Job 7:1
ଆୟୁବ ଉତ୍ତର ଦଲୋ, ପୃଥିବୀ ରେ କ'ଣ ମନୁଷ୍ଯ ସଂଗ୍ରାମ କରେ ନାହିଁ? ତା'ର ଜୀବନ ହେଉଛି ଜଣେ ବତନେ ପାଉଥିବା ଶ୍ରମିକର ଜୀବନ ସଦୃଶ।
Job 7:1 in Other Translations
King James Version (KJV)
Is there not an appointed time to man upon earth? are not his days also like the days of an hireling?
American Standard Version (ASV)
Is there not a warfare to man upon earth? And are not his days like the days of a hireling?
Bible in Basic English (BBE)
Has not man his ordered time of trouble on the earth? and are not his days like the days of a servant working for payment?
Darby English Bible (DBY)
Hath not man a life of labour upon earth? and are not his days like the days of a hireling?
Webster's Bible (WBT)
Is there not an appointed time to man upon earth? are not his days also like the days of a hireling?
World English Bible (WEB)
"Isn't a man forced to labor on earth? Aren't his days like the days of a hired hand?
Young's Literal Translation (YLT)
Is there not a warfare to man on earth? And as the days of an hireling his days?
| Is there not | הֲלֹֽא | hălōʾ | huh-LOH |
| an appointed time | צָבָ֣א | ṣābāʾ | tsa-VA |
| man to | לֶֽאֱנ֣וֹשׁ | leʾĕnôš | leh-ay-NOHSH |
| upon | עֲלֵ | ʿălē | uh-LAY |
| earth? | אָ֑רֶץ | ʾāreṣ | AH-rets |
| days his not are | וְכִימֵ֖י | wĕkîmê | veh-hee-MAY |
| also like the days | שָׂכִ֣יר | śākîr | sa-HEER |
| of an hireling? | יָמָֽיו׃ | yāmāyw | ya-MAIV |
Cross Reference
ଗୀତସଂହିତା 39:4
ହେ ସଦାପ୍ରଭୁ, ତୁମ୍ଭେ ମାେତେ କୁହ ବର୍ତ୍ତମାନ ମାରେ ଅବସ୍ଥା କ'ଣ ହବେ ? ମାେତେ ତୁମ୍ଭେ କୁହ ମୁଁ ଆଉ କେତେ ଦିନ ବଞ୍ଚିବି ? ମାେତେ ତୁମ୍ଭେ ଜଣାଅ ପ୍ରକୃତରେ ମାରେ ଜୀବନକାଳ ଆଉ କେତେ ଦିନ ଅଛି।
ଆୟୁବ ପୁସ୍ତକ 14:5
ମଣିଷର ଜୀବନର ଏକ ନିର୍ଦ୍ଦିଷ୍ଟ ସୀମା ଅଛି। ହେ ପରମେଶ୍ବର, ତୁମ୍ଭେ ନିର୍ଣ୍ଣଯ କର ଜଣେ ମନୁଷ୍ଯ କେତେ ଦିନ ବଞ୍ଚିବ। ତୁମ୍ଭେ ମଣିଷ ପାଇଁ ସହେି ସୀମା ନିର୍ଦ୍ଦିଷ୍ଟ କରିଛ। ଏହା କ'ଣ କହେି ବଦଳାଇ ପା ରେ ?
ଆୟୁବ ପୁସ୍ତକ 14:13
ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ପାତାଳ ରେ ଲୁଚାଇ ରଖନ୍ତ। ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ଲୁଚାଇ ରଖନ୍ତ, ଯେ ପର୍ୟ୍ଯନ୍ତ ତୁମ୍ଭର ରାଗ ଶାନ୍ତ ନ ହାଇେଛି। ତା'ପରେ ତୁମ୍ଭେ ମାେତେ ମନକରେିବା ପାଇଁ ଗୋଟେ ସମୟ ଠିକ୍ କରିବ।
ଯୋହନଲିଖିତ ସୁସମାଚାର 11:9
ଯୀଶୁ ଉତ୍ତର ଦେଲେ, ଦିନ ମଧିଅରେ ବାର ଘଣ୍ଟା ଆଲୋକ ଥାଏ। ଜଣେ ଲୋକ ଦିନ ବେଳେ ଚାଲିଲେ ସେ ଝୁଣ୍ଟେ ନାହିଁ କି ପଡେ ନାହିଁ, କାରଣ ଜଗତର ଆଲୋକରେ ସେ ଦେଖିପା ରେ।
ମାଥିଉଲିଖିତ ସୁସମାଚାର 20:1
ସ୍ବର୍ଗରାଜ୍ଯ ଜଣେ ଜମିଦାରଙ୍କ ଭଳି। ଜମିଦାରଙ୍କର କେତକେ ଦ୍ରାକ୍ଷା ବଗିଚ଼ା ଥିଲା। ଦିନେ ବଡ଼ି ସକାଳୁ ସେ ତାହାଙ୍କ ଦ୍ରାକ୍ଷା ବଗିଚ଼ା ରେ କାମ କରିବା ପାଇଁ ଅନ୍ୟ କେତକେ ଶ୍ରମାକ ଆଣିବାକୁ ବାହାରିଗଲେ।
ଯିଶାଇୟ 40:2
ତୁମ୍ଭମାନେେ ୟିରୁଶାଲମକୁ ଦୟାପୂର୍ଣ୍ଣ ମଧୁର ବାକ୍ଯ କୁହ। ତାହାର ସଂଗ୍ରାମ ଶଷେ ହାଇେଛି ଓ ତାହାର ପାପକୁ କ୍ଷମା କରାୟାଇଛି।' ସେ ନିଜର ପାପପାଇଁ ସଦାପ୍ରଭୁଙ୍କଠାରୁ ଦୁଇଗୁଣ ଦଣ୍ଡ ପାଇଅଛି ବୋଲି ପ୍ରଚାର କର।
ଯିଶାଇୟ 38:5
ତୁମ୍ଭେ ହିଜକିଯ ନିକଟକୁ ୟାଅ ଓ ଏହିକଥା କୁହ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ବର ସଦାପ୍ରଭୁ ଏହିକଥା କୁହନ୍ତି, 'ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଓ ତୁମ୍ଭର ଲୋତକ ଦେଖିଅଛୁ। ଆମ୍ଭେ ତୁମ୍ଭର ଆଯୁ ପନ୍ଦରବର୍ଷ ବଢ଼ାଇବା।'
ଯିଶାଇୟ 21:16
ମାରେପ୍ରଭୁ ସଦାପ୍ରଭୁ ମାେତେ ସଗେୁଡ଼ିକ ଘଟିବ ବୋଲି କହିଲେ। ଏକ ବର୍ଷ ମଧିଅରେ ବତନେ ଜୀବିର ବର୍ଷ ପ୍ରମାଣେ କଦରରେ ସମସ୍ତ ଗୌରବ ଲୁପ୍ତ ହବେ।
ଉପଦେଶକ 8:8
କୌଣସି ଲୋକର କ୍ଷମତା ନାହିଁ ଯେ, ଆତ୍ମାକୁ ୟିବା ସମୟରେ ଅଟକାଇ ପାରିବ। କହେି ମୃତ୍ଯୁକୁ ଅଟକାଇ ପାରିବ ନାହିଁ। ୟୁଦ୍ଧ ସମୟରେ ଜଣେ ସୈନିକ ତା'ର ମନଇଚ୍ଛା କୌଣସି ସ୍ଥାନକୁ ୟାଇପାରିବ ନାହିଁ। ଠିକ୍ ସହେିପରି ଯଦି ଜଣେ ମନୁଷ୍ଯ କୁକର୍ମ କରେ, ସହେି କୁକର୍ମରୁ ସେ ରକ୍ଷା ପାଇବ ନାହିଁ।
ଆୟୁବ ପୁସ୍ତକ 5:7
କିନ୍ତୁ ମଣିଷ ଜନ୍ମ ହାଇେଛି କଷ୍ଟ ସହିବା ଲାଗି ଯେପରି ନିଶ୍ଚଯ ଅଗ୍ନିକଣିକା ଅଗ୍ନିରୁ ଉପରକୁ ଉଡ଼ିବୁଲେ।
ଦିତୀୟ ବିବରଣ 15:18
ତୁମ୍ଭେ ତାହାକକ୍ସ୍ଟ ମକ୍ସ୍ଟକ୍ତ କରି ବିଦାଯ କରିବା ବେଳେ ଏହା ତକ୍ସ୍ଟମ୍ଭ ଦୃଷ୍ଟି ରେ କଠିନ ବୋଧ ନ ହେଉ। କାରଣ ସେ ଛବର୍ଷ ଭିତ ରେ ଏକ ବତନଜେୀବିର ଦ୍ବିଗକ୍ସ୍ଟଣ ବତନରେ ଦାସ୍ଯକର୍ମ କରିଅଛି। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସକଳ କାର୍ୟ୍ଯ ରେ ତୁମ୍ଭକୁ ଆଶୀର୍ବାଦ କରିବେ।
ଲେବୀୟ ପୁସ୍ତକ 25:50
ତହିଁରେ ତାହାର ବିକ୍ରଯ ବର୍ଷଠାରୁ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ସେ କ୍ରଯକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରଯ ବର୍ଷର ସଂଖ୍ଯା ଅନୁସାରେ ତାହାର ମୂଲ୍ଯ ହବେ; ବର୍ତ୍ତନଜୀବୀର ଦିନ ତୁଲ୍ଯ ତାହାର ଦାସତ୍ବ ହବେ।