ଆୟୁବ ପୁସ୍ତକ 36:6 in Oriya

ଓଡିଆ ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 36 ଆୟୁବ ପୁସ୍ତକ 36:6

Job 36:6
ଦୁଷ୍ଟ ଲୋକଙ୍କୁ ବଞ୍ଚିବା ପାଇଁ ପରମେଶ୍ବର ଅନୁମତି ନବେେ ନାହିଁ। ପରମେଶ୍ବର ଦରିଦ୍ର ଲୋକମାନଙ୍କ ପ୍ରତି ସଦା ନ୍ଯାଯଶୀଳ।

Job 36:5Job 36Job 36:7

Job 36:6 in Other Translations

King James Version (KJV)
He preserveth not the life of the wicked: but giveth right to the poor.

American Standard Version (ASV)
He preserveth not the life of the wicked, But giveth to the afflicted `their' right.

Bible in Basic English (BBE)
His eyes are ever on the upright, and he gives to the crushed their right;

Darby English Bible (DBY)
He saveth not the wicked alive; but he doeth justice to the afflicted.

Webster's Bible (WBT)
He preserveth not the life of the wicked: but giveth right to the poor.

World English Bible (WEB)
He doesn't preserve the life of the wicked, But gives to the afflicted their right.

Young's Literal Translation (YLT)
He reviveth not the wicked, And the judgment of the poor appointeth;

He
preserveth
not
the
life
לֹאlōʾloh

יְחַיֶּ֥הyĕḥayyeyeh-ha-YEH
wicked:
the
of
רָשָׁ֑עrāšāʿra-SHA
but
giveth
וּמִשְׁפַּ֖טûmišpaṭoo-meesh-PAHT
right
עֲנִיִּ֣יםʿăniyyîmuh-nee-YEEM
to
the
poor.
יִתֵּֽן׃yittēnyee-TANE

Cross Reference

ଗୀତସଂହିତା 72:12
ଆମ୍ଭର ରାଜା ସାହାୟ୍ଯ କରନ୍ତି, ଯେଉଁମାନେ ତାଙ୍କୁ ଡ଼ାକନ୍ତି, ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।

ହିତୋପଦେଶ 22:22
ଦରିଦ୍ର ଲୋକଠାରୁ ଚୋରି କରିବା ଅତି ସହଜ କିନ୍ତୁ ଏପରି କର ନାହିଁ। ଏବଂ ସହେି ଦରିଦ୍ର ଲୋକମାନଙ୍କୁ ନ୍ଯାଯରୁ ବଞ୍ଚିତ କର ନାହିଁ।

ଗୀତସଂହିତା 140:12
ମୁଁ ଜାଣେ ୟେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ଯାଯ ପ୍ରଦାନ କରିବେ ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।

ପିତରଙ୍କ ଦିତୀୟ ପତ୍ର 2:9
ପରମେଶ୍ବର ଏହି ସମସ୍ତ କାର୍ୟ୍ଯ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସବୋ କରୁଛନ୍ତି, ପ୍ରଭୁ ସର୍ବଦା ସମାନଙ୍କେୁ ରକ୍ଷା କରିବେ। ସମସ୍ଯା ରେ ପଡ଼ିଥିଲା ବେଳେ ସେ ସମାନଙ୍କେୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଚାର ଦିନ ରେ ଦଣ୍ଡ ଦବେେ।

ଯିରିମିୟ 12:1
ହେ ସଦାପ୍ରଭୁ, ମୁଁ ଯେତବେେଳେ ତୁମ୍ଭ ବିପକ୍ଷ ରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧ ରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ୟ୍ଯ ହୁଅନ୍ତି ? ଅତି ବିଶ୍ବାସଘାତକ କାହିଁକି ନିରାପଦ ରେ ରହନ୍ତି ?

ଯିଶାଇୟ 11:4
ସେ ସାଧୁ ଓ ନିରପେକ୍ଷ ରହିବେ, ଯେତବେେଳେ ଗରୀବ ଏବଂ ଅସହାୟ ଲୋକଙ୍କର ବିଚାର କରୁଥିବେ। ସେ ଯେତବେେଳେ ଲୋକଙ୍କୁ ଦଣ୍ଡ ଦବୋକୁ ସ୍ଥିର କରିବ, ସେତବେେଳେ ସମାନେେ ଦଣ୍ଡିତ ହବେେ।

ଗୀତସଂହିତା 82:1
ପରେମେଶ୍ବର ପରମେଶ୍ବରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି। ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି।

ଗୀତସଂହିତା 72:4
ରାଜା ଧନହୀନ ଲୋକମାନଙ୍କ ପ୍ରତି ନ୍ଯାଯକାରୀ ରୁହନ୍ତୁ। ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ। ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।

