Jeremiah 4:15
ହଁ ତୁମ୍ଭେ ଯତ୍ନ ସହକା ରେ ଶୁଣିବା ଉଚିତ୍, କାରଣ ଦାନରୁ ଏକ ସ୍ବର ଶୁଣାୟିବ ଏବଂ ଇଫ୍ରଯିମ ପର୍ବତରୁ ଏକ ଦୁଃସମ୍ବାଦ ଆସୁଅଛି।
Jeremiah 4:15 in Other Translations
King James Version (KJV)
For a voice declareth from Dan, and publisheth affliction from mount Ephraim.
American Standard Version (ASV)
For a voice declareth from Dan, and publisheth evil from the hills of Ephraim:
Bible in Basic English (BBE)
For a voice is sounding from Dan, giving out evil from the hills of Ephraim:
Darby English Bible (DBY)
For a voice declareth from Dan, and publisheth affliction from mount Ephraim.
World English Bible (WEB)
For a voice declares from Dan, and publishes evil from the hills of Ephraim:
Young's Literal Translation (YLT)
For a voice is declaring from Dan, And sounding sorrow from mount Ephraim.
| For | כִּ֛י | kî | kee |
| a voice | ק֥וֹל | qôl | kole |
| declareth | מַגִּ֖יד | maggîd | ma-ɡEED |
| from Dan, | מִדָּ֑ן | middān | mee-DAHN |
| publisheth and | וּמַשְׁמִ֥יעַ | ûmašmîaʿ | oo-mahsh-MEE-ah |
| affliction | אָ֖וֶן | ʾāwen | AH-ven |
| from mount | מֵהַ֥ר | mēhar | may-HAHR |
| Ephraim. | אֶפְרָֽיִם׃ | ʾeprāyim | ef-RA-yeem |
Cross Reference
ଯିରିମିୟ 8:16
ଦାନ୍ ନଗରଠାରୁ ତାହାର ଅଶ୍ବଗଣର ନାସିକା ଧ୍ବନି ଶୁଣା ଯାଉଅଛି। ତାହାର କନିଷ୍ଠ ଅଶ୍ବଗଣର ହିଁ ହିଁ ଶବ୍ଦ ରେ ସମୁଦାଯ ଦେଶ କିତ ହେଉଅଛି। କାରଣ ସମାନେେ ଆସିଛନ୍ତି, ଆଉ ଦେଶ ଓ ତନ୍ମଧ୍ଯସ୍ଥିତ ସକଳ ନଗର ଓ ତଦନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି।
ଯିହୋଶୂୟ 17:15
ଯିହାଶୂେୟ ସମାନଙ୍କେୁ ଉତ୍ତର ଦଇେ କହିଲେ, ଯଦି ତୁମ୍ଭେ ବହକ୍ସ୍ଟତ ଲୋକ ଅଛ, ତବେେ ତୁମ୍ଭେ ପର୍ବତମଯ ବଣ ଅଞ୍ଚଳକକ୍ସ୍ଟ ୟାଅ। ଏବଂ ବଣ ସଫା କରି ତାକକ୍ସ୍ଟ ବାସପୟୋଗୀ କର। ବର୍ତ୍ତମାନ ସେ ଭୂମି ପରିଷୀଯ ଏବଂ ରଫୋଯୀ ଲୋକମାନଙ୍କ ଅଧିନ ରେ ଅଛି। ଯଦି ଇଫ୍ରଯିମ ପାର୍ବତ୍ଯ ଅଞ୍ଚଳ ତୁମ୍ଭକୁ କମ୍ ହେଉଛି, ତବେେ ତୁମ୍ଭେ ୟାଅ ଏବଂ ସେ ଭୂମିକକ୍ସ୍ଟ ନିଜ ଅଧିନକକ୍ସ୍ଟ ନିଅ।
ଯିହୋଶୂୟ 20:7
ତେଣୁ ଇଶ୍ରାୟେଲର ବାସିନ୍ଦାମାନେ କିଛି ସହର ବାଛିଲେ। ଯାହାକକ୍ସ୍ଟ ନିରାପଦ ସହର ନାମ ରେ ପରିଚିତ। ସହେି ସହରଗକ୍ସ୍ଟଡିକ ଥିଲା।
ବିଚାରକର୍ତାମାନଙ୍କ ବିବରଣ 18:29
ଯେ ହତେକ୍ସ୍ଟ ସମାନେେ ଇଶ୍ରାୟେଲର ଜଣେ ପକ୍ସ୍ଟତ୍ର ଦାନର ଭବିଷ୍ଯଦ୍ ବଂଶଧର ଥିଲେ, ସମାନେେ ସହେି ନଗରର ନାମ ଦାନ ରଖିଲେ। ମାତ୍ର ବାସ୍ତବ ରେ ସହେି ନଗରର ନାମ ଲଯିଶ ଥିଲା।
ବିଚାରକର୍ତାମାନଙ୍କ ବିବରଣ 20:1
ଏଣୁ ଇଶ୍ରାୟେଲର ସମସ୍ତ ଲୋକ ଏକତ୍ରୀତ ହେଲେ। ସମାନେେ ସମସ୍ତେ ମିସ୍ପୀ ରେ ସଦାପ୍ରଭୁଙ୍କଠା ରେ ଏକତ୍ରୀତ ହେଲେ। ଇଶ୍ରାୟେଲୀୟମାନେ ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ଓ ଗିଲିଯଦଠାରକ୍ସ୍ଟ ମଧ୍ଯ ଆସିଲେ।
ଯିରିମିୟ 6:1
ହେ ବିନ୍ଯାମୀନ ସନ୍ତାନଗଣ, ତୁମ୍ଭମାନେେ ରକ୍ଷା ପାଇବା ପାଇଁ ୟିରୁଶାଲମରୁ ପଳାଯନ କର। ତିକୋଯ ନଗର ରେ ତୂରୀ ବଜାଅ ଓ ବୈଥହକରମେ ରେ ଧ୍ବଜା ଟକେ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି।