Leviticus 19:35
ତୁମ୍ଭମାନେେ ବିଚାର କଲା ବେଳେ କିମ୍ବା ମାପ କି ତୌଲ କଲା ବେଳେ ଅଧର୍ମ କରିବ ନାହିଁ।
Leviticus 19:35 in Other Translations
King James Version (KJV)
Ye shall do no unrighteousness in judgment, in meteyard, in weight, or in measure.
American Standard Version (ASV)
Ye shall do no unrighteousness in judgment, in measures of length, of weight, or of quantity.
Bible in Basic English (BBE)
Do not make false decisions in questions of yard-sticks and weights and measures.
Darby English Bible (DBY)
Ye shall do no unrighteousness in judgment, in measure of length, in weight, and in measure of capacity:
Webster's Bible (WBT)
Ye shall do no unrighteousness in judgment, in weight, in measure of length or of capacity.
World English Bible (WEB)
"'You shall do no unrighteousness in judgment, in measures of length, of weight, or of quantity.
Young's Literal Translation (YLT)
`Ye do not do perversity in judgment, in mete-yard, in weight, or in liquid measure;
| Ye shall do | לֹֽא | lōʾ | loh |
| no | תַעֲשׂ֥וּ | taʿăśû | ta-uh-SOO |
| unrighteousness | עָ֖וֶל | ʿāwel | AH-vel |
| in judgment, | בַּמִּשְׁפָּ֑ט | bammišpāṭ | ba-meesh-PAHT |
| meteyard, in | בַּמִּדָּ֕ה | bammiddâ | ba-mee-DA |
| in weight, | בַּמִּשְׁקָ֖ל | bammišqāl | ba-meesh-KAHL |
| or in measure. | וּבַמְּשׂוּרָֽה׃ | ûbammĕśûrâ | oo-va-meh-soo-RA |
Cross Reference
ଦିତୀୟ ବିବରଣ 25:13
ତୁମ୍ଭେ ଆପଣା ଥଳୀ ରେ ଉଣା ଅଧିକ ଓଜନର ନାନା ପ୍ରକାର ବଟକରା ରଖିବ ନାହିଁ।
ଦିତୀୟ ବିବରଣ 25:15
ତୁମ୍ଭେ ଯଥାର୍ଥ ଓ ନ୍ଯାଯ ବଟକରା ରଖିବ। ପକ୍ସ୍ଟଣି ଯଥାର୍ଥ ଓ ନ୍ଯାଯ ପରିମାଣ ପାତ୍ର ରଖିବ, ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ, ସହେି ଦେଶ ରେ ତୁମ୍ଭର ଦିନ ଦୀର୍ଘ୍ଯ ହବେ।
ମାଥିଉଲିଖିତ ସୁସମାଚାର 7:2
ତୁମ୍ଭେ ଅନ୍ୟର ବିଚାର କଲେ ଠିକ୍ ସହେିଭଳି ତୁମ୍ଭର ବି ବିଚାର କରାୟିବ। ତୂମ୍ଭେ ଅନ୍ୟକୁ ଯେଉଁଥି ରେ ତଉଲିବ ପରମେଶ୍ବର ତୁମ୍ଭକୁ ସହେିଥି ରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆୟିବ।
ମୀଖା 6:1
ଶୁଣ ସଦାପ୍ରଭୁ ଯାହା କହନ୍ତି, ଉଠ ଏବଂ ତୁମ୍ଭର ଅଭିଯୋଗ ପର୍ବତମାନଙ୍କ ସମ୍ମୁଖ ରେ ଓ ସହେି ପାହାଡ ଗୁଡିକ ସମ୍ମୁଖ ରେ ପ୍ରକାଶ କର, ଯେଉଁ ପାହାଡଗୁଡିକ ତୁମ୍ଭର କଥା ଶୁଣନ୍ତି।
ଆମୋଷ 8:5
ତୁମ୍ଭେ ବ୍ଯବସାଯୀଗଣ କହୁଛ, କେତବେେଳେ ଅମାବାସ୍ଯା ଗତ ହବେ ଓ ଆମ୍ଭମାନେେ ଆମ୍ଭର ଶସ୍ଯ ବୀକ୍ରି କରିବୁ? ପୁଣି କେତବେେଳେ ବିଶ୍ରାମଦିନ ଗତ ହବେ, ଆମ୍ଭେ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ? ଆମ୍ଭମାନେେ ଓଜନର ମାପ କମାଇବୁ ଏବଂ ଜିନିଷର ମୂଲ୍ଯ ବୃଦ୍ଧି କରିବୁ। ଆମ୍ଭମାନେେ ତରାଜୁକୁ କମ୍ ବେଶୀକରି ଲୋକମାନଙ୍କୁ ଠକିବୁ।
ଯିହିଜିକଲ 22:12
'ତୁମ୍ଭମାନଙ୍କ ମଧିଅରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନଇେଛନ୍ତି। ତୁମ୍ଭେ ସୁଧ ନଇେ ଋଣ ଦଇେଅଛ ଏବଂ ତୁମ୍ଭେ ଲୋଭ ରେ ଉପଦ୍ରବ କରି ଆପଣା ପ୍ରତିବେଶୀଠାରୁ ଲାଭ ନଇେଅଛ। ତୁମ୍ଭେ ମାେତେ ପାଶୋରି ୟାଇଅଛ।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
ହିତୋପଦେଶ 20:10
ନାନା ପ୍ରକାର ମାପ ଓଜନ ରେ ଯେଉଁମାନେ ଠକନ୍ତି, ସମାନେେ ସଦାପ୍ରଭୁଙ୍କଠା ରେ ଘୃଣିତ।
ହିତୋପଦେଶ 16:11
ଓଜନ ଓ ଦଣ୍ଡି ସଦାପ୍ରଭୁଙ୍କର ଅଟେ, କିନ୍ତୁ ସଦାପ୍ରଭୁ ଯାହା ଓଜନ ପାଇଁ ବ୍ଯବହାର କରିବାକୁ ବଟକରାସବୁ ତିଆରି କଲେ।
ହିତୋପଦେଶ 11:1
ସଦାପ୍ରଭୁ ମିଥ୍ଯାର ନିକିତିକୁ ଘୃଣା କରନ୍ତି। କିନ୍ତୁ ସେ ସଠିକ ଓଜନକୁ ଭଲ ପାଆନ୍ତି।
ଲେବୀୟ ପୁସ୍ତକ 19:15
ତୁମ୍ଭମାନେେ ବିଚାର ରେ ପକ୍ଷପାତ କରିବ ନାହିଁ, ତୁମ୍ଭମାନେେ ଦରିଦ୍ର ପ୍ରତି ସ୍ବତନ୍ତ୍ର ସୁବିଧା ଦବେ ନାହିଁ କିମ୍ବା ବିଚାର ରେ ଧନୀ ପ୍ରତି ଅଦିକ ଗୁରୁତ୍ଯ ଦବେ ନାହିଁ। ତୁମ୍ଭର ପୋଡେଶୀମାନଙ୍କ ପ୍ରତି ନ୍ଯାଯ ବିଚାର କରିବ।