Jeremiah 27:15
ପୁଣି ସଦାପ୍ରଭୁ କହନ୍ତି, ମୁଁ ସହେି ଭବିଷ୍ଯଦବକ୍ତାମାନଙ୍କୁ ପଠାଇବି ନାହିଁ। ସମାନେେ ମିଥ୍ଯା ପ୍ରଚାର କରନ୍ତି ଓ ମାେ ନାମ ରେ ତାହା ପ୍ରଚାର କରନ୍ତି। ତେଣୁ ମୁଁ ତୁମ୍ଭମାନଙ୍କୁ ତଡ଼ି ଦବେି ଓ ତୁମ୍ଭମାନେେ ବିନଷ୍ଟ ହବେ, ତୁମ୍ଭମାନେେ ଓ ସହେି ପ୍ରଚାରକ ଭବିଷ୍ଯଦବକ୍ତାଗଣ ବିନଷ୍ଟ ହବେ।
Jeremiah 27:15 in Other Translations
King James Version (KJV)
For I have not sent them, saith the LORD, yet they prophesy a lie in my name; that I might drive you out, and that ye might perish, ye, and the prophets that prophesy unto you.
American Standard Version (ASV)
For I have not sent them, saith Jehovah, but they prophesy falsely in my name; that I may drive you out, and that ye may perish, ye, and the prophets that prophesy unto you.
Bible in Basic English (BBE)
For I have not sent them, says the Lord, but they are saying what is false in my name, so that I might send you out by force, causing destruction to come on you and on your prophets.
Darby English Bible (DBY)
For I have not sent them, saith Jehovah, yet they prophesy falsely in my name; in order that I should drive you out, and that ye should perish, ye, and the prophets who prophesy unto you.
World English Bible (WEB)
For I have not sent them, says Yahweh, but they prophesy falsely in my name; that I may drive you out, and that you may perish, you, and the prophets who prophesy to you.
Young's Literal Translation (YLT)
For I have not sent them -- an affirmation of Jehovah -- and they are prophesying in My name falsely, so as to drive you out, and ye have perished, ye, and the prophets who are prophesying to you.'
| For | כִּ֣י | kî | kee |
| I have not | לֹ֤א | lōʾ | loh |
| sent | שְׁלַחְתִּים֙ | šĕlaḥtîm | sheh-lahk-TEEM |
| saith them, | נְאֻם | nĕʾum | neh-OOM |
| the Lord, | יְהוָ֔ה | yĕhwâ | yeh-VA |
| they yet | וְהֵ֛ם | wĕhēm | veh-HAME |
| prophesy | נִבְּאִ֥ים | nibbĕʾîm | nee-beh-EEM |
| a lie | בִּשְׁמִ֖י | bišmî | beesh-MEE |
| name; my in | לַשָּׁ֑קֶר | laššāqer | la-SHA-ker |
