ଆୟୁବ ପୁସ୍ତକ 35:9 in Oriya

ଓଡିଆ ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 35 ଆୟୁବ ପୁସ୍ତକ 35:9

Job 35:9
ଦୁଷ୍ଟ ଲୋକମାନେ ଯେତବେେଳେ ଆଘାତ ପାଆନ୍ତି, ସମାନେେ ସାହାୟ୍ଯ ପାଇଁ ଚିତ୍କାର କରନ୍ତି। ସମାନେେ ଶକ୍ତିମାନ ଲୋକଙ୍କ ପାଖକୁ ୟାଆନ୍ତି ଓ ସମାନଙ୍କେର ସାହାୟ୍ଯ ପ୍ରାର୍ଥନା କରନ୍ତି।

Job 35:8Job 35Job 35:10

Job 35:9 in Other Translations

King James Version (KJV)
By reason of the multitude of oppressions they make the oppressed to cry: they cry out by reason of the arm of the mighty.

American Standard Version (ASV)
By reason of the multitude of oppressions they cry out; They cry for help by reason of the arm of the mighty.

Bible in Basic English (BBE)
Because the hand of the cruel is hard on them, men are making sounds of grief; they are crying out for help because of the arm of the strong.

Darby English Bible (DBY)
By reason of the multitude of oppressions they cry; they cry out by reason of the arm of the mighty:

Webster's Bible (WBT)
By reason of the multitude of oppressions they make the oppressed to cry: they cry out by reason of the arm of the mighty.

World English Bible (WEB)
"By reason of the multitude of oppressions they cry out; They cry for help by reason of the arm of the mighty.

Young's Literal Translation (YLT)
Because of the multitude of oppressions They cause to cry out, They cry because of the arm of the mighty.

By
reason
of
the
multitude
מֵ֭רֹבmērōbMAY-rove
oppressions
of
עֲשׁוּקִ֣יםʿăšûqîmuh-shoo-KEEM
cry:
to
oppressed
the
make
they
יַזְעִ֑יקוּyazʿîqûyahz-EE-koo
they
cry
out
יְשַׁוְּע֖וּyĕšawwĕʿûyeh-sha-weh-OO
arm
the
of
reason
by
מִזְּר֣וֹעַmizzĕrôaʿmee-zeh-ROH-ah
of
the
mighty.
רַבִּֽים׃rabbîmra-BEEM

Cross Reference

ଯାତ୍ରା ପୁସ୍ତକ 2:23
ଦୀର୍ଘଦିନ ପରେ ସହେି ମିଶର ରେ ରାଜା ମୃତ୍ଯୁବରଣ କଲେ କିନ୍ତୁ ଇଶ୍ରାୟେଲଯମାନଙ୍କୁ ପୂର୍ବପରି କଠିନ ପରିଶ୍ରମ କରିବାକୁ ପଡିଲା। ସମାନେେ ଅନୁନଯ କଲେ ଏବଂ ପରମେଶ୍ବର ସମାନଙ୍କେର ଡାକ ଶୁଣିଲେ।

ଆୟୁବ ପୁସ୍ତକ 34:28
ସହେି ଦୁଷ୍ଟ ଲୋକେ ଗରିବଙ୍କୁ ଆଘାତ କରନ୍ତି। ଫଳ ରେ ସହେି ଗରିବମାନେ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଚିତ୍କାର କରନ୍ତି। ଏବଂ ପରମେଶ୍ବର ମଧ୍ଯ ସମାନଙ୍କେ ଡ଼ାକକୁ ଶୁଣନ୍ତି।

ଲୂକଲିଖିତ ସୁସମାଚାର 18:3
ସହେି ନଗର ରେ ଗୋଟିଏ ସ୍ତ୍ରୀଲୋକ ଥିଲା। ତା'ର ସ୍ବାମୀ ମରି ଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଗ୍ଭରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା ସେ ବିଚାରପତିଙ୍କୁ କହୁଥିଲା, ' ଗୋଟିଏ ଲୋକ ମାେ ପ୍ରତି ଅନ୍ଯାୟ କରୁଛି। ତୁମ୍ଭେ ମାେତେ ମାେ ନ୍ଯାୟ ଅଧିକାର ଦିଅ।'

ଗୀତସଂହିତା 56:1
ହେ ପରମେଶ୍ବର, ମାେତେ ଦୟା କର। ଲୋକମାନେ ମାେତେ ଆକ୍ରମଣ କରିବାକୁ ଉଦ୍ଯମ କଲେ। ସମାନେେ ନିରନ୍ତର ଭାବରେ ମାେତେ ଅନୁଧାବନ କରୁଛନ୍ତି ଓ ୟୁଦ୍ଧ କରି ଆସୁଛନ୍ତି।

