Hebrews 9:7
କିନ୍ତୁ ଦ୍ବିତୀୟ ବଖରା ଭିତରକୁ କବଳେ ବର୍ଷ ରେ ଥରେ ମହାୟାଜକ ଯାଇ ପାରୁଥିଲେ। ମହାୟାଜକ ଉତ୍ସର୍ଗ କରିବାର ରକ୍ତ ନ ନଇେ କଦାପି ସଠାେରେ ପ୍ରବେଶ କରନ୍ତି ନାହିଁ। ଯାଜକ ନିଜର ଲୋକମାନଙ୍କ ଆଜ୍ଞାନକୃତ ପାପ ନିମନ୍ତେ ସହେି ରକ୍ତ ପରମେଶ୍ବରଙ୍କୁ ଅର୍ପଣ କରୁଥିଲେ।
Hebrews 9:7 in Other Translations
King James Version (KJV)
But into the second went the high priest alone once every year, not without blood, which he offered for himself, and for the errors of the people:
American Standard Version (ASV)
but into the second the high priest alone, once in the year, not without blood, which he offereth for himself, and for the errors of the people:
Bible in Basic English (BBE)
But only the high priest went into the second, once a year, not without making an offering of blood for himself and for the errors of the people:
Darby English Bible (DBY)
but into the second, the high priest only, once a year, not without blood, which he offers for himself and for the errors of the people:
World English Bible (WEB)
but into the second the high priest alone, once in the year, not without blood, which he offers for himself, and for the errors of the people.
Young's Literal Translation (YLT)
and into the second, once in the year, only the chief priest, not apart from blood, which he doth offer for himself and the errors of the people,
| But | εἰς | eis | ees |
| into | δὲ | de | thay |
| the | τὴν | tēn | tane |
| second | δευτέραν | deuteran | thayf-TAY-rahn |
| went the high | ἅπαξ | hapax | A-pahks |
| priest | τοῦ | tou | too |
| alone | ἐνιαυτοῦ | eniautou | ane-ee-af-TOO |
| once | μόνος | monos | MOH-nose |
| every | ὁ | ho | oh |
| year, | ἀρχιερεύς | archiereus | ar-hee-ay-RAYFS |
| not | οὐ | ou | oo |
| without | χωρὶς | chōris | hoh-REES |
| blood, | αἵματος | haimatos | AY-ma-tose |
| which | ὃ | ho | oh |
| he offered | προσφέρει | prospherei | prose-FAY-ree |
| for | ὑπὲρ | hyper | yoo-PARE |
| himself, | ἑαυτοῦ | heautou | ay-af-TOO |
| and | καὶ | kai | kay |
| for the | τῶν | tōn | tone |
