Luke 1:70
ବହୁତ ଦିନ ପୂର୍ବେ ବାସ କରୁଥିବା ନିଜ ପବିତ୍ର ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ପରମେଶ୍ବର ଏହା କରିବେ ବୋଲି କହିଥିଲେ।
Luke 1:70 in Other Translations
King James Version (KJV)
As he spake by the mouth of his holy prophets, which have been since the world began:
American Standard Version (ASV)
(As he spake by the mouth of his holy prophets that have been from of old),
Bible in Basic English (BBE)
(As he said, by the mouth of his holy prophets, from the earliest times,)
Darby English Bible (DBY)
as he spoke by [the] mouth of his holy prophets, who have been since the world began;
World English Bible (WEB)
(As he spoke by the mouth of his holy prophets who have been from of old),
Young's Literal Translation (YLT)
As He spake by the mouth of His holy prophets, Which have been from the age;
| As | καθὼς | kathōs | ka-THOSE |
| he spake | ἐλάλησεν | elalēsen | ay-LA-lay-sane |
| by | διὰ | dia | thee-AH |
| the mouth | στόματος | stomatos | STOH-ma-tose |
| of his | τῶν | tōn | tone |
| ἁγίων | hagiōn | a-GEE-one | |
| holy | τῶν | tōn | tone |
| prophets, | ἀπ' | ap | ap |
| which | αἰῶνος | aiōnos | ay-OH-nose |
| have been since | προφητῶν | prophētōn | proh-fay-TONE |
| the world began: | αὐτοῦ | autou | af-TOO |
Cross Reference
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:2
ପରମେଶ୍ବର, ଏହି ସୁସମାଚ଼ାର ନିଜ ଲୋକଙ୍କୁ ଦବୋ ପାଇଁ ବହୁ ଆଗରୁ ପ୍ରତିଜ୍ଞା କରିଥିଲେ। ପରମେଶ୍ବର ନିଜ ଭବିଷ୍ଯଦ୍ବକ୍ତାମାନଙ୍କୁ ବ୍ଯବହାର କରି ଏହି ପ୍ରତିଜ୍ଞା କରିଥିଲେ। ସହେି ପ୍ରତିଜ୍ଞା ପବିତ୍ର ଶାସ୍ତ୍ର ରେ ଲଖାେ ହାଇେଛି।
ରେରିତମାନଙ୍କ କାର୍ଯ୍ୟର ବିବରଣ 3:21
ପୁନର୍ବାର ସମସ୍ତ କାର୍ୟ୍ଯ ସୁସମ୍ପନ୍ନ ହବୋ ପର୍ୟ୍ଯନ୍ତ ଯୀଶୁଙ୍କୁ ସ୍ବର୍ଗ ରେ ରହିବାକୁ ପଡ଼ିବ। ଏହି ସମସ୍ତ ବିଷୟ ରେ ପରମେଶ୍ବର ବହୁତ ଆଗରୁ ଭାବବଦୀମାନଙ୍କ ମାଧ୍ଯମ ରେ କହିଛନ୍ତି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:10
ତା'ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମାେତେ କହିଲେ, ମାେତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ବାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ବରଙ୍କର ଜଣେ ସବେକ ମାତ୍ର। ତେଣୁ ପରମେଶ୍ବରଙ୍କୁ ଉପାସନା କର ! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ଯ ଦେଉଛି ଭବିଷ୍ଯତ୍ ବାଣୀର ମୂଳ ଆତ୍ମା ସ୍ବରୂପ।
ପିତରଙ୍କ ଦିତୀୟ ପତ୍ର 1:21
କୌଣସି ଭବିଷ୍ଯତ୍ ବାଣୀ, ମନୁଷ୍ଯର ନିଜର ଇଚ୍ଛାରୁ ଜାତ ହାଇେ ନାହିଁ। କିନ୍ତୁ ଲୋକମାନେ ପବିତ୍ର ଆତ୍ମା ଦ୍ବାରା ଚାଳିତ ହାଇେ, ପରମେଶ୍ବରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।
ପିତରଙ୍କ ପ୍ରଥମ ପତ୍ 1:12
