ବିଚାରକର୍ତାମାନଙ୍କ ବିବରଣ 11:3 in Oriya

ଓଡିଆ ଓଡିଆ ବାଇବେଲ ବିଚାରକର୍ତାମାନଙ୍କ ବିବରଣ ବିଚାରକର୍ତାମାନଙ୍କ ବିବରଣ 11 ବିଚାରକର୍ତାମାନଙ୍କ ବିବରଣ 11:3

Judges 11:3
ସେଥି ରେ ୟିଲ୍ଗହ ନିଜର ଭାଇମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ପଳାଇ ଟୋବ୍ ଦେଶ ରେ ବାସ କଲା। ସେଥି ରେ କେତେ ଗକ୍ସ୍ଟଡିଏ ଅଗାଡି ଲୋକ ୟିଲ୍ଗହ ସଙ୍ଗେ ମିଳି ତାହାଙ୍କ ସହଚର ହେଲେ।

Judges 11:2Judges 11Judges 11:4

Judges 11:3 in Other Translations

King James Version (KJV)
Then Jephthah fled from his brethren, and dwelt in the land of Tob: and there were gathered vain men to Jephthah, and went out with him.

American Standard Version (ASV)
Then Jephthah fled from his brethren, and dwelt in the land of Tob: and there were gathered vain fellows to Jephthah, and they went out with him.

Bible in Basic English (BBE)
So Jephthah went in flight from his brothers and was living in the land of Tob, where a number of good-for-nothing men, joining Jephthah, went out with him on his undertakings.

Darby English Bible (DBY)
Then Jephthah fled from his brothers, and dwelt in the land of Tob; and worthless fellows collected round Jephthah, and went raiding with him.

Webster's Bible (WBT)
Then Jephthah fled from his brethren, and dwelt in the land of Tob: and there were gathered vain men to Jephthah, and they went out with him.

World English Bible (WEB)
Then Jephthah fled from his brothers, and lived in the land of Tob: and there were gathered vain fellows to Jephthah, and they went out with him.

Young's Literal Translation (YLT)
And Jephthah fleeth from the face of his brethren, and dwelleth in the land of Tob; and vain men gather themselves together unto Jephthah, and they go out with him.

Then
Jephthah
וַיִּבְרַ֤חwayyibraḥva-yeev-RAHK
fled
יִפְתָּח֙yiptāḥyeef-TAHK
from
מִפְּנֵ֣יmippĕnêmee-peh-NAY
his
brethren,
אֶחָ֔יוʾeḥāyweh-HAV
dwelt
and
וַיֵּ֖שֶׁבwayyēšebva-YAY-shev
in
the
land
בְּאֶ֣רֶץbĕʾereṣbeh-EH-rets
of
Tob:
ט֑וֹבṭôbtove
gathered
were
there
and
וַיִּֽתְלַקְּט֤וּwayyitĕlaqqĕṭûva-yee-teh-la-keh-TOO
vain
אֶלʾelel
men
יִפְתָּח֙yiptāḥyeef-TAHK
to
אֲנָשִׁ֣יםʾănāšîmuh-na-SHEEM
Jephthah,
רֵיקִ֔יםrêqîmray-KEEM
and
went
out
וַיֵּֽצְא֖וּwayyēṣĕʾûva-yay-tseh-OO
with
עִמּֽוֹ׃ʿimmôee-moh

Cross Reference

ବିଚାରକର୍ତାମାନଙ୍କ ବିବରଣ 9:4
ତେଣୁ ପ୍ରାଚୀନମାନେ ତାକକ୍ସ୍ଟ ବାଲ୍ବରୀତର ମନ୍ଦିରରକ୍ସ୍ଟ ସତକ୍ସ୍ଟରି ଖଣ୍ତ ରୂପା ନଲୋ। ସହେି ରୂପାଖଣ୍ତ ରେ ଅବୀମଲକେ କେତକେ ଅଦରମାରୀ ଓ ଲୋକମାନଙ୍କୁ ରଖିଲା। ଯେଉଁଆଡେ ସେ ଗଲା ସମାନେେ ତାକକ୍ସ୍ଟ ଅନକ୍ସ୍ଟସରଣ କଲେ।

ପ୍ରଥମ ଶାମୁୟେଲ 22:2
ଦାଉଦଙ୍କ ସହିତ ବହକ୍ସ୍ଟତ ଲୋକ ଥିଲେ ଯେଉଁମାନେ ବିପଦ ରେ ଥିଲେ, ଯେଉଁମାନେ ଋଣଗ୍ରସ୍ତ ଥିଲେ, ଆଉ ଯେଉଁମାନେ ଜୀବନ ରେ ଶାନ୍ତି ପାଇନାହିଁନ୍ତି, ଏହିପରି ଲୋକମାନେ ଦାଉଦଙ୍କ ସାଥି ହେଲେ। ଏହିପରି ଭାବରେ ଦାଉଦ 400 ଲୋକଙ୍କର ନେତା ହେଲ।