ଗୀତସଂହିତା 55:2
ଦୟାକରି ମାରେ କଥା ଶୁଣ ଓ ମାେତେ ଉତ୍ତର ଦିଅ। ମାେତେ ତୁମ୍ଭକୁ କହିବାକୁ ଦିଅ ଏବଂ ତୁମ୍ଭଙ୍କୁ କହିବି, ୟାହା ମାେତେ ବ୍ଯତିବ୍ଯସ୍ତ କରେ।

ଗୀତସଂହିତା 43:2
ହେ ପରମେଶ୍ବର, ତୁମ୍ଭେ ହିଁ ମାରେ ବଳସ୍ବରୂପ। କାହିଁକି ତୁମ୍ଭେ ମାେତେ ଛାଡ଼ି ଚାଲିୟିବ ? କାହିଁକି ମୁଁ ଏତେ ଦୁଃଖ ପାଇବି ? କାରଣ ମାରେ ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ।

ଗୀତସଂହିତା 12:5
କିନ୍ତୁ ସଦାପ୍ରଭୁ କହନ୍ତି, ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଚୋରାଇ ନିଅନ୍ତି। ସମାନେେ ଅସହାୟ ଲୋକଙ୍କଠାରୁ ଜିନିଷ ନଇୟୋଆନ୍ତି। କିନ୍ତୁ ମୁଁ ସମାନଙ୍କେ ଉଦ୍ଦେଶ୍ଯ ସଫଳ ହବୋକୁ ଦବେି ନାହିଁ ଓ ମୁଁ ସହେି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।

ଗୀତସଂହିତା 10:15
ହେ ସଦାପ୍ରଭୁ, ତୁମ୍ଭେ ଦୁଷ୍ଟମାନଙ୍କୁ ଧ୍ବଂସ କର। ସମାନଙ୍କେର କୁକାର୍ୟ୍ଯ ପାଇଁ ସମାନଙ୍କେୁ ଦଣ୍ଡିତ କର, ସମାନେେ ଧ୍ବଂସ ହାଇେ ନ ୟିବା ପର୍ୟ୍ଯନ୍ତ।

ଆୟୁବ ପୁସ୍ତକ 40:9
ତୁମ୍ଭର ବାହୁ କ'ଣ ପରମେଶ୍ବରଙ୍କ ବାହୁ ତୁଲ୍ଯ ? ତୁମ୍ଭର କ'ଣ ପରମେଶ୍ବରଙ୍କ ଭଳି କଣ୍ଠସ୍ବର ରହିଛି। ଯାହାକି ଘଡ଼ଘଡ଼ି ପରି ଗର୍ଜ୍ଜନ କରିପା ରେ।

ଆୟୁବ ପୁସ୍ତକ 24:12
ସହର ରେ ମରୁଥିବା ମନୁଷ୍ଯମାନଙ୍କ କାନ୍ଦଣା ତୁମ୍ଭେ ନିଶ୍ଚଯ ଶୁଣିପାରୁଥିବ। ସହେି ଦୁଃଖି ମନୁଷ୍ଯମାନଙ୍କର ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର, ପରମେଶ୍ବର କାନ ରେ ଶୁଣି ପାରନ୍ତି ନାହିଁ।

ଆୟୁବ ପୁସ୍ତକ 12:19
ପରମେଶ୍ବର ଯାଜକମାନଙ୍କ ଶକ୍ତିକୁ ହରଣ କରି ନିଅନ୍ତି ଓ ଅଧିକ ପରାକ୍ରମଶାଳୀ ପାରିଷଦମାନଙ୍କୁ ପରାସ୍ତ କରନ୍ତି, ଯେଉଁମାନେ କି ନିଜକୁ ସବୁଠାରୁ ନିରାପଦ ମନକରେନ୍ତି।

ନିହିମିୟା 5:1
ଅନକେ ଲୋକେ ୟିହୁଦୀଯ ଭାଇମାନଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ।

ଯାତ୍ରା ପୁସ୍ତକ 3:9
ଆମ୍ଭେ ଇଶ୍ରାୟେଲୀୟ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଛୁ ମିଶରୀଯମାନେ ସମାନଙ୍କେୁ କିପରି ଦୌରାତ୍ମ୍ଯ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି।

ଯାତ୍ରା ପୁସ୍ତକ 3:7
ଏହାପରେ ସଦାପ୍ରଭୁ କହିଲେ, ଆମ୍ଭେ ମିଶର ରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଛୁ ଏବଂ ମିଶରୀଯବାସୀ ସମାନଙ୍କେୁ ୟନ୍ତ୍ରଣା ଦବୋ ସମୟରେ ଆମ୍ଭେ ସମାନଙ୍କେର କ୍ରନ୍ଦନ ଶୁଣିଛୁ। ଆମ୍ଭେ ସମାନଙ୍କେର ୟନ୍ତ୍ରଣା ସବୁ ଜାଣିଛୁ।