Jeremiah 50:35
ସଦାପ୍ରଭୁ କହନ୍ତି, କଲଦୀଯମାନଙ୍କୁ ବାବିଲର ଅଧିପତିଗଣଙ୍କୁ ଓ ଜ୍ଞାନୀମାନଙ୍କୁ ଖଡ୍ଗ ବିନାଶ କରିବ।
Jeremiah 50:35 in Other Translations
King James Version (KJV)
A sword is upon the Chaldeans, saith the LORD, and upon the inhabitants of Babylon, and upon her princes, and upon her wise men.
American Standard Version (ASV)
A sword is upon the Chaldeans, saith Jehovah, and upon the inhabitants of Babylon, and upon her princes, and upon her wise men.
Bible in Basic English (BBE)
A sword is on the Chaldaeans, says the Lord, and on the people of Babylon, and on her rulers and on her wise men.
Darby English Bible (DBY)
The sword is upon the Chaldeans, saith Jehovah, and upon the inhabitants of Babylon, and upon her princes, and upon her wise men;
World English Bible (WEB)
A sword is on the Chaldeans, says Yahweh, and on the inhabitants of Babylon, and on her princes, and on her wise men.
Young's Literal Translation (YLT)
A sword `is' for the Chaldeans, An affirmation of Jehovah, And it `is' on the inhabitants of Babylon, And on her heads, and on her wise men;
| A sword | חֶ֥רֶב | ḥereb | HEH-rev |
| is upon | עַל | ʿal | al |
| the Chaldeans, | כַּשְׂדִּ֖ים | kaśdîm | kahs-DEEM |
| saith | נְאֻם | nĕʾum | neh-OOM |
| the Lord, | יְהוָ֑ה | yĕhwâ | yeh-VA |
| and upon | וְאֶל | wĕʾel | veh-EL |
| inhabitants the | יֹשְׁבֵ֣י | yōšĕbê | yoh-sheh-VAY |
| of Babylon, | בָבֶ֔ל | bābel | va-VEL |
| and upon | וְאֶל | wĕʾel | veh-EL |
| princes, her | שָׂרֶ֖יהָ | śārêhā | sa-RAY-ha |
| and upon | וְאֶל | wĕʾel | veh-EL |
| her wise | חֲכָמֶֽיהָ׃ | ḥăkāmêhā | huh-ha-MAY-ha |
Cross Reference
ଯିରିମିୟ 47:6
ହେ ସଦାପ୍ରଭୁଙ୍କ ଖଡ୍ଗ, ତୁମ୍ଭେ କେତେ କାଳପ ରେ ୟୁଦ୍ଧରୁ କ୍ଷାନ୍ତ ହବେ ? ତୁମ୍ଭେ ଆପଣା କୋଷ ରେ ପ୍ରବେଶ କର, ଶାନ୍ତ ଓ ସ୍ଥିର ହୁଅ।
ଯିରିମିୟ 51:57