ଦିତୀୟ ଶାମୁୟେଲ 10:6
ଅେମ୍ମାନୀୟମାନେ ହୃଦଯଙ୍ଗମ କଲେ ଯେ, ରାଜା ଦାଉଦ ସମାନଙ୍କେୁ ବର୍ତ୍ତମାନ ତାଙ୍କର ଶତୃ ବୋଲି ବିବଚେନା କଲେ। ତେଣୁ ସମାନେେ 20 ,000 ଅରାମୀଯ ୈସନ୍ଯମାନଙ୍କୁ ବୈଥ-ରହାବେ ଓ ସୋବାରକ୍ସ୍ଟ 1,000 ଜଣ ମାଖାର ରାଜାଙ୍କଠାରକ୍ସ୍ଟ ଏବଂ ଟୋବରକ୍ସ୍ଟ 12,000 ସୈନ୍ଯ ଭଡା ରେ ଆଣିଲେ।

ଦିତୀୟ ଶାମୁୟେଲ 10:8
ସହେିଦିନ ଅେମ୍ମାନୀୟମାନେ ବାହାରି ଆସିଲେ ଏବଂ ନଗରର ଫାଟକ ନିକଟରେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହାଇେ ରହିଲେ। ସୋବା ଓ ରହୋବର ଅରାମୀଯ ଲୋକମାନେ, ଟୋବର ସୈନ୍ଯମାନେ ଏବଂ ମାଖା ନଗର ବାହାର କ୍ଷେତ୍ର ରେ ଏକତ୍ରୀତ ହେଲ।

ପ୍ରଥମ ଶାମୁୟେଲ 27:2
ତେଣୁ ଦାଉଦ ଓ ତାଙ୍କର 600 ଲୋକ ଇଶ୍ରାୟେଲ ପରିତ୍ଯାଗ କଲେ। ମାଯୋକର ପକ୍ସ୍ଟତ୍ର ଆଖୀଶ ନାମକ ଗାଥର ରାଜା ନିକଟକକ୍ସ୍ଟ ଗଲେ।

ପ୍ରଥମ ଶାମୁୟେଲ 30:22
କିଛି ଦକ୍ସ୍ଟଷ୍ଟ, ଖଳ ପ୍ରକୃତିର ଲୋକମାନେ ଦାଉଦଙ୍କ ସଙ୍ଗ ରେ ୟାଇଥିଲେ। ସହେି ଖଳ ପ୍ରକୃତିର ଲୋକମାନେ କହିଲେ, ଏହି ଯେଉଁ 200 ଜଣ ଲୋକ ଆମ ସଙ୍ଗେ ୟାଇ ନ ଥିଲେ, ଆମ୍ଭେ ଆଣିଥିବା ଦ୍ରବ୍ଯ ସମାନଙ୍କେୁ ଦବୋ ନାହିଁ। ସମାନଙ୍କେୁ କବଳେ ସମାନଙ୍କେର ପିଲା ଓ ସ୍ତ୍ରୀ ଫରୋଇ ଦିଅ।

ଆୟୁବ ପୁସ୍ତକ 30:1
କିନ୍ତୁ ବର୍ତ୍ତମାନ ଯେଉଁମାନେ ମାେ'ଠାରୁ ବଯସ ରେ ସାନ ସମାନେେ ମଧ୍ଯ ମାେତେ ପରିହାସ କରୁଛନ୍ତି। ଆଉ ସମାନଙ୍କେ ପିତାଗଣ ଏଭଳି ଅ ଯୋଗ୍ଯ ଯେ ମୁଁ ସମାନଙ୍କେୁ ମାେ ମେଣ୍ଢା ପଲ କରୁଥିବା କୁକୁରମାନଙ୍କ ସହିତ ରଖାଇବି ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:5
କିନ୍ତୁ ଅବିଶ୍ବାସୀ ଯିହୂଦୀୟମାନେ ଈର୍ଷାପରାୟଣ ହାଇେ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ଯରୁ ଗୋଟିଏ ଦଳ ଏକାଠି କଲେ ଓ ନଗର ରେ ଗଣ୍ଡଗୋଳ ସୃଷ୍ଟିକେଲ। ସମାନେେ ନଗର ରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସମାନେେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେ଼ଷ୍ଟା କଲେ।