV)
And the man shall be free from iniquity, and that woman shall bear her iniquity.
Bible in Basic English (BBE)
Then the man will be free from all wrong, and the woman's sin will be on her.
Darby English Bible (DBY)
Then shall the man be free from iniquity, but that woman shall bear her iniquity.
Webster's Bible (WBT)
Then shall the man be guiltless from iniquity, and this woman shall bear her iniquity.
World English Bible (WEB)
The man shall be free from iniquity, and that woman shall bear her iniquity."
Young's Literal Translation (YLT)
and the man hath been acquitted from iniquity, and that woman doth bear her iniquity.'
| Then shall the man | וְנִקָּ֥ה | wĕniqqâ | veh-nee-KA |
| be guiltless | הָאִ֖ישׁ | hāʾîš | ha-EESH |
| from iniquity, | מֵֽעָוֹ֑ן | mēʿāwōn | may-ah-ONE |
| this and | וְהָֽאִשָּׁ֣ה | wĕhāʾiššâ | veh-ha-ee-SHA |
| woman | הַהִ֔וא | hahiw | ha-HEEV |
| shall bear | תִּשָּׂ֖א | tiśśāʾ | tee-SA |
| אֶת | ʾet | et | |
| her iniquity. | עֲוֹנָֽהּ׃ | ʿăwōnāh | uh-oh-NA |
Cross Reference
ଲେବୀୟ ପୁସ୍ତକ 20:10
ଯଦି କୌଣସି ପୁରୁଷ ତା'ର ପ୍ରତିବେଶୀର ଭାର୍ୟ୍ଯା ସହିତ ୟୌନ ସଂପର୍କ ରେଖ, ତବେେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ବ୍ଯଭିଚାର ପାଇଁ ଅପରାଧୀ ଓ ଉଭୟେ ମୃତ୍ଯୁବରଣ କରିବା ଉଚିତ୍।
ଲେବୀୟ ପୁସ୍ତକ 20:17
ଯଦି କହେି ନିଜର ଭଗିନୀକି ଅର୍ଥାତ୍ ପିତୃକନ୍ଯା କି ମାତୃକନ୍ଯାକୁ ବିବାହ କରେ ଓ ଉଭୟଙ୍କ ମଧିଅରେ ୟୌନ ସଂପର୍କ ହୁଏ, ତବେେ ତାହା ଲଜ୍ଜାଜନକ। ସମାନେେ ସର୍ବସାଧାରଣ ରେ ଦଣ୍ଡିତ ହବୋ ଉଚିତ୍ ଓ ନିଜ ଲୋକମାନଙ୍କ ଠାରୁ ପୃଥକ୍ ରହିବେ। ଯେଉଁ ଲୋକ ତା'ର ନିଜର ଭଉଣୀ ସହିତ ଶାରୀରିକ ସଂପର୍କ ଥିଲା ଏବଂ ସେ ନିଜେ ତା'ର ପରିଣାମ ଭୋଗ କରିବ।
ଗଣନା ପୁସ୍ତକ 9:13
ମାତ୍ର ଯେ କହେି ଶୁଚି ଥାଇ ଓ ପଥିକ ନ ହାଇେ ନିସ୍ତାର ପର୍ବ ପାଳନ କରେ ନାହିଁ, ତାକୁ ତା'ର ଆପଣା ଲୋକମାନଙ୍କ ମଧ୍ଯରୁ ବହିଷ୍କାର କରାୟିବ, ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥି ପାଇଁ ସହେି ମନୁଷ୍ଯ ଆପଣା ପାପ ବହିବ।
ଗୀତସଂହିତା 37:6
ତୁମ୍ଭର ସାଧୁତା ଓ ନ୍ଯାଯପ୍ରିଯତା ମଧ୍ଯାହ୍ନର ସୂର୍ୟ୍ଯ କିରଣ ଭଳି ଉଜ୍ଜ୍ବଳ ଆ ଲୋକ ପ୍ରଦାନ କରୁ।
ଯିହିଜିକଲ 18:4
ଆଉ ସମସ୍ତଙ୍କର ଜୀବନ ମାରେ ଅଟେ। ପିତାର ପ୍ରାଣ ଯେପରି ପୁତ୍ରର ପ୍ରାଣ ମଧ୍ଯ ସପରେି। ଏବଂ ଯେଉଁ ବ୍ଯକ୍ତି ପାପ କରେ ସେ ମରିବ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:8
କିନ୍ତୁ ଯେଉଁମାନେ ସ୍ବାର୍ଥପର ଓ ସତ୍ଯକୁ ଅନୁସରଣ କରିବା ପାଇଁ ମନା କରନ୍ତି ଓ ମନ୍ଦ ମାର୍ଗ ଅବଲମ୍ବନ କରନ୍ତି, ପରମେଶ୍ବର ସମାନଙ୍କେୁ ଦଣ୍ଡ ଦବେେ।