ହବକକୂକ 3:7 in Oriya

ଓଡିଆ ଓଡିଆ ବାଇବେଲ ହବକକୂକ ହବକକୂକ 3 ହବକକୂକ 3:7

Habakkuk 3:7
ମୁଁ ଦେଖିଲି କୂଶନର ନଗରଗୁଡିକ ଅସୁବିଧା ରେ ଥିଲେ। ମିଦିଯନର ଗୃହଗୁଡିକ ଭୟ ରେ ଥରିଲେ।

Habakkuk 3:6Habakkuk 3Habakkuk 3:8

Habakkuk 3:7 in Other Translations

King James Version (KJV)
I saw the tents of Cushan in affliction: and the curtains of the land of Midian did tremble.

American Standard Version (ASV)
I saw the tents of Cushan in affliction; The curtains of the land of Midian did tremble.

Bible in Basic English (BBE)
The curtains of Cushan were troubled, and the tents of Midian were shaking.

Darby English Bible (DBY)
I saw the tents of Cushan in affliction; The curtains of the land of Midian did tremble.

World English Bible (WEB)
I saw the tents of Cushan in affliction. The dwellings of the land of Midian trembled.

Young's Literal Translation (YLT)
Under sorrow I have seen tents of Cushan, Tremble do curtains of the land of Midian.

I
saw
תַּ֣חַתtaḥatTA-haht
the
tents
אָ֔וֶןʾāwenAH-ven
of
Cushan
רָאִ֖יתִיrāʾîtîra-EE-tee
in
אָהֳלֵ֣יʾāhŏlêah-hoh-LAY
affliction:
כוּשָׁ֑ןkûšānhoo-SHAHN
curtains
the
and
יִרְגְּז֕וּןyirgĕzûnyeer-ɡeh-ZOON
of
the
land
יְרִיע֖וֹתyĕrîʿôtyeh-ree-OTE
of
Midian
אֶ֥רֶץʾereṣEH-rets
did
tremble.
מִדְיָֽן׃midyānmeed-YAHN

Cross Reference

ଯାତ୍ରା ପୁସ୍ତକ 15:14
ଲୋକମାନେ ଏହା ଶୁଣି ଅଛନ୍ତି, ସମାନେେ ଭୟ ରେ କମ୍ପୁ ଅଛନ୍ତି। ପଲେଷ୍ଟୀୟ ନିବାସୀମାନେ ଭୟ ରେ ଥରିବାକୁ ଲାଗିଲେ।

ଆଦି ପୁସ୍ତକ 10:6
ହାମର ସନ୍ତାନଗଣ ଥିଲେ। କୂଶ୍, ମିଶର, ପୂଟ୍ ଓ କିଣାନ।

ଆଦି ପୁସ୍ତକ 25:1
ଅବ୍ରହାମ ପୁନ୍ନରାଯ ବିବାହ କଲେ, ତାଙ୍କର ନୂତନ ସ୍ତ୍ରୀର ନାମ ଥିଲା କଟୂରା।

ଗଣନା ପୁସ୍ତକ 22:3
ଏଣୁ ସେ ମାୟୋବ ଇଶ୍ରାୟେଲ ଲୋକମାନଙ୍କ ସକାଶୁ ଭୀତ ହେଲେ। ସମାନଙ୍କେର ସଂଖ୍ଯା ବହୁତ ଥିଲା, ଆଉ ମାୟୋବ ଇଶ୍ରାୟେଲ ଲୋକମାନଙ୍କ ସକାଶୁ ଉଦବିଗ୍ନ ଥିଲେ।

ଗଣନା ପୁସ୍ତକ 31:2
ଇଶ୍ରାୟେଲ ଲୋକମାନଙ୍କ ସକାେଶ ମିଦିଯନୀଯମାନଙ୍କ ଉପରେ ପ୍ରତି ଶାଧେ ନିଅ। ତା'ପରେ ତୁମ୍ଭମାନେ ମୃତ୍ଯୁ ବରଣ କରିବ।

