ଏବ୍ରୀମାନଙ୍କ ନିକଟକୁ ପତ୍ର 9:21 in Oriya

ଓଡିଆ ଓଡିଆ ବାଇବେଲ ଏବ୍ରୀମାନଙ୍କ ନିକଟକୁ ପତ୍ର ଏବ୍ରୀମାନଙ୍କ ନିକଟକୁ ପତ୍ର 9 ଏବ୍ରୀମାନଙ୍କ ନିକଟକୁ ପତ୍ର 9:21

Hebrews 9:21
ମାଶାେ ପବିତ୍ର ତମ୍ବୁ ଉପରେ ସହେି ରକ୍ତ ଛିଞ୍ଚିଲେ। ଉପାସନା ପାଇଁ ଆବଶ୍ଯକ ହେଉଥିବା ପ୍ରେତ୍ୟକକ ବସ୍ତୁ ଉପରେ ମଧ୍ଯ ସେ ସହେି ରକ୍ତ ଛିଞ୍ଚିଲେ।

Hebrews 9:20Hebrews 9Hebrews 9:22

Hebrews 9:21 in Other Translations

King James Version (KJV)
Moreover he sprinkled with blood both the tabernacle, and all the vessels of the ministry.

American Standard Version (ASV)
Moreover the tabernacle and all the vessels of the ministry he sprinkled in like manner with the blood.

Bible in Basic English (BBE)
And the blood was put on the Tent and all the holy vessels in the same way.

Darby English Bible (DBY)
And the tabernacle too and all the vessels of service he sprinkled in like manner with blood;

World English Bible (WEB)
Moreover he sprinkled the tabernacle and all the vessels of the ministry in like manner with the blood.

Young's Literal Translation (YLT)
and both the tabernacle and all the vessels of the service with blood in like manner he did sprinkle,

Moreover
καὶkaikay
he
sprinkled
τὴνtēntane
with

σκηνὴνskēnēnskay-NANE
blood
δὲdethay
both
καὶkaikay

πάνταpantaPAHN-ta
the
τὰtata
tabernacle,
σκεύηskeuēSKAVE-ay
and
τῆςtēstase
all
λειτουργίαςleitourgiaslee-toor-GEE-as
the
τῷtoh
vessels
αἵματιhaimatiAY-ma-tee
of
the
ὁμοίωςhomoiōsoh-MOO-ose
ministry.
ἐῤῥάντισενerrhantisenare-RAHN-tee-sane

Cross Reference

ଲେବୀୟ ପୁସ୍ତକ 8:19
ତା'ପରେ ମାଶାେ ମଷେଟିକୁ ବଧ କଲେ ଓ ତା'ର ରକ୍ତ ନଇେ ୟଜ୍ଞବଦେୀର ଚାରିଆଡେ ଛିଞ୍ଚିଲେ।

ଲେବୀୟ ପୁସ୍ତକ 8:15
ତତ୍ପରେ ମାଶାେ ତାକୁ ବଧ କଲେ ଓ ସହେି ରକ୍ତ ନଇେ ଅଙ୍ଗୁଳି ଦ୍ବାରା ୟଜ୍ଞବଦେୀର ଚାରିଆଡେ ଶିଙ୍ଗ ଉପରେ ଦଇେ ୟଜ୍ଞବଦେୀକି ପାପ ମୁକ୍ତ କଲେ। ଆଉ ୟଜ୍ଞବଦେୀ ମୂଳ ରେ ସହେି ରକ୍ତକୁ ଢାଳି ଦେଲେ। ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ପାଇଁ ସେ ଏହାକୁ ପବିତ୍ର କଲେ।

ଯାତ୍ରା ପୁସ୍ତକ 29:36
ପ୍ରସ୍ତୁତ କରିବା ପାଇଁ ଏବଂ ୟଜ୍ଞବଦେୀକୁ ପବିତ୍ର କରିବା ପାଇଁ ତୁମ୍ଭମାନେେ ସାତଦିନ ପାଇଁ ପ୍ରେତ୍ୟକକ ଦିନ ଏକ ବାଛୁରୀ ବଳିରୂପେ ଉତ୍ସର୍ଗ କରିବା ଉଚିତ୍। ଉତ୍ସର୍ଗୀତ କରିବା ପାଇଁ ଏହା ଉପରେ ଅଲିଭ ତୈଳ ଢାଳ।

ଯାତ୍ରା ପୁସ୍ତକ 29:12
ଏହାପରେ ସହେି ପାଛୁରୀର କିଛି ରକ୍ତ ୟଜ୍ଞବଦେୀ ନିକଟକୁ ନିଅ। ତୁମ୍ଭର ଅଙ୍ଗୁଳି ରେ ରକ୍ତ ନଇେ ୟଜ୍ଞବଦେୀର ଶିଙ୍ଗ ଉପରେ ଦିଅ ଓ ଅବଶିଷ୍ଟ ରକ୍ତ ବଦେୀ ମୂଳ ରେ ଢାଳ।

