ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:7 in Oriya

ଓଡିଆ ଓଡିଆ ବାଇବେଲ ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3 ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:7

Galatians 3:7
ଅତଏବ ତୁମ୍ଭମାନେେ ଜାଣି ରଖ ଯେ, ବିଶ୍ବାସ କରୁଥିବା ଲୋକେ ଅବ୍ରହାମଙ୍କର ପ୍ରକୃତ ସନ୍ତାନ।

Galatians 3:6Galatians 3Galatians 3:8

Galatians 3:7 in Other Translations

King James Version (KJV)
Know ye therefore that they which are of faith, the same are the children of Abraham.

American Standard Version (ASV)
Know therefore that they that are of faith, the same are sons of Abraham.

Bible in Basic English (BBE)
Be certain, then, that those who are of faith, the same are sons of Abraham.

Darby English Bible (DBY)
Know then that they that are on the principle of faith, these are Abraham's sons;

World English Bible (WEB)
Know therefore that those who are of faith, the same are children of Abraham.

Young's Literal Translation (YLT)
know ye, then, that those of faith -- these are sons of Abraham,

Know
ye
Γινώσκετεginōsketegee-NOH-skay-tay
therefore
ἄραaraAH-ra
that
ὅτιhotiOH-tee
they
which
are
οἱhoioo
of
ἐκekake
faith,
πίστεωςpisteōsPEE-stay-ose
the
same
οὗτοιhoutoiOO-too
are
εἰσινeisinees-een
the
children
of
υἱοίhuioiyoo-OO
Abraham.
Ἀβραάμabraamah-vra-AM

Cross Reference

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:9
ଅବ୍ରହାମ ଏହାକୁ ବିଶ୍ବାସ କଲେ ଓ ସେଥିପାଇଁ ସେ ଆଶୀର୍ବାଦ ଲାଭ କଲେ। ସହେିପରି ଯେଉଁମାନେ ବିଶ୍ବାସ କରନ୍ତି, ସମାନେେ ଅବ୍ରହାମଙ୍କ ପରି ଆଶୀର୍ବାଦ ପାଆନ୍ତି।

ଗୀତସଂହିତା 100:3
ତୁମ୍ଭମାନେେ ଜାଣ ସଦାପ୍ରଭୁ ହିଁ ପରମେଶ୍ବର ଅଟନ୍ତି। ସେ ଆମ୍ଭକୁ ସୃଷ୍ଟି କରିଛନ୍ତି। ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମଷେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:24
ଏହି ବାକ୍ଯଗୁଡ଼ିକ ଆମ୍ଭ ପାଇଁ ମଧ୍ଯ ଲଖାେ ଯାଇଥିଲା। ଆମ୍ଭେ ବିଶ୍ବାସ କରୁଥିବା ୟୋଗୁ ପରମେଶ୍ବର ଆମ୍ଭକୁ ମଧ୍ଯ ଗ୍ରହଣ କରିବେ। ଆମ୍ଭେ ତାହାଙ୍କୁ ବିଶ୍ବାସ କରୁ ୟିଏ ଆମ୍ଭର ପ୍ରଭୁ ଯୀଶୁଙ୍କୁ ମୃତ୍ଯୁରୁ ପୁନର୍ଜୀବିତ କଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:7
ଅବ୍ରାହମଙ୍କ କବଳେ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତ ରେ ପରମେଶ୍ବରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ବର କହିଥୀଲେ: ଇସ୍ହାସ ଦ୍ବାରା ତୁମ୍ଭର ବିଧୀ ସଂଗତ ବଂଶବୃଦ୍ଦି ହବେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:26
ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସ ଦ୍ବାରା ତୁମ୍ଭେ ସମସ୍ତେ ପରମେଶ୍ବରଙ୍କ ସନ୍ତାନଗଣ ଅଟ।

ଲୂକଲିଖିତ ସୁସମାଚାର 19:9
ଯୀଶୁ କହିଲେ, ଏ ଲୋକଟି ପ୍ରକୃତ ରେ ଜଣେ ଭଲ ମଣିଷ। ସେ ଅବ୍ରହାମଙ୍କର ଉପୟୁକ୍ତ ସନ୍ତାନ। ତେଣୁ ଆଜି ସେ ନିଜ ପାପରୁ ଉଦ୍ଧାର ପାଇଗଲେ।

ଯୋହନଲିଖିତ ସୁସମାଚାର 8:39
ଯିହୂଦୀମାନେ କହିଲେ, ଅବ୍ରହାମ ଆମ୍ଭମାନଙ୍କର ପିତା।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:11
ପରମେଶ୍ବର ଗ୍ରହଣ କରି ନଇେଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରାହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହବୋ ପୂର୍ବରୁ ପରମେଶ୍ବରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ବରଙ୍କୁ ବିଶ୍ବାସ କରନ୍ତି ଓ ସୁନ୍ନତ ହାଇେ ନାହାଁନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରାହାମ ଅଟନ୍ତି। ସମାନେେ ବିଶ୍ବାସ କରନ୍ତି ଓ ଏହି କାରଣରୁ ସମାନେେ ପରମେଶ୍ବରଙ୍କ ପାଇଁ ଧାର୍ମିକ ବୋଲି ନିରୁପିତ ହୁଅନ୍ତି।