Job 40:8
ଆୟୁବ, ତୁମ୍ଭେ କ'ଣ ଭାବୁଛ ମୁଁ ନ୍ଯାଯୀ ନୁହେଁ ? ତୁମ୍ଭେ କହୁଛ ମୁଁ ଅପରାଧୀ ଭୁଲ କାମ କରି ୟଦ୍ବାରା ତୁମ୍ଭେ ନିରୀହ ପ୍ରମାଣିତ ହବେ।
Job 40:8 in Other Translations
King James Version (KJV)
Wilt thou also disannul my judgment? wilt thou condemn me, that thou mayest be righteous?
American Standard Version (ASV)
Wilt thou even annul my judgment? Wilt thou condemn me, that thou mayest be justified?
Bible in Basic English (BBE)
Let them be covered together in the dust; let their faces be dark in the secret place of the underworld.
Darby English Bible (DBY)
Wilt thou also annul my judgment? wilt thou condemn me that thou mayest be righteous?
Webster's Bible (WBT)
Hide them in the dust together; bind their faces in secret.
World English Bible (WEB)
Will you even annul my judgment? Will you condemn me, that you may be justified?
Young's Literal Translation (YLT)
Dost thou also make void My judgment? Dost thou condemn Me, That thou mayest be righteous?
| Wilt thou also | הַ֭אַף | haʾap | HA-af |
| disannul | תָּפֵ֣ר | tāpēr | ta-FARE |
| my judgment? | מִשְׁפָּטִ֑י | mišpāṭî | meesh-pa-TEE |
| condemn thou wilt | תַּ֝רְשִׁיעֵ֗נִי | taršîʿēnî | TAHR-shee-A-nee |
| me, that | לְמַ֣עַן | lĕmaʿan | leh-MA-an |
| thou mayest be righteous? | תִּצְדָּֽק׃ | tiṣdāq | teets-DAHK |
Cross Reference
ଆୟୁବ ପୁସ୍ତକ 32:2
କିନ୍ତୁ ସଠାେରେ ଜଣେ ୟୁବକ ଇଲୀହୁ ଉପସ୍ଥିତ ଥିଲା। ସେ ବାରେଖଲର ପୁଅ ଥିଲା। ବାରେଖଲ ବୂଷୀଯ ନାମକ ଜଣେ ବ୍ଯକ୍ତିର ବଂଶଧର ଥିଲା। ଇଲୀହୂ ରାମ୍ ପରିବାରର ଲୋକ ଥିଲା। ଇଲୀହୂ ଆୟୁବ ଉପରେ ରାଗ କରିଥିଲା। କାହିଁକି ? କାରଣ ଆୟୁବ ନିଜେ ଠିକ୍ ବୋଲି ଘାଷେଣା କରୁଥିଲା। ଆୟୁବ କହୁଥିଲା ସେ ଠିକ୍ ଏବଂ ପରମେଶ୍ବର ଭୁଲ୍।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:4
କବେେ ନୁହେଁ। ଯଦି ପ୍ରେତ୍ୟକକ ଲୋକ ଅସତ୍ ହୁଅନ୍ତି, ତବେେ ମଧ୍ଯ ପରମେଶ୍ବର ସତ୍ଯ ହାଇେ ରହିବେ। ଶାସ୍ତ୍ର ରେ ଲଖାେ ଅଛି ଯେ:
ଆୟୁବ ପୁସ୍ତକ 34:5
