ହୋଶେୟ 9:14 in Oriya

ଓଡିଆ ଓଡିଆ ବାଇବେଲ ହୋଶେୟ ହୋଶେୟ 9 ହୋଶେୟ 9:14

Hosea 9:14
ସଦାପ୍ରଭୁ, ତୁମ୍ଭେ ଯାହା ଗ୍ଭହଁ ତାହା ସମାନଙ୍କେୁ ଦିଅ। ଶିଶୁହରା ଗର୍ଭଶଯ ସମାନଙ୍କେୁ ଦିଅ, କ୍ଷୀର ବାହାରୁନଥିବା ସ୍ତନ ସମାନଙ୍କେୁ ଦିଅ।

Hosea 9:13Hosea 9Hosea 9:15

Hosea 9:14 in Other Translations

King James Version (KJV)
Give them, O LORD: what wilt thou give? give them a miscarrying womb and dry breasts.

American Standard Version (ASV)
Give them, O Jehovah-what wilt thou give? give them a miscarrying womb and dry breasts.

Bible in Basic English (BBE)
O Lord, what will you give them? Give them bodies which may not give birth and breasts without milk.

Darby English Bible (DBY)
Give them, Jehovah -- what wilt thou give? -- give them a miscarrying womb and dry breasts.

World English Bible (WEB)
Give them--Yahweh what will you give? Give them a miscarrying womb and dry breasts.

Young's Literal Translation (YLT)
Give to them, Jehovah -- what dost Thou give? Give to them miscarrying womb, and dry breasts.

Give
תֵּןtēntane
them,
O
Lord:
לָהֶ֥םlāhemla-HEM
what
יְהוָ֖הyĕhwâyeh-VA
wilt
thou
give?
מַהmama
give
תִּתֵּ֑ןtittēntee-TANE
them
a
miscarrying
תֵּןtēntane
womb
לָהֶם֙lāhemla-HEM
and
dry
רֶ֣חֶםreḥemREH-hem
breasts.
מַשְׁכִּ֔ילmaškîlmahsh-KEEL
וְשָׁדַ֖יִםwĕšādayimveh-sha-DA-yeem
צֹמְקִֽים׃ṣōmĕqîmtsoh-meh-KEEM

Cross Reference

ଲୂକଲିଖିତ ସୁସମାଚାର 23:29
ଏବେ ସମୟ ଆସୁଛି, ଯେତବେେଳେ ଲୋକମାନେ କହିବେ, ' ଯେଉଁ ସ୍ତ୍ରୀଲୋକମାନଙ୍କର ସନ୍ତାନସନ୍ତତି ନାହାଁନ୍ତି, ସମାନେେ ସୁଖୀ। ଯେଉଁ ସ୍ତ୍ରୀଲୋକମାନେ ବନ୍ଧ୍ଯା, ସମାନେେ ଧନ୍ଯ। ଯେଉଁ ସ୍ତ୍ରୀଲୋକମାନେ ସନ୍ତାନ ସନ୍ତତିକୁ ଜନ୍ମ ଦଇେ ନାହାଁନ୍ତି ଏବଂ ତାହାଙ୍କର ଯତ୍ନ ନଇେ ନାହାଁନ୍ତି, ସମାନେେ ଧନ୍ଯ।'

ଆୟୁବ ପୁସ୍ତକ 21:10
ସମାନଙ୍କେ ଷଣ୍ଢ ସଂଗମ କରି ନିଷ୍ଫଳ ହୁଏ ନାହିଁ। ସମାନଙ୍କେ ଗାଈସବୁ ବାଛୁରୀ ପ୍ରସବ କରେ। ବାଛୁରୀ ସବୁ ଜନ୍ମ ହେଲା ବେଳେ ମରନ୍ତି ନାହିଁ।

ହୋଶେୟ 9:11
ଇଫ୍ରଯିମର ଗୌରବ ପକ୍ଷୀ ସଦୃଶ ଉଡିୟିବ। ଅଧିକ ଗର୍ଭଧାରଣ ହବେନାହିଁ, ଅଧିକ ଶିଶୁ ଜନ୍ମ ହବେନୋହିଁ।

ହୋଶେୟ 9:13
ଆମ୍ଭେ ଦେଖିପାରୁଛୁ ଇଫ୍ରଯିମ ତା'ର ପିଲାମାନଙ୍କୁ ୟନ୍ତା ମଧ୍ଯକୁ ନେଉଛି। ଇଫ୍ରଯିମ ତା'ର ପିଲାମାନଙ୍କୁ ଘାତକ ନିକଟକୁ ଆଣୁଛି।

ହୋଶେୟ 9:16
ଇଫ୍ରଯିମ ଦଣ୍ତିତ ହବେ। ସମାନଙ୍କେର ମୂଳ ମରିୟାଇଛି। ସମାନଙ୍କେର ଆଉ ଅଧିକ ସନ୍ତାନ ହବେେ ନାହିଁ। ସମାନେେ ସନ୍ତାନ ଜନ୍ମ କରି ପାରନ୍ତି। କିନ୍ତୁ ସମାନଙ୍କେର ମହାନ୍ ସନ୍ତାନଙ୍କୁ ଆମ୍ଭେ ହତ୍ଯା କରିବା।

ମାଥିଉଲିଖିତ ସୁସମାଚାର 24:19
ଯେଉଁ ମହିଳାମାନେ ଗର୍ଭବତୀ ଥିବେ, କି ଯାହା କୋଳ ରେ ଶିଶୁଟିଏ ଥିବ ସମାନେେ ଏହି ସମୟରେ ବହୁତ କଷ୍ଟ ଭୋଗିବେ।

ମାର୍କଲିଖିତ ସୁସମାଚାର 13:17
ସହେି ସମୟ ଗର୍ଭବତୀ ମହିଳା ଓ କୋଳ ରେ େଛାଟ ପିଲାଥିବା ମହିଳାମାନଙ୍କ ପାଇଁ ବହୁତ ଶୋଚନୀୟ ହବେ।

ଲୂକଲିଖିତ ସୁସମାଚାର 21:23
ଗର୍ଭବତୀ ସ୍ତ୍ରୀ ଓ କୋଳ ରେ େଛାଟ ଶିଶୁ ଥିବା ସ୍ତ୍ରୀମାନଙ୍କ ପାଇଁ ସହେି ଦିନଗୁଡିକ ଅତ୍ଯନ୍ତ ଭୟାନକ ହବେ। କାରଣ ସହେି ଦିନମାନଙ୍କ ରେ ଏହି ଦେଶ ଉପରକୁ ବହୁତ ବିପଦ ମାଡି ଆସିବ। ଏବଂ ଏହି ଲୋକଙ୍କ ଉପରେ ପରମେଶ୍ବର କୋରଧ କରିବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:26
ଏହା ସଙ୍କଟର ସମୟ। ଅତଏବ, ମାେ ମତ ରେ ତୁମ୍ଭେ ଯେପରି ଅଛ ସହେିପରି ରହିବା ଉତ୍ତମ।