ଆୟୁବ ପୁସ୍ତକ 27:14 in Oriya

ଓଡିଆ ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 27 ଆୟୁବ ପୁସ୍ତକ 27:14

Job 27:14
ଜଣେ ଦୁଷ୍ଟ ଲୋକର ବହୁତ ସନ୍ତାନ ଥାଇ ପାରନ୍ତି। ତା'ର ସମସ୍ତ ସନ୍ତାନ ୟୁଦ୍ଧ ରେ ମୃତ୍ଯୁବରଣ କରିବେ। ଦୁଷ୍ଟ ଲୋକର ପିଲାମାନେ ଖାଇବାକୁ ୟଥେଷ୍ଟ ପାଇବେ ନାହିଁ।

Job 27:13Job 27Job 27:15

Job 27:14 in Other Translations

King James Version (KJV)
If his children be multiplied, it is for the sword: and his offspring shall not be satisfied with bread.

American Standard Version (ASV)
If his children be multiplied, it is for the sword; And his offspring shall not be satisfied with bread.

Bible in Basic English (BBE)
If his children are increased, it is for the sword; and his offspring have not enough bread.

Darby English Bible (DBY)
If his children be multiplied, it is for the sword, and his offspring shall not be satisfied with bread;

Webster's Bible (WBT)
If his children are multiplied, it is for the sword: and his offspring shall not be satisfied with bread.

World English Bible (WEB)
If his children are multiplied, it is for the sword. His offspring shall not be satisfied with bread.

Young's Literal Translation (YLT)
If his sons multiply -- for them `is' a sword. And his offspring `are' not satisfied `with' bread.

If
אִםʾimeem
his
children
יִרְבּ֣וּyirbûyeer-BOO
be
multiplied,
בָנָ֣יוbānāywva-NAV
it
is
for
לְמוֹlĕmôleh-MOH
sword:
the
חָ֑רֶבḥārebHA-rev
and
his
offspring
וְ֝צֶאֱצָאָ֗יוwĕṣeʾĕṣāʾāywVEH-tseh-ay-tsa-AV
not
shall
לֹ֣אlōʾloh
be
satisfied
יִשְׂבְּעוּyiśbĕʿûyees-beh-OO
with
bread.
לָֽחֶם׃lāḥemLA-hem

Cross Reference

ଦିତୀୟ ବିବରଣ 28:41
ତୁମ୍ଭମାନେେ ପକ୍ସ୍ଟତ୍ରକନ୍ଯା ଜନ୍ମ କରିବ, ମାତ୍ର ସମାନେେ ତୁମ୍ଭର ହବେେ ନାହିଁ କାରଣ ସମାନେେ ବନ୍ଦୀ ହାଇଯେିବେ।

ଲୂକଲିଖିତ ସୁସମାଚାର 23:29
ଏବେ ସମୟ ଆସୁଛି, ଯେତବେେଳେ ଲୋକମାନେ କହିବେ, ' ଯେଉଁ ସ୍ତ୍ରୀଲୋକମାନଙ୍କର ସନ୍ତାନସନ୍ତତି ନାହାଁନ୍ତି, ସମାନେେ ସୁଖୀ। ଯେଉଁ ସ୍ତ୍ରୀଲୋକମାନେ ବନ୍ଧ୍ଯା, ସମାନେେ ଧନ୍ଯ। ଯେଉଁ ସ୍ତ୍ରୀଲୋକମାନେ ସନ୍ତାନ ସନ୍ତତିକୁ ଜନ୍ମ ଦଇେ ନାହାଁନ୍ତି ଏବଂ ତାହାଙ୍କର ଯତ୍ନ ନଇେ ନାହାଁନ୍ତି, ସମାନେେ ଧନ୍ଯ।'

ଆୟୁବ ପୁସ୍ତକ 20:10
ଦୁଷ୍ଟ ବ୍ଯକ୍ତିର ପିଲାମାନେ ସେ ଅପହରଣ କରିଥିବା ଗରିବ ଲୋକର ସମ୍ପତ୍ତିକୁ ପୁଣି ଫରୋଇ ଦବେେ। ତା'ର ନିଜ ହାତ ମଧ୍ଯ ତା'ର ସମ୍ପତ୍ତିକୁ ଫରୋଇ ଦବେ।

ହୋଶେୟ 9:13
ଆମ୍ଭେ ଦେଖିପାରୁଛୁ ଇଫ୍ରଯିମ ତା'ର ପିଲାମାନଙ୍କୁ ୟନ୍ତା ମଧ୍ଯକୁ ନେଉଛି। ଇଫ୍ରଯିମ ତା'ର ପିଲାମାନଙ୍କୁ ଘାତକ ନିକଟକୁ ଆଣୁଛି।

ଗୀତସଂହିତା 109:13
ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ। ଗୋଟିଏ ପିଢ଼ି ଭିତରେ ତା'ର ନାମକୁ ଲୁପ୍ତ କରିଦିଅନ୍ତୁ।

