ବିଚାରକର୍ତାମାନଙ୍କ ବିବରଣ 5:8 in Oriya

ଓଡିଆ ଓଡିଆ ବାଇବେଲ ବିଚାରକର୍ତାମାନଙ୍କ ବିବରଣ ବିଚାରକର୍ତାମାନଙ୍କ ବିବରଣ 5 ବିଚାରକର୍ତାମାନଙ୍କ ବିବରଣ 5:8

Judges 5:8
ପରମେଶ୍ବର ନୂତନ ନେତାମାନଙ୍କୁ ନଗର ଦ୍ବାରା ରେ ୟକ୍ସ୍ଟଦ୍ଧ କରିବାକୁ ମନୋନୀତ କଲେ। ସମଗ୍ର ଇଶ୍ରାୟେଲର 40,000 ମଧିଅରେ ଏକ ବର୍ଚ୍ଛା ବା ଢାଲ ଦଖାଗେଲା ନାହିଁ।

Judges 5:7Judges 5Judges 5:9

Judges 5:8 in Other Translations

King James Version (KJV)
They chose new gods; then was war in the gates: was there a shield or spear seen among forty thousand in Israel?

American Standard Version (ASV)
They chose new gods; Then was war in the gates: Was there a shield or spear seen Among forty thousand in Israel?

Bible in Basic English (BBE)
They had no one to make arms, there were no more armed men in the towns; was there a body-cover or a spear to be seen among forty thousand in Israel?

Darby English Bible (DBY)
When new gods were chosen, then war was in the gates. Was shield or spear to be seen among forty thousand in Israel?

Webster's Bible (WBT)
They chose new gods; then was war in the gates: was there a shield or spear seen among forty thousand in Israel?

World English Bible (WEB)
They chose new gods; Then was war in the gates: Was there a shield or spear seen Among forty thousand in Israel?

Young's Literal Translation (YLT)
He chooseth new gods, Then war `is' at the gates! A shield is not seen -- and a spear Among forty thousand in Israel.

They
chose
יִבְחַר֙yibḥaryeev-HAHR
new
אֱלֹהִ֣יםʾĕlōhîmay-loh-HEEM
gods;
חֲדָשִׁ֔יםḥădāšîmhuh-da-SHEEM
then
אָ֖זʾāzaz
war
was
לָחֶ֣םlāḥemla-HEM
in
the
gates:
שְׁעָרִ֑יםšĕʿārîmsheh-ah-REEM
shield
a
there
was
מָגֵ֤ןmāgēnma-ɡANE
or
spear
אִםʾimeem
seen
יֵֽרָאֶה֙yērāʾehyay-ra-EH
forty
among
וָרֹ֔מַחwārōmaḥva-ROH-mahk
thousand
בְּאַרְבָּעִ֥יםbĕʾarbāʿîmbeh-ar-ba-EEM
in
Israel?
אֶ֖לֶףʾelepEH-lef
בְּיִשְׂרָאֵֽל׃bĕyiśrāʾēlbeh-yees-ra-ALE

Cross Reference

ଦିତୀୟ ବିବରଣ 32:16
ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଇର୍ଷା କଲେ। ସମାନେେ ଅନ୍ୟ ଦବଗେଣଙ୍କର ପୂଜା କଲେ। ସମାନେେ ପ୍ରତିମା ପୂଜା କଲେ। ଏବଂ ପରମେଶ୍ବର ସମାନଙ୍କେ ଉପରେ କୋରଧ କଲେ।

ବିଚାରକର୍ତାମାନଙ୍କ ବିବରଣ 2:12
ସଦାପ୍ରଭୁ ମିଶରରକ୍ସ୍ଟ ସହେି ଲୋକମାନଙ୍କୁ ଇଶ୍ରାୟେଲକକ୍ସ୍ଟ ଆଣିଥିଲେ। ଏବଂ ସମାନଙ୍କେର ପୂର୍ବପୁରୁଷଗଣ ସଦାପ୍ରଭୁଙ୍କର ସବୋ କରୁଥିଲେ। କିନ୍ତୁ ଏହାପରେ ଇଶ୍ରାୟେଲର ଲୋକମାନେ ମିଥ୍ଯାବାଦୀ ଦବେତାଙ୍କୁ ସବୋ କରିବାକୁ ଲାଗିଲେ, ଯେଉଁମାନେ ସମାନଙ୍କେ ଚତଃପାଶର୍‌ବ ରେ ରହକ୍ସ୍ଟଥିଲେ। ଏହା ସଦାପ୍ରଭୁଙ୍କର କୋରଧ ଉତ୍ପନ୍ନ କଲା।

ବିଚାରକର୍ତାମାନଙ୍କ ବିବରଣ 2:17
କିନ୍ତୁ ଇଶ୍ରାୟେଲର ଲୋକମାନେ, ସମାନଙ୍କେର ବିଗ୍ଭର କର୍ତ୍ତାଗଣଙ୍କ କଥାକକ୍ସ୍ଟ ଶୁଣିଲେ ନାହିଁ। ମାତ୍ର ସମାନେେ ଅନ୍ୟ ଦବେତାଗଣଙ୍କ ପଛ ରେ ବେଶ୍ଯାପରି ଗଲେ ଓ ପ୍ରଣାମ କଲେ। ସମାନେେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ନାହିଁ, ଯେପରି ସମାନଙ୍କେର ପୂର୍ବପୁରୁଷମାନେ କରୁଥିଲେ, ତାହା ବଦଳ ରେ ସମାନେେ ସେ ପଥରକ୍ସ୍ଟ ଶୀଘ୍ର ବିମକ୍ସ୍ଟଖ ହେଲେ।

ବିଚାରକର୍ତାମାନଙ୍କ ବିବରଣ 4:3
ସୀଷରା 900 ଲୌହ ନିର୍ମିତ ରଥ ଥିଲା ଏବଂ ସେ ଇଶ୍ରାୟେଲର ଲୋକମାନେ ପ୍ରତି କୋଡିଏ ବର୍ଷ ଧରି ଶୋଷଣ କଲେ ଏବଂ ଅତ୍ଯାଗ୍ଭର କଲେ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେ ସାହାୟ୍ଯ କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।

ପ୍ରଥମ ଶାମୁୟେଲ 13:19
କୌଣସି ଇଶ୍ରାୟେଲୀୟ କମାର କାମ କରୁ ନ ଥିଲେ। କାରଣ ପଲେଷ୍ଟୀୟମାନେ ଇଶ୍ରାୟେଲୀୟମାନଙ୍କୁ ଲୌହ କର୍ମ ଶିଖାଇ ନଥିଲେ ସମାନଙ୍କେର ଭୟଥିଲା ଏହାଦ୍ବାରା ଇଶ୍ରାୟେଲୀୟମାନେ ଖଡ୍ଗ ବା ବର୍ଚ୍ଛା ନିର୍ମାଣ କରିପାରିବେ।