Ezekiel 45:18
ସଦାପ୍ରଭୁ, ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ପ୍ରଥମ ମାସର ପ୍ରଥମ ଦିନ ତୁମ୍ଭେ ଏକ ନିଖୁଣ ଗୋବତ୍ସ ନଇେ ପବିତ୍ର ସ୍ଥାନକୁ ଶୁଚି କରିବ।
Ezekiel 45:18 in Other Translations
King James Version (KJV)
Thus saith the Lord GOD; In the first month, in the first day of the month, thou shalt take a young bullock without blemish, and cleanse the sanctuary:
American Standard Version (ASV)
Thus saith the Lord Jehovah: In the first `month', in the first `day' of the month, thou shalt take a young bullock without blemish; and thou shalt cleanse the sanctuary.
Bible in Basic English (BBE)
This is what the Lord has said: In the first month, on the first day of the month, you are to take a young ox without any mark on him, and you are to make the holy place clean.
Darby English Bible (DBY)
Thus saith the Lord Jehovah: In the first [month], on the first of the month, thou shalt take a young bullock, without blemish, and thou shalt purge the sanctuary.
World English Bible (WEB)
Thus says the Lord Yahweh: In the first [month], in the first [day] of the month, you shall take a young bull without blemish; and you shall cleanse the sanctuary.
Young's Literal Translation (YLT)
`Thus said the Lord Jehovah: In the first `month', in the first of the month, thou dost take a bullock, a son of the herd, a perfect one, and hast cleansed the sanctuary:
| Thus | כֹּה | kō | koh |
| saith | אָמַר֮ | ʾāmar | ah-MAHR |
| the Lord | אֲדֹנָ֣י | ʾădōnāy | uh-doh-NAI |
| God; | יְהוִה֒ | yĕhwih | yeh-VEE |
| first the In | בָּֽרִאשׁוֹן֙ | bāriʾšôn | ba-ree-SHONE |
| month, in the first | בְּאֶחָ֣ד | bĕʾeḥād | beh-eh-HAHD |
| month, the of day | לַחֹ֔דֶשׁ | laḥōdeš | la-HOH-desh |
| thou shalt take | תִּקַּ֥ח | tiqqaḥ | tee-KAHK |
| a young | פַּר | par | pahr |
| בֶּן | ben | ben | |
| bullock | בָּקָ֖ר | bāqār | ba-KAHR |
| without blemish, | תָּמִ֑ים | tāmîm | ta-MEEM |
| and cleanse | וְחִטֵּאתָ֖ | wĕḥiṭṭēʾtā | veh-hee-tay-TA |
| אֶת | ʾet | et | |
| the sanctuary: | הַמִּקְדָּֽשׁ׃ | hammiqdāš | ha-meek-DAHSH |
Cross Reference
ଲେବୀୟ ପୁସ୍ତକ 16:16
ଏହିରୂପେ ହାରୋଣ ମହାପବିତ୍ର ସ୍ଥାନକୁ େଶୗଚ କରିବ। ଇଶ୍ରାୟେଲ ଲୋକମାନଙ୍କ ଅ େଶୗଚ ଓ ପାପ ପାଇଁ ସେ ପ୍ରାଯଶ୍ଚିତ କରିବ। ହାରୋଣ ସମାଗମ ତମ୍ବୁ ପାଇଁ ସହେିପରି କରିବ, କାରଣ ଏହା ଅ େଶୗଚ ମଧିଅରେ ସମାନଙ୍କେ ସହିତ ବାସ କରେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 9:14
ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପା ରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ବାରା ଆପଣାକୁ ନିଖୁଣ ବଳିସ୍ବରୂପେ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ୟ୍ଯରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦବେ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ଯ ପବିତ୍ର କରିବ। ଆମ୍ଭେ ପବିତ୍ର ହାଇେ ଜୀବନ୍ତ ପରମେଶ୍ବରଙ୍କର ସବୋ କରିପାରିବା।
ଯିହିଜିକଲ 43:22
ତୁମ୍ଭେ ଦ୍ବିତୀୟ ଦିନ ରେ ପାପାର୍ଥକ ବଳିରୂପେ ଏକ ନିଖୁଣ ପୁଂଛାଗ ଉତ୍ସର୍ଗ କରିବ। ଷଣ୍ଢ ଦ୍ବାରା ଯେପରି ଶୁଚି କରିଥିଲେ ସପରେି ୟଜ୍ଞବଦେୀକୁ ଶୁଚି କରିବା ଉଚିତ୍।
ଲେବୀୟ ପୁସ୍ତକ 22:20
ମାତ୍ର ଖୁଣଥିବା ପ୍ରଣୀକୁ ତୁମ୍ଭମାନେେ ଉତ୍ସର୍ଗ କରିବା ଉଚିତ୍ ନୁହଁ। କାରଣ ତାହା ନବୈେଦ୍ଯ ରୂପେ ଗ୍ରହଣୀଯ ନୁହେଁ।
ଲେବୀୟ ପୁସ୍ତକ 16:33
ଆଉ ସେ ମହାପବିତ୍ର ସ୍ଥାନ, ସମାଗମ ତମ୍ବୁ ଓ ୟଜ୍ଞବଦେୀ ନିମନ୍ତେ ପ୍ରାଯଶ୍ଚିତ କରିବ। ଆଉ ମଧ୍ଯ ସେ ଯାଜକଗଣ ଓ ସମାଜର ସମସ୍ତ ଲୋକ ନିମନ୍ତେ ପ୍ରାଯଶ୍ଚିତ କରିବ।
ଯାତ୍ରା ପୁସ୍ତକ 12:2
ଏହି ମାସ ତୁମ୍ଭମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ହବେ ଏବଂ ଏହା ତୁମ୍ଭମାନଙ୍କ ପାଇଁ ପ୍ରଧାନ ମାସ ହବେ।
ଯିହିଜିକଲ 43:26
ସାତଦିନ ୟାଏ ଯାଜକମାନେ ୟଜ୍ଞବଦେୀ ନିମନ୍ତେ ପୂଜା କରି ତାହା ଶୁଚି କରିବେ।
ପିତରଙ୍କ ପ୍ରଥମ ପତ୍ 1:19
ବରଂ ନିର୍ଦ୍ ଦୋଷ ପବିତ୍ର ମଷେଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ଯ ରକ୍ତ ଦ୍ବାରା ତୁମ୍ଭେ କିଣା ହାଇେଅଛ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:19
ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନ ରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ବାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟ ରେ ଏପରି କରିପାରିବା।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:3
ସମାନେେ ଯେଉଁ ବଳି ଗୁଡ଼ିକ ଦିଅନ୍ତି, ତାହା ପ୍ରତିବର୍ଷ ସମାନଙ୍କେୁ ସମାନଙ୍କେର ପାପଗୁଡ଼ିକ ସ୍ମରଣ କରାଇ ଦିଏ।
ଏବ୍ରୀମାନଙ୍କ ନିକଟକୁ ପତ୍ର 9:22
ବ୍ଯବସ୍ଥା କୁ ହେ ଯେ, ପ୍ରେତ୍ୟକକ ବସ୍ତୁ ରକ୍ତ ଦ୍ବାରା ଶୁଦ୍ଧ ହାଇେ ପାରିବ। ଓ ବିନା ରକ୍ତ ରେ ପାପଗୁଡ଼ିକୁ କ୍ଷମା କରା ଯାଇ ପାରିବ ନାହିଁ।
ଏବ୍ରୀମାନଙ୍କ ନିକଟକୁ ପତ୍ର 7:26
ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।
ମାଥିଉଲିଖିତ ସୁସମାଚାର 6:33
ଏଣୁ ଆଗ ପରମେଶ୍ବରଙ୍କ ରାଜ୍ଯ ଓ ଉତ୍ତମ କାର୍ୟ୍ଯ ବିଷୟ ରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ବର ଚାହାନ୍ତି, ସଗେୁଡିକ କର। ତା' ହେଲେ ଏହିସବୁ ବିଷୟଗୁଡିକ ତୁମ୍ଭକୁ ଯୋଗାଇ ଦିଆୟିବ।
ଗଣନା ପୁସ୍ତକ 28:11
ଆଉ ପ୍ରତିମାସର ପ୍ରଥମ ଦିନ ରେ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହୋମ ନିମନ୍ତେ ଦୁଇଟି ଷଣ୍ତ,ଏକ ଅଣ୍ତିରା ମଷେ ଓ ଏକବର୍ଷୀଯ ସାତଟି ମଷେଶାବକ ବିଶଷେ ହାମବେଳି ରୂପେ ଉତ୍ସର୍ଗ କରିବ। ଏମାନେ ସମସ୍ତେ ନିଖୁଣ ହାଇେ ଥିବେ।