ପୁଣି ଆମ୍ଭେ ତାହାର ଅଧିପତିଗଣକୁ, ତାହାର ଜ୍ଞାନୀ ଲୋକମାନଙ୍କୁ, ତାହାର ଦଶାେଧ୍ଯକ୍ଷ, ତାହାର ଅଧିପତିଗଣକୁ ଓ ତାହାର ବୀର ବୁରୁଷମାନଙ୍କୁ ମତ୍ତ କରାଇବା। ତହିଁରେ ସମାନେେ ଚିର ନିଦ୍ରା ରେ ନିଦ୍ରିତ ହବେେ ଓ କବେେ ଜାଗ୍ରତ ହବେେ ନାହିଁ। ଏହା ରାଜା କହନ୍ତି, ତାଙ୍କର ନାମ ସୈନ୍ଯାଧିପତି ସଦାପ୍ରଭୁ।
ଦାନିଏଲ 5:1
ରାଜା ବେଲ୍ଶତ୍ସର ନିଜର ସହସ୍ର ଅମାତ୍ଯବର୍ଗଙ୍କ ନିମନ୍ତେ ଏକ ମହା ଭୋଜି ପ୍ରସ୍ତୁତ କଲେ। ଆଉ ସେ ସହସ୍ରଙ୍କ ମଧିଅରେ ରାଜା ଦ୍ରାକ୍ଷାରସ ପାନ କଲେ।
ଦାନିଏଲ 5:7
ଗଣକ, କଲଦୀଯ ଓ ଶୁଭାଶୁଭବାଦୀମାନଙ୍କୁ ତାଙ୍କ ସମ୍ମୁଖକୁ ରାଜା ଡକାଇଲେ। ସେ ବାବିଲୋନୀଯ ବିଦ୍ବାନମାନଙ୍କୁ କହିଲେ, ଯେ କହେି ଏହି ଲଖାେ ପଢିପାରିବ ଓ ତାହାର ଅର୍ଥ ବାହାର କରିପାରିବ, ତାଙ୍କୁ ମୁଁ ବାଇଗଣିଆ ରଙ୍ଗର ବସ୍ତ୍ର ଉପହାର ଦବେି ଓ ତାଙ୍କ କଣ୍ଠ ରେ ସୁବର୍ଣ୍ଣର ହାର ପିନ୍ଧାଇ ଦବେି। ଆଉ ସେ ରାଜ୍ଯର ତୃତୀୟ ସର୍ବୋଚ୍ଚ ଶାସନ କର୍ତ୍ତା ହବେ।
ଦାନିଏଲ 5:30
ସହେି ରାତ୍ରି ରେ କଲଦୀଯମାନଙ୍କର ରାଜା ବଲେଶତ୍ସରଙ୍କୁ ବଧ କରାଗଲା।
ହୋଶେୟ 11:6
ଖଣ୍ତା ସମାନଙ୍କେ ନଗର ବିରୁଦ୍ଧ ରେ ଝୁଲିବ। ଏହା ସମାନଙ୍କେର ଶକ୍ତିଶାଳୀ ଲୋକଙ୍କୁ ହତ୍ଯା କରିବ। ଏହା ସମାନଙ୍କେର ନେତାମାନଙ୍କୁ ଧ୍ବଂସ କରିବ।
ଯିଖରିୟ 11:17
ଯେ ଅ ଯୋଗ୍ଯ ମଷେପାଳକ, ସେ ପଲକୁ ତ୍ଯାଗ କରେ। ତାକୁ ଧ୍କ୍! ଖଡ୍ଗ ତା'ର ବାହୁକୁ ଏବଂ ତାଙ୍କ ଦକ୍ଷିଣ ଚକ୍ଷୁକୁ ଆଘାତ କରୁ। ତାହାର ବାହୁ ନିଶ୍ଚଯ ଶୁଷ୍କ ହବେ ଏବଂ ତାହାର ଦକ୍ଷିଣ ଚକ୍ଷୁ ନିଶ୍ଚଯ ଅନ୍ଧ ହାଇଯେିବ।
ଯିହିଜିକଲ 14:2
ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
ଯିରିମିୟ 51:39
ସଦାପ୍ରଭୁ କହନ୍ତି, ସମାନେେ ଉତ୍ତ୍ଯକ୍ତ ହେଲାପ ରେ ଆମ୍ଭେ ସମାନଙ୍କେ ପାଇଁ ଭୋଜି ପ୍ରସ୍ତୁତ କରିବା, ଆଉ ସମାନଙ୍କେୁ ଆହ୍ଲାଦିତ କରିବା ପାଇଁ ସମାନଙ୍କେୁ ମତ୍ତ କରିବା। ତହିଁରେ ସମାନେେ ଚିର ନିଦ୍ରା ରେ ନିଦ୍ରିତ ହବେେ, ଆଉ ଉଠିବେ ନାହିଁ।
ଯିରିମିୟ 50:30
ଏଣୁ ସଦାପ୍ରଭୁ କହନ୍ତି, ସହେିଦିନ ତା'ର ୟୁବକଗଣ ଛକରେ ମୃତ ହାଇେ ପତିତ ହବେେ ଓ ତା'ର ଯୋଦ୍ଧାମାନେ ମୃତ୍ଯୁବରଣ କରିବେ।
ଯିରିମିୟ 50:27
ତାହାର ବୃଷଭ ସବୁକୁ ବଧ କର। ସେସବୁ ବଧ ସ୍ଥାନକୁ ୟାଆନ୍ତୁ। ସମାନେେ ସନ୍ତାପର ପାତ୍ର, କାରଣ ସମାନଙ୍କେର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା।
ଯିଶାଇୟ 19:11
ସିୟୋନର ଅଧିପତିମାନେ ନିତାନ୍ତ ନିର୍ବୋଧ। ଫାରୋର ଜ୍ଞାନୀ ଉପଦେଷ୍ଟାଗଣ କୁପରାମର୍ଶ ଦିଅନ୍ତି। ସହେି ଅଧିପତିଗଣ ନିଜକୁ ଜ୍ଞାନୀ ଏବଂ ବିଦ୍ବାନ ମନେ କରନ୍ତି। ସମାନେେ ପ୍ରାଚୀନ ବୈଭବଶାଳୀ ରାଜବଂଶର ଅଂଶ ଅଟନ୍ତି। ମାତ୍ର ପ୍ରକୃତ ରେ ସମାନେେ ଜ୍ଞାନୀ ନୁହଁନ୍ତି।'
ଯିଶାଇୟ 29:14
ତେଣୁ ଏହି ଲୋକମାନଙ୍କୁ ଚକିତ କରିବା ପାଇଁ ମୁଁ ଅଦ୍ଭୁତ ଓ ଆଶ୍ଚର୍ୟ୍ଯ କର୍ମମାନ କରି ଚାଲିବି। ସମାନଙ୍କେର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହବେ ଓ ସମାନଙ୍କେର ବିବକେୀ ଲୋକମାନେ ସମାନଙ୍କେର ବୁଦ୍ଧି ହରାଇବେ।'
ଯିଶାଇୟ 41:25
ଆମ୍ଭେ ଉତ୍ତର ଦିଗରୁ ଜଣକୁ ଉତ୍ପନ୍ନ କରିଅଛୁ ଓ ସେ ଉପସ୍ଥିତ। ସେ ପୂର୍ବ ଦିଗରୁ ଆମ୍ଭର ଆହ୍ବାନ କରେ। ସେ ଗାନ୍ଥନୀର ମସଲା ଓ କୁମ୍ଭକର ପାତ୍ର ନିର୍ମାଣ ପାଇଁ ବ୍ଯବହୃତ ମର୍ଦ୍ଦିତ ମୃତ୍ତିକା ପରି ପ୍ରେତ୍ୟକକ ଶାସକକୁ ଦଳିତ କରିବ।'
ଯିଶାଇୟ 44:25
ଆମ୍ଲଭ ମିଥ୍ଯାବାଦୀମାନଙ୍କର ମିଥ୍ଯାକୁ ପ୍ରମାଣ କରୁ। ଆମ୍ଲଭ ନିର୍ଲବାଧମାନଙ୍କର ୟାଦୁକାରୀ କାର୍ୟ୍ଯ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓସସମାନଙ୍କର ଜ୍ଞାନକୁ ଅଜ୍ଞାନତାସର ପରିଣତ କରୁ।
ଯିଶାଇୟ 47:13
ତୁମ୍ଭରତ ବହୁ ଉପଦେଷ୍ଟା ଅଛନ୍ତି। ତୁମ୍ଭେ ଆପଣାର ଅପାର ମନ୍ତ୍ରଣା ରେ କ୍ଲାନ୍ତ ହାଇେଅଛ। ଏବେ ସହେି ଜ୍ଯୋତିଷମାନ, ନକ୍ଷତ୍ରଦର୍ଶିମାନେ, ମାସିକ ଶୁଭାଶୁଭ ଗଣନାକାରୀମାନେ ଛିଡ଼ା ହୁଅନ୍ତୁ ଓ ତୁମ୍ଭ ପ୍ରତି ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ।
ଯିଶାଇୟ 66:16
କାରଣ ସଦାପ୍ରଭୁ ଅଗ୍ନି ଓ ଖଡ୍ଗ ଦ୍ବାରା ମର୍ତ୍ତ୍ଯର ସମସ୍ତ ବିବାଦ ନିଷ୍ପନ୍ନ କରିବେ। ସେତବେେଳେ ସଦାପ୍ରଭୁଙ୍କ ଦ୍ବାରା ନିହତ ଲୋକ ଅନକେ ହବେେ।
ଯିରିମିୟ 8:9
ସହେି 'ଜ୍ଞାନୀ ଲୋକମାନେ' ଲଜ୍ଜିତ ହବେେ, ସମାନେେ ଦ୍ବନ୍ଦ ରେ ପଡ଼ିବେ ଓ ଫାନ୍ଦ ରେ ପଡ଼ିବା ପରି ଅନୁଭବ କରିବେ। ଦେଖ, ସମାନେେ ସଦାପ୍ରଭୁଙ୍କ ଶିକ୍ଷାକୁ ପ୍ରତ୍ଯାଖାନ କଲେ। ସମାନଙ୍କେୁ କିପରି 'ଜ୍ଞାନୀ' ବୋଲି ବିବଚେନା କରାୟିବ ?
ଯିରିମିୟ 10:7
ତେଣୁ ହେ ପରମେଶ୍ବର, ତୁମ୍ଭେ ସର୍ବଦେଶୀଯମାନଙ୍କ ମଧିଅରେ ମହାନ୍। ତୁମ୍ଭକୁ କିଏ ଭୟ ନ କରିବ ? ତୁମ୍ଭେ ତାହାର ଯୋଗ୍ଯ। ସର୍ବଦେଶୀଯ ମଧିଅରେ ବହୁ ଜ୍ଞାନୀ ଲୋକ ଅଛନ୍ତି, ମାତ୍ର ସମଗ୍ର ରାଜକୀଯ, ଐଶ୍ବର୍ୟ୍ଯଶାଳୀ ଓ ଜ୍ଞାନୀମାନଙ୍କ ମଧିଅରେ ତୁମ୍ଭ ତୁଲ୍ଯ କହେି ନାହାନ୍ତି।
ଲେବୀୟ ପୁସ୍ତକ 26:25
ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ଖଡ୍ଗ ଆଣିବା, ତାହା ନିଯମ ଲଙ୍ଘନର ପ୍ରତିଫଳ ହବେ। ତୁମ୍ଭମାନେେ ନଗର ମଧିଅରେ ଏକତ୍ର ହେଲେ ଆମ୍ଭେ ତୁମ୍ଭମାନଙ୍କ ମଧ୍ଯକୁ ମହାମାରୀ ପଠାଇବା, ତହିଁରେ ତୁମ୍ଭମାନେେ ଶତୃ ହସ୍ତ ରେ ସମର୍ପିତ ହବେ।