ଯିହୋଶୂୟ 2:10
ଆମ୍ଭମାନେେ ଭୟ କରୁଅଛକ୍ସ୍ଟ କାରଣ ଆମ୍ଭେ ଶକ୍ସ୍ଟଣିଛକ୍ସ୍ଟ ସଦାପ୍ରଭୁ କିପରି ଭାବରେ ତୁମ୍ଭମାନଙ୍କୁ ସାହାୟ୍ଯ କରିଛନ୍ତି। ଆମ୍ଭେ ଜାଣକ୍ସ୍ଟ ତୁମ୍ଭେ ମିଶରରକ୍ସ୍ଟ ବାହାରି ଆସିବା ବାଟରେ ସେ କିପରି ଲୋହିତ ସାଗରକକ୍ସ୍ଟ ଶକ୍ସ୍ଟଖାଇ ଦେଲେ। ଆମ୍ଭେ ଆହକ୍ସ୍ଟରି ଜାଣକ୍ସ୍ଟ ତୁମ୍ଭେ କିପରି ୟର୍ଦ୍ଦନ ପୂର୍ବ ପାରିସ୍ଥ ସୀହାନେ ଓ ଓଗ୍ ନାମକ ଦକ୍ସ୍ଟଇଜଣ ଇ ମାରେୀଯ ରାଜାଙ୍କକ୍ସ୍ଟ ବିନାଶ କରିଅଛ।

ଯିହୋଶୂୟ 9:24
ଗିବିଯୋନୀଯମାନେ ଉତ୍ତର ଦେଲେ, ଆମ୍ଭମାନେେ ଆପଣାଙ୍କ ସମ୍ମକ୍ସ୍ଟଖ ରେ ମିଛ କହିଲକ୍ସ୍ଟ କାରଣ ଆମ୍ଭମାନେେ ତୁମ୍ଭକୁ ଭୟ କରିଗଲକ୍ସ୍ଟ, କାଳେ ଆପଣା ଆମ୍ଭକକ୍ସ୍ଟ ମାରି ଦବେେ। ଆମ୍ଭେ ଜାଣିବାକକ୍ସ୍ଟ ପାଇଲକ୍ସ୍ଟ ଯେ ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦବୋକକ୍ସ୍ଟ ଓ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଏହି ଦେଶବାସୀ ସମସ୍ତ ଲୋକଙ୍କକ୍ସ୍ଟ ବିନାଶ କରିବାକୁ ସଦାପ୍ରଭୁ ଆପଣା ସବେକ ମାଶାଙ୍କେକ୍ସ୍ଟ ଆଜ୍ଞା ଦଇେଥିଲେ। ତେଣୁ ଆମ୍ଭର ଜୀବନ ଭୟ ରେ ଆମ୍ଭେ ତକ୍ସ୍ଟମ୍ଭ ନିକଟରେ ମିଥ୍ଯା କହିଲକ୍ସ୍ଟ।

ବିଚାରକର୍ତାମାନଙ୍କ ବିବରଣ 7:24
ଏହାପରେ ଗିଦ୍ଦିୟୋନ ପର୍ବତମଯ ଦେଶ ଇଫ୍ରଯିମକକ୍ସ୍ଟ ଦୂତମାନଙ୍କୁ ପଠାଇଲେ। ଦୂତଗଣ କହିଲେ, ଓହ୍ଲାଇ ଆସ ଏବଂ ମିଦିଯନୀମାନଙ୍କ ସୈନ୍ଯଗଣକକ୍ସ୍ଟ ଆକ୍ରମଣ କର। ୟର୍ଦ୍ଦନ ନଦୀ ଓ ବୈଥ୍-ବାରା ପର୍ୟ୍ଯନ୍ତ ନିଜ ନିଯନ୍ତ୍ରଣକକ୍ସ୍ଟ ଆଣ। ମିଦିଯନୀଯମାନେ ସଠାେରେ ପହଞ୍ଚିବା ପୂର୍ବରକ୍ସ୍ଟ ଏପରି କର।

ଗୀତସଂହିତା 83:5
ହେ ପରମେଶ୍ବର, ସମାନେେ ସମାନଙ୍କେର ଯୋଜନାରେ ଏକତ୍ରୀତ ହାଇେଛନ୍ତି। ସମାନେେ ତୁମ୍ଭ ବିରୁଦ୍ଧରେ ୟୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି।