ଏବ୍ରୀମାନଙ୍କ ନିକଟକୁ ପତ୍ର 6:3 in Oriya

ଓଡିଆ ଓଡିଆ ବାଇବେଲ ଏବ୍ରୀମାନଙ୍କ ନିକଟକୁ ପତ୍ର ଏବ୍ରୀମାନଙ୍କ ନିକଟକୁ ପତ୍ର 6 ଏବ୍ରୀମାନଙ୍କ ନିକଟକୁ ପତ୍ର 6:3

Hebrews 6:3
ହଁ ଯଦି ପରମେଶ୍ବର ଅନୁମତି ଦିଅନ୍ତି, ଆମ୍ଭେ ଏପରି କରିବା।

Hebrews 6:2Hebrews 6Hebrews 6:4

Hebrews 6:3 in Other Translations

King James Version (KJV)
And this will we do, if God permit.

American Standard Version (ASV)
And this will we do, if God permit.

Bible in Basic English (BBE)
Now we will do this, if God lets us.

Darby English Bible (DBY)
and this will we do if God permit.

World English Bible (WEB)
This will we do, if God permits.

Young's Literal Translation (YLT)
and this we will do, if God may permit,

And
καὶkaikay
this
τοῦτοtoutoTOO-toh
will
we
do,
ποιήσομενpoiēsomenpoo-A-soh-mane
if
ἐάνπερeanperay-AN-pare
God

ἐπιτρέπῃepitrepēay-pee-TRAY-pay

hooh
permit.
θεόςtheosthay-OSE

Cross Reference

ରେରିତମାନଙ୍କ କାର୍ଯ୍ୟର ବିବରଣ 18:21
ସେ ଗଲା ବେଳେ କହିଲେ, ଯଦି ପରମେଶ୍ବର ଚ଼ାହାଁନ୍ତି, ତବେେ ମୁଁ ପୁଣି ତୁମ୍ଭମାନଙ୍କ ପାଖକୁ ଆସିବି। ତା'ପରେ ସେ ଜଳପଥରେ ଏଫିସରୁ ବିଦାୟ ନେଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 16:7
ମୁଁ ଏବେ ତୁମ୍ଭମାନଙ୍କ ସହିତ ଦଖାେ କରିବାକୁ ଇଚ୍ଛା କରୁ ନାହିଁ, କାରଣ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସହ ଅଧିକ ସମୟ ରହିବା ପାଇଁ ଆଶା କରେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:32
ତା'ପରେ ଯଦି ପରମେଶ୍ବର ଇଚ୍ଛା କରନ୍ତି ତା' ହେଲେ ମୁଁ ତୁମ୍ଭମାନଙ୍କ ପାଖକୁ ଆନନ୍ଦର ସହ ଆସିବି ଓ ବିଶ୍ରାମ ନବେି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:19
କିନ୍ତୁ ଖୁବ୍ ଶୀଘ୍ର ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ଓ ଅହଂକାର କରୁଥିବା ଲୋକମାନେ କଣ ଅଧିକ କାର୍ୟ୍ଯକ କରୁଛନ୍ତି ତାହା ମୁଁ ଦେଖିବାକୁ ଚା ହେଁ।

ଯାକୁବଙ୍କ ପତ୍ 4:15
ଅତଏବ ତୁମ୍ଭେ କହିବା ଉଚିତ : ଯଦି ପରମେଶ୍ବରଙ୍କ ଇଚ୍ଛା ଥାଏ, ଆମ୍ଭେ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ।