Job 40:5
ମୁଁ କହିଛି କିନ୍ତୁ ଆଉ ଥରେ କ ହେ ନାହିଁ। ମୁଁ ଦୁଇଥର କହିଛି କିନ୍ତୁ ତା'ଠାରୁ ଅଧିକ କିଛି କହିପାରିବି ନାହିଁ।
Job 40:5 in Other Translations
King James Version (KJV)
Once have I spoken; but I will not answer: yea, twice; but I will proceed no further.
American Standard Version (ASV)
Once have I spoken, and I will not answer; Yea, twice, but I will proceed no further.
Bible in Basic English (BBE)
Put on the ornaments of your pride; be clothed with glory and power:
Darby English Bible (DBY)
Once have I spoken, and I will not answer; yea twice, but I will proceed no further.
Webster's Bible (WBT)
Deck thyself now with majesty and excellence; and array thyself with glory and beauty.
World English Bible (WEB)
I have spoken once, and I will not answer; Yes, twice, but I will proceed no further."
Young's Literal Translation (YLT)
Once I have spoken, and I answer not, And twice, and I add not.
| Once | אַחַ֣ת | ʾaḥat | ah-HAHT |
| have I spoken; | דִּ֭בַּרְתִּי | dibbartî | DEE-bahr-tee |
| not will I but | וְלֹ֣א | wĕlōʾ | veh-LOH |
| answer: | אֶֽעֱנֶ֑ה | ʾeʿĕne | eh-ay-NEH |
| twice; yea, | וּ֝שְׁתַּ֗יִם | ûšĕttayim | OO-sheh-TA-yeem |
| but I will proceed no further. | וְלֹ֣א | wĕlōʾ | veh-LOH |
| אוֹסִֽיף׃ | ʾôsîp | oh-SEEF |
Cross Reference
ଆୟୁବ ପୁସ୍ତକ 33:14
କିନ୍ତୁ ହୁଏତ ପରମେଶ୍ବର ଏପରି ଭାବରେ କହନ୍ତି ଯେ ମନୁଷ୍ଯମାନେ ବୁଝିପାରନ୍ତି ନାହିଁ।
ଗୀତସଂହିତା 62:11
ପରମେଶ୍ବର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି : ପରମେଶ୍ବର ବଳବାନ୍ ଅଟନ୍ତି।
ଦିତୀୟ ରାଜାବଳୀ 6:10
ତହିଁରେ ପରମେଶ୍ବରଙ୍କ ଲୋକ ଯେଉଁ ସ୍ଥାନ ବିଷଯ ରେ ସାବଧାନ କରାଇଥିଲେ ଇଶ୍ରାୟେଲର ରାଜା ତାଙ୍କ ଲୋକମାନଙ୍କୁ ସହେି ସ୍ଥାନ ବିଷଯ ରେ ଜଣାଇ ସତର୍କ କରାଇଲେ। ଏହିପରି ଇଶ୍ରାୟେଲର ରାଜା ବହୁତ କମ ଲୋକମାନଙ୍କୁ ରକ୍ଷା କଲେ।
ଆୟୁବ ପୁସ୍ତକ 9:3
ଜଣେ ବ୍ଯକ୍ତି ପରମେଶ୍ବରଙ୍କ ସହିତ ବାଦାନୁବାଦ କରିପାରିବ ନାହିଁ। ପରମେଶ୍ବର ତାକୁ 1000 ପ୍ରଶ୍ନ କରିପାରନ୍ତି ସେ କିନ୍ତୁ ଗୋଟିକର ଉତ୍ତର ମଧ୍ଯ ଦଇପୋରିବ ନାହିଁ।
ଆୟୁବ ପୁସ୍ତକ 9:15
ମୁଁ ନିରୀହ, କିନ୍ତୁ ମୁଁ ତାଙ୍କୁ ଉତ୍ତର ଦଇପୋରିବି ନାହିଁ। ମୁଁ ମାରେବିଚାରକର୍ତ୍ତାଙ୍କୁ ଦୟା ପାଇଁ ଭିକ୍ଷା କରିପା ରେ।
ଆୟୁବ ପୁସ୍ତକ 34:31
ଏହା ଘଟିବ ଯଦି ସେ ପରମେଶ୍ବରଙ୍କୁ ପ୍ରାର୍ଥନା କରି କ ହେ, ମୁଁ ଦୋଷୀ ଅଟେ। ମୁଁ ଆଉ ପାପ କରିବି ନାହିଁ।
ଯିରିମିୟ 31:18
ମୁଁ ପ୍ରକୃତ ରେ ଇଫ୍ରଯିମର କ୍ରନ୍ଦନ ଶୁଣିଅଛି। ସେ କାନ୍ଦିକରି ଏହି କଥା କହୁଛି, ' ହେ ସଦାପ୍ରଭୁ, ତୁମ୍ଭେ ମାେତେ ଶାସ୍ତି ଦଇେଅଛ। ମୁଁ ପ୍ରକୃତ ଶିକ୍ଷା ପାଇଛି। ମୁଁ ଏକ ବନ୍ଯପଶୁ ସଦୃଶ ଥିଲି। ମାେତେ ତୁମ୍ଭ ନିକଟକୁ ଫରେିବାକୁ ଦିଅ, କାରଣ ତୁମ୍ଭେ ସଦାପ୍ରଭୁ ମାରେ ପରମେଶ୍ବର।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:19
ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।