ଯୋହନଲିଖିତ ସୁସମାଚାର 5:17 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 5 ଯୋହନଲିଖିତ ସୁସମାଚାର 5:17

John 5:17
କିନ୍ତୁ ଯୀଶୁ ଯିହୂଦୀମାନଙ୍କୁ କହିଲେ, ମାରେ ପିତା ସର୍ବଦା କାର୍ୟ୍ଯରତ, ଅତଏବ ମୁଁ ମଧ୍ଯ କାର୍ୟ୍ଯ କରେ।

John 5:16John 5John 5:18

John 5:17 in Other Translations

King James Version (KJV)
But Jesus answered them, My Father worketh hitherto, and I work.

American Standard Version (ASV)
But Jesus answered them, My Father worketh even until now, and I work.

Bible in Basic English (BBE)
But his answer was: My Father is still working even now, and so I am working.

Darby English Bible (DBY)
But Jesus answered them, My Father worketh hitherto and I work.

World English Bible (WEB)
But Jesus answered them, "My Father is still working, so I am working, too."

Young's Literal Translation (YLT)
And Jesus answered them, `My Father till now doth work, and I work;'


hooh
But
δὲdethay
Jesus
Ἰησοῦςiēsousee-ay-SOOS
answered
ἀπεκρίνατοapekrinatoah-pay-KREE-na-toh
them,
αὐτοῖςautoisaf-TOOS
My
hooh

πατήρpatērpa-TARE
Father
μουmoumoo
worketh
ἕωςheōsAY-ose
hitherto,
ἄρτιartiAR-tee

ἐργάζεταιergazetaiare-GA-zay-tay
I
κἀγὼkagōka-GOH
and
work.
ἐργάζομαιergazomaiare-GA-zoh-may

Cross Reference

ଯୋହନଲିଖିତ ସୁସମାଚାର 14:10
ତୁମ୍ଭେ କ'ଣ ପ୍ରକୃତ ରେ ବିଶ୍ବାସ କର ଯେ, ମୁଁ ପରମପିତାଙ୍କଠା ରେ ଓ ପରମପିତା ମାଠାେ ରେ ଅଛନ୍ତି? ମୁଁ ତୁମ୍ଭକୁ ଯାହା ଯାହା କହିଛି ତାହା ମାଠାରୁେ ଆସି ନାହିଁ। ପରମପିତେ ମାେ ଭିତ ରେ ଅଛନ୍ତି ଓ ସେ ତାହାଙ୍କ କାର୍ୟ୍ଯ କରୁଛନ୍ତି।

ଯୋହନଲିଖିତ ସୁସମାଚାର 9:4
ଦିନ ଥାଉଁ ଥାଉଁ ମାରେ ପ୍ ରରଣୋକର୍ତ୍ତାଙ୍କ କାର୍ୟ୍ଯ ଆମ୍ଭେ ଅବିରତ କରିବା ଉଚିତ୍। ରାତି ଆସୁଅଛି। ରାତି ରେ କହେି କାର୍ୟ୍ଯ କରିପାରିବେ ନାହିଁ।

ଏବ୍ରୀମାନଙ୍କ ନିକଟକୁ ପତ୍ର 1:3
ସେ ପରମେଶ୍ବରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସହେି ପୁତ୍ର ନିଜର ଶକ୍ତିୟୁକ୍ତ ବାକ୍ଯ ଦ୍ବାରା ପ୍ରେତ୍ୟକକ ବିଷୟକୁ ଧରି ରଖିଛନ୍ତି। ସହେି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସମାନଙ୍କେୁ ପବିତ୍ର କଲେ। ତା'ପରେ ସେ ସ୍ବର୍ଗସ୍ଥ ମହାମହିମ ପରମେଶ୍ବରଙ୍କ ଡ଼ାହାଣପଟ ରେ ବସିଲେ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:16
ତାହାଙ୍କର ଶକ୍ତି ରେ ସମସ୍ତ ବିଷୟଗୁଡ଼ିକର ଉତ୍ପତ୍ତି ସ୍ବର୍ଗର ଓ ପୃଥିବୀର ବିଷୟ, ଦୃଶ୍ଯ ଓ ଅଦୃଶ୍ଯ ବିଷୟ ସବୁ, ସମସ୍ତ ଆଧ୍ଯାତ୍ମିକ ଶକ୍ତି, ଅଧିକାରୀଗଣ, ପ୍ରଭୁଗଣ ଓ ଶାସକଗଣ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 12:6
ପରମେଶ୍ବର ଆମ୍ଭମାନଙ୍କ ଜୀବନର ଅନକେ ପ୍ରକାର କାର୍ୟ୍ଯ କରନ୍ତି, ମାତ୍ର ଯେ ଏସମସ୍ତ କରନ୍ତି, ସହେି ପରମେଶ୍ବର ଏକ ଅଟନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:28
'କାରଣ ଆମ୍ଭେ ତାହାଙ୍କ ସହିତ ବାସ କରୁ, ତାହାଙ୍କ ସହିତ ଗତି କରୁ ଓ ତାହାଙ୍କଠା ରେ ଆମ୍ଭର ଅସ୍ତିତ୍ବ ଅଛି।'

ରେରିତମାନଙ୍କ କାର୍ଯ୍ୟର ବିବରଣ 14:17
କିନ୍ତୁ ସେ ତୁମ୍ଭମାନଙ୍କ ନିକଟରେ ନିଜର ସାକ୍ଷ୍ଯ ଦଇେ ଅଛନ୍ତି। କାରଣ ସେ ତୁମ୍ଭମାନଙ୍କ ପାଇଁ ବହୂତ ଭଲ କାମ କରିଛନ୍ତି। ସେ ତୁମ୍ଭକୁ ସ୍ବର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ଯ ଦଇେଛନ୍ତି। ସେ ତୁମ୍ଭମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦ ରେ ଭରି ଦିଅନ୍ତି।

ମାଥିଉଲିଖିତ ସୁସମାଚାର 10:29
ଗୋଟିଏ ପଇସା ମୂଲ୍ଯ ରେ ଦୁଇଟି ଘରଚଟିଆ ବିକ୍ରି ହୁଅନ୍ତି। କିନ୍ତୁ ତୁମ୍ଭ ପରମ-ପିତାଙ୍କ ବିନା ଅନୁମତି ରେ ସେଥିରୁ ଗୋଟିଏ ହେଲେ ମଧ୍ଯ ତଳେ ପଡିବ ନାହିଁ।

ଯିଶାଇୟ 40:26
ଆକାଶକୁ ଦେଖ ! କିଏ ସହେି ନକ୍ଷତ୍ରମାନଙ୍କୁ ସୃଷ୍ଟି କରିଛନ୍ତି ? କିଏ ସହେି ସମସ୍ତ ନକ୍ଷତ୍ରମାନଙ୍କୁ ଆଦେଶ ଦିଅନ୍ତି ଓ ସମାନଙ୍କେ ନାମ ଧରି ସମାନଙ୍କେୁ ଡ଼ାକନ୍ତି। ତାଙ୍କର ପ୍ରବଳ ଶକ୍ତି ଓ ଅମାପ ଶକ୍ତି ଯୋଗୁଁ ଗୋଟିଏ ମଧ୍ଯ ହଜେ ନାହିଁ।'

ଗୀତସଂହିତା 65:6
ପରମେଶ୍ବର ମହାଶକ୍ତି ସହ ପର୍ବତ ତିଆରି କରିଅଛ। ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।

ଆଦି ପୁସ୍ତକ 2:1
ଏହିପରି ଭାବରେ, ପରମେଶ୍ବର ଆକାଶମଣ୍ଡଳ ରେ ଓ ପୃଥିବୀ ମଧିଅରେ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ କଲେ।