ଲେବୀୟ ପୁସ୍ତକ 19:12 in Oriya

ଓଡିଆ ଓଡିଆ ବାଇବେଲ ଲେବୀୟ ପୁସ୍ତକ ଲେବୀୟ ପୁସ୍ତକ 19 ଲେବୀୟ ପୁସ୍ତକ 19:12

Leviticus 19:12
ଆଉ ତୁମ୍ଭମାନେେ ଆମ୍ଭ ନାମ ନଇେ ମିଥ୍ଯା ରାଣ କରିବ ନାହିଁ। ତାହାହେଲେ ତୁମ୍ଭମାନେେ ଆପଣା ପରମେଶ୍ବରଙ୍କ ନାମ ଅପବିତ୍ର କରିବ, ଆମ୍ଭେ ସଦାପ୍ରଭୁ।

Leviticus 19:11Leviticus 19Leviticus 19:13

Leviticus 19:12 in Other Translations

King James Version (KJV)
And ye shall not swear by my name falsely, neither shalt thou profane the name of thy God: I am the LORD.

American Standard Version (ASV)
And ye shall not swear by my name falsely, and profane the name of thy God: I am Jehovah.

Bible in Basic English (BBE)
And do not take an oath in my name falsely, putting shame on the name of your God: I am the Lord.

Darby English Bible (DBY)
And ye shall not swear by my name falsely, and profane the name of thy God: I am Jehovah.

Webster's Bible (WBT)
And ye shall not swear by my name falsely, neither shalt thou profane the name of thy God: I am the LORD.

World English Bible (WEB)
"'You shall not swear by my name falsely, and profane the name of your God. I am Yahweh.

Young's Literal Translation (YLT)
`And ye do not swear by My name to falsehood, or thou hast polluted the name of thy God; I `am' Jehovah.

And
ye
shall
not
וְלֹֽאwĕlōʾveh-LOH
swear
תִשָּׁבְע֥וּtiššobʿûtee-shove-OO
name
my
by
בִשְׁמִ֖יbišmîveesh-MEE
falsely,
לַשָּׁ֑קֶרlaššāqerla-SHA-ker
profane
thou
shalt
neither
וְחִלַּלְתָּ֛wĕḥillaltāveh-hee-lahl-TA

אֶתʾetet
the
name
שֵׁ֥םšēmshame
God:
thy
of
אֱלֹהֶ֖יךָʾĕlōhêkāay-loh-HAY-ha
I
אֲנִ֥יʾănîuh-NEE
am
the
Lord.
יְהוָֽה׃yĕhwâyeh-VA

Cross Reference

ଯାତ୍ରା ପୁସ୍ତକ 20:7
ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନାମ ମିଥ୍ଯା ରେ ନବେ ନାହିଁ, କାରଣ ଯେ କହେି ତାଙ୍କର ନାମ ମିଥ୍ଯା ରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।

ଲେବୀୟ ପୁସ୍ତକ 18:21
ତୁମ୍ଭେ ନିଜ ବଂଶଜାତ କାହାକୁ ହିଁ ମାେଲକ୍ ଦବେତାର ଉଦ୍ଦେଶ୍ଯ ରେ ଉତ୍ସର୍ଗୀତ ହବୋକୁ ଦବୋ ଉଚିତ୍ ନୁହଁ, କିମ୍ବା ତୁମ୍ଭେ ତୁମ୍ଭର ପରମେଶ୍ବରଙ୍କ ପବିତ୍ର ନାମକୁ କଳିଷିତ ନିଶ୍ଚଯ କରିବ ନାହିଁ। ମୁଁ ସଦାପ୍ରଭୁ ଅଟେ।

ଯାକୁବଙ୍କ ପତ୍ 5:12
ମାେ ଭାଇ ଓ ଭଉଣୀମାନେ ! ମନରେଖ ଯେ କୌଣସି ପ୍ରତିଜ୍ଞା କଲା ବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ବପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ଯ ବୋଲି ପ୍ରମାଣିତ କରିବା ପାଇଁ ସ୍ବର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ଯସ୍ତ ହବେ ନାହିଁ।

ମାଥିଉଲିଖିତ ସୁସମାଚାର 5:33
ଏକଥା ତୁମ୍ଭେ ଶୁଣିଛ ଯେ ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାୟାଇ ଥିଲା: 'ତୁମ୍ଭମାନେେ କରିଥିବା ପ୍ରତିଜ୍ଞା କବେେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସହେି ସବୁ ପାଳନ କର।'

ଦିତୀୟ ବିବରଣ 5:11
ତୁମ୍ଭେ ମୂଲ୍ଯହୀନ ଉଦ୍ଦେଶ୍ଯ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନାମ ନବେ ନାହିଁ। ଯଦି କୌଣସି ଲୋକ ମୂଲ୍ଯହୀନ ଉଦ୍ଦେଶ୍ଯ ରେ ତାଙ୍କର ନାମନିଏ, ସଦାପ୍ରଭୁ ତାଙ୍କୁ ନିରପରାଧି ବୋଲି ବିବଚେନା କରନ୍ତି ନାହିଁ।

ଲେବୀୟ ପୁସ୍ତକ 6:3
କିମ୍ବା ହଜାଇଥିବା ଦ୍ରବ୍ଯ ପାଇଁ ସହେି ବିଷଯ ରେ ଅସତ୍ଯ ବ୍ଯବହାର କରେ ଓ ମିଥ୍ଯା କରି ଶପଥ କରେ, ଏହି ପ୍ରକାର ଯେ କୌଣସି କର୍ମ ରେ ମନୁଷ୍ଯ ପାପ କରେ,

