Judges 6:10
ମୁ ତୁମ୍ଭମାନଙ୍କୁ କହିଲି, 'ମୁ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ଇମାରେୀୟଙ୍କ ଦବେତାମାନଙ୍କୁ ପୂଜା କର ନାହିଁ, ଯେଉଁମାନଙ୍କ ଦେଶ ରେ ତୁମ୍ଭମାନେେ ବାସ କରୁଛ। ମାତ୍ର ତୁମ୍ଭମାନେେ ମାରେ କଥା ଶକ୍ସ୍ଟଣିଲ ନାହିଁ।
Judges 6:10 in Other Translations
King James Version (KJV)
And I said unto you, I am the LORD your God; fear not the gods of the Amorites, in whose land ye dwell: but ye have not obeyed my voice.
American Standard Version (ASV)
and I said unto you, I am Jehovah your God; ye shall not fear the gods of the Amorites, in whose land ye dwell. But ye have not hearkened unto my voice.
Bible in Basic English (BBE)
And I said to you, I am the Lord your God; you are not to give worship to the gods of the Amorites in whose land you are living, but you did not give ear to my voice.
Darby English Bible (DBY)
and I said to you, 'I am the LORD your God; you shall not pay reverence to the gods of the Amorites, in whose land you dwell.' But you have not given heed to my voice."
Webster's Bible (WBT)
And I said to you, I am the LORD your God; fear not the gods of the Amorites, in whose land ye dwell: but ye have not obeyed my voice.
World English Bible (WEB)
and I said to you, I am Yahweh your God; you shall not fear the gods of the Amorites, in whose land you dwell. But you have not listened to my voice.
Young's Literal Translation (YLT)
and I say to you, I `am' Jehovah your God, ye do not fear the gods of the Amorite in whose land ye are dwelling: -- and ye have not hearkened to My voice.'
| And I said | וָֽאֹמְרָ֣ה | wāʾōmĕrâ | va-oh-meh-RA |
| unto you, I | לָכֶ֗ם | lākem | la-HEM |
| Lord the am | אֲנִי֙ | ʾăniy | uh-NEE |
| your God; | יְהוָ֣ה | yĕhwâ | yeh-VA |
| fear | אֱלֹֽהֵיכֶ֔ם | ʾĕlōhêkem | ay-loh-hay-HEM |
| not | לֹ֤א | lōʾ | loh |
| תִֽירְאוּ֙ | tîrĕʾû | tee-reh-OO | |
| gods the | אֶת | ʾet | et |
| of the Amorites, | אֱלֹהֵ֣י | ʾĕlōhê | ay-loh-HAY |
| in whose | הָֽאֱמֹרִ֔י | hāʾĕmōrî | ha-ay-moh-REE |
| land | אֲשֶׁ֥ר | ʾăšer | uh-SHER |
| ye | אַתֶּ֖ם | ʾattem | ah-TEM |
| dwell: | יֽוֹשְׁבִ֣ים | yôšĕbîm | yoh-sheh-VEEM |
| but ye have not | בְּאַרְצָ֑ם | bĕʾarṣām | beh-ar-TSAHM |
| obeyed | וְלֹ֥א | wĕlōʾ | veh-LOH |
| my voice. | שְׁמַעְתֶּ֖ם | šĕmaʿtem | sheh-ma-TEM |
| בְּקוֹלִֽי׃ | bĕqôlî | beh-koh-LEE |
Cross Reference
ଯିରିମିୟ 10:2
ସଦାପ୍ରଭୁ ଏହିକଥା କହନ୍ତି,
ଏବ୍ରୀମାନଙ୍କ ନିକଟକୁ ପତ୍ର 5:9
ପୁଣି ଯୀଶୁ ନିର୍ଦ୍ ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସମାନେେ ଅନନ୍ତ ଜୀବନ ପାଇପାରିବେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:16
ମାତ୍ର ସମସ୍ତେ ସୁମାଗ୍ଭରକୁ ଗ୍ରହଣ କରି ନାହାଁନ୍ତି। ୟିଶାଇୟ କହନ୍ତି: ହେ ପ୍ରଭୁ, ଆମ୍ଭ ଉପଦେଶ ଗୁଡିକ କିଏ କ'ଣ ବିଶ୍ବାସ କଲା?
