Matthew 7:7
ମାଗ ସେଥି ରେ ପରମେଶ୍ବର ତାହା ତୁମ୍ଭକୁ ଦବେେ। ଖାଜେ ଏବଂ ତୁମ୍ଭେ ପାଇବ। ଦ୍ବାର ରେ ଠକ୍ ଠକ୍ କର ଓ ତାହା ତୁମ୍ଭପାଇଁ ଖାଲିୟିବେ।
Matthew 7:7 in Other Translations
King James Version (KJV)
Ask, and it shall be given you; seek, and ye shall find; knock, and it shall be opened unto you:
American Standard Version (ASV)
Ask, and it shall be given you; seek, and ye shall find; knock, and it shall be opened unto you:
Bible in Basic English (BBE)
Make a request, and it will be answered; what you are searching for you will get; give the sign, and the door will be open to you:
Darby English Bible (DBY)
Ask, and it shall be given to you. Seek, and ye shall find. Knock, and it shall be opened to you.
World English Bible (WEB)
"Ask, and it will be given you. Seek, and you will find. Knock, and it will be opened for you.
Young's Literal Translation (YLT)
`Ask, and it shall be given to you; seek, and ye shall find; knock, and it shall be opened to you;
| Ask, | Αἰτεῖτε | aiteite | ay-TEE-tay |
| and | καὶ | kai | kay |
| given be shall it | δοθήσεται | dothēsetai | thoh-THAY-say-tay |
| you; | ὑμῖν | hymin | yoo-MEEN |
| seek, | ζητεῖτε | zēteite | zay-TEE-tay |
| and | καὶ | kai | kay |
| find; shall ye | εὑρήσετε | heurēsete | ave-RAY-say-tay |
| knock, | κρούετε | krouete | KROO-ay-tay |
| and | καὶ | kai | kay |
| it shall be opened | ἀνοιγήσεται | anoigēsetai | ah-noo-GAY-say-tay |
| unto you: | ὑμῖν· | hymin | yoo-MEEN |
Cross Reference
ମାଥିଉଲିଖିତ ସୁସମାଚାର 21:22
ତୁମ୍ଭମାନେେ ଯାହା କିଛି ପ୍ରାର୍ଥନା ରେ ମାଗିବ, ତାହା ପାଇବ।
ଯୋହନଙ୍କ ପ୍ରଥମ ପତ୍ର 3:22
ଆମ୍ଭେ ଯାହା ତାହାଙ୍କଠାରୁ ମାଗୁ, ଆମ୍ଭେ ତାହାଙ୍କଠାରୁ ପାଇଥାଉ। ଆମ୍ଭେ ତାଙ୍କ ଆଦେଶ ପାଳନ କରୁ ଏବଂ ଆମ୍ଭେ ସହେି କାମଗୁଡ଼ିକ କରୁ, ଯାହା ତାହାଙ୍କୁ ସନ୍ତୁଷ୍ଟ କରେ।
ଯୋହନଲିଖିତ ସୁସମାଚାର 15:7
ମାଠାେ ରେ ରୁହ ଓ ମାରେଉପଦେଶ ପାଳନ କର। ଯଦି ତୁମ୍ଭେ ଏହା କର, ତବେେ ଯାହା ଇଚ୍ଛା କର ତାହା ମାଗ ଆଉ ତାହା ତୁମ୍ଭକୁ ଦିଆୟିବ।
ମାର୍କଲିଖିତ ସୁସମାଚାର 11:24
ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ତୁମ୍ଭମାନେେ ପ୍ରାର୍ଥନା କଲା ବେଳେ ଯାହା ମାଗୁଛ, ବିଶ୍ବାସ କର ଯେ, ତାହା ତୁମ୍ଭକୁ ମିଳିଯାଇଛି ତବେେ ପ୍ରକୃତ ରେ ତାହା ତୁମ୍ଭେ ପାଇବ।
ଯୋହନଲିଖିତ ସୁସମାଚାର 15:16
ତୁମ୍ଭେ ମାେତେ ମନୋନୀତ କରିନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ୟ୍ଯ ଦଇେଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଚା ହେଁ, ତୁମ୍ଭ ଜୀବନ ରେ ଏହି ଫଳ ଲାଗିରହୁ। ସେଥି ରେ ମାେ ନାମ ନଇେ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦବେେ।
ଯୋହନଲିଖିତ ସୁସମାଚାର 14:13
ତୁମ୍ଭେ ମାେ ନାମ ରେ ଯାହା ମାଗିବ, ମୁଁ ତାହା ତୁମ୍ଭ ପାଇଁ କରିବି। ଏହା ଦ୍ବାରା ପୁତ୍ରଙ୍କ ମାଧ୍ଯମ ରେ ପରମପିତାଙ୍କ ଗୌରବ ପ୍ରକାଶିତ ହବେ।
ଯୋହନଲିଖିତ ସୁସମାଚାର 16:23
ସହେିଦିନ ତୁମ୍ଭମାନେେ ମାେତେ କିଛି ମାଗିବ ନାହିଁ। ମୁଁ ତୁମ୍ଭକୁ ସତ୍ଯ କହୁଛି, ମାେ ନାମ ରେ ତୁମ୍ଭେ ଯାହା ପରମପିତାଙ୍କୁ ମାଗିବ, ସେ ତାହା ଦବେେ।
ଯୋହନଙ୍କ ପ୍ରଥମ ପତ୍ର 5:14
ଆମ୍ଭେ ନିଃସନ୍ଦହେ ରେ ତାହାଙ୍କ ନିକଟକୁ ଆସିବା କାରଣ ତାହାଙ୍କଠା ରେ ଆମ୍ଭର ଏହି ଭରସା ଅଛି ଯେ ଯେତବେେଳେ ଆମ୍ଭେ ତାହାଙ୍କ ଇଚ୍ଛା ଅନୁଯାଯୀ ତାହାଙ୍କ କୌଣସି ବିଷୟ ମାଗୁ ସେ ଆମ୍ଭର ପ୍ରାର୍ଥନା ଶୁଣନ୍ତି।
ଯାକୁବଙ୍କ ପତ୍ 1:5
କିନ୍ତୁ ତୁମ୍ଭ ଭିତରୁ ଯଦି କହେି ଜ୍ଞାନର ଆବଶ୍ଯକ କରେ, ତା ହେଲେ ତୁମ୍ଭେ ଏହା ପରମେଶ୍ବରଙ୍କୁ ମାଗିବା ଉଚିତ। ପରମେଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦବୋ ରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ବର ତୁମ୍ଭକୁ ଜ୍ଞାନ ଦବେେ।
ଯିରିମିୟ 33:3
ହେ ଯିହୁଦା, ତୁମ୍ଭେ ଆମ୍ଭକୁ ପ୍ରାର୍ଥନା କର ଏବଂ ଆମ୍ଭେ ତୁମ୍ଭକୁ ଉତ୍ତର ଦବୋ। ଆମ୍ଭେ ତୁମ୍ଭକୁ ଗୁପ୍ତ ଓ ମହତ୍ ବିଷଯ ଶୁଣାଇବା, ଯାହା ତୁମ୍ଭେ ଜାଣି ନାହଁ।
ଗୀତସଂହିତା 145:18
ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି, ଯେଉଁମାନେ ତାଙ୍କୁ ସାହାୟ୍ଯ ପାଇଁ ଡ଼ାକନ୍ତି।
ମାଥିଉଲିଖିତ ସୁସମାଚାର 6:33
ଏଣୁ ଆଗ ପରମେଶ୍ବରଙ୍କ ରାଜ୍ଯ ଓ ଉତ୍ତମ କାର୍ୟ୍ଯ ବିଷୟ ରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ବର ଚାହାନ୍ତି, ସଗେୁଡିକ କର। ତା' ହେଲେ ଏହିସବୁ ବିଷୟଗୁଡିକ ତୁମ୍ଭକୁ ଯୋଗାଇ ଦିଆୟିବ।
ମାଥିଉଲିଖିତ ସୁସମାଚାର 7:8
କାରଣ ଯେଉଁଲୋକ ମାଗୁଥାଏ, ସେ ପାଏ। ଯେଉଁଲୋକ ଖାଜେୁଥାଏ, ସେ ପାଏ ଓ ଯାଉଁ ଲୋକ ଦ୍ବାର ଠକ୍ ଠକ୍ କରୁଥାଏ, ତା ପାଇଁ କବାଟ ଲିଯାଏ।
ଲୂକଲିଖିତ ସୁସମାଚାର 11:9
ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବାରମ୍ବାର ମାଗୁଥାଅ। ତା ହେଲ ପରମେଶ୍ବର ତୁମ୍ଭମାନଙ୍କୁ ଦବେେ। ଖାଜେୁଥାଅ। ତୁମ୍ଭମାନେେ ପାଇବ। ଦୁଆର ଠକ୍ଠକ୍ କରି ଚାଲି ଥାଅ। ତୁମ୍ଭ ପାଇଁ ଦୁଆର ଖାଲିେଯିବ।
ଏବ୍ରୀମାନଙ୍କ ନିକଟକୁ ପତ୍ର 11:6
ବିଶ୍ବାସ ବିନା ଜଣେ ପରମେଶ୍ବରଙ୍କୁ ପ୍ରସନ୍ନ କରି ପାରିବ ନାହିଁ। ପରମେଶ୍ବରଙ୍କ ପାଖକୁ ଆସୁଥିବା ପ୍ରେତ୍ୟକକ ଲୋକ ପରମେଶ୍ବର ଅଛନ୍ତି ବୋଲି ବିଶ୍ବାସ କରିବା ଉଚିତ୍। ୟିଏ ପରମେଶ୍ବରଙ୍କ ପାଖକୁ ଆସିବ ସେ ବିଶ୍ବାସ କରିବା ଦରକାର ଯେ ୟିଏ ପ୍ରକୃତ ରେ ତାହାଙ୍କୁ ଖୋଜେ, ପରମେଶ୍ବର ତାହାକୁ ପୁରସ୍କାର ପ୍ରଦାନ କରନ୍ତି।
ଯିରିମିୟ 29:12
ତେଣୁ ତୁମ୍ଭମାନେେ ଆମ୍ଭକୁ ଆହ୍ବାନ କରିବ ଓ ଆମ୍ଭ ନିକଟରେ ପ୍ରାର୍ଥନା କରିବ। ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରାର୍ଥନା ପ୍ରତି ଧ୍ଯାନ ଦବୋ।
ଆମୋଷ 5:4
ଇଶ୍ରାୟେଲକୁ ସଦାପ୍ରଭୁ ଏହାହିଁ କୁହନ୍ତି: ଆସ, ଆମ୍ଭର ଅନୁସନ୍ଧାନ କର ଏବଂ ବଞ୍ଚ।
ଯାକୁବଙ୍କ ପତ୍ 5:15
ବିଶ୍ବାସ ରେ କରାଯାଇଥିବା ସହେି ପ୍ରାର୍ଥନା ରୋଗୀକୁ ସୁସ୍ଥ କରିଦବେ। ପ୍ରଭୁ ତାହାକୁ ସୁସ୍ଥ କରିବେ। ଯଦି ଏହି ଲୋକଟି ପାପ କରିଥାଏ, ତବେେ ପରମେଶ୍ବର ତାହାକୁ କ୍ଷମା କରିବେ।
ଲୂକଲିଖିତ ସୁସମାଚାର 18:1
ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ଉପଦେଶ ଦେଉଥିଲେ ଯେ, ସମାନେେ ସଦାବାଳେ ପ୍ରାର୍ଥନା କରିବା ଉଚିତ। ଏବଂ କବେେ ହେଲେ ଭରସା ହ ରଇବୋ ଉଚିତ ନୁହେଁ। ଯୀଶୁ ସମାନଙ୍କେୁ ଉପଦେଶ ଦବୋପାଇଁ ଏହି ଦୃଷ୍ଟାନ୍ତ କହିଲେ,
ମାଥିଉଲିଖିତ ସୁସମାଚାର 18:19
ମୁଁ ତୁମ୍ଭକୁ ପୁଣି କହୁଛି ଯେ, ଏ ଜଗତ ରେ ଯଦି ତୁମ୍ଭ ଭିତରୁ କହେି ଦୁଇଜଣ ଏକମତ ହାଇେ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କୁ କିଛି ମାଗିବେ, ତବେେ ସେ ତାହା ତୁମ୍ଭ ପାଇଁ ପୂରଣ କରି ଦବେେ।
ମାଥିଉଲିଖିତ ସୁସମାଚାର 7:11
ଏପରିକି ତୁମ୍ଭେ ମନ୍ଦ ଲୋକ ହାଇେ ମଧ୍ଯ ପିଲାମାନଙ୍କୁ କିଭଳି ଭଲ ଉପହାର ଦବୋକୁ ହୁଏ, ତାହା ତୁମ୍ଭେ ଜାଣ। ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ଦବେେ!
ଗୀତସଂହିତା 105:3
ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର। ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
ଯୋହନଲିଖିତ ସୁସମାଚାର 4:10
ଯୀଶୁ ଉତ୍ତର ଦେଲେ, ତୁମ୍ଭେ ପରମେଶ୍ବର ଦେଉଥିବା ଜିନିଷ ବିଷୟ ରେ ଜାଣି ନାହିଁ। ତୁମ୍ଭକୁ ଜଳ ମାଗୁଥିବା ବ୍ଯକ୍ତି, ଅର୍ଥାତ ମୁଁ କିଏ ତାହା ମଧ୍ଯ ତୁମ୍ଭେ ଜାଣି ନାହିଁ। ତୁମ୍ଭେ ଯଦି ଏସବୁ କଥା ଜାଣିଥାନ୍ତ ତବେେ ତୁମ୍ଭେ ମାେତେ ମାଗନ୍ତ ଓ ମୁଁ ତୁମ୍ଭକୁ ଜୀବନ୍ତ ଜଳ ଦିଅନ୍ତି।
ଯିଶାଇୟ 55:6
ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କର ଅନ୍ବଷେଣ କର, ଯେ ହତେୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ମିଳିଅଛି। ଯେ ପର୍ୟ୍ଯନ୍ତ ସେ ନିକଟରେ ଅଛନ୍ତି, ସେ ପର୍ୟ୍ଯନ୍ତ ତାଙ୍କୁ ପ୍ରାର୍ଥନା କର।
ଗୀତସଂହିତା 10:4
ଦୁଷ୍ଟମାନେ ଅହଂକାର ବଶତଃ ପରମେଶ୍ବରଙ୍କୁ ଅନୁସରଣ କରନ୍ତି ନାହିଁ। ସମାନେେ ସମାନଙ୍କେର ମନ୍ଦ ଯୋଜନାରେ ବ୍ଯସ୍ତ ରହନ୍ତି। ସମାନେେ ଭାବନ୍ତି ୟେ ପରମେଶ୍ବର ଜାଣନ୍ତି ନାହିଁ।
ଗୀତସଂହିତା 10:17
ହେ ସଦାପ୍ରଭୁ, ତୁମ୍ଭେ ସହେି ନିରୀହ ଲୋକମାନଙ୍କର ଡ଼ାକ ଶୁଣିଛ ବା ସମାନେେ ୟାହା ଚାହୁଁଛନ୍ତି ଜାଣିପାରୁଛ। ସମାନଙ୍କେର ପ୍ରାର୍ଥନା ଶୁଣ ଓ ସମାନେେ ୟାହା ଚାହୁଁଛନ୍ତି ତାହା ପ୍ରଦାନ କର।
ଗୀତସଂହିତା 27:8
ହେ ସଦାପ୍ରଭୁ, ମୁଁ ତୁମ୍ଭ ସହିତ କଥା ହବୋକୁ ଚା ହେଁ। ମୁଁ ତୁମ୍ଭ ସହିତ ଅନ୍ତରର ଗଭୀରତମ ପ୍ରଦେଶରୁ କଥା ହବୋକୁ ଚା ହେଁ। ମୁଁ ତୁମ୍ଭ ନିକଟକୁ କହିବା ପାଇଁ ଆସିଛି।
ଗୀତସଂହିତା 50:15
ପରମେଶ୍ବର କହନ୍ତି, ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡ଼ାକ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।
ଗୀତସଂହିତା 69:32
ହେ ଗରିବ ଲୋକମାନେ, କିଏ ପରମେଶ୍ବରଙ୍କ ଆରାଧନା କରିବା ପାଇଁ ଆସିଅଛି, ତୁମ୍ଭେ ଏହି କଥା ଜାଣିବା ପାଇଁ ଆନନ୍ଦିତ ହାଇଯେିବ।
ଗୀତସଂହିତା 70:4
ମୁଁ ଆଶାକରେ ଯେଉଁମାନେ ତୁମ୍ଭଙ୍କୁ ଅନ୍ବଷେଣ କରନ୍ତି, ସମାନେେ ବହୁତ ଉଲ୍ଲସିତ ଓ ଖୁସି ହୁଅନ୍ତି। ଯେଉଁମାନେ ତୁମ୍ଭର ପରିତ୍ରାଣକୁ ଆଶା କରନ୍ତି, ସର୍ବଦା କହିବେ, ପରମେଶ୍ବର ମହାନ ଅଟନ୍ତି।
ଗୀତସଂହିତା 86:5
ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମଯ, ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
ହିତୋପଦେଶ 8:17
ଯେଉଁମାନେ ମାେତେ ପ୍ ରମେ ପରନ୍ତି, ମୁଁ ସମାନଙ୍କେୁ ପ୍ ରମେ କରେ। ଯେଉଁମାନେ ଚେଷ୍ଟା କରନ୍ତି, ମାରେ ଅନ୍ବଷେଣ କରନ୍ତି, ସମାନେେ ମାେତେ ପାଆନ୍ତି।
ପରମଗୀତ 3:2
ମୁଁ କହିଲି, ମୁଁ ଏବେ ଉଠି ନଗର ଭ୍ରମଣ କରିବି। ଯାହାକୁ ମାରେ ପ୍ରାଣ ପ୍ ରମେ କରେ, ତାହାଙ୍କୁ ମୁଁ ଗଳିଗଳି ଛକଛକ ଖାଜେିବି। ମୁଁ ତାହାଙ୍କୁ ଖାଜେିଲି ମାତ୍ର ପାଇଲି ନାହିଁ।
ଲୂକଲିଖିତ ସୁସମାଚାର 13:25
ଯଦି ଜଣେ ଲୋକ ତା'ର ଘରର କବାଟ ବନ୍ଦ କରି ଦିଏ ତବେେ ତୁମ୍ଭମାନେେ ବାହା ରେ ଠିଆ ହାଇେ କବାଟ ବାଡଇବେ। କିନ୍ତୁ ସେ କବାଟ ଖାଲିବେ ନାହିଁ। ତୁମ୍ଭମାନେେ କହିବ, 'ଆଜ୍ଞା, ଆମ୍ଭ ପାଇଁ ଦ୍ବାର ଫିଟାନ୍ତୁ।' କିନ୍ତୁ ଲୋକଟି କହିବ, 'ମୁଁ ତୁମ୍ଭକୁ ଜାଣିନାହିଁ। ତୁମ୍ଭମାନେେ କେଉଁଠାରୁ ଆସିଛ?'
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:7
କେତକେ ଲୋକ ପରମେଶ୍ବରଙ୍କର ମହିମା, ସମ୍ମାନ ଓ ପରମେଶ୍ବର ଦବୋକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚିନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ର୍ଧୈୟ୍ଯପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସହେି ଲୋକମାନଙ୍କୁ ପରମେଶ୍ବର ଅନନ୍ତ ଜୀବନ ପ୍ରଦାନ କରିବେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:11
ବୁଝିବା ଲୋକ ଜଣେ ମଧ୍ଯ ନାହିଁ, ପରମେଶ୍ବରଙ୍କୁ ପ୍ରକୃତ ରେ ଖାଜେୁଥିବା ଲୋକ ଜଣେ ନାହିଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:17
ତୁମ୍ଭେ କୁହ ଯେ, ତୁମ୍ଭେ ଧନୀ। ତୁମ୍ଭର ବହୁତ ଧନ ଅଛି ଓ ତୁମ୍ଭର କୌଣସି ଅଭାବ ନାହିଁ। କିନ୍ତୁ ତୁମ୍ଭେ ଜାଣି ନାହଁ ଯେ, ତୁମ୍ଭେ ପ୍ରକୃତ ରେ ଅଭାଗା, ଦୟନୀୟ, ଦରିଦ୍ର ଅନ୍ଧ ଓ ଉଲଗ୍ନ।
ପ୍ରଥମ ରାଜାବଳୀ 3:5
ଶଲୋମନ ଗିବିଯୋନ ରେ ଥିଲା ବେଳେ, ସଦାପ୍ରଭୁ ରାତ୍ରି ରେ ସ୍ବପ୍ନ ରେ ତାଙ୍କୁ ଦର୍ଶନ ଦେଲେ। ପରମେଶ୍ବର ସ୍ବପ୍ନ ରେ କହିଲେ, ତୁମ୍ଭେ ଯାହା ଇଚ୍ଛା କରୁଛ ମାଗ, ଆମ୍ଭେ ତାହା ଦବୋ।
ଗୀତସଂହିତା 119:12
ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ। ତୁମ୍ଭର ବ୍ଯବସ୍ଥା ମାେତେ ଶିଖାଅ।