ମଲାଖୀ 3:5
ତା'ପ ରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ଯ ଦବୋ ସମାନଙ୍କେ ବିରୁଦ୍ଧ ରେ, ଯେଉଁମାନେ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। ସହେିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।

ଯିଖରିୟ 5:4
ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ମୁଁ ସହେି ନଳାକାର ପୁସ୍ତକକୁ ଗ୍ଭରମାନଙ୍କେର ଗୃହକୁ ପଠାଇବି ଏବଂ ସହେିମାନଙ୍କ ଘରକୁ, ଯେଉଁମାନେ ମାରେ ନାମ ବ୍ଯବହାର କରି ମିଥ୍ଯା ଶପଥ ନଇେଛନ୍ତି। ସହେି ନଳାକାର ପୁସ୍ତକ ପ୍ରେତ୍ୟକକ ଗୃହ ରେ ରହିବ ଏବଂ ଧ୍ବଂସକାରୀ, କଡିକାଠ ତଳେ ଓ ପ୍ରସ୍ତର ତଳେ ରହିବ। ଏପରିକି ପ୍ରସ୍ତର ତଥା କାଷ୍ଠର ସ୍ତମ୍ଭଗୁଡିକ ମଧ୍ଯ ବିନଷ୍ଟ ହବେ।

ଯିହିଜିକଲ 36:20
ଏବଂ ସମାନେେ ଯେଉଁ ସ୍ଥାନକୁ ଗଲେ, ସମାନେେ ରାଷ୍ପ ମଧିଅରେ ମାରେ ପବିତ୍ର ନାମକୁ କଳୁଷିତ କଲେ। କାରଣ ଲୋକମାନେ ସମାନଙ୍କେ ବିଷଯ ରେ କହିଲେ, 'ଏମାନେ ସଦାପ୍ରଭୁଙ୍କର ଲୋକ ଓ ତାଙ୍କ ଦେଶରୁ ବିତାଡ଼ିତ ହାଇେଅଛନ୍ତି।'

ଯିରିମିୟ 7:9
ତୁମ୍ଭମାନେେ କ'ଣ ଚୋରି, ନରହତ୍ଯା, ବ୍ଯଭିଚାର, ମିଥ୍ଯାଶପଥ, ବାଲଦବେ ଉଦ୍ଦେଶ୍ଯ ରେ ଧୂପଦାନ ଓ ତୁମ୍ଭମାନେେ ଜାଣି ନ ଥିବା ଅନ୍ୟ ଦବଗେଣର ପଶ୍ଚାତଗମନ କରିବ ?

ଯିରିମିୟ 4:2
ଯଦି ତୁମ୍ଭେ ସହେିସବୁ କରିବ, ତବେେ ତୁମ୍ଭକୁ ସଦାପ୍ରଭୁଙ୍କ ନାମ ରେ ଶପଥ କରି କହିବାକୁ ପଡ଼ିବ ଯେ 'ସଦାପ୍ରଭୁ ଜୀବିତ।' ଆଉ ତୁମ୍ଭେ ଏସବୁ ସତ୍ଯ, ନ୍ଯାଯ ଓ ଧାର୍ମିକତା ରେ ସେ ସବୁ କହିବାକୁ କ୍ଷମ ହବେ। ତାହାଦ୍ବାରା ନାନାଦେଶୀଯମାନେ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର ହବେେ। ସମାନେେ ଗର୍ବର ସହିତ କହିବେ ସଦାପ୍ରଭୁ ତାହା କରିଛନ୍ତି।

ଗୀତସଂହିତା 15:4
ଯେଉଁ ବ୍ଯକ୍ତି ପରମେଶ୍ବରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ, କିନ୍ତୁ ସହେି ବ୍ଯକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସବୋ କରୁଥିବା ଲୋକମାନଙ୍କୁ ସମ୍ମାନ ଦଖାେଏ। ୟଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦଇେଥାଏ ତବେେ ସହେି ପ୍ରତିଶ୍ରୁତିକୁ ପାଳନ କରେ।

ଲେବୀୟ ପୁସ୍ତକ 24:15
ଆଉ ତୁମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କୁହ ଯେ କହେି ଆପଣା ପରମେଶ୍ବରଙ୍କୁ ଅଭିଶାପ ଦିଏ, ସେ ଆପଣା ପାପ ବହିବ।

ଲେବୀୟ ପୁସ୍ତକ 24:11
ସହେି ଇଶ୍ରାୟେଲୀୟ ସ୍ତ୍ରୀର ସନ୍ତାନ ସଦାପ୍ରଭୁଙ୍କ ନାମକୁ ନିନ୍ଦାକରି ଅଭିଶାପ ଦଲୋ। ତେଣୁ ଲୋକମାନେ ତାହାକୁ ମାଶାଙ୍କେ ନିକଟକୁ ଆଣିଲେ। ସହେି ଇଶ୍ରାୟେଲୀୟ ସ୍ତ୍ରୀ ନାମ ଶଲମେୀତ୍ ଓ ସେ ଦାନ ବଂଶୀଯ ଦିବ୍ରୀର କନ୍ଯା ଥିଲା।