Jeremiah 49:15
ଆଉ ଦେଖ, ଆମ୍ଭେ ତୁମ୍ଭକୁ ଗୋଷ୍ଠୀଗଣ ମଧିଅରେ କ୍ଷୁଦ୍ର ଓ ମନୁଷ୍ଯମାନଙ୍କ ମଧିଅରେ ଘୃଣା ଯୋଗ୍ଯ କରିଅଛୁ।
Jeremiah 49:15 in Other Translations
King James Version (KJV)
For, lo, I will make thee small among the heathen, and despised among men.
American Standard Version (ASV)
For, behold, I have made thee small among the nations, and despised among men.
Bible in Basic English (BBE)
For see, I have made you small among the nations, looked down on by men.
Darby English Bible (DBY)
For behold, I have made thee small among the nations, despised among men.
World English Bible (WEB)
For, behold, I have made you small among the nations, and despised among men.
Young's Literal Translation (YLT)
For, lo, little I have made thee among nations, Despised among men.
| For, | כִּֽי | kî | kee |
| lo, | הִנֵּ֥ה | hinnē | hee-NAY |
| I will make | קָטֹ֛ן | qāṭōn | ka-TONE |
| thee small | נְתַתִּ֖יךָ | nĕtattîkā | neh-ta-TEE-ha |
| heathen, the among | בַּגּוֹיִ֑ם | baggôyim | ba-ɡoh-YEEM |
| and despised | בָּז֖וּי | bāzûy | ba-ZOO |
| among men. | בָּאָדָֽם׃ | bāʾādām | ba-ah-DAHM |
Cross Reference
ପ୍ରଥମ ଶାମୁୟେଲ 2:7
ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଦନ କରନ୍ତି ବା ଧନବାନ କରାନ୍ତି। ସେ ଲୋକମାନଙ୍କୁ ନମ୍ର କରନ୍ତି କିମ୍ବା ସମାନଙ୍କେୁ ଉଚ୍ଚ ସ୍ଥାନ ରେ ପ୍ରତିଷ୍ଠିତ କରାନ୍ତି।
ପ୍ରଥମ ଶାମୁୟେଲ 2:30
ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ତକ୍ସ୍ଟମ୍ଭ ଗୃହରକ୍ସ୍ଟ ଓ ତକ୍ସ୍ଟମ୍ଭ ପକ୍ସ୍ଟତୃଗୃହରକ୍ସ୍ଟ ଚିରଦିନ ପାଇଁ ମାରେ ଯାଜକ ହବେ ବୋଲି ମୁ ପ୍ରତିଜ୍ଞା କଲି। କିନ୍ତୁ ଏବେ ସଦାପ୍ରଭୁ କହନ୍ତି, 'ତାହା ଆଉ କବେେ ଘଟିବ ନାହିଁ। କାରଣ ଯେଉଁମାନେ ମାେତେ ସମ୍ମାନ କରନ୍ତି, ମୁ ସମାନଙ୍କେୁ ସମ୍ମାନ କରିବି। କିନ୍ତୁ ଯେଉଁମାନେ ମାେତେ ତକ୍ସ୍ଟଚ୍ଛଜ୍ଞାନ କରନ୍ତି, ସମାନଙ୍କେୁ ଅସମ୍ମାନ କରାୟିବ।
ଗୀତସଂହିତା 53:5
କିନ୍ତୁ ସହେି ଅଧର୍ମାଚାରୀ ଲୋକମାନେ ଭୟଭୀତ ହବେେ। ଏପରି ସମାନେେ ପୂର୍ବରୁ କବେେ ଭୟଭୀତ ହାଇେ ନ ଥିବେ। ଇଶ୍ରାୟେଲ, ସହେି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି। କିନ୍ତୁ ପରମେଶ୍ବର ସମାନଙ୍କେୁ ପରିତ୍ଯାଗ କରିଛନ୍ତି। ତୁମ୍ଭମାନେେ ସମାନଙ୍କେୁ ପରାସ୍ତ କରିବ ଏବଂ ପରମେଶ୍ବର ସମାନଙ୍କେର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।
ଓବଦିୟ 1:2
ଇଦୋମ, ଆମ୍ଭେ ତୁମ୍ଭକୁ ଏକ କ୍ଷୁଦ୍ରତମ ରାଜ୍ଯ କରିବି। ପ୍ରେତ୍ୟକକ ତୁମ୍ଭକୁ ଅତ୍ଯଧିକ ଘୃଣା କରିବେ।
ମୀଖା 7:10
ମାରେ ଶତୃ କହୁଥିଲେ, ତୁମ୍ଭର ସଦାପ୍ରଭୁ ପରମେଶ୍ବର କେଉଁଠା ରେ ଅଛନ୍ତି? ମାତ୍ର ଯେତବେେଳେ ସେ ଏହା ଦେଖିବ ସେ ଲଜ୍ଜିତ ହବେ। ସେତବେେଳେ ମୁଁ ଶତୃକୁ ଉପହାସ କରିବି। ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ।
ଲୂକଲିଖିତ ସୁସମାଚାର 1:51
ସେ ତାହାଙ୍କର ବାହୁର ଶକ୍ତି ଦଖାଇେଛନ୍ତି। ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସମାନଙ୍କେର ସମସ୍ତ ଯୋଜନା ଧ୍ବଂସ କରି ଦେଲେ।