Lamentations 3:20
ମାରେ ସମସ୍ତ କ୍ଲେଶକୁ ସ୍ମରଣ କରି ମୁଁ ଅତି ଅବସନ୍ନ ହାଇେ ପଡ଼ୁଛି।
Lamentations 3:20 in Other Translations
King James Version (KJV)
My soul hath them still in remembrance, and is humbled in me.
American Standard Version (ASV)
My soul hath them still in remembrance, and is bowed down within me.
Bible in Basic English (BBE)
My soul still keeps the memory of them; and is bent down in me.
Darby English Bible (DBY)
My soul hath [them] constantly in remembrance, and is humbled in me.
World English Bible (WEB)
My soul still remembers them, and is bowed down within me.
Young's Literal Translation (YLT)
Remember well, and bow down doth my soul in me.
| My soul | זָכ֣וֹר | zākôr | za-HORE |
| hath them still | תִּזְכּ֔וֹר | tizkôr | teez-KORE |
| remembrance, in | וְתָשׁ֥יֹחַ | wĕtāšyōaḥ | veh-TAHSH-yoh-ak |
| and is humbled | עָלַ֖י | ʿālay | ah-LAI |
| in | נַפְשִֽׁי׃ | napšî | nahf-SHEE |
Cross Reference
ଗୀତସଂହିତା 42:5
ହେ ମାରେ ପ୍ରାଣ କାହିଁକି ମୁଁ ଏତେ ବ୍ଯାକୁଳ ? ମୁଁ ପରମେଶ୍ବରଙ୍କ ସହାୟତା ପାଇଁ ଅପେକ୍ଷା କରିବି। ମୁଁ ତାଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।
ଗୀତସଂହିତା 42:11
ହେ ମାରେ ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ ? କାହିଁକି ମୁଁ ଏତେ ଅସ୍ଥିର ହେଉଅଛି ? ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ମୁଁ ପରମେଶ୍ବରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି ଓ ସେ ମାେତେ ଉଦ୍ଧାର କରିବେ।
ଆୟୁବ ପୁସ୍ତକ 21:6
ମୁଁ ଯେତବେେଳେ ଚିନ୍ତା କରେ ମାେ ପ୍ରତି କ'ଣ ସବୁ ଘଟିଗଲା। ଭୟ ରେ ମାରେ ସର୍ବାଙ୍ଗ ଥରଥର କମ୍ପି ଉେଠ।
ଗୀତସଂହିତା 43:5
ହେ ମାରେ ପ୍ରାଣ, କାହିଁକି ଏତେ ଦୁଃଖିତ। ମୁଁ କାହିଁକି ଏତେ ଅଧୀର ହେଉଛି। ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚଯ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।
ଗୀତସଂହିତା 44:25
ଆମ୍ଭମାନଙ୍କୁ ଧୂଳିମାଟି ଭିତରକୁ ଠଲେି ଦିଆ ହାଇେଛି। ଆମ୍ଭମାନଙ୍କର ଉଦର ମାଟି ଧୂଳିରେ ପଡ଼ି ରହିଛି।
ଗୀତସଂହିତା 146:8
ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି। ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି। ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରମେ କରନ୍ତି।