ଆୟୁବ କ ହେ, 'ମୁଁ ଆୟୁବ, ମୁଁ ନିରପରାଧୀ ଅଟେ। ଏବଂ ପରମେଶ୍ବର ମାେ' ପ୍ରତି ଉଚିତ୍ ନ୍ଯାଯ କରି ନାହାଁନ୍ତି।
ଆୟୁବ ପୁସ୍ତକ 10:3
ଯେତବେେଳେ ପରମେଶ୍ବର, ମାେତେ ଆଘାତ କରନ୍ତି, ତାହା କ'ଣ ତୁମ୍ଭକୁ ଖୁସି କରେ ? ଏପରି ଦଖାଯାେଉଛି ଯେପରି ତୁମ୍ଭେ ଯାହାକୁ ଗଢ଼ିଛ, ତାହାର କୌଣସି ଯତ୍ନ ନେଉ ନାହଁ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକଙ୍କର ଯୋଜନା ରେ ଖୁସି।
ଏବ୍ରୀମାନଙ୍କ ନିକଟକୁ ପତ୍ର 7:18
ପୂର୍ବ ବ୍ଯବସ୍ଥା ଦୁର୍ବଳ ଓ ବ୍ଯର୍ଥ ହାଇେଥିବାରୁ ଲୋପ କରି ଦିଆ ହେଲା।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:17
ମାେ କହିବାର ଅର୍ଥ ଯେ, ଯେଉଁ ଚୁକ୍ତିଟିକୁ ପରମେଶ୍ବର ପୂର୍ବରୁ ଅନୁମାଦେନ କରିସାରିଥିଲେ, ତାହା ଚାରିଶହ ତିରିସ ବର୍ଷ ପରେ ଆସିଥିବା ବ୍ଯବସ୍ଥା ଦ୍ବାରା ମୂଲ୍ଯହୀନ ହାଇେ ଗଲା ନାହିଁ। ସହେି ବ୍ଯବସ୍ଥା ମଧ୍ଯ ସହେି ଚୁକ୍ତିର ପ୍ରଭାବକୁ ହୀନ କରି ପାରିଲା ନାହିଁ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:15
ଭାଇ ଓ ଭଉଣୀମାନେ! ମୁଁ ଗୋଟିଏ ଉଦାହରଣ ଦେଉଛି : ଜଣେ ଲୋକ ଅନ୍ୟ ଜଣଙ୍କ ସହିତ କରିଥିବା ଚୁକ୍ତି ବିଷୟ ରେ ଭାବ। ସହେି ଚୁକ୍ତିଟି ଅନୁମାଦେିତ ହାଇଗେଲା ପରେ, ସେଥି ରେ କୌଣସି ପରିବର୍ତ୍ତନ ହାଇପୋ ରେ ନାହିଁ। ତାହାକୁ ଅଟକାଇ ରଖିହୁଏ ନାହିଁ ଓ ସେଥି ରେ ୟୋଡ଼ା ଯାଇପା ରେ ନାହିଁ।
ଯିଶାଇୟ 28:18
ମୃତ୍ଯୁ ସହିତ ତୁମ୍ଭମାନଙ୍କର ଚୁକ୍ତି ରହିତ ହବେ, ପାତାଳ ସହିତ ସନ୍ଧି କିଛି କାମ ଦବେ ନାହିଁ।
ଯିଶାଇୟ 14:27
ଯେତବେେଳେ ସଦାପ୍ରଭୁ କୌଣସି ମନ୍ତ୍ରଣା କରନ୍ତି ସେଥିରୁ ତାଙ୍କୁ କହେି ନିବୃତ୍ତ କରିପାରିବେ ନାହିଁ। ଆଉ ମଧ୍ଯ ଯେତବେେଳେ ସେ ଲୋକମାନଙ୍କୁ ଦଣ୍ଡ ଦବୋକୁ ତାଙ୍କର ହସ୍ତ ଉତ୍ତୋଳନ କରିବେ, ସେଥି ରେ ତାଙ୍କୁ କହେି ଅଟକାଇବେ ନାହିଁ।
ଗୀତସଂହିତା 51:4
ହେ ପରମେଶ୍ବର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି ଓ ତୁମ୍ଭେ ନିଜେ ମୁଁ ତାହାହିଁ କରିଛି ୟାହା ତୁମ୍ଭ ଦୃଷ୍ଟିରେ ଭୁଲ୍। ତୁମ୍ଭେ ଠିକ୍ କୁହ, ଯେତବେେଳେ ମାରେ ବିଚାର ଓ ନ୍ଯାଯ ସେତବେେଳେ ମାେତେ ଦୋଷୀ ବୋଲି କୁହ।
ଆୟୁବ ପୁସ୍ତକ 35:2
ଆୟୁବ, 'ତୁମ୍ଭେ କ'ଣ ଭାବୁଛ ଯେ ଏହା କହିବା ନ୍ଯାୟ୍ଯ,' ମୁଁ ଠିକ୍ ମାରେ ମକଦ୍ଦମା ରେ ପରମେଶ୍ବରଙ୍କ ବିରୁଦ୍ଧ ରେ।
ଆୟୁବ ପୁସ୍ତକ 27:2
ପ୍ରକୃତ ରେ ପରମେଶ୍ବର ଜୀବିତ ଏବଂ ଯେତେ ସତ୍ଯ ଭାବରେ ସେ ଅଛନ୍ତି, ସେ ସତ ରେ ମାେ ପ୍ରତି ଅନ୍ଯାଯ କରିଛନ୍ତି। ପରମେଶ୍ବର, ସର୍ବଶକ୍ତିମାନ ମାେ ଜୀବନ ତିକ୍ତ କରିଛନ୍ତି।