ସିଫନିୟ 3:2
ତୁମ୍ଭର ଲୋକମାନେ ଆମ୍ଭକୁ ମାନିଲେ ନାହିଁ। ସମାନେେ ଆମ୍ଭ ଶିକ୍ଷା ଗ୍ରହଣ କଲେ ନାହିଁ। ୟିରୁଶାଲମ ସଦାପ୍ରଭୁଙ୍କଠା ରେ ବିଶ୍ବାସ ରଖିଲା ନାହିଁ। ସମାନେେ ତାଙ୍କ ପରମେଶ୍ବରଙ୍କ ସନ୍ନିକଟକୁ ଗଲେ ନାହିଁ।
ଯିରିମିୟ 43:7
ସେ ସମସ୍ତ ଲୋକ ସଦାପ୍ରଭୁଙ୍କ ବାକ୍ଯ ପ୍ରତି ଅବଧାନ କଲେ ନାହିଁ। ତେଣୁ ସମାନେେ ମିଶରକୁ ୟାଇ ତଫନ୍ ହଷେ ସହର ରେ ଉପସ୍ଥିତ ହେଲେ।
ଯିରିମିୟ 43:4
ଏହିରୂପେ କାଲହରେ ପୁତ୍ର ୟୋହାନନ୍, ତାହାର ସନୋପତି ସକଳ ଓ ସମସ୍ତ ଲୋକ ଯିହୁଦା ରେ ବାସ କରିବାକୁ ସଦାପ୍ରଭୁଙ୍କ ବାକ୍ଯ ରେ ଅବଧାନ କଲେ ନାହିଁ।
ଯିରିମିୟ 42:21
ତେଣୁ ଆଜି ସଦାପ୍ରଭୁଙ୍କ ସହେି ବାକ୍ଯ ତୁମ୍ଭମାନଙ୍କୁ ଜଣାଇଲି। ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କର ସହେି ବାକ୍ଯ ପ୍ରତି ଧ୍ଯାନ ଦଲେ ନାହିଁ। ଆଉ ତୁମ୍ଭମାନଙ୍କ ପରମେଶ୍ବର ଯାହା କରିବାକୁ ମାେତେ କହି ପଠାଇଲେ, ତାହା ତୁମ୍ଭମାନେେ କଲ ନାହିଁ।
ଯିରିମିୟ 9:13
ଏସବୁର କାରଣ ସଦାପ୍ରଭୁ କହନ୍ତି, ତାହା ହେଲା ଆମ୍ଭେ ସମାନଙ୍କେ ସମ୍ମୁଖ ରେ ଆମ୍ଭର ଯେଉଁ ବ୍ଯବସ୍ଥାମାନ ରଖିଲୁ ତାହା ସମାନେେ ପରିତ୍ଯାଗ କରିଅଛନ୍ତି। ଆମ୍ଭର ବାକ୍ଯ ପାଳନ କରି ନାହାଁନ୍ତି କି ତଦନୁସା ରେ ଆଚରଣ କରି ନାହାଁନ୍ତି।
ଯିରିମିୟ 3:25
ଆମ୍ଭମାନେେ ନିଜ ଲଜ୍ଜ୍ଯା ରେ ଅବନତ ହେଉ। ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ। କାରଣ ଆମ୍ଭମାନେେ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ବାଲ୍ଯକାଳରୁ ଅଦ୍ଯାବଧି ଆମ୍ଭମାନଙ୍କର ପରମେଶ୍ବର ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛୁ। ଆଉ ଆମ୍ଭମାନେେ ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛୁ। ଆଉ ଆମ୍ଭମାନେେ ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କ ବାକ୍ଯକୁ ଅବମାନନା କରିଅଛୁ।
ଯିରିମିୟ 3:13
ସଦାପ୍ରଭୁ କହନ୍ତି, ଯାହା ହେଉ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭେ ଭୁଲ୍ କରିଛ, ତୁମ୍ଭେ ବିଦେଶୀମାନଙ୍କ ପାଖକୁ ୟାଇ ଏବଂ ସମାନଙ୍କେ ସହିତ ପ୍ରେତ୍ୟକକ ହରିତ୍ ବୃକ୍ଷତଳେ ବେଶ୍ଯାବୃତ୍ତି କରି ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛ।' ତୁମ୍ଭେ ମାରେ କଥା ମାନିଲ ନାହିଁ।
ହିତୋପଦେଶ 5:13
ମୁଁ କାହିଁକି ମାରେ ଶିକ୍ଷକମାନଙ୍କର କଥା ଶୁଣିଲି ନାହିଁ, ମୁଁ ଶାସନାଧୀନ ହବୋକୁ ମନା କଲି, ମୁଁ ନିଜକୁ ସଂଶୋଧିତ କରିବା ପାଇଁ ମନା କଲି।
ଦିତୀୟ ରାଜାବଳୀ 17:35
ଇଶ୍ରାୟେଲର ସନ୍ତାନମାନଙ୍କ ସହିତ ସଦାପ୍ରଭୁ ଚୁକ୍ତି କଲେ ଏବଂ ସମାନଙ୍କେୁ ଆଜ୍ଞା ଦେଲେ, ତୁମ୍ଭମାନେେ ଅନ୍ୟ ଦବେତାମାନଙ୍କୁ ନିଶ୍ଚଯ ପୂଜା କରିବ ନାହିଁ କିମ୍ବା ସମାନଙ୍କେର ସବୋ କରିବ ନାହିଁ। ତୁମ୍ଭେ ସମାନଙ୍କେୁ ନିଶ୍ଚଯ ଭୟ କରିବ ନାହିଁ କିମ୍ବା ସମାନଙ୍କେର ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବ ନାହିଁ।
ଦିତୀୟ ରାଜାବଳୀ 17:33
ସମାନେେ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କଲେ। ଏବଂ ସମାନେେ ମଧ୍ଯ ସମାନଙ୍କେର ଦେଶର ଦବେତାମାନଙ୍କର ସବୋ କଲେ।
ବିଚାରକର୍ତାମାନଙ୍କ ବିବରଣ 2:2
କିନ୍ତୁ ଏହାର ପ୍ରତି ବଦଳ ରେ ତୁମ୍ଭମାନେେ ସହେି ଦେଶ ରେ ଲୋକମାନଙ୍କ ସହିତ କୌଣସି ନିଯମ କରିବା ଉଚିତ୍ ନକ୍ସ୍ଟହଁ। ତୁମ୍ଭମାନେେ ସମାନଙ୍କେର ୟଜ୍ଞଦବେୀ ସବୁ ଭାଙ୍ଗି ପକାଇବ। ମୁ ତୁମ୍ଭକୁ କହିଲି, କିନ୍ତୁ ତୁମ୍ଭମାନେେ କୌଣସି କର୍ଣର୍ଣପାତ କଲନାହିଁ।
ଯାତ୍ରା ପୁସ୍ତକ 20:2
ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ବର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହର କରି ଆଣିଲି, ଯେଉଁଠା ରେ ତୁମ୍ଭମାନେେ ଦାସ ଥିଲ।