Jeremiah 35:2
ହେ ଯିରିମିୟ, ତୁମ୍ଭେ ରେଖବୀଯ ବଂଶ ନିକଟକୁ ୟାଇ ସମାନଙ୍କେୁ ନିମନ୍ତ୍ରଣ କରି ସଦାପ୍ରଭୁଙ୍କ ଗୃହର ଏକ କୋଠରୀକୁ ଆଣ ଓ ସମାନଙ୍କେୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।
Jeremiah 35:2 in Other Translations
King James Version (KJV)
Go unto the house of the Rechabites, and speak unto them, and bring them into the house of the LORD, into one of the chambers, and give them wine to drink.
American Standard Version (ASV)
Go unto the house of the Rechabites, and speak unto them, and bring them into the house of Jehovah, into one of the chambers, and give them wine to drink.
Bible in Basic English (BBE)
Go into the house of the Rechabites, and have talk with them, and take them into the house of the Lord, into one of the rooms, and give them wine.
Darby English Bible (DBY)
Go to the house of the Rechabites, and speak with them, and bring them into the house of Jehovah, into one of the chambers, and give them wine to drink.
World English Bible (WEB)
Go to the house of the Rechabites, and speak to them, and bring them into the house of Yahweh, into one of the chambers, and give them wine to drink.
Young's Literal Translation (YLT)
`Go unto the house of the Rechabites, and thou hast spoken with them, and brought them into the house of Jehovah, unto one of the chambers, and caused them to drink wine.'
| Go | הָלוֹךְ֮ | hālôk | ha-loke |
| unto | אֶל | ʾel | el |
| the house | בֵּ֣ית | bêt | bate |
| of the Rechabites, | הָרֵכָבִים֒ | hārēkābîm | ha-ray-ha-VEEM |
| unto speak and | וְדִבַּרְתָּ֣ | wĕdibbartā | veh-dee-bahr-TA |
| them, and bring | אוֹתָ֔ם | ʾôtām | oh-TAHM |
| house the into them | וַהֲבִֽאוֹתָם֙ | wahăbiʾôtām | va-huh-vee-oh-TAHM |
| of the Lord, | בֵּ֣ית | bêt | bate |
| into | יְהוָ֔ה | yĕhwâ | yeh-VA |
| one | אֶל | ʾel | el |
| chambers, the of | אַחַ֖ת | ʾaḥat | ah-HAHT |
| and give them wine | הַלְּשָׁכ֑וֹת | hallĕšākôt | ha-leh-sha-HOTE |
| to drink. | וְהִשְׁקִיתָ֥ | wĕhišqîtā | veh-heesh-kee-TA |
| אוֹתָ֖ם | ʾôtām | oh-TAHM | |
| יָֽיִן׃ | yāyin | YA-yeen |
Cross Reference
ପ୍ରଥମ ବଂଶାବଳୀ 2:55
ଏବଂ ୟାବେସ୍ ରେ ବାସ କରୁଥିବା ଲିପିକାରମାନଙ୍କର ପରିବାରସବୁ ତିରିଯାଥୀଯ, ଶିମିଯଥୀଯ ଓ ସୁଖାଥୀଯ ଥିଲେ। ଏହି କୀନୀଯ ଲୋକମାନେ ହମ୍ମତରୁ ଆସିଥିଲେ। ହମ୍ମତ୍ ବେଥ- ରଖାବରେ ପ୍ରତିଷ୍ଠାତା ଥିଲେ।
ପ୍ରଥମ ବଂଶାବଳୀ 9:26
ସମସ୍ତ ଦ୍ବାରପାଳମାନଙ୍କର ମୁଖ୍ଯ ଚାରି ଦ୍ବାରପାଳ ଥିଲେ। ସମାନେେ ଲବେୀୟ ଲୋକ ଥିଲେ। ସମାନଙ୍କେର କାର୍ୟ୍ଯ ଥିଲା, ପରମେଶ୍ବରଙ୍କ ମନ୍ଦିର ରେ ଥିବା ସକଳ କଠାେରୀର ଓ ଧନସମ୍ପଦର ରକ୍ଷଣା ବେକ୍ଷଣା କରିବା।
ପ୍ରଥମ ରାଜାବଳୀ 6:5
ଶଲୋମନ ମନ୍ଦିର ମୂଖ୍ଯ ପାଶର୍ବ ରେ ଏକ ଧାଡି ରେ କଠାେରୀ ନିର୍ମାଣ କଲେ। ଏହା କଠାେରୀଗୁଡିକ ଗୋଟିଏ ଉପରେ ଆଉ ଗୋଟିଏ ରହିଲା। ସହେି ଧାଡିର କୋଠରିଗୁଡିକ ତିନି ମହଲା ଉଚ୍ଚ ଥିଲା।
ଯିହିଜିକଲ 42:4
କଠାେରୀଗୁଡ଼ିକର ସମ୍ମୁଖ ରେ ଦଶହାତ ପ୍ରସ୍ଥର ଏକ ପଥ ଥିଲା ଓ ସମସ୍ତ ଦ୍ବାର ଉତ୍ତର ଆଡ଼େ ଥିଲା।
ଯିହିଜିକଲ 41:5
ତା'ପ ରେ ସେ ମନ୍ଦିରର କାନ୍ଥ ମାପିଲେ। ଏହା ଛଅ ହାତ ଓସାର ଥିଲା ଓ ମନ୍ଦିରର ଚତୁର୍ଦ୍ଦିଗସ୍ଥିତ କଠାେରୀଗୁଡ଼ିକ ଥିଲା ଏବଂ ସଗେୁଡ଼ିକର ପ୍ରସ୍ଥ ଚାରି ହାତ ଲଖାଏଁେ ଥିଲା।
