ଯୋହନଲିଖିତ ସୁସମାଚାର 8:27 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 8 ଯୋହନଲିଖିତ ସୁସମାଚାର 8:27

John 8:27
ଯୀଶୁ କାହା ବିଷୟ ରେ କହୁଥିଲେ, ଏକଥା ଲୋକମାନେ ବୁଝି ନଥିଲେ। ଯୀଶୁ ପରମପିତାଙ୍କ ବିଷୟ ରେ କହୁଥିଲେ।

John 8:26John 8John 8:28

John 8:27 in Other Translations

King James Version (KJV)
They understood not that he spake to them of the Father.

American Standard Version (ASV)
They perceived not that he spake to them of the Father.

Bible in Basic English (BBE)
They did not see that his words were about the Father.

Darby English Bible (DBY)
They knew not that he spoke to them of the Father.

World English Bible (WEB)
They didn't understand that he spoke to them about the Father.

Young's Literal Translation (YLT)
They knew not that of the Father he spake to them;

They
understood
οὐκoukook
not
ἔγνωσανegnōsanA-gnoh-sahn
that
ὅτιhotiOH-tee
spake
he
τὸνtontone
to
them
πατέραpaterapa-TAY-ra
of
the
αὐτοῖςautoisaf-TOOS
Father.
ἔλεγενelegenA-lay-gane

Cross Reference

ଯିଶାଇୟ 6:9
ତା'ପ ରେ ସଦାପ୍ରଭୁ କହିଲେ, ୟାଅ ଏବଂ ଏହି ବାର୍ତ୍ତା ଲୋକମାନଙ୍କୁ ଜଣାଅ, ଯଦିଓ ତୁମ୍ଭମାନେେ ଶୁଣୁଛ, କିନ୍ତୁ ତୁମ୍ଭମାନେେ କିଛି ବୁଝୁ ନାହଁ। ଯଦିଓ ଦେଖୁଛ, କିଛି ଶିଖୁ ନାହଁ।'

ଯିଶାଇୟ 42:18
ହେ ବଧିରମାନେ ଶୁଣ ! ହେ ଅନ୍ଧମାନେ, ତୁମ୍ଭମାନେେ ଦେଖିବା ପାଇଁ ଦୃଷ୍ଟି ଦିଅ।

ଯିଶାଇୟ 59:10
ଆମ୍ଭମାନେେ ଅନ୍ଧଲୋକ ପରି କାନ୍ଥ ପାଖ ରେ ଦରାଣ୍ଡି ହେଉ ଓ ଚକ୍ଷୁହୀନ ଲୋକପରି ଅଣ୍ଡାଳି ହେଉ। ମଧ୍ଯାହ୍ନ ରେ ସନ୍ଧ୍ଯାବଳପରେି ଝୁଣ୍ଟି ପଡ଼ୁ ଓ ହୃଷ୍ଟପୃଷ୍ଟ ଲୋକମାନଙ୍କ ମଧିଅରେ ମୃତଲୋକପରି ରହିଅଛୁ।

ଯୋହନଲିଖିତ ସୁସମାଚାର 8:43
ମୁଁ ଯାହା ସବୁ କହୁଛି, ତାହା ତୁମ୍ଭେ ବୁଝି ପାରୁନାହଁ। ଏହାର କାରଣ ହେଲା ତୁମ୍ଭେ ମାେ ଉପଦେଶ ଗ୍ରହଣ କରି ପାରୁ ନାହଁ।

ଯୋହନଲିଖିତ ସୁସମାଚାର 8:47
ଯେଉଁ ଲୋକ ପରମେଶ୍ବରଙ୍କର, ସେ ପରମେଶ୍ବର ଯାହା କହନ୍ତି ଗ୍ରହଣ କରେ। କିନ୍ତୁ ତୁମ୍ଭେ ପରମେଶ୍ବରଙ୍କ କଥା ଗ୍ରହଣ କରୁ ନାହଁ, କାରଣ ତୁମ୍ଭେ ପରମେଶ୍ବରଙ୍କର ନୁହଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:7
ଇଶ୍ରା ଯେଲର ଲୋକେ ଯାହା ପାଇଁ ପରମେଶ୍ବରଙ୍କ ଠା ରେ ଧାର୍ମିକ ହବୋ ଚେଷ୍ଟା କରିଥିଲେ, କାନ୍ତୁ ସଫଳ ହେଲେ ନାହିଁ। କିନ୍ତୁ ପରମେଶ୍ବରଙ୍କ ଦ୍ବାରା ବଛା ଯାଇଥିବା ଲୋକେ ଧାର୍ମିକ ହେଲେ। ଅନ୍ୟ ସମସ୍ତେ ଜଡ ହଇେ ପରମେଶ୍ବରଙ୍କ କଥା ଶୁଣିବା ପାଇଁ ମନା କଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:3
ସୁସମାଚାର ଯଦି ଆଚ୍ଛାଦିତ ହାଇେଥାଏ, ତବେେ ସହେି ଆଚ୍ଛାଦନ କବଳେ ସହେିମାନଙ୍କ ପାଇଁ ଯେଉଁମାନେ ବିନାଶ ମାର୍ଗ ରେ ରହିଛନ୍ତି।