Judges 5:5
ପର୍ବତମାନ କଐମାନ ହେଲା ସଦାପ୍ରଭୁଙ୍କର ସମ୍ମକ୍ସ୍ଟଖ ରେ। ସୀନଯ ପର୍ବତ ମଧ୍ଯ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ କଐନ କଲା!
Judges 5:5 in Other Translations
King James Version (KJV)
The mountains melted from before the LORD, even that Sinai from before the LORD God of Israel.
American Standard Version (ASV)
The mountains quaked at the presence of Jehovah, Even yon Sinai at the presence of Jehovah, the God of Israel.
Bible in Basic English (BBE)
The mountains were shaking before the Lord, before the Lord, the God of Israel.
Darby English Bible (DBY)
The mountains quaked before the LORD, yon Sinai before the LORD, the God of Israel.
Webster's Bible (WBT)
The mountains melted from before the LORD, even that Sinai from before the LORD God of Israel.
World English Bible (WEB)
The mountains quaked at the presence of Yahweh, Even yon Sinai at the presence of Yahweh, the God of Israel.
Young's Literal Translation (YLT)
Hills flowed from the face of Jehovah, This one -- Sinai -- From the face of Jehovah, God of Israel.
| The mountains | הָרִ֥ים | hārîm | ha-REEM |
| melted | נָֽזְל֖וּ | nāzĕlû | na-zeh-LOO |
| from before | מִפְּנֵ֣י | mippĕnê | mee-peh-NAY |
| the Lord, | יְהוָ֑ה | yĕhwâ | yeh-VA |
| that even | זֶ֣ה | ze | zeh |
| Sinai | סִינַ֔י | sînay | see-NAI |
| from before | מִפְּנֵ֕י | mippĕnê | mee-peh-NAY |
| the Lord | יְהוָ֖ה | yĕhwâ | yeh-VA |
| God | אֱלֹהֵ֥י | ʾĕlōhê | ay-loh-HAY |
| of Israel. | יִשְׂרָאֵֽל׃ | yiśrāʾēl | yees-ra-ALE |
Cross Reference
ଯାତ୍ରା ପୁସ୍ତକ 19:18
ସୀନଯ ପର୍ବତ ଧୂଆଁ ରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୁଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନ ରେ ପର୍ବତ ରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା।
ଗୀତସଂହିତା 97:5
ସଦାପ୍ରଭୁଙ୍କ ସମ୍ମୁଖରେ ପୃଥିବୀର ସମସ୍ତ ପ୍ରଭୁ, ପର୍ବତଗୁଡ଼ିକ ମହମ ପରି ତରଳି ଗଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 12:18
ତୁମ୍ଭମାନେେ ଗୋଟିଏ ନୂଆ ଜାଗାକୁ ଆସିଛ। ଏହି ସ୍ଥାନଟି ଇଶ୍ରାୟେଲୀୟମାନେ ଆସିଥିବା ପର୍ବତ ଭଳି ଜାଗା ନୁହେଁ। ତୁମ୍ଭମାନେେ ଗୋଟିଏ ଛୁଇଁ ପାରୁଥିବା ଓ ନିଆଁ ରେ ଜଳୁଥିବା ପର୍ବତ ପାଖକୁ ଆସି ନାହଁ। ତୁମ୍ଭମାନେେ ଅନ୍ଧାରୁଆ, ଝାପ୍ସା ଓ ଝଡ଼ ହେଉଥିବା ସ୍ଥାନକୁ ଆସି ନାହଁ।
ହବକକୂକ 3:10
ପର୍ବତଗୁଡିକ ତୁମ୍ଭକୁ ଦେଖି ଥରିଲେ। ପ୍ରଚଣ୍ତ ଜଳ ଭୂମିରେ ପ୍ରବାହିତ ହେଲା। ସମୁଦ୍ର ଭୟଙ୍କର ଗର୍ଜ୍ଜନ କଲା, ଢେଉଗୁଡିକ ଉପରକୁ ଉଠିଲା।
ନାହୂମ 1:5
ସଦାପ୍ରଭୁ ଆସିବେ ଏବଂ ପର୍ବତଗୁଡିକ ଭୟ ରେ ଥରିବେ ଏବଂ ପାହାଡଗୁଡିକ ତରଳି ଯିବେ। ସଦାପ୍ରଭୁଙ୍କ ଆଗମନ ରେ ପୃଥିବୀ ମଧ୍ଯ ଭୟ ରେ ଥରିବ। ବିଶ୍ବର ସମସ୍ତ ବ୍ଯକ୍ତି ଭୟ ରେ ଥରିବେ।
ଯିଶାଇୟ 64:1
ତୁମ୍ଭେ ଯଦି ଆକାଶକୁ ବିଦୀର୍ଣ୍ଣ କରି ପୃଥିବୀକୁ ଆସନ୍ତ, ତବେେ ସବୁ କିଛି ପରିବର୍ତ୍ତନ ହୁଅନ୍ତା ଓ ପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖ ରେ ପ୍ରବାହିତ ହୁଅନ୍ତେ।
ଗୀତସଂହିତା 114:4
ପର୍ବତଗଣ ମଷେପରି ଡ଼ଇେଁଲେ। ମଷେ ଛୁଆପରି ଉପପର୍ବତଗଣ ଡ଼ିଆଁ ମାରିଲେ।
ଗୀତସଂହିତା 68:8
ସୀନଯ ପରମେଶ୍ବରଙ୍କର ! ଇସ୍ରାଯଲରେ ପରମେଶ୍ବର! ତୁମ୍ଭ କାରଣରୁ ପୃଥିବୀ କମ୍ପିତ ହେଲା ଓ ଆକାଶ ମେଘ ବୃଷ୍ଟି କଲା।
ଦିତୀୟ ବିବରଣ 5:22
ମାଶାେ କହିଲେ, ସଦାପ୍ରଭୁ ପର୍ବତ ରେ ଅଗ୍ନି ଓ ମେଘ ଓ ଘାରେ ଅନ୍ଧାର ମଧ୍ଯରକ୍ସ୍ଟ ତୁମ୍ଭମାନଙ୍କର ସମସ୍ତ ସମାଜପ୍ରତି ଏହି ସମସ୍ତ ବାକ୍ଯ ଉଚ୍ଚସ୍ବର ରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦକ୍ସ୍ଟଇଖଣ୍ତ ପ୍ରସ୍ତର ପଟା ରେ ଲେଖି ମାେତେ ଦେଲେ।
ଦିତୀୟ ବିବରଣ 4:11
ତେଣୁ ସମାନେେ ମାରେ ନିକଟବର୍ତ୍ତୀ ହାଇେ ପର୍ବତ ତଳେ ଛିଡା ହେଲେ। ସହେି ସମୟରେ ସହେି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧକାର ରେ ବ୍ଯାଲ୍ଗ ହାଇେଥିଲା ଓ ଗଗନର ମଧ୍ଯ ପର୍ୟ୍ଯନ୍ତ ଅଗ୍ନି ରେ ଜଳିଲା।
ଯାତ୍ରା ପୁସ୍ତକ 20:18
ସେତବେେଳେ ସମସ୍ତ ଲୋକ ମେଘ ଗର୍ଜ୍ଜନ ଓ ବିଜୁଳି ଓ ତୂରୀ ଧ୍ବନି ଓ ଧୂମୟୁକ୍ତ ପର୍ବତ ଦେଖିଲେ, ପୁଣି ତାହା ଦେଖି ସମାନେେ କମ୍ପିତ ହାଇେ ଦୂର ରେ ଠିଆ ହେଲ।