ଯିହିଜିକଲ 40:16
ପ୍ରତି ଦ୍ବାର କୋଠରୀର ଓ ଉପସ୍ତମ୍ଭ ଗୁଡ଼ିକର ଭିତ ରେ ଚାରିଆଡ଼େ କଳାକବାଟି ଥିଲା। ଆଉ ମଣ୍ଡପଗୁଡ଼ିକରେ ମଧ୍ଯ ସହେିପରି ଥିଲା। ଆଉ କଳାକବାଟିସବୁ ଭତର ଆଡ଼କୁ ମୁହଁ ଥିଲା ଫାଟକ ଦ୍ବାରର ପ୍ରେତ୍ୟକକ ପାଶର୍ବର କାନ୍ଥ ରେ ଖଜୁର୍ର ବୃକ୍ଷର ଆକୃତି ଖାଦେିତ ହାଇେଥିଲା।
ଯିହିଜିକଲ 40:7
ପ୍ରହରୀମାନଙ୍କର କୋଠରୀଗୁଡ଼ିକ ଏକଦଣ୍ଡ ଦୀର୍ଘ ଓ ଏକ ଦଣ୍ଡ ପ୍ରସ୍ଥ ଥିଲା। ଆଉ ପ୍ରେତ୍ୟକକ କଠାେରୀର କାନ୍ଥଗୁଡ଼ିକ ମଧିଅରେ ପାଞ୍ଚ ପାଞ୍ଚ ହାତ ଛଡ଼ା ହାଇେଥିଲା ଓ ଗୃହାଭିମୁଖେ ଦ୍ବାରର ବାରଣ୍ଡା ନିକଟସ୍ଥ ଦ୍ବାରର ସମ୍ମୁଖ ସ୍ଥାନ ଏକ ଦଣ୍ଡ ଥିଲା।
ଯିରିମିୟ 35:8
ତେଣୁ ଆମ୍ଭମାନେେ ରେଖବୀଯ ବଂଶ ଆମ୍ଭ ପୂର୍ବପୁରୁଷ ଯିହାନୋଦବ୍ ଆମ୍ଭମାନଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଓ ଗୃହ ନିର୍ମାଣ ନ କରିବାକୁ ଯେଉଁ ଆଜ୍ଞା ଦଇେଛନ୍ତି ତାହା ପାଳନ କରି ଆସିଅଛୁ। ଆଉ ଆମ୍ଭମାନେେ, ଆମ୍ଭମାନଙ୍କର ସ୍ତ୍ରୀମାନେ ଓ ଆମ୍ଭମାନଙ୍କର ପୁତ୍ର କନ୍ଯାମାନେ କବେେ ଦ୍ରାକ୍ଷାରସ ପାନ କରୁ ନାହୁଁ।
ଯିରିମିୟ 35:4
ସମାନଙ୍କେୁ ସଦାପ୍ରଭୁଙ୍କ ଗୃହକୁ ନଇଗେଲି। ମୁଁ ପରମେଶ୍ବରଙ୍କ ଲୋକ ୟିଗଦଲିଯର ପୁତ୍ର ହାନନର ପୁତ୍ରମାନଙ୍କର କୋଠରୀକୁ ଗଲି। ସହେି କଠାେରୀ ଉଲ୍ଲମର ପୁତ୍ର ମା ସଯେ ନାମକ ଦ୍ବାରପାଳର କଠାେରୀ ଉପ ରେ, ଅଧିପତିଗଣର କୋଠରୀ ନିକଟରେ ଥିଲା।
ନିହିମିୟା 13:8
ଏହା ମାେତେ ବ୍ଯତିବ୍ଯସ୍ତ କଲା, ଏଣୁ ମୁଁ ସହେି କଠାେରୀରୁ ଟୋବିୟର ସମସ୍ତ ଗୃହ ସାମଗ୍ରୀ ବାହାର କରି ପକାଇ ଦଲେି।
ନିହିମିୟା 13:5
ତେଣୁ ସେ ତାକୁ ଏକ ବଡ କଠାେରୀ ଦଲୋ। ସହେି କଠାେରୀକୁ ପୂର୍ବେ ଲୋକମାନେ ସହେି ସ୍ଥାନ ରେ ଶସ୍ଯ ନବୈେଦ୍ଯ, ସୁଗନ୍ଧ ଏବଂ ଅନ୍ଯାନ୍ଯ ସାମଗ୍ରୀ, ଲବେୀୟ ଓ ଗାଯକ ଓ ଦ୍ବାରପାଳମାନଙ୍କ ନିମନ୍ତେ ଶସ୍ଯ, ଦ୍ରାକ୍ଷାରସ ଓ ତୈଲର ଦଶମାଂଶ, ଆଉ ଯାଜକମାନଙ୍କ ନିମନ୍ତେ ଉପହାର ରଖିବା ରେ ବ୍ଯବହୃତ ହେଉଥିଲା।
ଏଜ୍ରା 8:29