| errors | τοῦ | tou | too |
| of the | λαοῦ | laou | la-OO |
| people: | ἀγνοημάτων | agnoēmatōn | ah-gnoh-ay-MA-tone |
Cross Reference
ଲେବୀୟ ପୁସ୍ତକ 16:34
ପୁଣି ଇଶ୍ରାୟେଲ ସନ୍ତାନଗଣ ନିମନ୍ତେ ସମାନଙ୍କେର ସମସ୍ତ ପାପ ସକାଶୁ ବର୍ଷ ମଧିଅରେ ଏକଥର ପ୍ରାଯଶ୍ଚିତ କରିବାର ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହବେ।
ଯାତ୍ରା ପୁସ୍ତକ 30:10
ହାରୋଣ, ପାପ କ୍ଷମାର୍ଥେ ବର୍ଷକୁ ଥରେ ଦୋଷାର୍ଥକ ବଳି ରକ୍ତ ସହିତ ୟଜ୍ଞବଦେୀର ଶିଙ୍ଗ ଉପରେ ପ୍ରସ୍ତୁତ କରିବାର ଦିନ ବ୍ଯବହାର କରିବା ଉଚିତ୍। ହାରୋଣର ବଂଶଧର ପୁରୁଷାନୁକ୍ରମେ ପ୍ରେତ୍ୟକକ ବର୍ଷ ଏହା କରିବା ଉଚିତ୍। ଏହି ୟଜ୍ଞବଦେୀ ସଦାପ୍ରଭୁଙ୍କ ପାଇଁ ମହାପବିତ୍ର।
ଏବ୍ରୀମାନଙ୍କ ନିକଟକୁ ପତ୍ର 7:27
ସେ ଅନ୍ୟ ଯାଜକମାନଙ୍କ ଭଳି ନୁହଁନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ଯକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସମାନଙ୍କେୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ।
ଲେବୀୟ ପୁସ୍ତକ 5:18
ସହେି ବ୍ଯକ୍ତି ଅପରାଧର ମାତ୍ରା ଅନୁସାରେ ଏକ ନିଖୁଣ ମଷେ ଦୋଷାର୍ଥକ ନବୈେଦ୍ଯ ରୂପେ ଯାଜକ ନିକଟକୁ ଆଣିବ। ପୁଣି ଯେଉଁ ପାପ ସେ ଅଜ୍ଞାତ ରେ କରିଛି ସେଥିପାଇଁ ଯାଜକ ପ୍ରାଯଶ୍ଚିତ କରିବ। ତହିଁରେ ସେ କ୍ଷମାପ୍ରାପ୍ତ ହବେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:19
ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନ ରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ବାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟ ରେ ଏପରି କରିପାରିବା।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:3
ସମାନେେ ଯେଉଁ ବଳି ଗୁଡ଼ିକ ଦିଅନ୍ତି, ତାହା ପ୍ରତିବର୍ଷ ସମାନଙ୍କେୁ ସମାନଙ୍କେର ପାପଗୁଡ଼ିକ ସ୍ମରଣ କରାଇ ଦିଏ।
ଏବ୍ରୀମାନଙ୍କ ନିକଟକୁ ପତ୍ର 9:24
ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନଷ୍ଯ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ବର୍ଗ ଭିତରକୁ ଗଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 5:2
ଅନ୍ୟ ଲୋକମାନଙ୍କ ଭଳି ମହାୟାଜକର ମଧ୍ଯ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦଖାଇବୋକୁ ସମର୍ଥ।
ହୋଶେୟ 4:12
ଆମ୍ଭର ଲୋକମାନେ କାଠଖଣ୍ତିକୁ ଉପଦେଶ ଲାଗି ପଗ୍ଭରନ୍ତି। ସମାନେେ ଭାବନ୍ତି ସହେି କାଠଖଣ୍ତଗୁଡିକ ସମାନଙ୍କେୁ ଉତ୍ତର ଦବେ। କାରଣ, ସମାନେେ ଗଣିକାମାନଙ୍କପରି ମିଥ୍ଯାପ୍ରତିମାଙ୍କ ପଛ ରେ ଅନୁଧାବନ କରିଛନ୍ତି। ସମାନେେ ପରମେଶ୍ବରଙ୍କୁ ବଳିଦାନ କରିଥିଲେ ଓ ଗଣିକା ହାଇୟୋଇଥିଲେ।
ଯିଶାଇୟ 29:14