ସହେି ଭବିଷ୍ଯଦ୍ ବକ୍ତାମାନଙ୍କ ସବୋକାର୍ୟ୍ଯ ସମାନଙ୍କେ ନିଜ ପାଇଁ ନୁହେଁ ବୋଲି ସମାନଙ୍କେୁ ଦଖାଇେ ଦିଆ ହେଲା। ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭର ସବୋ କରୁଥିଲେ। ସମାନେେ ସବୋ କଲା ବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସହେି ସୁସମାଚାର କହିଲେ, ସମାନେେ ହିଁ ତାହା କହିଥିଲେ। ସ୍ବର୍ଗରୁ ପଠାଯାଇଥିବା ପବିତ୍ର ଆତ୍ମା ସାହାୟ୍ଯ ରେ ସମାନେେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାୟାଇଛି, ସଗେୁଡ଼ିକୁ ସ୍ବର୍ଗଦୂତମାନେ ମଧ୍ଯ ଜାଣିବା ପାଇଁ ବହୁତ ଆଗ୍ରହୀ।
ଏବ୍ରୀମାନଙ୍କ ନିକଟକୁ ପତ୍ର 3:7
ଅତଏବ ପବିତ୍ର ଆତ୍ମା କୁହନ୍ତି :
ରେରିତମାନଙ୍କ କାର୍ଯ୍ୟର ବିବରଣ 28:25
ସମାନେେ ଶଷେ ରେ ନିଜ ନିଜ ଭିତ ରେ ତର୍କବିତର୍କ କରି ବିଦାୟ ନେଲେ। ସେତବେେଳେ ପାଉଲ ସମାନଙ୍କେୁ କହିଲେ, ପବିତ୍ର ଆତ୍ମା ଭାବବାଦୀ ୟିଶାୟଙ୍କ ଦ୍ବାରା ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ସତ୍ଯ କଥା କହିଥିଲେ। ସେ କହିଲେ,
ଲୂକଲିଖିତ ସୁସମାଚାର 24:44
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ ମୁଁ ଥିବା ବଳରେ କଥା ମନେ ପକାଅ। ମୁଁ କହିଥିଲି ଯେ ମାଶାଙ୍କେ ନିୟମ ରେ, ଭବିଷ୍ଯଦ୍ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତା ରେ ମାେ ବିଷୟ ରେ ଯାହା ସବୁ ଲଖାେ ଯାଇଛି, ସଗେୁଡିକ ନିଶ୍ଚୟ ଘଟିବ।
ଲୂକଲିଖିତ ସୁସମାଚାର 24:26
ଭବିଷ୍ଯଦ୍ବକ୍ତାମାନେ କହିଥିଲେ ଯେ, ଯୀଶୁ ତାହାଙ୍କ ମହିମା ରେ ପ୍ରବେଶ କରିବା ପୂର୍ବରୁ ଏଭଳି ଯାତନା ଭୋଗ କରିବେ।
ମାର୍କଲିଖିତ ସୁସମାଚାର 12:36
ସ୍ବଯଂ ଦାଉଦ ପବିତ୍ର ଆତ୍ମାଙ୍କ ସାହାୟ୍ଯ ରେ କହିଥିଲେ,
ଦାନିଏଲ 9:24
ହେ ଦାନିୟେଲ, ପରମେଶ୍ବର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହବୋର ଲକ୍ଷ୍ଯ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହବୋ। ଏହାର ଲକ୍ଷ୍ଯ ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାଯୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡିକ ଓ ଭବିଷ୍ଯଦବାଣୀ ଓ ପବିତ୍ରସ୍ଥାନ ରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ଯ କରେ।
ଯିରିମିୟ 30:10
ଏରୁ ସଦାପ୍ରଭୁ କହନ୍ତି, ହେ ଯାକୁବ, ତୁମ୍ଭେ ଆମ୍ଭର ଦାସ, ତୁମ୍ଭେ ଭୟ କର ନାହିଁ। ଆଉ ହେ ଇଶ୍ରାୟେଲ, ତୁମ୍ଭେ ନିରାଶ ହୁଅ ନାହିଁ। କାରଣ ଆମ୍ଭେ ବହୁ ଦୂର ଦେଶରୁ ଓ ତୁମ୍ଭକୁ ବନ୍ଦୀତ୍ବ ଦେଶରୁ ଉଦ୍ଧାର କରିଅଛୁ। ପୁଣି ଯାକୁବ ଫରେିଆସି ଶାନ୍ତି ରେ ଓ ନିରାପଦ ରେ ରହିବ। କହେି ତାହାକୁ ଭୟ ଦଖାଇବେେ ନାହିଁ।
ଯିରିମିୟ 23:5
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।
ଦିତୀୟ ଶାମୁୟେଲ 23:2
ମାେ ଦ୍ବାରା ସଦାପ୍ରଭୁଙ୍କ ଆତ୍ମା କହିଲେ, ଓ ତାଙ୍କର ବାକ୍ଯ ମାେ ଜିହ୍ବା ରେ ଥିଲା।
ଆଦି ପୁସ୍ତକ 49:10
ଶୀଲୋର ଆଗମନ ପର୍ୟ୍ଯନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ବଯ ମଧ୍ଯରୁ ବିଚାରକର୍ତ୍ତାର ୟଷ୍ଟି ୟିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ଅଧିନତା ସ୍ବୀକାର କରିବେ।
ଆଦି ପୁସ୍ତକ 12:3
ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ମୁଁ ସମାନଙ୍କେୁ ଆଶୀର୍ବାଦ କରିବି। ଏବଂ ୟିଏ ତୁମ୍ଭକୁ ଅଭିଶାପ ଦବେ ମୁଁ ସମାନଙ୍କେୁ ଅଭିଶାପ ଦବେି। ତୁମ୍ଭ ଠାରୁ ପୃଥିବୀର ସବୁବଂଶ ଆଶୀର୍ବାଦ ପାଇବେ।
ଆଦି ପୁସ୍ତକ 3:15
ମୁଁ ତୁମ୍ଭଙ୍କୁ ନାରୀର ଶତୃ କରିବି।