ବିଚାରକର୍ତାମାନଙ୍କ ବିବରଣ 18:6 in Oriya

ଓଡିଆ ଓଡିଆ ବାଇବେଲ ବିଚାରକର୍ତାମାନଙ୍କ ବିବରଣ ବିଚାରକର୍ତାମାନଙ୍କ ବିବରଣ 18 ବିଚାରକର୍ତାମାନଙ୍କ ବିବରଣ 18:6

Judges 18:6
ତହକ୍ସ୍ଟଁ ଯାଜକ ତାଙ୍କୁ କହିଲା, କକ୍ସ୍ଟଶଳ ରେ ୟାଅ। ତୁମ୍ଭମାନଙ୍କର ଗନ୍ତବ୍ଯ ପଥ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଅଛି।

Judges 18:5Judges 18Judges 18:7

Judges 18:6 in Other Translations

King James Version (KJV)
And the priest said unto them, Go in peace: before the LORD is your way wherein ye go.

American Standard Version (ASV)
And the priest said unto them, Go in peace: before Jehovah is your way wherein ye go.

Bible in Basic English (BBE)
And the priest said to them, Go in peace: your way is guided by the Lord.

Darby English Bible (DBY)
And the priest said to them, "Go in peace. The journey on which you go is under the eye of the LORD."

Webster's Bible (WBT)
And the priest said to them, Go in peace: before the LORD is your way in which ye go.

World English Bible (WEB)
The priest said to them, Go in peace: before Yahweh is your way wherein you go.

Young's Literal Translation (YLT)
And the priest saith to them, `Go in peace; over-against Jehovah `is' your way in which ye go.'

And
the
priest
וַיֹּ֧אמֶרwayyōʾmerva-YOH-mer
said
לָהֶ֛םlāhemla-HEM
unto
them,
Go
הַכֹּהֵ֖ןhakkōhēnha-koh-HANE
in
peace:
לְכ֣וּlĕkûleh-HOO
before
לְשָׁל֑וֹםlĕšālômleh-sha-LOME
the
Lord
נֹ֣כַחnōkaḥNOH-hahk
is
your
way
יְהוָ֔הyĕhwâyeh-VA
wherein
דַּרְכְּכֶ֖םdarkĕkemdahr-keh-HEM
ye
go.
אֲשֶׁ֥רʾăšeruh-SHER
תֵּֽלְכוּtēlĕkûTAY-leh-hoo
בָֽהּ׃bāhva

Cross Reference

ପ୍ରଥମ ରାଜାବଳୀ 22:6
ତେଣୁ ଆହାବ୍ 400 ଭବିଷ୍ଯଦ୍ବକ୍ତାଙ୍କୁ ଡକାଇ ଏକତ୍ରୀତ କଲେ ଓ ସମାନଙ୍କେୁ ପଚାରିଲେ, ମୁଁ ରାମାେତ୍-ଗିଲିଯଦ ବିରୁଦ୍ଧ ରେ ପ୍ରଥମେ ୟୁଦ୍ଧ କରିବାକୁ ୟିବା ଉଚିତ୍ କି, ଏଥିରୁ କ୍ଷାନ୍ତ ହବୋ ଉଚିତ୍?

ଦିତୀୟ ବିବରଣ 11:12
ସହେି ଦେଶ ବିଷଯ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ମନୋୟୋଗ କରନ୍ତି। ବର୍ଷର ଆରମ୍ଭରକ୍ସ୍ଟ ବର୍ଷର ଶଷେ ପର୍ୟ୍ଯନ୍ତ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ।

ପ୍ରଥମ ରାଜାବଳୀ 22:12
ଅନ୍ୟ ସମସ୍ତ ଭବିଷ୍ଯଦ୍ବକ୍ତା ତାଙ୍କ ସହିତ ଏକମତ ହାଇେ କହିଲେ, ରାମାେତ୍-ଗିଲିଯଦ୍କୁ ୟାଅ ଓ ଅରାମୀଯ ସୈନ୍ଯବାହୀନି ବିରୁଦ୍ଧ ରେ ୟୁଦ୍ଧ ରେ ଜଯଲାଭ କର। କାରଣ ସଦାପ୍ରଭୁ ତୁମ୍ଭ ହସ୍ତ ରେ ସମାନଙ୍କେୁ ପରାସ୍ତ କରାଇବେ।

ପ୍ରଥମ ରାଜାବଳୀ 22:15
ତା'ପରେ ମୀଖାଯ ରାଜାଙ୍କ ସମ୍ମୁଖ ରେ ଛିଡା ହେଲେ ଓ ରାଜା ଆହାବ୍ ତାଙ୍କୁ ପଚାରିଲେ, ମୀଖାଯ, ଆମ୍ଭମାନେେ ୟୁଦ୍ଧ କରିବାକୁ ରାମାେତ୍-ଗିଲିଯଦକୁ ୟିବା ଉଚିତ୍ କି କ୍ଷାନ୍ତ ହବୋ ଉଚିତ୍?

ଗୀତସଂହିତା 33:18
ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ବର ସମାନଙ୍କେର ଯତ୍ନ ନିଅନ୍ତି ଓ ସମାନଙ୍କେ ଉପରେ ଦୃଷ୍ଟି ରଖନ୍ତି। ଯେଉଁମାନେ ତାଙ୍କର ଉପାସନା କରନ୍ତି, ସହେିମାନେ ତାଙ୍କର ସ୍ବର୍ଗୀଯ କରୁଣାରେ ରକ୍ଷା ପାଆନ୍ତି।

ଯିରିମିୟ 23:21
ଆମ୍ଭେ ସହେି ଭବିଷ୍ଯଦବକ୍ତାମାନଙ୍କୁ ପଠାଇ ନ ଥିଲୁ। ତଥାପି ସମାନେେ ଆପେ ଆପେ ଧାଇଁଲେ। ଆମ୍ଭେ ସମାନଙ୍କେୁ କିଛି ବାକ୍ଯ ପ୍ରଦାନ କରି ନ ଥିଲୁ। ମାତ୍ର ସମାନେେ ଆମ୍ଭ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାର କଲେ।

ଯିରିମିୟ 23:32
ଆଉ ମଧ୍ଯ ସଦାପ୍ରଭୁ କହନ୍ତି, ଦେଖ, ଯେଉଁମାନେ ମିଥ୍ଯା ସ୍ବପ୍ନର ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ସହେି ମିଥ୍ଯା କଥା ଓ ଅସାର ଶିକ୍ଷା ଦ୍ବାରା ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରନ୍ତି। ଆମ୍ଭେ ସମାନଙ୍କେର ବିପକ୍ଷ ଅଟୁ। ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପଠାଇ ନାହୁଁ କିଅବା ସମାନଙ୍କେୁ ଆଜ୍ଞା ଦଇେ ନାହୁଁ। ତେଣୁ ସମାନେେ ଏହି ଲୋକମାନଙ୍କର କିଛି ମାତ୍ର ଉପକାର କରିପାରିବେ ନାହିଁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:11
ଆମ୍ଭର ପରମେଶ୍ବର, ପରମପିତା ଓ ଆମ୍ଭର ପ୍ରଭୁଯୀଶୁ ତୁମ୍ଭମାନଙ୍କ ପାଖ ରେ ପହଁଞ୍ଚିବା ପାଇଁ ମାର୍ଗ ପ୍ରସ୍ତୁତ କରନ୍ତୁ ବୋଲି, ଆମ୍ଭେ ପ୍ରାର୍ଥନା କରୁଛୁ।