ଗୀତସଂହିତା 55:23
ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ବର ସହେି ମିଥ୍ଯାବାଦୀମାନଙ୍କୁ ଓ ହତ୍ଯାକାରୀମାନଙ୍କୁ ସମାନଙ୍କେର ଜୀବନ ଅଧା ମଧ୍ଯ ଶଷେ ନ ହାଇେଥିବା ପୂର୍ବରୁ କବରକୁ ପଠଇେ ଦିଅନ୍ତି ! ମାରେ ଚୁକ୍ତିର ଅଂଶ ରୂପେ ମୁଁ ମାରେ ବିଶ୍ବାସ ତୁମ୍ଭଠାରେ କରିବି।

ଗୀତସଂହିତା 10:14
ହେ ସଦାପ୍ରଭୁ, ନିଶ୍ଚଯ ତୁମ୍ଭେ ସହେି ନଷ୍ଠୁର ଲୋକମାନଙ୍କ କାର୍ୟ୍ଯ ଦେଖୁଅଛ। ଥରେ ସହେି ମନ୍ଦକାର୍ୟ୍ଯକୁ ଚାହଁ, ଓ କିଛି କର। ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚଯ ତୁମ୍ଭ ନିକଟକୁ ସାହାୟ୍ଯ ପାଇଁ ଆସନ୍ତି। ହେ ସଦାପ୍ରଭୁ ତୁମ୍ଭେ ହେଉଛ ଏକମାତ୍ର, ୟିଏକି ସହେି ପିତୃହୀନ ମାନଙ୍କୁ ସାହାୟ୍ଯ କରିପାର।

ଗୀତସଂହିତା 9:12
ସଦାପ୍ରଭୁ ତାଙ୍କ ନିକଟକୁ ସାହାୟ୍ଯ ପାଇଁ ୟାଇଥିବା ଲୋକମାନଙ୍କୁ ମନେ ରଖନ୍ତି। ସହେି ଗରିବ ଲୋକମାନେ ସାହାୟ୍ଯ ପାଇଁ ଆକୁଳ ନିବଦନେ କରନ୍ତି ଓ ସଦାପ୍ରଭୁ ସମାନଙ୍କେ କଥା ଭୁଲି ପାରନ୍ତି ନାହିଁ।

ଆୟୁବ ପୁସ୍ତକ 29:12
କାହିଁକି ? କାରଣ ଯେତବେେଳେ କୌଣସି ଗରିବ ଲୋକଟିଏ ସାହାୟ୍ଯ ପାଇଁ ଡ଼ାକୁଥିଲା ମୁଁ ତାକୁ ସାହାୟ୍ଯ କରୁଥିଲି। ମୁଁ ମଧ୍ଯ ସହେି ପିଲାମାନଙ୍କୁ ସାହାୟ୍ଯ କରୁଥିଲି। ଯାହାଙ୍କର ପିତାମାତା ନ ଥିଲେ ଏବଂ ସମାନଙ୍କେର ଯତ୍ନ ନବୋକୁ କହେି ନ ଥିଲେ।

ଆୟୁବ ପୁସ୍ତକ 21:30
ବିପଦ ଆସିଲେ ବି ଦୁଷ୍ଟ ଲୋକମାନେ ରକ୍ଷାପାଇ ୟାଆନ୍ତି। ପରମେଶ୍ବର ରାଗ କଲେ ବି ସମାନେେ ବର୍ତ୍ତି ୟାଆନ୍ତି।

ଆୟୁବ ପୁସ୍ତକ 21:7
କାହିଁକି ଦୁଷ୍ଟ ଲୋକ ବେଶୀଦିନ ବଞ୍ଚନ୍ତି। କାହିଁକି ସମାନେେ ବଢ଼ନ୍ତି ଏବଂ ସଫଳତା ଅର୍ଜନ୍ତି।

ଆୟୁବ ପୁସ୍ତକ 8:22
ତୁମ୍ଭର ଶତ୍ରୁମାନେ ଲଜ୍ଜାର ପୋଷାକ ପିନ୍ଧିବେ ଓ ଦୁଷ୍ଟ ଲୋକର ଗୃହ ଗୁଡ଼ିକ ଧ୍ବଂସ ହବେ।

ଆୟୁବ ପୁସ୍ତକ 5:15
ପରମେଶ୍ବର ଗରିବ ଲୋକମାନଙ୍କୁ ସହେି ଚତୁର ଲୋକଙ୍କର କଟୁବାକ୍ଯର ରକ୍ଷା କରନ୍ତି। ସେ ଗରିବ ଲୋକଙ୍କୁ ପରାକ୍ରମୀ ଲୋକ କବଳରୁ ଉଦ୍ଧାର କରନ୍ତି।

ଯାତ୍ରା ପୁସ୍ତକ 22:22
କୌଣସି ବିଧବା କିମ୍ବା ପିତାମାତାହୀନ ସନ୍ତାନଙ୍କର କୌଣସି କ୍ଷତି କରିବ ନାହିଁ।