| that | לְמַ֨עַן | lĕmaʿan | leh-MA-an |
| out, you drive might I | הַדִּיחִ֤י | haddîḥî | ha-dee-HEE |
| אֶתְכֶם֙ | ʾetkem | et-HEM | |
| and that ye might perish, | וַאֲבַדְתֶּ֔ם | waʾăbadtem | va-uh-vahd-TEM |
| ye, | אַתֶּ֕ם | ʾattem | ah-TEM |
| and the prophets | וְהַנְּבִאִ֖ים | wĕhannĕbiʾîm | veh-ha-neh-vee-EEM |
| that prophesy | הַֽנִּבְּאִ֥ים | hannibbĕʾîm | ha-nee-beh-EEM |
| unto you. | לָכֶֽם׃ | lākem | la-HEM |
Cross Reference
ଯିରିମିୟ 27:10
ମାତ୍ର ତୁମ୍ଭମାନଙ୍କୁ ସ୍ବଦେଶରୁ ଦୂ ରଇେ ଦବୋପାଇଁ ଓ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଲେ ତୁମ୍ଭମାନେେ ଯେପରି ନଷ୍ଟ ହବେ, ଏଥିପାଇଁ ସମାନେେ ତୁମ୍ଭମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରୁଛନ୍ତି।
ଯିରିମିୟ 14:15
ଏଣୁ ଯେଉଁ ଭବିଷ୍ଯଦବକ୍ତାମାନେ ଆମ୍ଭ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ଆମ୍ଭେ ସମାନଙ୍କେୁ ପ୍ ରରଣେ ନ କଲେ ହେଁ ସମାନେେ କହନ୍ତି, ଏ ଦେଶ ରେ ଖଡ୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହବେ ନାହିଁ, ସହେିମାନଙ୍କ ବିଷଯ ରେ ସଦାପ୍ରଭୁ କହନ୍ତି,' ସହେି ଭବିଷ୍ଯଦବକ୍ତାମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ବାରା ବିନଷ୍ଟ ହବେେ।
ଯିରିମିୟ 6:13
ଇଶ୍ରାୟେଲର େଛାଟରୁ ବଡ଼ ପର୍ୟ୍ଯନ୍ତ ସମସ୍ତ ଲୋକ ଲୋଭାସକ୍ତ। ଆଉ ଭବିଷ୍ଯଦବକ୍ତାଠାରୁ ଯାଜକ ପର୍ୟ୍ଯନ୍ତ ପ୍ରେତ୍ୟକକ ମିଥ୍ଯାଚାରୀ।
ଦିତୀୟ ବଂଶାବଳୀ 25:16
ଭବିଷ୍ଯତ୍ବକ୍ତା ଯେତବେେଳେ ଏହି କଥା କହିଲେ, ଅମତ୍ସିଯ ସହେି ଭବିଷ୍ଯତ୍ବକ୍ତାଙ୍କୁ କହିଲେ, ତୁମ୍ଭେ ରାଜାଙ୍କର ଜଣେ ପରାମର୍ଶଦାତା ନୁହଁ। ନୀରବ ରୁହ ! ଯଦି ତୁମ୍ଭେ ନୀରବ ନ ରୁହ, ତବେେ ତୁମ୍ଭକୁ ହତ୍ଯା କରାୟିବ ! ଭବିଷ୍ଯତ୍ବକ୍ତା ନୀରବ ହାଇଗେଲେ, କିନ୍ତୁ ତା'ପରେ କହିଲେ, ପରମେଶ୍ବର ପ୍ରକୃତ ରେ ତୁମ୍ଭକୁ ବିନଷ୍ଟ କରିବା ନିମନ୍ତେ ସ୍ଥିର କରିଛନ୍ତି। କାହିଁକି ? କାରଣ ତୁମ୍ଭେ ସହେି ମନ୍ଦ କାର୍ୟ୍ଯସବୁ କଲ ଓ ମାରେ ଉପଦେଶ ଶୁଣିଲ ନାହିଁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:9
ତା'ର ମହାନ ଶକ୍ତି ଥିବ ଓ ସେ ଅସତ୍ଯ ଆଧାରିତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ଚିହ୍ନ ଓ ଅଦ୍ଭୁତ କାର୍ୟ୍ଯମାନ ଘଟାଇବ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:17
ଶରୀର ଭିତ ରେ ରୋଗ ବ୍ଯାପିଲା ଭଳି ସମାନଙ୍କେର ମନ୍ଦ ଶିକ୍ଷା ବ୍ଯାପି ୟିବ। ହୁମନାୟ ଓ ଫିଲୀତ ହେଉଛନ୍ତି ସହେିଭଳି ଲୋକ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:3