ଯିହିଜିକଲ 43:18
ଆଉ ସେ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। 'ଯେତବେେଳେ ସମାନେେ ୟଜ୍ଞବଦେୀ ନିର୍ମାଣ କରନ୍ତି ଓ ଯେଉଁ ସମୟରେ ତାହା ଉପ ରେ ହାମବେଳି ଓ ରକ୍ତ ସଚେନ କରନ୍ତି, ସମାନଙ୍କେୁ ଏହି ନିଯମ ମାନିବାକୁ ପଡ଼ିବ।

ଦିତୀୟ ବଂଶାବଳୀ 29:19
ଆହସ୍ ରାଜା ଥିବା ସମୟରେ ପରମେଶ୍ବରଙ୍କର ବିରୁଦ୍ଧ ରେ ବିଦ୍ରୋହ କଲେ। ସେ ମନ୍ଦିର ମଧିଅରେ ଥିବା ଅନକେ ସାମଗ୍ରୀକୁ ଫୋପାଡ଼ି ଦଇେଥିଲେ। କିନ୍ତୁ ଆମ୍ଭମାନେେ ସହେିସବୁ ସାମଗ୍ରୀକୁ ନିରୂପିତ କରିଅଛୁ ଓ ସଗେୁଡ଼ିକୁ ବିଶଷେ ବ୍ଯବହାର ନିମନ୍ତେ ପ୍ରସ୍ତୁତ କରିଅଛୁ। ସଗେୁଡ଼ିକ ବର୍ତ୍ତମାନ ସଦାପ୍ରଭୁଙ୍କ ୟଜ୍ଞବଦେୀର ସମ୍ମୁଖ ରେ ଅଛି।

ଲେବୀୟ ପୁସ୍ତକ 16:14
ତହୁଁ ସେ ଗୋବତ୍ସର କିଚି ରକ୍ତ ନଇେ ପାପାଚ୍ଛଦନର ପୂର୍ବଆଡେ ଅଙ୍ଗୁଳି ରେ ଛିଞ୍ଚିବ। ପୁଣି ପାପାଚ୍ଛଦନ ସମ୍ମୁଖ ରେ ଅଙ୍ଗୁଳି ଦ୍ବାରା ସାତଥର ସହେି ରକ୍ତ ଛିଞ୍ଚିବ।

ଲେବୀୟ ପୁସ୍ତକ 9:18
ଆଉ ମଧ୍ଯ ସେ ଲୋକମାନଙ୍କର ମଙ୍ଗଳାର୍ଥକ ବଳିର ଗୋରୁ ଓ ମଷେ ବଧ କଲେ, ହାରୋଣଙ୍କ ପୁତ୍ରଗଣ ବଳିର ରକ୍ତ ଆଣି ତାଙ୍କୁ ସମର୍ପଣ କଲେ ଓ ସେ ତାହାକୁ ୟଜ୍ଞବଦେୀ ଉପରେ ଚାରିଆଡେ ସିଞ୍ଚିନ କଲେ।

ଲେବୀୟ ପୁସ୍ତକ 9:8
ତହୁଁ ହାରୋଣ ୟଜ୍ଞବଦେୀ ନିକଟକୁ ୟାଇ ନିଜ ପାଇଁ ପାପାର୍ଥକ ବଳିର ଗୋବତ୍ସ ବଧ କଲେ।

ଯାତ୍ରା ପୁସ୍ତକ 29:20
ସହେି ଅଣ୍ଡିରା ମଷେକୁ ହତ୍ଯାକର ଏବଂ ତା'ର କିଛି ରକ୍ତ ସଂଗ୍ରହ କର। ସହେି ରକ୍ତକୁ ହାରୋଣର ଦକ୍ଷିଣକର୍ଣ୍ଣ ପ୍ରାନ୍ତ ରେ ଓ ତା'ର ପୁତ୍ରଗଣର ଦକ୍ଷିଣ କର୍ଣ୍ଣ ପ୍ରାନ୍ତର ଲଗାଅ। ସମାନଙ୍କେର ଦକ୍ଷିଣହସ୍ତର ବୃଦ୍ଧା ଆଙ୍ଗୁଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଠି ଉପରେ ଏହା ଲଗାଅ। ପୁଣି ୟଜ୍ଞବଦେୀର ଚାହିଆଡେ ରକ୍ତ ଛିଞ୍ଚ।