ବିଚାରକର୍ତାମାନଙ୍କ ବିବରଣ 6:24 in Oriya

ଓଡିଆ ଓଡିଆ ବାଇବେଲ ବିଚାରକର୍ତାମାନଙ୍କ ବିବରଣ ବିଚାରକର୍ତାମାନଙ୍କ ବିବରଣ 6 ବିଚାରକର୍ତାମାନଙ୍କ ବିବରଣ 6:24

Judges 6:24
ତେଣୁ ଗିଦ୍ଦିୟୋନ ସଦାପ୍ରଭୁଙ୍କର ଉପାସନା ସ୍ଥାନ ନିକଟରେ ଏକ ୟଜ୍ଞବଦେୀ ନିର୍ମାଣ କଲେ। ସେ ସହେି ସ୍ଥାନର ନାମ ଦେଲେ, ସଦାପ୍ରଭୁ ମଙ୍ଗଳ ସ୍ବରୂପ। ସହେି ୟଜ୍ଞବଦେୀ ଏବେ ବି ଆଫ୍ରା ରେ ଅଛି। ଯେଉଁଠା ରେ ଅବୀଯେଷ୍ରୀଯମାନେ ବାସ କରୁଥିଲେ, ଆଫ୍ର ହେଉଛି ସହେି ସ୍ଥାନ।

Judges 6:23Judges 6Judges 6:25

Judges 6:24 in Other Translations

King James Version (KJV)
Then Gideon built an altar there unto the LORD, and called it Jehovahshalom: unto this day it is yet in Ophrah of the Abiezrites.

American Standard Version (ASV)
Then Gideon built an altar there unto Jehovah, and called it Jehovah-shalom: unto this day it is yet in Ophrah of the Abiezrites.

Bible in Basic English (BBE)
Then Gideon made an altar there to the Lord, and gave it the name Yahweh-shalom; to this day it is in Ophrah of the Abiezrites.

Darby English Bible (DBY)
Then Gideon built an altar there to the LORD, and called it, The LORD is peace. To this day it still stands at Ophrah, which belongs to the Abiez'rites.

Webster's Bible (WBT)
Then Gideon built an altar there to the LORD, and called it Jehovah-shalom: to this day it is yet in Ophrah of the Abi-ezrites.

World English Bible (WEB)
Then Gideon built an altar there to Yahweh, and called it Yahweh-shalom: to this day it is yet in Ophrah of the Abiezrites.

Young's Literal Translation (YLT)
And Gideon buildeth there an altar to Jehovah, and calleth it Jehovah-Shalom, unto this day it `is' yet in Ophrah of the Abi-Ezrites.

Then
Gideon
וַיִּבֶן֩wayyibenva-yee-VEN
built
שָׁ֨םšāmshahm
an
altar
גִּדְע֤וֹןgidʿônɡeed-ONE
there
מִזְבֵּ֙חַ֙mizbēḥameez-BAY-HA
Lord,
the
unto
לַֽיהוָ֔הlayhwâlai-VA
and
called
וַיִּקְרָאwayyiqrāʾva-yeek-RA
Jehovah-shalom:
it
ל֥וֹloh

יְהוָ֖הyĕhwâyeh-VA
unto
שָׁל֑וֹםšālômsha-LOME
this
עַ֚דʿadad
day
הַיּ֣וֹםhayyômHA-yome
yet
is
it
הַזֶּ֔הhazzeha-ZEH
in
Ophrah
עוֹדֶ֕נּוּʿôdennûoh-DEH-noo
of
the
Abi-ezrites.
בְּעָפְרָ֖תbĕʿoprātbeh-ofe-RAHT
אֲבִ֥יʾăbîuh-VEE
הָֽעֶזְרִֽי׃hāʿezrîHA-ez-REE

Cross Reference

ଆଦି ପୁସ୍ତକ 22:14
ତେଣୁ ଅବ୍ରହାମ ସହେି ସ୍ଥାନର ନାମ ଦେଲେ, ୟି ହାବୋ-ୟିରି ଏପରିକି ଆଜି ମଧ୍ଯ ଲୋକମାନେ କୁହନ୍ତି, ପର୍ବତ ରେ ସଦାପ୍ରଭୁ ପ୍ରଦାନ କରନ୍ତି।

ଯିହିଜିକଲ 48:35
ନଗରର ଚତୁର୍ଦ୍ଦିଗର ର୍ଦୈଘ୍ଯ 18,000 ହାତ ପରିମିତ ହବେ। ଆଉ ବର୍ତ୍ତମାନଠାରୁ ନଗରର ନାମ ହବେ, ସଦାପ୍ରଭୁ ତହିଁ ବିଦ୍ଯମାନ।

ବିଚାରକର୍ତାମାନଙ୍କ ବିବରଣ 8:32
ୟୋଯାଶର ପକ୍ସ୍ଟତ୍ର ଗିଦ୍ଦିୟୋନ ଅତ୍ଯଧିକ ବାର୍ଦ୍ଧକ୍ଯ ରେ ପହଞ୍ଚି ମୃତକ୍ସ୍ଟ୍ଯ ବରଣ କଲେ। ଅବୀଯେଷ୍ରୀଯମାନଙ୍କ ଅଫ୍ରାର ସହର ରେ ତାଙ୍କ ପିତା ଯୋୟାଶର ନିଜର କବର ରେ ଗିଦ୍ଦିୟୋନକକ୍ସ୍ଟ କବର ଦିଆଗଲା।

ଯାତ୍ରା ପୁସ୍ତକ 17:15
ଏହାପରେ ମାଶାେ ଏକ ୟଜ୍ଞବଦେୀ ସ୍ଥାପନ କଲେ। ମାଶାେ ଏହାର ନାମ ଦେଲେ, ୟି ହାବୋ-ନିଃଷି ସଦାପ୍ରଭୁ ମାରେ ଧ୍ବଜା ରଖିଲେ।

ଯିରିମିୟ 23:6
ସହେି ଉତ୍ତମ ରାଜତ୍ବ କାଳ ରେ ଶାଖା 'ଉତ୍ପନ୍ନ' ହାଇେ ଯିହୁଦା ପରିତ୍ରାଣ ପାଇବ ଓ ଇଶ୍ରାୟେଲ ନିରାପଦ ରେ ବାସ କରିବ। ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମ ରେ ସେ ବିଖ୍ଯାତ ହବେେ।

ଯିରିମିୟ 33:16
ସହେି ସମୟରେ ସେ ଯିହୁଦା ପରିତ୍ରାଣ ପାଇବ ଓ ୟିରୁଶାଲମ ନିରାପଦ ରେ ବାସ କରିବ। ଆଉ 'ସଦାପ୍ରଭୁ ଆମ୍ଭମାନଙ୍କର ପରିଚାଳକ ହବେେ, ସଦାପ୍ରଭୁ ଆମ୍ଭର ନ୍ଯାଯବାନ।'

ବିଚାରକର୍ତାମାନଙ୍କ ବିବରଣ 21:4
ତା'ପରଦିନ ଠିକ୍ ସକାଳେ ଇଶ୍ରାୟେଲର ଲୋକମାନେ ଏକ ୟଜ୍ଞବଦେୀ ସ୍ଥାପନ କଲେ। ସମାନେେ ସଠାେରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

ଯିହୋଶୂୟ 22:26
ତେଣୁ ଆମ୍ଭମାନେେ ନିଷ୍ପତ୍ତି ନଲେକ୍ସ୍ଟ ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ। କିନ୍ତୁ ଆମେ ଏହାକକ୍ସ୍ଟ ହାମବେଳି ପାଇଁ ତିଆରି କରିନାହକ୍ସ୍ଟଁ।

ଯିହୋଶୂୟ 22:10
ରକ୍ସ୍ଟବନ୍େ ଗାଦ ଏବଂ ମନଃଶିର ପରିବାର ଲୋକମାନେ ଗିଲିଯଦକକ୍ସ୍ଟ ଫରେିଗଲେ। ସେ ସ୍ଥାନଟି ୟର୍ଦ୍ଦନ ନଦୀ ନିକଟବର୍ତ୍ତୀ ଥିଲା କିଣାନୀଯ ଦେଶ ଅନ୍ତର୍ଗତ। ସହେି ସ୍ଥାନ ରେ ସମାନେେ ଏକ ସକ୍ସ୍ଟନ୍ଦରବତ ୟଜ୍ଞବଦେୀ ସ୍ଥାପନ କଲେ।

ଆଦି ପୁସ୍ତକ 33:20
ପୁଣି ଯାକୁବସସଠାଲର ପରଲମଶ୍ବରଙ୍କର ଉପାସନା ପାଇଁ ଏକ ୟଜ୍ଞବଲଦୀ ସ୍ଥାପନ କଲଲ। ଯାକୁବସସହି ସ୍ଥାନର ନାମସଦଲଲ, "ଏଲ ଇଶ୍ରାଲୟଲର ପରଲମଶ୍ବର।"