ସମୟ ଆସୁଛି, ଯେତବେେଳେ ଲୋକେ ସତ୍ ଶିକ୍ଷା ଶୁଣିବେ ନାହିଁ। କିନ୍ତୁ ଲୋକେ ଅଧିକରୁ ଅଧିକ ନଜ ମନପସନ୍ଦ ଶିକ୍ଷା ସମାନଙ୍କେଠାରୁ ସଂଗ୍ରହ କରିବେ, ଯେଉଁମାନେ ସମାନଙ୍କେୁ ସନ୍ତୁଷ୍ଟ କଲାଭଳି କଥା କହିବେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:7
ତାହାକୁ ପରମେଶ୍ବରଙ୍କ ପବିତ୍ ରେଲାକ ବିରୁଦ୍ଧ ରେ ୟୁଦ୍ଧ କରି ସମାନଙ୍କେୁ ପରାସ୍ତ କରିବାର କ୍ଷମତା ଦିଆଗଲା। ତାହାକୁ ପୃଥିବୀର ସବୁ ଗୋଷ୍ଠୀ, ଜାତି, ପ୍ରଜାତି ଓ ଦେଶଗୁଡ଼ିକ ଉପରେ ଶାସନ କରିବାକୁ କ୍ଷମତା ଦିଆଗଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:12
ଏହି ପଶୁ ପ୍ରଥମପଶୁ ସାମନା ରେ ଠିଆ ହେଲା ଓ ପ୍ରଥମପଶୁଠା ରେ ଥିବା ସମସ୍ତ କ୍ଷମତା ଭଳି କ୍ଷମତା ବ୍ଯବହାର କଲା। ସେ ପ୍ରଥମପଶୁକୁ ପୂଜା କରିବା ପାଇଁ ସମଗ୍ର ପୃଥିବୀବାସୀଙ୍କୁ ବାଧ୍ଯ କଲା। ସହେି ପ୍ରଥମପଶୁର ମାରାତ୍ମକ କ୍ଷତ ସୁସ୍ଥ ହାଇଯୋଇଥିଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:20
କିନ୍ତୁ ସହେି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ଯଦ୍ ବକ୍ତା ମଧ୍ଯ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ଯଦ୍ ବକ୍ତା ସହେି ପଶୁ ପାଇଁ ବହୁତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଥିଲା। ଏହି ପଶୁ, ୟିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସହେି ଭଣ୍ଡ ଭବିଷ୍ଯଦ୍ ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦ ରେ ଜୀବନ୍ତ ଫିଙ୍ଗି ଦିଆଗଲା।
ମାଥିଉଲିଖିତ ସୁସମାଚାର 24:24
ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ଯଦ୍ବକ୍ତାମାନେ ବାହାରିବେ। ସମାନେେ ବହୁତ ବଡ଼ ବଡ଼ ଆଶ୍ଚର୍ୟ୍ଯଜନକ କାମ କରିବେ ଓ ଚ଼ମତ୍କାର ପ୍ରତର୍ଶନ କରିବେ। ଯଦି ସମ୍ଭବ ହୁଏ, ତବେେ ପରମେଶ୍ବରଙ୍କ ଦ୍ବାରା ମନୋନୀତ ଲୋକମାନଙ୍କୁ ମଧ୍ଯ ସମାନେେ ବୋକା ବନଇେ ଦବୋକୁ ଚେଷ୍ଟା କରିବେ।
ମାଥିଉଲିଖିତ ସୁସମାଚାର 15:14
ସମାନଙ୍କେୁ ଛାଡି ଦିଅ। ସମାନେେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦଖାେଏ, ତବେେ ଉଭୟ ଖାତ ଭିତ ରେ ଖସି ପଡିବେ।
ମୀଖା 3:5
କେତକେ ଭବିଷ୍ଯତ୍ବକ୍ତା ସଦାପ୍ରଭୁଙ୍କ ଲୋକଙ୍କୁ ମିଥ୍ଯା ବାକ୍ଯ କୁହନ୍ତି। ସଦାପ୍ରଭୁ ସହେି ଭବିଷ୍ଯତ୍ବକ୍ତାମାନଙ୍କ ସମ୍ବନ୍ଧ ରେ ଏହି କଥା କୁହନ୍ତି,
ଯିରିମିୟ 8:10
ତେଣୁ ଆମ୍ଭେ ସମାନଙ୍କେର ସ୍ତ୍ରୀମାନଙ୍କୁ ଅନ୍ୟମାନଙ୍କୁ ଦବୋ ଓ ସମାନଙ୍କେର କ୍ଷେତ୍ରକୁ ଅନ୍ୟମାନଙ୍କ ଅଧିକାରକୁ ଦବୋ। କାରଣ ଇଶ୍ରାୟେଲ କ୍ଷୁଦ୍ରଠାରୁ ମହାନ୍ ଲୋକ ପର୍ୟ୍ଯନ୍ତ ସମସ୍ତେ ଲୋଭାସକ୍ତ ଆଉ ଭବିଷ୍ଯଦବକ୍ତାଠାରୁ ଆରମ୍ଭ କରି ଯାଜକ ପର୍ୟ୍ଯନ୍ତ ସମସ୍ତେ ମିଥ୍ଯାଚରଣ କରନ୍ତି।
ଯିରିମିୟ 20:6