ଆୟୁବ ପୁସ୍ତକ 21:11
ଦୁଷ୍ଟ ଲୋକମାନେ ସମାନଙ୍କେ ପିଲାମାନଙ୍କୁ ମେଣ୍ଢା ପରି ବାହାରକୁ ଖାଜେିବକୁ ପଠାନ୍ତି। ସହେି ପିଲାମାନେ ଚାରିଆଡ଼େ ନୃତ୍ଯ କରନ୍ତି।

ଆୟୁବ ପୁସ୍ତକ 15:22
ଜଣେ ଦୁଷ୍ଟ ବ୍ଯକ୍ତି ବହୁତ ହତାଶ, ତା'ର ଅନ୍ଧକାରରୁ ମୁକ୍ତି ପାଇବାର କୌଣସି ଆଶା ନ ଥାଏ। ଗୋଟିଏ ଦୁଷ୍ଟ ମନୁଷ୍ଯ ପାଇଁ ଗୋଟିଏ ଖଡ୍ଗ କେଉଁଠା ରେ ହେଲେ ଅପେକ୍ଷା କରିଥାଏ।

ଏଷ୍ଟର ବିବରଣ 9:5
ୟିହୁଦୀଯମାନେ ସମାନଙ୍କେର ସମସ୍ତ ଶତୃଙ୍କୁ ଖଣ୍ତା ରେ ହାଣି ବିନାଶ କଲେ। ସମାନେେ ସମାନଙ୍କେର ଘୃଣାକାରୀଗଣ ପ୍ରତି ମନ ଇଚ୍ଛା ବ୍ଯବହାର କଲେ।

ଏଷ୍ଟର ବିବରଣ 5:11
ଆଉ ହାମନ୍ ଆପଣା ଧନ ଓ ଐଶ୍ବର୍ୟ୍ଯର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦଇେଛନ୍ତି। ଏହିସବୁ ବିଷଯ ସମାନଙ୍କେୁ ଶୁଣାଇଲା।

ଦିତୀୟ ରାଜାବଳୀ 10:6
ତା'ପରେ ଯହେୂ ଦ୍ବିତୀୟ ଚିଠି ନତେୃବର୍ଗ ଓ ପ୍ରାଚୀନବର୍ଗମାନଙ୍କ ନିକଟକୁ ଏହା କହି ଲେଖିଲେ, ଯଦି ତୁମ୍ଭମାନେେ ମାେ ସପକ୍ଷ ରେ ଓ ମାେ ଆଜ୍ଞା ପାଳନ କରିବ, ତବେେ ଆହାବ୍ଙ୍କ ପୁତ୍ରମାନଙ୍କ କଟାମୁଣ୍ତ ଧରି ଆସନ୍ତାକାଲି ଏହି ସମୟରେ ୟିଷ୍ରିଯଲକେୁ ମାେ ନିକଟକୁ ଆସ।

ଦିତୀୟ ରାଜାବଳୀ 9:7
ତେଣୁ ତୁମ୍ଭେ ନିଶ୍ଚଯ ଆହାବ୍ର ବଂଶକୁ ବିନାଶ କରିବ। ଏହି ରୂପେ ଆମ୍ଭେ ଆମ୍ଭର ସବେକ ଭବିଷ୍ଯଦ୍ବକ୍ତାଗଣଙ୍କର ମୃତ୍ଯୁ ଓ ସଦାପ୍ରଭୁଙ୍କ ଦାସ ସମୂହର ମୃତ୍ଯୁ ପାଇଁ ଈଷବଲେ ଉପରେ ପ୍ରତି ଶାଧେ ନବେୁ।

ପ୍ରଥମ ଶାମୁୟେଲ 2:5
ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ, ବର୍ତ୍ତମାନ ନିଶ୍ଚଯ କଠିନ ପରିଶ୍ରମ କରିବେ। ଖାଦ୍ୟ ଅଭାବରକ୍ସ୍ଟ ଯେଉଁମାନେ କ୍ଷକ୍ସ୍ଟଧାର୍ତ୍ତ ଥିଲେ, ସମାନେେ ଖାଦ୍ୟ ପାଇ ଅଛନ୍ତି। ବନ୍ଧ୍ଯା ସଲ୍ଗ ସନ୍ତାନ ପ୍ରସବ କରିଅଛି ଓ ସ୍ତ୍ରୀ ଲୋକଟି ଯାହାର ବହକ୍ସ୍ଟତ ସନ୍ତାନ ଥିଲା ସେ ଦକ୍ସ୍ଟଃଖିତା ହାଇେଅଛି।

ଦିତୀୟ ବିବରଣ 28:32
ତକ୍ସ୍ଟମ୍ଭ ପକ୍ସ୍ଟତ୍ର କନ୍ଯାଗଣ ଅନ୍ୟମାନଙ୍କୁ ଦିଆୟିବ। ସବୁ ବେଳେ ତୁମ୍ଭେ ତାଙ୍କୁ ଗ୍ଭହକ୍ସ୍ଟଁ ଗ୍ଭହକ୍ସ୍ଟଁ ଦିନ ୟିବ। କିନ୍ତୁ ତୁମ୍ଭମାନେେ କିଛି କରିପାରିବ ନାହିଁ। କିନ୍ତୁ ପରମେଶ୍ବର ତୁମ୍ଭର କୌଣସି ସାହାୟ୍ଯ କରିବେ ନାହିଁ।