ତେଣୁ ଏହି ଲୋକମାନଙ୍କୁ ଚକିତ କରିବା ପାଇଁ ମୁଁ ଅଦ୍ଭୁତ ଓ ଆଶ୍ଚର୍ୟ୍ଯ କର୍ମମାନ କରି ଚାଲିବି। ସମାନଙ୍କେର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହବେ ଓ ସମାନଙ୍କେର ବିବକେୀ ଲୋକମାନେ ସମାନଙ୍କେର ବୁଦ୍ଧି ହରାଇବେ।'
ଯିଶାଇୟ 28:7
ମାତ୍ର ବର୍ତ୍ତମାନ ସହେି ପ୍ରାଚୀନ ବ୍ଯକ୍ତିଗଣ ଦ୍ରାକ୍ଷାରସ ରେ ଭ୍ରାନ୍ତ ହାଇେଛନ୍ତି ଓ ସୁରାପାନ ରେ ବିପଥଗାମୀ ହାଇେଛନ୍ତି। ଯାଜକ ଓ ଭବିଷ୍ଯଦ୍ବକ୍ତା ସୁରାପାନ ଦ୍ବାରା ବିଭ୍ରାନ୍ତ ହାଇେଛନ୍ତି। ଦ୍ରାକ୍ଷାରସ ସମାନଙ୍କେୁ ଗ୍ରାସ କରିଅଛି ଓ ସମାନେେ ସୁରାପାନ ଦ୍ବାରା ବିପଥରେ ୟାଇଛନ୍ତି। ସମାନେେ ଦର୍ଶନ ରେ ଭ୍ରାନ୍ତ ହୁଅନ୍ତି ଓ ବିଚାର ରେ ଝୁଣ୍ଟି ପଡ଼ନ୍ତି।
ଯିଶାଇୟ 9:16
ପଥପ୍ରଦର୍ଶକଗଣ ଲୋକମାନଙ୍କୁ ଭୁଲ୍ ବାଟରେ ପରିଚାଳିତ କରନ୍ତି। ଆଉ ସମାନଙ୍କେୁ ଅନୁସରଣ କରୁଥିବା ବ୍ଯକ୍ତିଗଣ ବିନଷ୍ଟ ହବେ।
ଯିଶାଇୟ 3:12
ବାଳକମାନେ ମାରେ ଲୋକମାନଙ୍କୁ ପରାଜିତ କରିବେ ଓ ସ୍ତ୍ରୀମାନେ ମାରେ ଲୋକମାନଙ୍କୁ ଶାସନ କରିବେ। ହେ ମାରେ ଲୋକମାନେ, ତୁମ୍ଭମାନଙ୍କର ପଥପ୍ରଦର୍ଶକ ତୁମ୍ଭମାନଙ୍କୁ ବିପଥଗାମୀ କରୁଛନ୍ତି। ସମାନେେ ତୁମ୍ଭମାନଙ୍କୁ ନ୍ଯାଯପଥରୁ ଦୂ ରଇେ ନିଅନ୍ତି।
ଗୀତସଂହିତା 95:10
ଆମ୍ଭେ ଚାଳିଶ ବର୍ଷ ପର୍ୟ୍ଯନ୍ତ ସହେି ବଂଶପ୍ରତି ବିରକ୍ତ ହାଇେଥିଲୁ, ଆମ୍ଭେ କହିଲୁ ୟେ, ସମାନେେ ଆମ୍ଭ ପ୍ରତି ବିଶ୍ବାସୀ ନୁହଁନ୍ତି। ସମାନେେ ଆମ୍ଭର ନିଯମକୁ ମାନିବା ପାଇଁ ମନା କରି ଦେଲେ।
ଗୀତସଂହିତା 19:12
କହେି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ। ତଣେୁ ମାେତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
ଦିତୀୟ ବଂଶାବଳୀ 33:9
ମନଃଶି ଯିହୁଦାର ଲୋକ ଓ ୟିରୁଶାଲମ ରେ ବାସ କରୁଥିବା ଲୋକମାନଙ୍କୁ ମନ୍ଦ କାର୍ୟ୍ଯ କରିବା ନିମନ୍ତେ ଉତ୍ସାହିତ କଲେ। ଇଶ୍ରାୟେଲୀୟମାନଙ୍କ ପୂର୍ବ ରେ ଦେଶର ଯେଉଁ ଜାତିଗଣ ଥିଲେ, ସମାନଙ୍କେଠାରୁ ଏହି ଲୋକମାନେ ଆହୁରି ଅଧିକ ମନ୍ଦ ହେଲେ - ଆଉ ସଦାପ୍ରଭୁ ସହେି ଅନ୍ୟ ଜାତୀଯମାନଙ୍କୁ ବିନଷ୍ଟ କରିଥିଲେ।
ଲେବୀୟ ପୁସ୍ତକ 16:2
ତୁମ୍ଭେ ଆପଣା ଭ୍ରାତା ହାରୋଣଙ୍କୁ କୁହ, ଯେପରି ତାଙ୍କର ମୃତ୍ଯୁ ନ ହୁଏ, ଏଥିପାଇଁ ବିଚ୍ଛଦେ ବସ୍ତ୍ର ଭିତ ରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛଦକ ସମ୍ମୁଖ ରେ ପବିତ୍ର ସ୍ଥାନ ରେ ସର୍ବଦା ପ୍ରବେଶ କରିବେ ନାହିଁ। କାରଣ ଆମ୍ଭେ ପାପାଚ୍ଛାଦକ ଉପରେ ମେଘର ଦର୍ଶନ ଦବୋ।
ଆମୋଷ 2:14
କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡାଳି ମଧ୍ଯ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ଯ ବଳ ନଥିବ। ସୈନ୍ଯମାନେ ନିଜକୁ ରକ୍ଷା କରିପାରିବେ ନାହିଁ।
ଦିତୀୟ ଶାମୁୟେଲ 6:7
ଉଷ ସଦାପ୍ରଭୁଙ୍କୁ ଯଥା ସମ୍ମାନ ପ୍ରଦର୍ଶନ ନ କରିବାରକ୍ସ୍ଟ ସଦାପ୍ରଭୁ ତାଙ୍କ ଉପରେ ରାଗିଲେ ଓ ତାଙ୍କୁ ଆଘାତ କଲେ । ଉଷ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ପାଖ ରେ ମୃତକ୍ସ୍ଟ୍ଯବରଣ କଲେ।