ପୁଣି ହେ ପଶ୍ହୂର, ତୁମ୍ଭେ ଓ ତୁମ୍ଭ ଗୃହ ନିବାସୀ ସମସ୍ତେ ବନ୍ଦୀ ହାଇେ ବାବିଲକୁ ଯିବେ। ତୁମ୍ଭେ ସହେି ସ୍ଥାନ ରେ ମରିବ ଓ ସଠାେ ରେ କବର ପାଇବ। ତୁମ୍ଭର ଯେଉଁ ବନ୍ଧୁମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କଲ, ସହେି ବନ୍ଧୁମାନେ ମଧ୍ଯ ସହେିଠା ରେ ମରିବେ ଓ କବର ନବେେ।
ଯିରିମିୟ 23:15
ତେଣୁ ସୈନ୍ଯାଧିପତି ସଦାପ୍ରଭୁ ଭବିଷ୍ଯଦବକ୍ତାମାନଙ୍କ ବିଷଯ ରେ ଏହା କହନ୍ତି, ଆମ୍ଭେ ସମାନଙ୍କେୁ ବିଷାକ୍ତ ଖାଦ୍ୟ ଭୋଜନ କରାଇବା ଓ ବିଷ ବୃକ୍ଷର ରସ ପାନ କରାଇବା। କାରଣ ୟିରୁଶାଲମର ଭବିଷ୍ଯଦବକ୍ତାମାନଙ୍କଠାରୁ ପାଷାଣ୍ଡତା ଦେଶ ସାରା ବ୍ଯାପିୟାଇଛି।
ଯିରିମିୟ 23:21
ଆମ୍ଭେ ସହେି ଭବିଷ୍ଯଦବକ୍ତାମାନଙ୍କୁ ପଠାଇ ନ ଥିଲୁ। ତଥାପି ସମାନେେ ଆପେ ଆପେ ଧାଇଁଲେ। ଆମ୍ଭେ ସମାନଙ୍କେୁ କିଛି ବାକ୍ଯ ପ୍ରଦାନ କରି ନ ଥିଲୁ। ମାତ୍ର ସମାନେେ ଆମ୍ଭ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାର କଲେ।
ଯିରିମିୟ 28:16
ତେଣୁ ସଦାପ୍ରଭୁ ଏହିକଥା କହନ୍ତି, ' ହେ ହନାନିଯ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରିବା। ତୁମ୍ଭେ ଏହି ବର୍ଷ ମରିବ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ବିଦ୍ରୋହର କଥା କହିଅଛ।
ଯିରିମିୟ 29:9
ପୁଣି ସମାନେେ ଆମ୍ଭ ନାମ ରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି। କିନ୍ତୁ ଆମ୍ଭେ ସମାନଙ୍କେୁ ପ୍ ରରଣେ କରି ନାହୁଁ। ସଦାପ୍ରଭୁ କହନ୍ତି।
ଯିରିମିୟ 29:22
ପୁଣି ବାବିଲ ରେ ୟିହୁତାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସମାନଙ୍କେ ମଧିଅରେ ସହେି ଦୁଇ ଲୋକଙ୍କ ଅଭିଶାପ କଥା ଉଦାହରଣ ସ୍ବରୂପ ପ୍ରଚାରିତ ହବେ। ସହେି ଲୋକମାନେ କହିବେ, 'ବାବିଲର ରାଜା ଯେପରି ସିଦିକିଯ ଓ ଆହାବଙ୍କୁ ଅଗ୍ନି ରେ ଦଗ୍ଧ କରିଥିଲେ ସଦାପ୍ରଭୁ ସମାନଙ୍କେୁ ସହେିପରି କରନ୍ତୁ।'
ଯିରିମିୟ 29:31
ହେ ଯିରିମିୟ, ତୁମ୍ଭେ ନିର୍ବାସିତ ସମସ୍ତ ଲୋକଙ୍କୁ ଏହି ସମ୍ବାଦ ଦିଅ, 'ନିହିଲାମୀଯ ଶମଯିଯର ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି ; ଆମ୍ଭେ ଶମଯିଯଙ୍କୁ ଭବିଷ୍ଯଦବକ୍ତା ପ୍ରଚାର ପାଇଁ ପଠାଇ ନାହୁଁ। ମାତ୍ର ସେ ମିଥ୍ଯା କହି ତୁମ୍ଭମାନଙ୍କର ବିଶ୍ବାସ ଜନ୍ମାଇଅଛି।
ଯିହିଜିକଲ 14:3
ହେ ମନୁଷ୍ଯ ପୁତ୍ର ; ଏହି ଲୋକମାନେ ସମାନଙ୍କେର ହୃଦଯ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ଦଇେଅଛନ୍ତି ଏବଂ ସମାନଙ୍କେ ପାପ ସମାନଙ୍କେ ପଥରେ ବାଧା ରୂପେ ରହିଛି। ତେଣୁ ମୁଁ ସମାନଙ୍କେୁ କାହିଁକି ମାେତେ ଅନୁସନ୍ଧାନ କରିବାକୁ ଅନୁମତି ଦବେି ?
ଦିତୀୟ ବଂଶାବଳୀ 18:17
ଇଶ୍ରାୟେଲର ରାଜା ଯିହାଶାଫେଟ୍ଙ୍କୁ କହିଲେ, ମୁଁ ତୁମ୍ଭକୁ କହିଥିଲି ଯେ, ମୀଖାଯ ମାେ ନିମନ୍ତେ କୌଣସି ଉତ୍ତମ ବାର୍ତ୍ତା ଆଣିବ ନାହିଁ। ମାେ' ନିମନ୍ତେ ସେ କବଳେ ଖରାପ ବାର୍ତ୍ତା ଆଣେ।