ସଦାପ୍ରଭୁ ୟିରୁଶାଲମସ୍ଥ ମନ୍ଦିର କଠାେରୀ ରେ ପ୍ରଧାନ ଯାଜକ ଗର୍ବର ଓ ଲବେୀୟମାନଙ୍କର ଓ ଇଶ୍ରାୟେଲୀୟ ପରିବାରର ନେତାମାନଙ୍କର ସାକ୍ଷାତ ରେ ଏହାସବୁ ତୌଲି ନଦବୋ ପର୍ୟ୍ଯନ୍ତ ତୁମ୍ଭମାନେେ ସତର୍କ ହୁଅ ଓ ଏହା ସବୁର ସୁରକ୍ଷା କର।
ଦିତୀୟ ବଂଶାବଳୀ 31:11
ଏହାପରେ ହିଜକିଯ, ଯାଜକମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଭଣ୍ଡାରଘର ସବୁ ପ୍ରସ୍ତୁତ କରିବାକୁ କହିଲେ। ତେଣୁ ଏହିପରି କରାଗଲା।
ଦିତୀୟ ବଂଶାବଳୀ 3:9
ସ୍ବର୍ଣ୍ଣ କଣ୍ଟକର ଓଜନ 575 ଗ୍ରାମ ଥିଲା। ଶଲୋମନ ଉପରିସ୍ଥ କୋଠରୀଗୁଡ଼ିକୁ ମଧ୍ଯ ସୁନା ରେ ଆଚ୍ଛାଦନ କଲେ।
ପ୍ରଥମ ବଂଶାବଳୀ 23:28
ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ ରେ ହାରୋଣଙ୍କ ବଂଶଧରମାନଙ୍କୁ ସାହାୟ୍ଯ କରିବା ଲବେୀୟମାନଙ୍କ କାର୍ୟ୍ଯ ଥିଲା। ଲବେୀୟମାନେ ଆହୁରି ମଧ୍ଯ ମନ୍ଦିରର ପ୍ରାଙ୍ଗଣ ଓ ପାଶର୍ବବର୍ତ୍ତୀ କଠାେରୀଗୁଡ଼ିକର ଯତ୍ନ ନେଉଥିଲେ। ସମସ୍ତ ପବିତ୍ର ସାମଗ୍ରୀକୁ ଶୁଚି କରିବା ସମାନଙ୍କେର କାର୍ୟ୍ଯ ଥିଲା। ପରମେଶ୍ବରଙ୍କ ମନ୍ଦିରର ସବୋ କରିବା କାର୍ୟ୍ଯ ସମାନଙ୍କେର ଥିଲା।
ପ୍ରଥମ ବଂଶାବଳୀ 9:33
ସହେି ଲବେୀୟ ଗାଯକଗଣ ସମାନଙ୍କେର ପରିବାରର ମୁଖ୍ଯ ଥିଲେ ଏବଂ ସମାନେେ ମନ୍ଦିର ମଧିଅରେ ଥିବା କଠାେରୀଗୁଡ଼ିକରେ ରହୁଥିଲେ। ସମାନେେ ଅନ୍ୟ କାର୍ୟ୍ଯରୁ ମୁକ୍ତ ଥିଲେ। କାରଣ ଦିନରାତି ମନ୍ଦିରର କାର୍ୟ୍ଯ କରିବା ଦାଯିତ୍ବ ସମାନଙ୍କେ ଉପରେ ଥିଲା।
ଦିତୀୟ ରାଜାବଳୀ 10:15
ଏହାପରେ ଯହେୂ ସଠାରୁେ ପ୍ରସ୍ଥାନ କଲା ବେଳେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ରେଖବର ପୁତ୍ର ଯିହାନୋଦବଙ୍କୁ ଭଟେିଲେ। ସେ ଯିହାନୋଦବଙ୍କୁ ସ୍ବାଗତ କରି ପଚାରିଲେ, ତୁମ୍ଭେ ମାରେ ବିଶ୍ବସ୍ତ ବନ୍ଧୁ କି? ମୁଁ ଯେପରି ତୁମ୍ଭ ପ୍ରତି ସରଳ ଓ ବିଶ୍ବସ୍ତ?
ପ୍ରଥମ ରାଜାବଳୀ 6:10
ସେ ମଧ୍ଯ ମନ୍ଦିର ଗ୍ଭରିପଟେ କଠାେରୀ ନିର୍ମାଣର କାର୍ୟ୍ଯ ଶଷେ କଲେ। ପ୍ରେତ୍ୟକକ ମହଲାର ଉଚ୍ଚତା ପାଞ୍ଚହାତ ଥିଲା। ଏରସ କାଠର କଡିକାଠଗୁଡିକ ମନ୍ଦିରର କାନ୍ଥକୁ ସ୍ପର୍ଶ କରୁଥିଲା।