ଯୋହନଲିଖିତ ସୁସମାଚାର 18:21 in Oriya

ଓଡିଆ ଓଡିଆ ବାଇବେଲ ଯୋହନଲିଖିତ ସୁସମାଚାର ଯୋହନଲିଖିତ ସୁସମାଚାର 18 ଯୋହନଲିଖିତ ସୁସମାଚାର 18:21

John 18:21
ତୁମ୍ଭେ ମାେତେ କାହିଁକି ପ୍ରଶ୍ନ ପଚାରୁଛ? ମାରେ ଶିକ୍ଷା ଶୁଣିଥିବା ଲୋକଙ୍କୁ ପଚାର, ମୁଁ କ'ଣ କହିଥିଲି, ସମାନେେ ଜାଣନ୍ତି।

John 18:20John 18John 18:22

John 18:21 in Other Translations

King James Version (KJV)
Why askest thou me? ask them which heard me, what I have said unto them: behold, they know what I said.

American Standard Version (ASV)
Why askest thou me? Ask them that have heard `me', what I spake unto them: behold, these know the things which I said.

Bible in Basic English (BBE)
Why are you questioning me? put questions to my hearers about what I have said to them: they have knowledge of what I said.

Darby English Bible (DBY)
Why demandest thou of me? Demand of those who have heard, what I have spoken to them; behold, they know what I have said.

World English Bible (WEB)
Why do you ask me? Ask those who have heard me what I said to them. Behold, these know the things which I said."

Young's Literal Translation (YLT)
why me dost thou question? question those having heard what I spake to them; lo, these have known what I said.'

Why
τίtitee
askest
thou
μεmemay
me?
ἐπερωτᾷςeperōtasape-ay-roh-TAHS
ask
ἐπερώτησονeperōtēsonape-ay-ROH-tay-sone
which
them
τοὺςtoustoos
heard
me,
ἀκηκοόταςakēkootasah-kay-koh-OH-tahs
what
τίtitee
said
have
I
ἐλάλησαelalēsaay-LA-lay-sa
unto
them:
αὐτοῖς·autoisaf-TOOS
behold,
ἴδεideEE-thay
they
οὗτοιhoutoiOO-too
know
οἴδασινoidasinOO-tha-seen
what
haa
I
εἶπονeiponEE-pone
said.
ἐγώegōay-GOH

Cross Reference

ମାଥିଉଲିଖିତ ସୁସମାଚାର 26:59
ଯୀଶୁଙ୍କୁ ଯେପରି ମୃତ୍ଯୁଦଣ୍ଡ ଦଇେ ପାରିବେ, ସେଥିପାଇଁ ପ୍ରଧାନଯାଜକ ଓ ସଂପୂର୍ଣ୍ଣ ଯିହୂଦୀମହାସଭା ଯୀଶୁଙ୍କ ବିହୁଦ୍ଧ ରେ କିଛି ମିଛ ଅଭିଯୋଗ ଖାଜେି ବାହାର କରିବାକୁ ଚେଷ୍ଟା କଲେ।

ମାର୍କଲିଖିତ ସୁସମାଚାର 14:55
ପ୍ରଧାନ ଯାଜକ ଓ ସମଗ୍ର ୟିହୁଦୀ ସହାସଭା ଯୀଶୁଙ୍କୁ ମୃତ୍ଯୁଦଣ୍ଡ ଦବୋ ପାଇଁ ତାହାଙ୍କ ବିରୁଦ୍ଧ ରେ କୌଣସି ଦୋଷର ପ୍ରମାଣ ପାଇବା ପାଇଁ ଚେଷ୍ଟା କଲେ, କିନ୍ତୁ ସମାନେେ ମୃତ୍ଯୁଦଣ୍ଡ ଦବୋ ଭଳି କୌଣସି ପ୍ରମାଣ ପାଇଲେ ନାହିଁ।

ଲୂକଲିଖିତ ସୁସମାଚାର 22:67
ସମାନେେ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତବେେ ତାହା ଆମ୍ଭକୁ କୁହ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:12
ସମାନେେ ମାେତେ ମନ୍ଦିର ରେ ବା କୌଣସି ସମାଜ ଗୃହ ରେ ବା ସହର ରେ କାହାରି ସହ ୟୁକ୍ତି ତର୍କ କରିବା ବା ଭିଡ଼ ଜମଇବୋର ଦେଖି ନାହାଁନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:18
ମୁଁ ମନ୍ଦିର ରେ ନିଜକୁ ଶୁଚ଼ି କରିବାକୁ ଯାଇଥିଲି। ଶୁଚ଼ିକରଣ ଉତ୍ସବ ସରିଗଲାପରେ କେତକେ ଯିହୂଦୀମାନେ ସଠାେରେ ମାେତେ ଦେଖିଲେ। ମୁଁ ସଠାେରେ କୌଣସି ଗଣ୍ଡଗୋଳ ସୃଷ୍ଟି କରିନାହିଁ କି ମାେ ସହିତ କୌଣସି ଲୋକ ମଧ୍ଯ ନଥିଲେ।